ଭାରତୀୟ ଜ୍ଞାନ ପରମ୍ପରା ଏବଂ ଜ୍ୟୋତିଷ ଶାସ୍ତ୍ରର ଚିନ୍ତାଧାରାକୁ ନେଇ ଯୁବ ଲେଖକ ତଥା ଇଞ୍ଜିନିୟର ଦେବାଶିଷ ମିଶ୍ରଙ୍କ ପ୍ରୟାସ ପ୍ରଶଂସନୀୟ। ତାଙ୍କୁ ଶୁଭେଚ୍ଛା ।
नहाय-खाय के पावन अनुष्ठान के साथ आज से चार दिवसीय महापर्व छठ का शुभारंभ हो रहा है।
सभी देशवासियों को हार्दिक शुभकामनाएँ।
जय छठी मैया 🙏🏻
youtu.be/NkDiSj9c1EA?si=QmEp…
लोक आस्था, पवित्रता और प्रकृति के प्रति अटूट श्रद्धा के महापर्व छठ पूजा के प्रथम अनुष्ठान ‘नहाय-खाय’ की हार्दिक शुभकामनाएँ।
छठी मईया और भगवान सूर्यदेव की कृपा सभी पर बनी रहे।
जय छठी मईया!
ସମ୍ବଲପୁର କଳା ପରିଷଦର ସଦସ୍ୟ ମନୋରଞ୍ଜନ ପାଢ଼ୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସମ୍ବଲପୁରରେ କଳା ଓ କ୍ରୀଡ଼ା କ୍ଷେତ୍ରକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ଅତୁଳନୀୟ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଉଛି ।
ଓଁ ଶାନ୍ତି
लोकतंत्र की मर्यादा से खिलवाड़ करने और अराजकता को बढ़ावा देने वालों को देश कभी स्वीकार नहीं करेगा!
#LoktantraBachaoArajaktaHatao
ଆଠଗଡ଼ରେ “ଲୋକତନ୍ତ୍ର ବଞ୍ଚାଓ, ଅରାଜକତା ହଟାଓ” ପଦଯାତ୍ରାକୁ ବିପୁଳ ଜନସମର୍ଥନ ପ୍ରମାଣ କରୁଛି ଯେ ଓଡ଼ିଶାର ଜନତା ସର୍ବଦା ଗଣତନ୍ତ୍ର ଓ ସତ୍ୟର ପକ୍ଷରେ ଅଛନ୍ତି । ନିଜର ନିର୍ବାଚନୀ ପରାଜୟକୁ ହଜମ କରିନପାରି କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟ ପ୍ରତିଥର ଇଭିଏମ୍ ଓ ନିର୍ବାଚନ ଆୟୋଗ ଉପରେ ଅଯଥା ଦୋଷ ଲଦୁଛନ୍ତି । ଦେଶର ସେନାଙ୍କ ପରାକ୍ରମକୁ ଅପମାନିତ କରୁଥିବା ଏବଂ ତୁଷ୍ଟୀକରଣ ରାଜନୀତି କରୁଥିବା ଏହି ଶକ୍ତିମାନଙ୍କୁ ଦେଶବାସୀ କେବେବି କ୍ଷମା କରିବେ ନାହିଁ ।
#LoktantraBachaoArajaktaHatao #Athagada
ଗଣତାନ୍ତ୍ରିକ ପ୍ରକ୍ରିୟା ଏବଂ ଜନମତକୁ ସମ୍ମାନ ଦେବା ପରିବର୍ତ୍ତେ, କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟ ଆଜି SIR ଏବଂ ନିର୍ବାଚନ ଆୟୋଗଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣିବାରେ ବ୍ୟସ୍ତ । ବେଆଇନ ଅନୁପ୍ରବେଶକାରୀମାନଙ୍କୁ ନିଜର ଭୋଟ୍ ବ୍ୟାଙ୍କ ଭାବେ ବଞ୍ଚାଇ ରଖିବା ଏବଂ ଆମ ସୁରକ୍ଷା ବଳଙ୍କ ବଳିଦାନ ଉପରେ ସନ୍ଦେହ ପ୍ରକଟ କରିବା ସେମାନଙ୍କର ସଙ୍କୁଚିତ ମାନସିକତାକୁ ପଦାରେ ପକାଇ ଛି। ଦେଶର ଜନସାଧାରଣ ସେମାନଙ୍କର ଏହି ବିଭ୍ରାନ୍ତିକର ତଥା ଦେଶବିରୋଧୀ ରାଜନୀତିକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିସାରିଛନ୍ତି ।
