ଇ-ଚାଲାଣ ପୈଠ କରିବା ସମୟରେ ସାଇବର ଠକେଇରୁ ବଞ୍ଚନ୍ତୁ । ଚାଲାଣ ପୈଠ ପାଇଁ କେବଳ ପରିବହନ ବିଭାଗର ୱେବସାଇଟ୍ echallan.parivahan.gov.in ବ୍ୟବହାର କରନ୍ତୁ । Apk ଫାଇଲରେ ଇ-ଚାଲାଣ ପୈଠ ପାଇଁ ପରିବହନ ବିଭାଗ କହେନାହଁ ।
#eChallan #RoadSafety
ଐତିହାସିକ କଟକ ବାଲିଯାତ୍ରା ବୁଲିବାକୁ ଆସୁଥିଲେ, ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (RTO), କଟକ ଦ୍ୱାରା ଆୟୋଜିତ ଷ୍ଟଲକୁ ନିଶ୍ଚିତ ଆସନ୍ତୁ ଏବଂ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ।
ତଳ ବାଲିଯାତ୍ରା ପଡ଼ିଆ
(ଅକ୍ଷୟ ମହାନ୍ତି ମଞ୍ଚ ସମ୍ମୁଖ ଏବଂ ବୟନିକା ହସ୍ତତନ୍ତ ଷ୍ଟଲ୍ ନିକଟରେ)
#Baliyatra2026 #RoadSafetyStall #Odisha
State Transport Authority, Odisha retweeted
🚨 Road accident ? Help is just a WhatsApp message away ! A good initiative of Odisha Government.
The ‘Ama Rasta’ WhatsApp chatbot.
📲 WhatsApp: 72899 11033
youtu.be/dI2Hq5SRsZ4?si=xwpP…
@CMO_Odisha @STAOdisha @AMITABHTHAKUR21
ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ବଢ଼ାନ୍ତୁ ତ୍ୱରିତ ସହାୟତାର ହାତ
ଆରଟିଓ, ପୋଲିସ ଓ ରକ୍ଷକମାନେ ଧ୍ୟାନ ଦିଅନ୍ତୁ ,
ଦୁର୍ଘଟଣା ଘଟିଲେ ଲୋକେ ମେସେଜ୍ ପଠାଇବେ, ସିଧାସଳଖ ଆପଣଙ୍କ ପାଖକୁ ନୋଟିଫିକେସନ୍ ଆସିବ।
WhatsApp ଚାଟ୍ବୋଟ୍: ‘ଆମ ରାସ୍ତା’
📞 ନମ୍ବର: 72899 11033
#RoadSafety #GoldenHourResponse #SaveLives #EmergencyResponse
ବାଲିଯାତ୍ରାର ଆନନ୍ଦ ସେତେବେଳେ ସାର୍ଥକ ହେବ,
ଯେତେବେଳେ ପ୍ରତିଟି ଯାତ୍ରା ସୁରକ୍ଷିତ ହେବ।
ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ସୁରକ୍ଷିତ ଭାବେ ଘରକୁ ଫେରନ୍ତୁ
#Baliyatra2026 #RoadSafety #Odisha
ଐତିହାସିକ ବାଲିଯାତ୍ରା ବୁଲିବାକୁ ବାହାରିଛନ୍ତି କି?
ବୁଲାବୁଲି ପାଇଁ ଯିବାବେଳେ ସୁରକ୍ଷାକୁ ଦିଅନ୍ତୁ ଗୁରୁତ୍ୱ। ଦୁଇ ଚକିଆରେ ଗଲେ ହେଲମେଟ୍ ପିନ୍ଧନ୍ତୁ ଏବଂ ସଡ଼କ ସୁରକ୍ଷା ସମସ୍ତ ନିୟମ ପାଳନ କରନ୍ତୁ।
#Baliyatra2026
#RoadSafety
#Odisha
State Transport Authority, Odisha retweeted
Think twice before paying that e-Challan SMS!
Fraudsters are now using fake traffic alerts to empty your bank account. Always verify genuine challans on echallan.parivahan.gov.in or the NextGen mParivahan App.
