Pinned Tweet
ଗୋଟେ କଥା ଦେଖିଛ ବ୍ୟାସେ ! ତୁମ ପାଟପୁର ରେବତୀ ବସ୍ତାନୀରେ ସିନା ସିଲଟ, ଖଡି, ଗୀତା ଭାଗବତ ଥିଲା ହେଲେ.. ଆଜିର ରେବତୀ, ଦେଢ଼ଶହ ବର୍ଷ ପରେ ତୁମରି ମାଟିରେ ଜଳିଥିବା ଆଉ ଜଣେ ରେବତୀ ବ୍ୟାଗରେ କଣ ଥିଲା ଜାଣ ? ଶୁଣିଲେ, କାନ ତାବଦା ହେଇଯିବ.. ତଥାପି ଶୁଣ.. ଆଜିର ରେବତୀ ବ୍ୟାଗରେ ପାଠ ପଢା ବହି ସହ ଥିଲା ପେଟ୍ରୋଲ । #SoumyashreeBisi
ସତରେ କହିଲେ ଲୋକଙ୍କ ସରକାରରେ ଏ ସବୁ ତଦନ୍ତର ଫଳ କେବେ ମିଳିବ? 👇
ଚିକିଟି ମଦ ମୃତୁ ତଦନ୍ତ ।
ରଥଯାତ୍ରା ଦଳାଚକଟା ତଦନ୍ତ ।
ରତ୍ନଭଣ୍ଡାର ତଦନ୍ତ ।
ଭରତପୁରୁ ପୁଲିସ ନିର୍ଯାତନା ମାମଲା ତଦନ୍ତ ।
ଅଢ଼େଇ ବର୍ଷରେ ଏମିତି ଆହୁରି ଅନେକ ତଦନ୍ତ ଅଛି ଲେଖିଲେ ରାତି ପାହିଯିବ।
#BabaliTalk #Odisha #OdishaNews
ସତରେ ନିଜ ଦୋଷ ଲୁଚାଇବାକୁ ଏତେ ନାଟକ କାହିଁକି? ଲୋକଙ୍କ ସରକାରର IT ସେଲ୍ରେ ତଥ୍ୟ ଖୋଜିବା,ଜାଣିଥିବା ଲୋକ ନାହାନ୍ତି କି? ଯଦି ନବୀନ ପଟ୍ଟନାୟକଙ୍କ ସରକାରୀ ଜାପାନ ଗସ୍ତର ଜାଣିବାକୁ ଏତେ ଇଚ୍ଛା ସତ୍ୟ ଜାଣିବାକୁ ତାଙ୍କ ଅଫିସିଆଲ୍ ହ୍ୟାଣ୍ଡଲ୍, ଜାତୀୟ ଗଣମାଧ୍ୟମ ଓ ଜାପାନ ଦୂତାବାସଙ୍କର ପୋଷ୍ଟ ଦେଖୁନାହାନ୍ତି।
#BabaliTalk #Odisha
ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ ।
A proud moment as VK Pandian shares his experience on global risk reduction at the United Nations. Odisha’s journey can offer valuable lessons to the world.
#BabaliTalk #Odisha #VkPandian #OdiaAsmita
ସତରେ କହିଲେ ଯେଉଁ ମନ୍ତ୍ରୀ ଏଇ ପାଞ୍ଚ, ଛଅ ଦିନ ପୁର୍ବରୁ ନବୀନ ବାବୁଙ୍କୁ ସାହାଯ୍ୟ ମାଗୁଥିଲେ ସେ ଆଜି କେମିତି ଏ ପ୍ରେସମିଟ୍ କରି ୨୪ ବର୍ଷର ସରକାରାକୁ ଦୋଷ ଦେଉଛନ୍ତି? ସରକାରତ ତାଙ୍କର।
ମୋତେ ଲାଗୁଛି ଏମାନଙ୍କୁ ବୋଧେ ଲୋକ ଭୋଟ ଦେଇ ଜିତେଇନାହାନ୍ତି। ଆପଣ ମାନଙ୍କୁ କଣ ଲାଗୁଛି?
#BabaliTalk #GanjamFlood #Odisha #OdiahaNews
ସତରେ ଏହା କଣ ଓଡ଼ିଆ ଅସ୍ମିତା ସରକାରଙ୍କର ଓଡ଼ିଆ ଅସ୍ମିତା?
General Medicineକୁ ‘ସାଧାରଣ ଔଷଧ ବିଭାଗ’ ଲେଖିବା କେଉଁ ପ୍ରକାର ଅନୁବାଦ?
ରଙ୍ଗ ବୋଳିବାରେ ଯେତିକି ଆଗ୍ରହ, ଓଡ଼ିଆ ଭାଷା ପ୍ରତି ସେତିକି ଧ୍ୟାନ କେବେ ଦେବେ ଓଡ଼ିଆ ଅସ୍ମିତା ସରକାର?
