ମନମୋହନ ବାବୁ ଆମ ଜିଲ୍ଲା ଭଦ୍ରକକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟିମ୍ ଆସିବା ପରେ ବାବା ଆଖଣ୍ଡଳମଣି ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି କାର୍ଯ୍ୟ ଆରମ୍ଭ ହୋଇଛି। ଆପଣ ମନ୍ତ୍ରୀ ଏବଂ ବିଧାୟକ ଥିବା ସମୟରେ ମନ୍ଦିରର ବିକାଶ ପାଇଁ କେବେ ଚେଷ୍ଟା ମଧ୍ୟ କରିନଥିଲେ।
ବର୍ଷ ବର୍ଷ ଧରି ମନ୍ତେଇ ନଦୀ ଉପରେ ଗୁରୁତ୍ଵପୂର୍ଣ୍ଣ ପୋଲଟିଏ ତିଆରି ହୋଇପାରୁ ନ ଥିଲା। ଫଳରେ ଚାନ୍ଦବାଲିରୁ ଧାମରା ଯିବା ଲାଗି ୪ ଘଣ୍ଟାରୁ ଅଧିକ ସମୟ ଲାଗୁଥିଲା।କିଛି ସ୍ଥାନୀୟ ବିଜେପି ନେତା Inland waterways ର ଆଳ ଦେଖାଇ ଏହାକୁ ବନ୍ଦ କରିବାକୁ ଚେଷ୍ଟା କରୁଥିଲେ।
ଆଉ କାହା ଉପରେ ନିର୍ଭରଶୀଳ ନୁହେଁ @Naveen_Odisha ନିଜସ୍ୱ ଉଦ୍ୟମରେ ବିଦେଶକୁ ବିମାନ ଉଡାଣରେ ସାରା ଦେଶରେ ପ୍ରଥମ ରାଜ୍ୟ ଓଡିଶା। ଏହା ସମ୍ଭବ ହୋଇପାରିଛି କେବଳ ଆଉ କେବଳ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପାଇଁ ।
#ThankUNaveen4DubaiFlight
ସାଢ଼େ ୪ କୋଟି ଓଡ଼ିଆ ଆମ ମୁଖ୍ୟମନ୍ତ୍ରୀଙ୍କ ପରିବାର ସଦସ୍ୟ । ସେମାନଙ୍କର ସମସ୍ତ ଦାୟିତ୍ବ ସେ ନିଜେ ନେଇଛନ୍ତି । ଗଞ୍ଜାମ ଜିଲ୍ଲାବାସୀଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇ ଦେବାକୁ #BSKY ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରିଛନ୍ତି । ଧନ୍ୟବାଦ @Naveen_Odisha । #NaveenBringsBSKY2Ganjam #Naveen4Ganjam
Freedom in the mind, strength in the words, pureness in our blood, pride in our souls, zeal in our hearts, let’s salute our India on 72nd Republic Day. Happy Republic Day 2021!
#RepublicDay
Published on Interview Times "Leadership With Charm" interviewtimes.net/leadershi… via @interviewtimes2
BJP decided to make Odisha their laboratory of capturing power through political violence,which the peace loving people of Odisha will never allow. I demand,district police of Keonjhar to take exemplary action against the culprits,those who tried to tarnish the image of our state
I strongly condemn the dastardly attack on PCC President Shri Niranjan Patnaik and his PSO by BJP workers in Keonjhar. It is clear that after their resounding rejection by people of Odisha in elections after elections, the loser BJP has adopted violence as a political strategy.






