Replying to @BarbilCS @anantanayakKJR
ସାଂସଦ ମହୋଦୟଙ୍କୁ ଧନ୍ୟବାଦ 🙏
ଚାରା ଗୁଡିକର ଆଖପାଖରେ ଥିବା ବୁଦା ଓ ଘାସ ସଫା କରାଯାଇଛି l @BarbilULB ଅଧିନରେ ଥିବା ଚାରା ରୋପଣ ସ୍ଥାନକୁ ତାରବାଡ଼ ଓ ରକ୍ଷଣାବେକ୍ଷଣ କଲେ ପରିବେଶ ସୁରକ୍ଷା ସ୍ଵପ୍ନ ସାକାର ହେବ l – at Barbil, India
M.C.No. 127/2017. ଏବଂ ଅପିଲ ମ୍ୟୁଟେସନ କେସ୍ ନଂ - 6/2017 @Tahasil_Barbilରେ ବିଚାରାଧୀନ ରହିଥିବା ବେଳେ, ଜମି ଚିହ୍ନଟ ପାଇଁ ଆଦେଶ କରାଯାଇଥିଲା l ସମ୍ପୃକ୍ତ ପକ୍ଷ ଓ ବିଭାଗୀୟ କର୍ମଚାରୀଙ୍କ ଉପସ୍ଥିତିରେ ଚିହ୍ନଟ କରାଗଲା l ହେଲେ ଚିହ୍ନଟ ପରେ ବଳପୂର୍ବକ ଭଙ୍ଗାରୁଜା ଓ ନିର୍ମାଣ ଅଭିଯୋଗ l @DistAdmKeonjhar – at Barbil, India
ବିଶ୍ଵ ପରିବେଶ ଦିବସ 2026, ଜୁନ 5 ଅବସରରେ ଏକ ଅଶ୍ଵତ୍ଥ ବୃକ୍ଷ ଚାରା ମାନ୍ୟବର ସାଂସଦ ଶ୍ରୀ @anantanayakKJR ଦ୍ଵାରା ରୋପଣ କରାଯାଇଥିଲା l
ଆଜି ଆପଣ ସେହି ସ୍ଥାନ ଟାଉନ୍ ହଲ୍ ଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି l ଆପଣଙ୍କ ଦ୍ଵାରା ରୋପିତ ଚାରାର ସ୍ଥିତି ସମ୍ପର୍କରେ ସମ୍ପୃକ୍ତ ଅଧିକାରୀଙ୍କ ଠାରୁ ବୁଝିବେ ବୋଲି ଆଶା କରୁଛୁ 🙏 – at Barbil, India
Bleaching powder sprinkled in the name of cleanliness can't replace real cleaning. Please clear the scattered solid waste across @BarbilULB & ensure the sanitation contractor does the job properly. Citizens deserve clean, safe streets. #Badabil #Sanitation @DistAdmKeonjhar – at Barbil, India
ଆଜି, ଗୁରୁପର୍ବର ପବିତ୍ର ଅବସରରେ, ଏକ ନଗର କୀର୍ତ୍ତନ ଅନୁଷ୍ଠିତ ହେଉଛି, କିନ୍ତୁ ଦୁର୍ଭାଗ୍ୟବଶତଃ, ସାରା ସହରରେ ବ୍ଲିଚିଂ ପାଉଡର ସିଞ୍ଚନ କରାଯାଇଛି। ପରିମଳ ବିଭାଗ ଠିକାଦାର କ'ଣ ଏହି ପ୍ରକାର କାମ କରନ୍ତି? ଏପରି କାମ କାହିଁକି କରାଯାଏ? କାହିଁକି ଏହି ଦାୟିତ୍ୱହୀନ ମନୋଭାବ ଗ୍ରହଣ କରାଯାଉଛି? ଜନସାଧାରଣଙ୍କୁ ଉତ୍ତମ ପରିମଳ ବ୍ୟବସ୍ଥା ଯୋଗାଇବା ସେମାନଙ୍କର ଦାୟିତ୍ୱ। ଏପରି ଅବହେଳା ଏବଂ ସ୍ୱେଚ୍ଛାଚାରିତା ଯେକୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ। ଏହି ବିଷୟରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯିବା ଉଚିତ।Ward No 5 Near hotel parteek Mahanto Basti road
ବଡ଼ବିଲ @SdpoBarbil ଅଧୀନରେ ଥିବା ଥାନା ଗୁଡିକରେ ନିରନ୍ତର ଯାଞ୍ଚ ହେଲେ ଖଣି ଚୋରି ଉପରେ ଲଗାମ୍ ଲଗାଯାଇ ପାରିବ l ପ୍ରକୃତ ଖଣିଜ ମାଫିଆ ଓ ଗାଡ଼ି ମାଲିକଙ୍କ ସମ୍ପୃକ୍ତି ଜଣାପଡୁଛି l ଗିରଫ ମାଫିଆ ଓ ଗାଡ଼ି ମାଲିକ ହେଲପର୍ ପରିଚୟ ଦେଇ ଖସି ଯାଉଛନ୍ତି l ଏହି ଘଟଣାର ବ୍ୟାପକ ଯାଞ୍ଚ କରି ମୁଖ୍ୟ ମାଫିଆଙ୍କୁ ଗିରଫ କରାଯାଉ l @spkeonjhar – at Barbil, India
ଆଜି ଦିନତମାମ ଅନବରତ ବର୍ଷା ଲଗି ରହିଛି l ରାତି ଓ ଆସନ୍ତା କାଲି ପ୍ରବଳ ବର୍ଷା ସମ୍ଭାବନା ରହିଅଛି l ଛୋଟ ପିଲାମାନଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ଦୃଷ୍ଟିରୁ ସ୍କୁଲ ଗୁଡିକୁ ଅବକାଶ ଘୋଷାଣ କଲେ ଭଲ ହୁଅନ୍ତା l – at Barbil, India
Reckless speeding & uncontrolled biking are turning fatal, putting both riders & pedestrians at extreme risk in @BarbilULB.
Request @spkeonjhar & @RTO_KEONJHAR to crack down on dangerous trial riding, loud horns & blinding modified lights.
@DistAdmKeonjhar Save Lives ! 🛑🏍️ – at Barbil, India
ଭଦ୍ରାସାହି-ବଡ଼ବିଲ-ନାଲଦା ରାଜ୍ୟ ରାଜପଥ 10Bର ବଡ଼ବିଲରେ ଥିବା UTKAL AUTOMOBILE ସାମ୍ନାରେ ଥିବା ସର୍ଭିସ୍ ରୋଡ଼ ଓ ରାଜ୍ଯ ରାଜପଥକୁ ଗାଡ଼ି ନିରନ୍ତର ଛିଡ଼ା କରୁଛନ୍ତି l ସାଧାରଣ ଯାତାୟତ ବାଧାପ୍ରାପ୍ତ ହେବା ସହିତ ଦୁର୍ଘଟଣା ହେବାର ସମ୍ଭାବନା ହେଉଅଛି l ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ @BarbilULB ଓ @AddlRto ଙ୍କୁ ଅନୁରୋଧ l
बड़बिल बाजार फाटक का मरम्मत और पुनर्स्थापना के बाद कंक्रीट ब्लॉक को पहले के जेसे अव्यवस्थित ना रखा जाये l यात्री असुरक्षित रूप से यात्रा करने के लिए मजबूर थे l मसर्रत के बाद कंक्रीट ब्लॉक को समान्तर स्थापित कर लोगों का सुरक्षा का खयाल रखने के लिए निवेदन l @DRMCKP @GMSRailway – at Barbil, India
7
159
ଲୋକଙ୍କ ସମସ୍ୟାକୁ ଉପଯୁକ୍ତ ସମୟରେ ସମାଧନ କରିଥିବାରୁ ଆପଣଙ୍କୁ @Ashoooook007 ଧନ୍ୟବାଦ 🙏 – at Barbil, India
ବଡ଼ବିଲ କାଳୀ ମନ୍ଦିର ପରିସରରେ ମୂର୍ତ୍ତୀ ନିର୍ମାଣ ସ୍ଥଳକୁ ଯିବା–ଆସିବା ରାସ୍ତା ରବିବାର ହାଟ ପାଇଁ ଭିଡ଼ ରହିଛି l ବିଭିନ୍ନ ପୂଜା ମଣ୍ଡପକୁ ମୂର୍ତ୍ତୀ ପହଞ୍ଚାଇବା ସମ୍ଭବ ହେଉନାହିଁ l
ସ୍ଥାନୀୟ ପ୍ରଶାସନ @barbil_ps କୁ ଅନୁରୋଧ, ସନ୍ଧ୍ୟା ୫ଟା ସମୟରେ ଏହି ରାସ୍ତାକୁ ଖାଲି କରାଯାଇ ମୂର୍ତ୍ତୀ ନେବାକୁ ସୁବିଧା ଦିଆଯାଉ । @spkeonjhar