ସାଧାରଣ ଲୋକଙ୍କ ପ୍ରକୃତ ଭାଗୀଦାରି ହିଁ ଆମ ଗଣତନ୍ତ୍ରର ପ୍ରକୃତ ଶକ୍ତି । କିନ୍ତୁ ଆଜି ଜଣେ ଜନଜାତି ଘରର ଝିଅ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀରେ ଅଳଂକୃତ ହେବା ଏବଂ ଜଣେ ଗରିବ ପରିବାରର ପୁଅ ଦେଶର ସଫଳ ନେତୃତ୍ୱ ନେବା କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟର ନେତାଙ୍କୁ ଆଦୌ ପସନ୍ଦ ଆସୁନାହିଁ । ସେମାନେ କ୍ଷମତା ପାଇଁ ଦେଶରେ ଅସ୍ଥିରତା ସୃଷ୍ଟି କରୁଛନ୍ତି । ଆସନ୍ତୁ, ସମ୍ବିଧାନ ଓ ଗଣତାନ୍ତ୍ରିକ ମୂଲ୍ୟବୋଧକୁ ରକ୍ଷା କରିବା ପାଇଁ ଏକଜୁଟ ହେବା ଏବଂ ଏହି ଅରାଜକତାବାଦୀଙ୍କ ସମସ୍ତ ଷଡ଼ଯନ୍ତ୍ରକୁ ଗଣତାନ୍ତ୍ରିକ ଉପାୟରେ ମୂଳପୋଛ କରିବା ।
7
358
ଧନ୍ୟବାଦ ଢେଙ୍କାନାଳ 🙏🏻
#LoktantraBachaoArajaktaHatao
“ଲୋକତନ୍ତ୍ର ବଞ୍ଚାଓ - ଅରାଜକତା ହଟାଓ” ସ୍ଲୋଗାନକୁ ଘରେ ଘରେ ପହଞ୍ଚାଇବା । ଲାଇଭ୍, ଆଠଗଡ଼ #LoktantraBachaoArajaktaHatao #Athagada nitter.gq/i/broadcasts/2pelynrmY…
“ଲୋକତନ୍ତ୍ର ବଞ୍ଚାଓ - ଅରାଜକତା ହଟାଓ” ସ୍ଲୋଗାନକୁ ଘରେ ଘରେ ପହଞ୍ଚାଇବା । ଲାଇଭ୍, ଆଠଗଡ଼ #LoktantraBachaoArajaktaHatao #Athagada nitter.gq/i/broadcasts/2pelyQWYO…
ଓଡ଼ିଶା ସମେତ ଦେଶର ଅନେକ ରାଜ୍ୟରେ ଲୋକମାନେ କଂଗ୍ରେସକୁ ବାରମ୍ବାର ପ୍ରତ୍ୟାଖ୍ୟାନ କରିଆସିଛନ୍ତି । ବାରମ୍ବାର ନିର୍ବାଚନୀ ପରାଜୟରେ ହତାଶ ହୋଇ କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟ ନେତାମାନେ ଆଜି ସଂସଦକୁ ଅଚଳ କରିବା ସହ ଗଣତନ୍ତ୍ର, ସମ୍ବିଧାନ, ନିର୍ବାଚନ ଆୟୋଗ ଏବଂ ଜନମତ ବିରୋଧରେ ମିଥ୍ୟା ଅପପ୍ରଚାର ଚଳାଇଛନ୍ତି । ଭୋଟ୍ ଚୋରି ଓ SIR କୁ ନେଇ କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟ ଆଜି କୁମ୍ଭୀର କାନ୍ଦଣା କାନ୍ଦୁଛି ।
ପ୍ରକୃତରେ ସେମାନେ ଜନସାଧାରଣଙ୍କ ଅଧିକାର ପାଇଁ ନୁହେଁ, ବରଂ ବେଆଇନ ଅନୁପ୍ରବେଶକାରୀଙ୍କୁ ସୁରକ୍ଷା ଦେବା ପାଇଁ ଏହି ମିଥ୍ୟା କାହାଣୀ ରଚୁଛନ୍ତି । ବାବରୀ ମସଜିଦ୍କୁ ନେଇ କାନ୍ଦଣା, ବଟଲା ହାଉସ୍ ଏନକାଉଣ୍ଟରରେ ଆତଙ୍କବାଦୀଙ୍କ ପାଇଁ ସମବେଦନା ଏବଂ ସେନାର ସର୍ଜିକାଲ ଷ୍ଟ୍ରାଇକ୍ ଉପରେ ପ୍ରଶ୍ନ ଉଠାଇବା ସେମାନଙ୍କର ତୁଷ୍ଟୀକରଣ ଓ ଦେଶବିରୋଧୀ ଚେହେରାକୁ ପଦାରେ ପକାଇଛି ।