#FakeChallanAlert #FraudAlert #CyberSecurity #PublicAdvisory
ଡଙ୍ଗା ଭସାନ୍ତୁ, ମଙ୍ଗଳ ମନାସନ୍ତୁ
ପର୍ବର ଉତ୍ସାହ ଭିତରେ ଭୁଲନ୍ତୁ ନାହିଁ ସୁରକ୍ଷା
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣର ହାର୍ଦ୍ଦିକ ଶୁଭେଚ୍ଛା ⛵
ଉତ୍କଳୀୟ ନୌବାଣିଜ୍ୟ ପରମ୍ପରାର ମହାନ ପର୍ବ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ତଥା ବୋଇତ ବନ୍ଦାଣ ଉତ୍ସବ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରାଜାଧିରାଜ ବେଶ ଅବସରରେ ଅନେକ ଶୁଭେଚ୍ଛା ଓ ଶୁଭକାମନା
ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ତୁରନ୍ତ ସାହାଯ୍ୟ କରିବା ଏବେ ଆହୁରି ସହଜ:
* ଲୋକେ ପଠାଇବେ ହ୍ୱାଟସଆପ୍ ମେସେଜ୍
* ତୁରନ୍ତ ଆରଟିଓ, ପୋଲିସ ଓ ସ୍ୱେଚ୍ଛାସେବୀଙ୍କ ପାଖକୁ ଯିବ ଆଲର୍ଟ
* ମିଳିବ ତ୍ୱରିତ ଚିକିତ୍ସା ଓ ସହାୟତା
WhatsApp ଚାଟ୍ବୋଟ୍: ‘ଆମ ରାସ୍ତା’
📞 ଚାଟ୍ବୋଟ୍ ନମ୍ବର: ୭୨୮୯୯ ୧୧୦୩୩
#RoadSafety #GoldenHourResponse #SaveLives #EmergencyResponse
ବାଣିଜ୍ୟ ଓ ପରିବହନ ବିଭାଗର WhatsApp ଚାଟ୍ବୋଟ୍— 'ଆମ ରାସ୍ତା'।
ଚାଟ୍ବୋଟ୍ ନମ୍ବର: ୭୨୮୯୯ ୧୧୦୩୩ । ଏହି ଚାଟ୍ବୋଟ୍ ମାଧ୍ୟମରେ ଆପଣ ସଡ଼କ ଦୁର୍ଘଟଣା ସମ୍ପର୍କରେ ତୁରନ୍ତ ସୂଚନା ପ୍ରଦାନ କରିପାରିବେ। ସୂଚନା ମିଳିବା ମାତ୍ରେ ନିକଟବର୍ତ୍ତୀ RTO, ପୋଲିସ, ମାଷ୍ଟର ଟ୍ରେନର, ରକ୍ଷକ ଓ ଜୁନିୟର ରକ୍ଷକଙ୍କ ନିକଟକୁ ନୋଟିଫିକେସନ୍ ଚାଲିଯିବ। ଯାହାଦ୍ୱାରା ସେମାନେ ଦୁର୍ଘଟଣାର ସୂଚନା ପାଇପାରିବେ ଏବଂ ତୁରନ୍ତ ସହାୟତା କରିବାକୁ ଆଗେଇ ଆସିପାରିବେ।
#RoadSafety #GoldenHourResponse #SaveLives #EmergencyResponse
State Transport Authority, Odisha retweeted
RAYAGADA POLICE | LAST 24 HOURS ENFORCEMENT ACTIVITIES
Strict enforcement, stronger action and safer roads!
Rayagada Police continues its drive against traffic violations, illegal activities and liquor offences to ensure public safety and maintain law & order.#RayagadaPolice #RoadSafety #TrafficEnforcement #SafePeopleSecureRayagada #OdishaPolice
@odisha_police @sprayagada @DGPOdisha @digswrkoraput @STAOdisha @DM_Rayagada
State Transport Authority, Odisha retweeted
ପୁରୀ ସମୁଦ୍ରକୂଳ ଅଞ୍ଚଳରେ RTO ପୁରୀ ପକ୍ଷରୁ ସ୍ୱତନ୍ତ୍ର ଯାନବାହନ ଯାଞ୍ଚ ଅଭିଯାନ,ପୁରୀ ସମୁଦ୍ରକୂଳ ଅଞ୍ଚଳରେ Motor Vehicles Act ଉଲ୍ଲଂଘନକାରୀଙ୍କ ବିରୋଧରେ ଏକ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ କରାଯାଇଥିଲା। ଏହି ଅଭିଯାନରେ ମୋଟ ୩୦ଟି ଇ-ଚାଲାଣ କଟାଯାଇଥିବା ବେଳେ ୮ଟି ଯାନ ଜବତ କରାଯାଇଛି.@dm_puri @SPPuri1 @CTOdisha @STAOdisha
ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ବଢ଼ାନ୍ତୁ ସହାୟତାର ହାତ!
