DGP, Odisha (@DGPOdisha) header
DGP, Odisha (@DGPOdisha) profile picture

Official handle of Director General of Police, Odisha

Cuttack
Joined December 2017
Photo by DGP, Odisha (@DGPOdisha)Photo by DGP, Odisha (@DGPOdisha)Photo by DGP, Odisha (@DGPOdisha)Photo by DGP, Odisha (@DGPOdisha)Photo by DGP, Odisha (@DGPOdisha)Photo by DGP, Odisha (@DGPOdisha)Photo by DGP, Odisha (@DGPOdisha)Photo by DGP, Odisha (@DGPOdisha)Photo by DGP, Odisha (@DGPOdisha)Photo by DGP, Odisha (@DGPOdisha)
On the auspicious occasion of Diwali, the I extend my heartfelt greetings and best wishes to all members of the Odisha Police family and their loved ones. May the festival of lights bring happiness, prosperity and good health to every household. Happy Diwali ✨ #Diwali2026
3
3
1
13
1,172
On the occasion of Police Commemoration Day, heartfelt tributes to the brave martyrs who laid down their lives in the line of duty. Their sacrifice, courage, and dedication will forever remain etched in our memories. #PoliceCommemorationDay #OdishaPolice
3
2
9
1,185
ପୋଲିସ ଶହୀଦ ସ୍ମୃତି ଦିବସ ଅବସରରେ ବୀର ଶହୀଦମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ସେମାନଙ୍କ ତ୍ୟାଗ, ସାହସ ଓ ନିଷ୍ଠା ସର୍ବଦା ଚିରସ୍ମରଣୀୟ ହୋଇ ରହିବ।🙏 #PoliceCommemorationDay #OdishaPolice
1
11
1,105
ପବିତ୍ର ବିଜୟା ଦଶମୀ ଓ ଦଶହରାର ଶୁଭ ଅବସରରେ ଓଡ଼ିଶା ପୋଲିସ ପରିବାର ପକ୍ଷରୁ ସମସ୍ତ ଜନସାଧାରଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । On the auspicious occasion of Vijaya Dashami and Dussehra, the Odisha Police family extends its warm greetings and best wishes to all citizens. #Dussehra2026
3
1
13
1,635
ସେବା ପାଇଁ ସମର୍ପିତ, ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ଜନସାଧାରଣଙ୍କ ସେବା ଓ ସୁରକ୍ଷା ପାଇଁ ନିଷ୍ଠାର ସହ କାର୍ଯ୍ୟ କରୁଥିବା ଓଡ଼ିଶା ପୋଲିସର ସମସ୍ତ ସଦସ୍ୟଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଜନସାଧାରଣଙ୍କ ସେବାରେ ସର୍ବଦା ତତ୍ପର। ଆପଣଙ୍କ ସୁରକ୍ଷା ପାଇଁ ଓଡ଼ିଶା ପୋଲିସ ସର୍ବଦା କର୍ତ୍ତବ୍ୟରତ। #Vijayadashami2026 #Dussehra2026
3
3
19
1,450
ସମ୍ବଲପୁର ବି.ଟି.ଆଇ.ଠାରେ ପଞ୍ଚମ ବ୍ୟାଚ୍ ସିପାହୀ ପ୍ରଶିକ୍ଷାର୍ଥୀଙ୍କ ଦୀକ୍ଷାନ୍ତ ସମାରୋହ ଅବସରରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଜଣାଉଛି। ଜନସେବା ଓ ଜନସୁରକ୍ଷା ପାଇଁ ଆପଣମାନଙ୍କର ନିଷ୍ଠା, କର୍ତ୍ତବ୍ୟପରାୟଣତା ଓ ସେବା ମନୋଭାବ ସର୍ବଦା ଅତୁଟ ରହୁ। #PassingoutCeremony #OdishaPolice
1
1
10
2,677
I extend my heartfelt congratulations to all the trainees on the occasion of the Passing Out Ceremony of 5th Batch of Constable Trainees at Sambalpur B.T.I. May your dedication, sense of duty and spirit of service towards public welfare and public safety always remain unwavering.