1
3
207
ବଡ଼ବିଲ କାଳୀ ମନ୍ଦିର ପରିସରରେ ମୂର୍ତ୍ତୀ ନିର୍ମାଣ ସ୍ଥଳକୁ ଯିବା–ଆସିବା ରାସ୍ତା ରବିବାର ହାଟ ପାଇଁ ଭିଡ଼ ରହିଛି l ବିଭିନ୍ନ ପୂଜା ମଣ୍ଡପକୁ ମୂର୍ତ୍ତୀ ପହଞ୍ଚାଇବା ସମ୍ଭବ ହେଉନାହିଁ l
ସ୍ଥାନୀୟ ପ୍ରଶାସନ @barbil_ps କୁ ଅନୁରୋଧ, ସନ୍ଧ୍ୟା ୫ଟା ସମୟରେ ଏହି ରାସ୍ତାକୁ ଖାଲି କରାଯାଇ ମୂର୍ତ୍ତୀ ନେବାକୁ ସୁବିଧା ଦିଆଯାଉ । @spkeonjhar
Karo River is our #lifeline 🌊
Unchecked extraction threatens #ecology, community rights & future generations. We demand transparency, accountability & sustainable use of this shared resource.
Protect #KaroRiver, safeguard Barbil & uphold #WaterJustice.
#EnvironmentMatters
#KaroRiver, lifeline of #Barbil & source of Water for lakhs, is being exploited. A tanker WB11B9573 parked inside extracts water daily, polluting this water body. Vehicle’s Tax, National Permit & PUCC expired. Urgent probe & strict action needed. #PollutionAlert @DistAdmKeonjhar
1
2
244
Replying to @nv_odisha @BarbilCollege @DDUniversityKjr @BarbilULB @UNICEF @NEP2020 @EduMinOfIndia @DHE_Odisha @DhseOdisha @ugc_india @MoHUA_India @suryabanshibjp @dpradhanbjp @IPR_Odisha @CMO_Odisha
We proudly support @BarbilCollege students of @DDUniversityKjr in their #Summer Internship & Field Study 🌱 Orientation at @BarbilULB underscored civic schemes & youth responsibility. Such #NEP2020 initiatives are vital to build stronger communities through #CommunityEngagement.
Warm #welcome & sincere #thanks to Hon’ble CM @MohanMOdisha ji for laying the foundation stone of the long‑awaited #Barbil Bypass #RingRoad, a vital growth #infrastructure for #mining & #steel industries, boosting regional connectivity & prosperity. #Odisha @DistAdmKeonjhar












































