ବୋଇତ ବନ୍ଦାଣର ପୂର୍ବସନ୍ଧ୍ୟାରେ ନବୀନ ନିବାସଠାରେ ନବୀନ ପଟ୍ଟନାୟକଙ୍କୁ ଭେଟିଲେ ଇଣ୍ଡୋନେସିଆର କୂଟନୈତିକ ପ୍ରତିନିଧି ଦଳ। ଏହି ସାକ୍ଷାତକାର, ଦୁଇ ଦେଶର ଐତିହାସିକ ଓ ସାଂସ୍କୃତିକ ବନ୍ଧନକୁ ଆହୁରି ଆତ୍ମୀୟ କରିବା ସହ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ଅବଦାନକୁ ପୁଣିଥରେ ସ୍ମରଣ କରାଇଛି।
#NaveenPatnaik #BijuPatnaik
BJD IT Cell retweeted
Pleasure meeting His Excellency Yudho Sasongko, Chargé d’Affaires, along with diplomats from the Embassy of the Republic of Indonesia (@KBRI_NewDelhi). We fondly recalled the legacy of #BijuBabu, cherished by the people of both #Odisha and Indonesia, and reflected on our deep cultural ties, shared maritime heritage, and longstanding friendship. Thanked him for the courtesy visit.
BJD IT Cell retweeted
I have had very limited travel abroad, and it has been done only to deal with #Odisha’s affairs, some of which were very important for the state.
I understand that some false allegations have been made about my travels and those of my officers. An appropriate response will be given.
ଏ ମାଟି ଜାଣିଛି, ଏ ମାଟିର ଜନତା ଜାଣିଛନ୍ତି, ପ୍ରତି ସୁଖରେ ଦୁଃଖରେ ସାଥିରେ ଛିଡାହୋଇଛନ୍ତି ଜନନେତା ଶ୍ରୀ ନବୀନ ପଟ୍ଟନାୟକ।
#NaveenPatnaik
ଓଡ଼ିଶାର ହିତପାଇଁ ନବୀନଙ୍କ ପ୍ରୟାସକୁ ମିଛ ଅଭିଯୋଗରେ ଢାଙ୍କିବାକୁ ଚେଷ୍ଟା କରୁଛି ବିଜେପି। କିନ୍ତୁ ସତକୁ ଯେତେ ଲୁଚାଇଲେ ବି, ସତ ସତ ହିଁ ରହିବ।
#BJPAntiOdisha #FakeBJP #GobackBJP #NaveenPatnaik #NaveenPatnaikForOdisha
ଓଡ଼ିଶାବାସୀଙ୍କ ମଙ୍ଗଳ ପାଇଁ ଥିଲା, ନବୀନଙ୍କ ବିଦେଶ ଗସ୍ତ, ବିଜେପି କରୁଥିବା ପ୍ରତିଟି ମିଛ ଅଭିଯୋଗର ପର୍ଦ୍ଦାଫାର୍ସ ହେବ ନିଶ୍ଚୟ...
#NaveenPatnaik #NaveenPatnaikForOdisha
ପଙ୍କୁଆ ଦଳର ପଙ୍କ ଯେତେ ଘାଣ୍ଟିଲେ ବି ସତ ଲୁଚିବନି.... ନିଜ ଶାସନର ବିଫଳତା ଆଉ ଅପାରଗତାର ହିସାବ ଦେବାକୁ ପଡ଼ିବ, ଅନ୍ୟକୁ ଦୋଷ ଦେଇ ଖସିବାର ରାସ୍ତା ନାହିଁ।
#BJPAntiOdisha #FraudBJP #FakeBJP #GobackBJP
ନବୀନ ଓଡିଶାପାଇଁ ଚିନ୍ତା କରୁଥିଲେ, ମୋହନ ନିଜ ଚିନ୍ତାରେ ମସଗୁଲ....
#NaveenPatnaik #NaveenPatnaikForOdisha #BJPAntiOdisha #MohanMajhi
ଓଡିଶା ଉତ୍ତର ଚାହୁଁଛି.... ଲୋକଙ୍କ ପଇସାରେ, ଲୋକଙ୍କ ମୁଖ୍ୟମନ୍ତ୍ରୀ କରୁଥିବା ସଉକର ତଦନ୍ତ କେବେହେବ??
#BJPAntiOdisha #FakeBJP #FraudBJP #GobackBJP
ବିଜେପିର ପ୍ରତିଟି ମିଛ ଅପପ୍ରଚାରର ଜବାବ ଓଡ଼ିଶାବାସୀ ନିଶ୍ଚୟ ଦେବେ...
#Naveenpatnaik #NaveenOdisha #NaveenForOdisha
ଡବଲ ଇଞ୍ଜିନ ସରକାର ଯେବେ ଯେବେ ଅଡୁଆରେ ପଡ଼ିଛି, ସେତେବେଳେ ଜନତାଙ୍କ ଧ୍ୟାନ ହଟାଇବାକୁ ନୂଆ ନୂଆ ନାଟକ ରଚିଛି। ଏହି ରାଜନୀତି ପଛର ସତ୍ୟ ଓଡ଼ିଶାବାସୀ ଭଲଭାବେ ବୁଝିଛନ୍ତି।
#BijuJanataDalOdisha #NaveenPatnaik #Odisha
8
112
ଆଗକୁ ଓଡ଼ିଶାରେ ବି ଏଇ ଅବସ୍ଥା ହେବ...