'ଗୋଲ୍ଡେନ୍ ଆୱାର୍' ମଧ୍ୟରେ ତୁରନ୍ତ ଚିକିତ୍ସା ସହାୟତା ମିଳିଲେ ଦୁର୍ଘଟଣାଗ୍ରସ୍ତଙ୍କ ଜୀବନ ରକ୍ଷା ହେବାର ସମ୍ଭାବନା ବୃଦ୍ଧିପାଇଥାଏ। ମାନବିକତାର ଏହି ମହତ ପ୍ରୟାସକୁ ଆହୁରି ସଶକ୍ତ ଓ ତ୍ୱରିତ କରିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରୟାସ WhatsApp ଚାଟ୍ବୋଟ୍ 'ଆମ ରାସ୍ତା'।
📞 ଚାଟ୍ବୋଟ୍ ନମ୍ବର: 7289911033
WhatsApp ଚାଟ୍ବୋଟ୍ 'ଆମ ରାସ୍ତା'
ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ତ୍ୱରିତ ସହାୟତା ପହଞ୍ଚାଇବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରୟାସ। କୌଣସି ସଡ଼କ ଦୁର୍ଘଟଣା ସମ୍ପର୍କରେ ଆପଣ WhatsApp ଚାଟ୍ବୋଟ୍ ନମ୍ବର 72899 11033 ମାଧ୍ୟମରେ ସୂଚନା ପ୍ରଦାନ କରିପାରିବେ। ସୂଚନା ମିଳିବା କ୍ଷଣି ଦୁର୍ଘଟଣା ସ୍ଥଳର ନିକଟବର୍ତ୍ତୀ RTO, ପୋଲିସ, ତାଲିମପ୍ରାପ୍ତ ମାଷ୍ଟର ଟ୍ରେନର, ରକ୍ଷକ ଓ ଜୁନିୟର ରକ୍ଷକଙ୍କ ନିକଟକୁ ନୋଟିଫିକେସନ୍ ପଠାଯିବ। ଯାହାଦ୍ୱାରା ସେମାନେ ଦୁର୍ଘଟଣାଗ୍ରସ୍ତଙ୍କୁ ସାହାଯ୍ୟ କରିବାକୁ ତୁରନ୍ତ ଆଗେଇ ଆସିପାରିବେ।
#RoadSafety #GoldenHourResponse #SaveLives #EmergencyResponse
ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ତ୍ୱରିତ ସହାୟତା ପ୍ରଦାନ କରିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରୟାସ। ହ୍ୱାଟସଆପ୍ ଚାଟବୋଟ୍ ଜରିଆରେ ଦୁର୍ଘଟଣା ସମ୍ପର୍କିତ ଦିଆଯାଉଛି ସୂଚନା। ଦୁର୍ଘଟଣା ବିଷୟରେ ଆରଟିଓ, ପୋଲିସ ଏବଂ ରକ୍ଷକଙ୍କ ପାଖକୁ ଯାଉଛି ତୁରନ୍ତ ନୋଟିଫିକେସନ୍'।
ଚାଟ୍ବୋଟ୍ ନମ୍ବର: 72899 11033
#RoadSafety #GoldenHourResponse #SaveLives #EmergencyResponse
State Transport Authority, Odisha retweeted
Two Carrying Passenger and One Drunken Drive e-challan was issued during the special drive enforcement activity @SpNabarangpur @STAOdisha @DMnabarangpur


