#BabaliTalk #Odisha #OdiaAsmita
ସତରେ କହିଲ ଯୋଉମାନେ ଖୋଜୁଥିଲ ଗଲଣି କି ନାଇଁ ଦେଖିବାକୁ ? ନବୀନ ବାବୁ ଗଞ୍ଜାମ ଯାଇଛନ୍ତି ପରା ।
#Babalitalk #Odisha #Ganjam #NaveenPatnaik
ସତରେ ଦୁଃଖର ସାଥୀ ନବୀନ ବାବୁ ।
କ୍ଷମତା ଥାଉ କି ନଥାଉ, ଲୋକଙ୍କ ସହ ସମ୍ପର୍କ ହିଁ ଜଣେ ନେତାଙ୍କ ସବୁଠାରୁ ବଡ଼ ପରିଚୟ।
#BabaliTalk #Odisha #Ganjam #NaveenPatnaik #GanjamFlood
ବନ୍ୟାରେ ଉଜୁଡ଼ିଯାଇଥିବା ଚାଷ ଜମି, ନଷ୍ଟ ହୋଇଥିବା ଧାନ ଫସଲ ଓ ଚାଷୀଙ୍କ ଆଖିର ଲୁହକୁ ନିଜ ଆଖିରେ ଦେଖିବା ପାଇଁ ଗଞ୍ଜାମରେ ପହଞ୍ଚିଛନ୍ତି ନବୀନ ବାବୁ। ଏହା କେବଳ ଏକ ଗସ୍ତ ନୁହେଁ, ବରଂ ବିପନ୍ନଙ୍କ ପ୍ରତି ଥିବା ଆତ୍ମୀୟତାର ପ୍ରତିଫଳନ।
#BabaliTalk #ganjamFlood #NaveenPatnaik #OdishaFlood #Ganjam
ସତରେ ଏହା ସହାୟତା ନା ଲୋକଙ୍କ ଦୁର୍ଦ୍ଦଶା ସହ ଉପହାସ ?
ଚିକିଟି ପାତ୍ରପୁର ବ୍ଲକରେ ବନ୍ୟା ପ୍ରଭାବିତଙ୍କୁ ସରକାର ଦେଉଛନ୍ତି ମାତ୍ର ୨୦୦ ଗ୍ରାମ୍ ଚୁଡ଼ା ।
#BabaliTalk #Odisha #OdishaFlood #GanjamFlood
ସତରେ ଯାହା କୁହନ୍ତୁ ସାର୍ ଲୋକ ଖଣ୍ଡିଏ ଆପଣ ।
ଅଢ଼େଇ ବର୍ଷ ତଳେ ଯାହା କହିଥିଲେ ଆଜି ତାହା ଅକ୍ଷରେ ଅକ୍ଷରେ ସତ ହେଉଛି।
#BabaliTalk #Odisha #VkPandian #OdishaPolitics #viralvideo
ସତରେ କଣ ଆମ ଓଡ଼ିଶାରେ ଓଡିଆ ଅସ୍ମିତା ସରକାର ଚାଲିଛି ?
ଓଡ଼ିଶା ମାଟିରେ ଛିଡାହେଇ ଓଡ଼ିଶା ଗୋ ବ୍ୟାକ ର ନାରା ଦେଉଛନ୍ତି କୋଟିଆର ଲୋକ ।
ଏ ସାହସ ଦେଉଛି କିଏ ?
ଓଡିଆ ଅସ୍ମିତା ସରକାର କରୁଛ କଣ ?
#BabaliSwain #Kotia #Odisha #OdiaAsmita
ଶୁଣିବାକୁ ମିଳୁଛି ଆମ ଓଡିଶାର ଶାସକ ଦଳର ଜଣେ ନେତ୍ରୀଙ୍କ ବାସ ଭବନରେ କେତେଟା ବାତେରା ଛତରାଙ୍କୁ ଟିଉସନ୍ କରାହେଇଛି ସୋସିଆଲ ମିଡିଆରେ କେମିତି ଅଭଦ୍ରାମି କରାଯିବ।
ସିଏ ପୁଣି କୁଆଡେ ଗୋଟେ ବଡ ପଦବୀରେ ଅଛନ୍ତି।
ଏହା କଣ ସତ?
ସତ ଶୁଣିବାକୁ କଣ ସାହସ ନାହିଁ?
#babalitalk #Odisha #PoliticsUpdate
ଗଞ୍ଜାମରେ ବିଜେପିର ୧୧ ଜଣ ବିଧାୟକ ୨ ଜଣ ସାଂସଦ। ଓଡ଼ିଶାରେ ବିଜେପି ସରକାର,କେନ୍ଦ୍ରରେ ମଧ୍ୟ ବିଜେପି ସରକାର।
ତଥାପି ସୋସିଆଲ ମିଡ଼ିଆରେ କିଛି ନେତା ଓ ସମର୍ଥକଙ୍କ ଗୋଟିଏ ପ୍ରଶ୍ନ ନବୀନ ବାବୁ ହିଞ୍ଜିଳି କାହିଁକି ଯାଇନାହାନ୍ତି?
ସତରେ ଯଦି ଏତେ ନବୀନ ବାବୁଙ୍କୁ ଖୋଜୁଛନ୍ତି, ତେବେ ଗାଦି ଛାଡ଼ିଦିଅନ୍ତୁ?
#BabaliTalk #GanjamFlood
ସତରେ କଣ ନିଜ ଦୋଷ ଲୁଚେଇବାକୁ ଯାଇ ଏଇଭଳି ନୀଚ୍ଚ କାମ କରୁଛନ୍ତି ଲୋକଙ୍କ ସରକାର ?
#BabaliTalk #Odisha #Ganjam #Flood #OdishaFloods
VC- Ganthi Katha ଗଣ୍ଠି କଥା- (Facebook)
ସତରେ କଣ ଇଏ ଲୋକଙ୍କ ସରକାର ?
ଓଡ଼ିଶାର ଲୋକେ ବନ୍ୟା ଓ ବାତ୍ୟାରେ ଜୀବନ ବଞ୍ଚାଇବାକୁ ସଂଘର୍ଷ ଏବଂ ଗାଁ ପରେ ଗାଁ ଜଳମଗ୍ନ ସମୟରେ ଆମ ମୁଖ୍ୟମନ୍ତ୍ରୀଙ୍କୁ କଣ ଦିଲ୍ଲୀ ଯିବ ନିହାତି ଦରକାର ?
#BabaliTalk #Odisha #Ganjam #Flood #OdishaFloods