#FakeBJP #bjpfailinrajasthan
ନବୀନ ବାବୁଙ୍କ ସୁଶାସନ ଏବଂ ସୁଦୃଢ ଭିଜନ ପାଇଁ ହିଁ, ଓଡ଼ିଶାରେ କମିଛି ଦାରିଦ୍ର୍ୟ ହାର...
#OdishaWithBJD #NaveenPatnaik #BJDForPeople
ଗେମ୍ରେ GTA 5 ରୁ GTA 6, ୧୩ ବର୍ଷର ଅପଗ୍ରେଡ୍… ଓଡ଼ିଶାରେ ମଧ୍ୟ ଗତ ଦୁଇ ଦଶନ୍ଧିରେ ବିକାଶ, ପରିଚୟ ଓ ଆତ୍ମବିଶ୍ୱାସର ଏକ ନୂଆ ଅପଗ୍ରେଡ୍ ଦେଖିଛି ରାଜ୍ୟ। ଏହି ପରିବର୍ତ୍ତନର ଗେମ୍ ଚେଞ୍ଜର ଥିଲେ ନବୀନ ପଟ୍ଟନାୟକ।
#GTA6 #GameChanger #NaveenPatnaik #OdishaWithNaveen #BJD #BJDForPeople
ବିପର୍ଯ୍ୟୟର ଭୟାବହତାକୁ ସୁଯୋଗରେ ପରିଣତ କରି, ଓଡ଼ିଶାକୁ ବିଶ୍ୱ ମଞ୍ଚରେ ବିପର୍ଯ୍ୟୟ ପରିଚାଳନାର ଏକ ଅନନ୍ୟ ପରିଚୟ ଦେଇଥିବା ନେତୃତ୍ୱ ହେଉଛି ନବୀନଙ୍କ ନେତୃତ୍ୱ। ଏହି ମାଟି, ଏହି ଜନତା ତାଙ୍କର ଦୂରଦର୍ଶୀ ଚିନ୍ତାଧାରା ଓ ଅଦମ୍ୟ ସଂକଳ୍ପକୁ କେବେ ଭୁଲିବେ ନାହିଁ।
#NaveenPatnaik #BJDForOdisha #BijuJanataDalOdisha
11
195
ନବୀନଙ୍କ ନିର୍ଦ୍ଦେଶରେ କେନ୍ଦ୍ରାପଡ଼ାରେ ବାତ୍ୟା ‘ଅକବାନ୍’କୁ ମୁକାବିଲା କରିବା ପାଇଁ ବିଜେଡି ନେତୃମଣ୍ଡଳୀ ସକ୍ରିୟ। ଲୋକଙ୍କ ସୁରକ୍ଷା ଓ ସହାୟତା ପାଇଁ ନବୀନ ବ୍ରିଗେଡ୍ ସର୍ବଦା ପ୍ରସ୍ତୁତ।
#NaveenBrigade #BJDForPeople #OdishaWithBJD #NaveenPatnaik #CycloneAkban
11
135
ନବୀନଙ୍କ ଆହ୍ୱାନରେ ଜନସେବା ପାଇଁ ଏକଜୁଟ୍ ନେତୃମଣ୍ଡଳୀ। ବାତ୍ୟା ‘ଅକବାନ୍’ର ସମ୍ଭାବ୍ୟ ପ୍ରଭାବକୁ ମୁକାବିଲା କରିବା ସହ ଲୋକଙ୍କ ସୁରକ୍ଷା ଓ ସହାୟତା ପାଇଁ ବାଲେଶ୍ୱରରେ ସୁଦାମ ମାର୍ଣ୍ଡିଙ୍କ ନେତୃତ୍ୱରେ ଜାରି ରହିଛି ଜନସେବା କାର୍ଯ୍ୟ।
#BJDForPeople #NaveenBrigade #NaveenPatnaik #OdishaWithBJD #CycloneAkban
1
15
147
ରାଜନୀତି ନୁହେଁ, ଲୋକଙ୍କ ସେବା ହିଁ ପ୍ରଥମ ପରିଚୟ। ବାତ୍ୟା ‘ଅକବାନ୍’କୁ ନେଇ ସତର୍କତା ମଧ୍ୟରେ ଜନସାଧାରଣଙ୍କ ସୁରକ୍ଷା, ସଚେତନତା ଓ ସହଯୋଗ ପାଇଁ ପୁରୀ ଜିଲ୍ଲାରେ,ଶ୍ରୀ ଦେବୀପ୍ରସାଦ ମିଶ୍ର ଓ ଅନ୍ୟ ନେତୃମଣ୍ଡଳୀ ନିରନ୍ତର କାର୍ଯ୍ୟରତ।
#BJDForPeople #NaveenPatnaikForOdisha #OdishaWithBJD #PeopleFirst
8
265
ବାତ୍ୟା ‘ଅକବାନ୍’ ମୁକାବିଲା ଓ ଜନସୁରକ୍ଷାକୁ ପ୍ରାଥମିକତା ଦେଇ, ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପ୍ରତାପ ଜେନାଙ୍କ ସମେତ ବିଜେଡି ନେତୃମଣ୍ଡଳୀ ଗ୍ରାଉଣ୍ଡ ଜିରୋରେ ରହି ପରିସ୍ଥିତି ଉପରେ ନଜର ରଖିବା ସହ ଲୋକଙ୍କ ସୁରକ୍ଷା ଓ ସହାୟତା ପାଇଁ ନିରନ୍ତର କାର୍ଯ୍ୟ କରୁଛନ୍ତି।
#Odisha #Cyclone #NaveenPatnaik #DisasterManagement
9
171




