1
5
631
VIDEO | Bhubaneswar: On the passing out of 336 SI police personnel in the presence of Odisha Chief Minister Mohan Charan Majhi, Director General of Police Vinaytosh Mishra says, "A total of 336 sub-inspectors have passed out, out of which 70 are women sub-inspectors. This is going to really improve our strength. We need young legs. Now there is a time of festivals where long duty hours are required and youthful force is required. So, they are really going to add to our strength. More importantly, many of them are engineering graduates. Even those who are non-engineering graduates, I have found that they are very adept at technology. After the implementation of Nyaya Sanhita, the focus is on modernisation and the use of technology. All these things, with these scientific aids, I am really hopeful, will improve the quality of policing." (Full video available on PTI Videos - ptivideos.com)
1
7
27
11,888
DGP, Odisha retweeted
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha, ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ, ଭୁବନେଶ୍ୱରଠାରେ ଆୟୋଜିତ ୧୩ତମ ବ୍ୟାଚ୍‌ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ପ୍ରଶିକ୍ଷଣ ସମାପ୍ତ କରିଥିବା କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି। ଆଇନ-ଶୃଙ୍ଖଳା ରକ୍ଷା ସହ ସମାଜର ସେବା ଓ ସୁରକ୍ଷା ପାଇଁ ପୋଲିସ ସେବା ଏକ ସାମାଜିକ ଦାୟିତ୍ୱ ବୋଲି ପ୍ରକାଶ କରିବା ସହ Strict but Sensitive, Modern and Mobile, Alert and Accountable, Reliable and Responsive ଏବଂ Tech-savvy ଆଦି SMART POLICING ନୀତିକୁ ଆପଣାଇବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।
14
8
1
156
15,305
ଜାତୀୟ କ୍ରୀଡା ଦିବସ ଅବସରରେ କୃତୀ କ୍ରୀଡ଼ାବିତଙ୍କୁ ସମ୍ବର୍ଦ୍ଧିତ କଲେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର। କ୍ରୀଡ଼ାବିତମାନଙ୍କ ନିଷ୍ଠା, ପରିଶ୍ରମ ଓ ଉତ୍କର୍ଷର ପ୍ରଶଂସା କରିବା ସହ ଆଗାମୀ ଦିନରେ ମଧ୍ୟ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଓଡ଼ିଶା ପୋଲିସର ସୁନାମ ବଢ଼ାଇବା ପାଇଁ ସେମାନଙ୍କୁ ଉତ୍ସାହିତ କରିଥିଲେ।
6
19
6,724
ରାଜ୍ୟ ସ୍ତରୀୟ ଡିଜିପି ଏବଂ ଆଇଜିପି ସମ୍ମିଳନୀରେ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ବିନୟତୋଷ ମିଶ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଗଠନମୂଳକ ପରାମର୍ଶ ଓ ଆହ୍ୱାନ ପାଇଁ କୃତଜ୍ଞତା ପ୍ରକାଶ କରିଛନ୍ତି।ରାଜ୍ୟରେ ଅସାମାଜିକ କାର୍ଯ୍ୟକଳାପ, ସାଇବର ସୁରକ୍ଷା ଓ ନିଶାଦ୍ରବ୍ୟର ବେଆଇନ କାରବାରକୁ ରୋକିବା ପାଇଁ ଅଭିଯାନକୁ ଶକ୍ତିଶାଳୀ କରାଯିବ କହିଛନ୍ତି।
3
2
9
14,386
DGP, Odisha retweeted
ରାଜ୍ୟ ପୋଲିସ ଭବନଠାରେ ଆୟୋଜିତ ରାଜ୍ୟ ସ୍ତରୀୟ ଡିଜିପି ଓ ଆଇଜିପି ସମ୍ମିଳନୀରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ଆଇନ ଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା ଓ 'ସ୍ମାର୍ଟ ପୋଲିସିଂ' ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। "ସୁରକ୍ଷିତ ଓଡ଼ିଶା, ସଶକ୍ତ ଓଡ଼ିଶା ଓ ସମୃଦ୍ଧ ଓଡ଼ିଶା" ଗଠନ ଦିଗରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେବା ସହ ପୋଲିସ ସଂସ୍କାର ଓ ଆଧୁନିକୀକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି। ସମ୍ମିଳନୀରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ମାର୍ଗଦର୍ଶନ ଓ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ✅ ମହିଳାବିରୋଧୀ ହିଂସା, ସଂଗଠିତ ଅପରାଧ ଓ ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ କଠୋର 'ଜିରୋ ଟଲରେନ୍ସ' ନୀତି କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ। ✅ ମହିଳାବିରୋଧୀ ହିଂସାରେ ଦଣ୍ଡବିଧାନ ହାର (Conviction Rate) ୪୦% ରୁ ଅତି କମ୍‌ରେ ୭୫% କୁ ବୃଦ୍ଧି କରିବାକୁ ସଙ୍କଳ୍ପ। ✅ ୨୦୨୯ ସୁଦ୍ଧା 'ନିଶାମୁକ୍ତ ଓଡ଼ିଶା' ଗଠନ ପାଇଁ ନିଶା କାରବାରର ମୂଳ ସିଣ୍ଡିକେଟ୍‌ ଓ ଆର୍ଥିକ ଯୋଗାଣ ଶୃଙ୍ଖଳାକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ଆହ୍ୱାନ। ✅ ଆଗାମୀ ପାର୍ବଣ ଋତୁ ପୂର୍ବରୁ ବେଆଇନ ଜୋର୍-ଜବରଦସ୍ତି ଚାନ୍ଦା ଆଦାୟ ଓ 'ଦାଦା ବଟି' ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ। ✅ "ପୋଲିସକୁ ଦେଖି ଅପରାଧୀ ଛାନିଆଁ ହେବେ, ନିର୍ଦୋଷ ନାଗରିକ ନୁହଁନ୍ତି"; ଥାନାକୁ ଆସୁଥିବା ସାଧାରଣ ନାଗରିକଙ୍କ ସହ ସହାନୁଭୂତିପୂର୍ଣ୍ଣ ବ୍ୟବହାର କରିବାକୁ ନିର୍ଦ୍ଦେଶ। ✅ ୫୭୫ କିଲୋମିଟର ଦୀର୍ଘ ତଟରେଖାର ସୁରକ୍ଷା ପାଇଁ Command & Control Centre, ଡ୍ରୋନ୍‌, ଟ୍ରଲର୍, ଇଣ୍ଟରସେପ୍ଟର ବୋଟ୍, ATV ଓ ପୂର୍ବତନ ସେନାକର୍ମୀଙ୍କ ନିୟୋଜନ। ✅ ସାଇବର ଠକେଇ ରୋକିବା ପାଇଁ ଆଧୁନିକ ଡିଜିଟାଲ ସର୍ଭେଲାନ୍ସ, 'ଡାର୍କ ୱେବ୍' ଉପରେ କଡ଼ା ନଜର ଓ ବ୍ୟାପକ ସଚେତନତା ସୃଷ୍ଟି। ✅ NATGRID ଓ CCTNS ମାଧ୍ୟମରେ ଗୁଇନ୍ଦା ବ୍ୟବସ୍ଥା ସୁଦୃଢ଼ କରିବା ସହ ଥାନାଗୁଡ଼ିକର ଆଧୁନିକୀକରଣ ପାଇଁ ସ୍ୱତନ୍ତ୍ର ତଦନ୍ତ ଫଣ୍ଡ ମଞ୍ଜୁର। ✅ ଅପରାଧ ତଦନ୍ତ ପ୍ରକ୍ରିୟାକୁ ଅଧିକ ବୃତ୍ତିଗତ (Professional) ଓ ଆଧୁନିକ ଟେକ୍ନୋଲୋଜି-ଭିତ୍ତିକ କରିବା ଉପରେ ଗୁରୁତ୍ୱ। ✅ ପୋଲିସ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଦୁର୍ନୀତିମୁକ୍ତ, ସ୍ୱଚ୍ଛ ଓ ସମର୍ପିତ ଭାବେ ପରିଚାଳନା କରିବାକୁ ଆହ୍ୱାନ।
8
5
2
48
8,684
More than 34 lakh devotees offered holy water to different temples across Odisha. DGP Shri Vinaytosh Mishra, IPS praised his team's work across the state for the coordinated security, crowd and traffic management while taking care of their safety and security. #OdishaPolice
2
3
1
9
10,024
DGP, Odisha retweeted
1
2
11
904
DGP, Odisha retweeted
ରାଜ୍ୟରେ ଆଇନ-ଶୃଙ୍ଖଳା ବଜାୟ ରଖିବା, ଅପରାଧ ନିୟନ୍ତ୍ରଣ କରିବା ଓ ଜନସାଧାରଣଙ୍କ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ଓଡ଼ିଶା ପୋଲିସ ସଦା ପ୍ରତିବଦ୍ଧ। #OdishaPolice #DGPOdisha @CMO_Odisha @DGPOdisha @IPR_Odisha @cpbbsrctc
4
3
38
12,236
Commendable Work by Sambalpur Police! This achievement reflects the team’s dedication, effective investigation and unwavering commitment to serving and protecting citizens. Well done, Team Sambalpur! Keep up the excellent work. #DGPodisha #OdishaPolice @SpSambalpur
2
1
16
37,383
Commendable Achievement by Sambalpur Cyber Police! Congratulations to the Sambalpur Cyber Police team for their commendable efforts in facilitating the recovery of ₹44 lakh for four victims of cyber fraud. #DGPOdisha #OdishaPolice #Cyberfraud #CyberCrime @SpSambalpur
4
1
18
7,172
❤️ POLICING WITH HUMANITY | JAGATSINGHPUR POLICE. Sri Debasish Panda,IIC Naugaon PS won hearts by carrying the body of a 19-year-old Bol Bom devotee who tragically drowned while crossing a stream. His compassionate act reminds us that police duty is not just about law and order, but also about serving humanity. 🫡 #JagatsinghpurPolice #NaugaonPolice #PoliceWithHumanity #HumanityFirst #OdishaPolice
3
7
592
RT @odisha_police: ବିଦାୟକାଳୀନ ଅବସରରେ ପୂର୍ବତନ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ଆଜି ଓଡ଼ିଶାର ନୂତନ ଅନ୍ତରୀଣ ପୋଲିସ ମହାନି…
1
419
ପବିତ୍ର ୮୦ତମ ସ୍ବାଧୀନତା ଦିବସ ଅବସରରେ ରାଜ୍ୟବାସୀ ଏବଂ ଓଡ଼ିଶା ପୁଲିସର ପ୍ରତ୍ୟେକ କର୍ମଚାରୀ ଓ ଅଧିକାରୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଦେଶର ସ୍ବାଧୀନତା ଏବଂ ସାର୍ବଭୌମତ୍ବ ରକ୍ଷା ପାଇଁ ଜୀବନ ଉତ୍ସର୍ଗ କରିଥିବା ଅମର ଶହୀଦମାନଙ୍କୁ ଏହି ପବିତ୍ର ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ଜୟ ହିନ୍ଦ୍।
2
3
14
2,125