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀ ଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ‘ଡବଲ୍ ଇଞ୍ଜିନ୍ ସରକାର’ ଆଜି ଓଡ଼ିଶାର ପ୍ରତ୍ୟେକ ଗରିବ, ଚାଷୀ, ମହିଳା ଓ ଯୁବବର୍ଗଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆଣିଛି । ରାଜ୍ୟରେ ବିକାଶର ଏହି ଅଭିଯାନକୁ ଆହୁରି ଗତିଶୀଳ କରିବା ସହ ଦେଶର ଗଣତନ୍ତ୍ର ଓ ସମ୍ବିଧାନକୁ ସୁରକ୍ଷା ଦେବା ପାଇଁ ଆସନ୍ତୁ, ଆମେ ସମସ୍ତେ ଏକାଠି ହୋଇ କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟର ଅରାଜକତା ବିରୋଧରେ ଗାଁ ଗାଁରେ ଜନଜାଗରଣ ସୃଷ୍ଟି କରିବା ।
#LoktantraBachaoArajaktaHatao #Dhenkanal
ଢେଙ୍କାନାଳରେ “ଲୋକତନ୍ତ୍ର ବଞ୍ଚାଓ - ଅରାଜକତା ହଟାଓ” ପଦଯାତ୍ରାରେ ସାମିଲ ହେଲି । ଗଣତନ୍ତ୍ରର ବାସ୍ତବ ଶକ୍ତି ଯୋଗୁଁ ଆଜି ଓଡ଼ିଶାର ଜଣେ ଜନଜାତି ଘରର ଝିଅ ଆଦରଣୀୟ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜୀ ଦେଶର ରାଷ୍ଟ୍ରପତି ଏବଂ ଜଣେ ସାଧାରଣ ଚା'-ବିକାଳିଙ୍କ ପୁଅ ଶ୍ରୀ @narendramodi ଜୀ ଦେଶର ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି । କିନ୍ତୁ ଲମ୍ବା ସମୟର ଶାସନ କାଳରେ ସେବା ନକରି ଦେଶକୁ କେବଳ ନିଜ ପରିବାରର ସମ୍ପତ୍ତି ଭାବୁଥିବା କଂଗ୍ରେସ ଓ ‘ଇଣ୍ଡି’ ମେଣ୍ଟର ଶୀର୍ଷ ନେତୃତ୍ୱ ଏହି ଗରିବ ଓ ଜନଜାତିଙ୍କ ନେତୃତ୍ୱକୁ କଦାପି ସହ୍ୟ କରିପାରୁନାହାନ୍ତି ।
#LoktantraBachaoArajaktaHatao #Dhenkanal
"ଲୋକତନ୍ତ୍ର ବଞ୍ଚାଓ - ଅରାଜକତା ହଟାଓ"
📍ଢେଙ୍କାନାଳ
#LoktantraBachaoArajaktaHatao
‘ଲୋକତନ୍ତ୍ର ବଞ୍ଚାଓ, ଅରାଜକତା ହଟାଓ’ ପଦଯାତ୍ରା ଢେଙ୍କାନାଳରୁ ଲାଇଭ୍ #LoktantraBachaoArajaktaHatao nitter.gq/i/broadcasts/2zkVpOmgm…
ଦୀର୍ଘବର୍ଷର ଶାସନ କାଳରେ ସେବା ନକରି କେବଳ ନିଜ ପରିବାରର ଜାଗିର ଭାବୁଥିବା କଂଗ୍ରେସର ନେତାମାନଙ୍କୁ ଆଜି ଦେଶବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି । ଲାଇଭ୍, ଢେଙ୍କାନାଳ #LoktantraBachaoArajaktaHatao nitter.gq/i/broadcasts/2rJXbKyjN…
महान शिक्षाविद् एवं प्रखर राष्ट्रवादी ‘भारत रत्न’ महामना पं. मदन मोहन मालवीय जी की पुण्यतिथि पर उन्हें विनम्र श्रद्धांजलि।
राष्ट्र निर्माण, शिक्षा के प्रसार और समाज सेवा के लिए उनका समर्पित जीवन सदैव देशवासियों को प्रेरित करता रहेगा।
भारत का प्रधानसेवक 'मोदी' कहीं नहीं जाएगा!
#LoktantraBachaoArajaktaHatao



























