DCP TRAFFIC, BHUBANESWAR-KATAKA (@DCP_TRAFFIC) header
DCP TRAFFIC, BHUBANESWAR-KATAKA (@DCP_TRAFFIC) profile picture
Joined August 2019
DCP TRAFFIC, BHUBANESWAR-KATAKA retweeted
🚦 ବାଲିଯାତ୍ରା ୨୦୨୬ – ଟ୍ରାଫିକ୍ ପରାମର୍ଶ! ମହାନଦୀ ପଠାରେ ଆରମ୍ଭ ହେବାକୁ ଯାଉଛି ଐତିହାସିକ କଟକ ବାଲିଯାତ୍ରା। ଆପଣଙ୍କ ଯାତ୍ରାକୁ ସୁଗମ, ସୁରକ୍ଷିତ ଓ ଶୃଙ୍ଖଳିତ କରିବା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି। 🔹 ନିର୍ଦ୍ଧାରିତ ପାର୍କିଂ ସ୍ଥାନରେ ହିଁ ଗାଡ଼ି ରଖନ୍ତୁ। 🔹 ଟ୍ରାଫିକ୍ ନିୟମ ଓ ଡାଇଭର୍ସନ୍ ନିର୍ଦ୍ଦେଶ ମାନନ୍ତୁ। 🔹 ରାସ୍ତା ଉପରେ ଗାଡ଼ି ପାର୍କିଂ କରନ୍ତୁ ନାହିଁ। 🔹 ଟ୍ରାଫିକ୍ ପୋଲିସଙ୍କୁ ସହଯୋଗ କରନ୍ତୁ। ଆପଣଙ୍କ ସହଯୋଗ, ଆମର ପ୍ରୟାସ — ସୁଗମ ଯାତାୟାତ ଓ ସୁରକ୍ଷିତ ବାଲିଯାତ୍ରା। 🙏 ନିୟମ ମାନନ୍ତୁ, ନିରାପଦରେ ବାଲିଯାତ୍ରା ଉପଭୋଗ କରନ୍ତୁ। #BaliYatra2026 #TrafficAdvisory #CuttackPolice #CommissioneratePolice #SafeJourney
1
9
50
67,624
DCP TRAFFIC, BHUBANESWAR-KATAKA retweeted
🚦 ଟ୍ରାଫିକ୍ ପରାମର୍ଶ | TRAFFIC ADVISORY 🚦 ବାଙ୍କୁଆଳଠାରେ ଆୟୋଜିତ ହେବାକୁ ଥିବା ବାଲିଯାତ୍ରା ଅବସରରେ ନଭେମ୍ବର ୨୪ ରୁ ଡିସେମ୍ବର 0୩ ତାରିଖ ୨୦୨୬ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ଲାଗୁ କରାଯାଇଛି। ଜନସାଧାରଣଙ୍କୁ ଅନୁରୋଧ, ଟ୍ରାଫିକ୍ ନିୟମ ମାନନ୍ତୁ, ନିର୍ଦ୍ଧାରିତ ପାର୍କିଂ ସ୍ଥାନ ବ୍ୟବହାର କରନ୍ତୁ ଏବଂ ଯାତାୟାତକୁ ସୁଗମ କରିବାରେ ପୋଲିସକୁ ସହଯୋଗ କରନ୍ତୁ। ସୁରକ୍ଷିତ ଯାତ୍ରା, ସୁଗମ ଯାତାୟାତ। #TrafficAdvisory #BankualaBalijatra #CommissioneratePolice #Bhubaneswar #RoadSafety
2
11
24,408
DCP TRAFFIC, BHUBANESWAR-KATAKA retweeted
🚦 ଟ୍ରାଫିକ୍ ପରାମର୍ଶ | TRAFFIC ADVISORY 🚦 ମଞ୍ଚେଶ୍ୱରଠାରେ ଆସନ୍ତା ୨୪ ନଭେମ୍ବର ରୁ ଡିସେମ୍ବର ୦୩ ତାରିଖ ୨୦୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ବାଲିଯାତ୍ରା ଅବସରରେ ଯାନବାହନ ଚଳାଚଳ ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା ଲାଗୁ କରାଯାଇଛି। ଜନସାଧାରଣଙ୍କୁ ଅନୁରୋଧ, ଟ୍ରାଫିକ୍ ନିୟମ ମାନନ୍ତୁ, ନିର୍ଦ୍ଧାରିତ ପାର୍କିଂ ସ୍ଥଳ ବ୍ୟବହାର କରନ୍ତୁ ଏବଂ ପୋଲିସକୁ ସହଯୋଗ କରନ୍ତୁ। ଆପଣଙ୍କ ସହଯୋଗ, ସୁଗମ ଯାତାୟତର ଆଧାର। #TrafficAdvisory #MancheswarBalijatra #CommissioneratePolice #Bhubaneswar #TrafficManagement
1
2
9
3,536
DCP TRAFFIC, BHUBANESWAR-KATAKA retweeted
📢 ସର୍ବସାଧାରଣଙ୍କ ନିମନ୍ତେ ବିଜ୍ଞପ୍ତି 📢 ମାନ୍ୟବର ଭାରତର ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ଅବସରରେ ଟ୍ରାଫିକ୍‌ ବ୍ୟବସ୍ଥାକୁ ସୁଚାରୁରୂପେ ପରିଚାଳନା ନିମନ୍ତେ ଜାରି କରାଯାଇଥିବା ଟ୍ରାଫିକ୍‌ କଟକଣା ଓ ନିୟମାବଳୀ ପାଳନ କରିବାକୁ ଜନସାଧାରଣଙ୍କୁ ଅନୁରୋଧ। ଆପଣଙ୍କ ସହଯୋଗ ଓ ସଚେତନତା କାମନା କରୁଛୁ। କମିଶନରେଟ୍ ପୋଲିସ, ଭୁବନେଶ୍ୱର–କଟକ . @odisha_police @dcpbbsr @dcp_cuttack @DCP_TRAFFIC @IPR_Odisha
2
10
33
68,099
DCP TRAFFIC, BHUBANESWAR-KATAKA retweeted
TRAFFIC ADVISORY | Visit of the Hon’ble Vice President of India to Odisha on 16.11.2026 @odisha_police @dcpbbsr @dcp_cuttack @IPR_Odisha
1
10
32
15,804
DCP TRAFFIC, BHUBANESWAR-KATAKA retweeted
1
2
3
725
DCP TRAFFIC, BHUBANESWAR-KATAKA retweeted
🚦 କାଳୀପୂଜା ଭସାଣି ଉତ୍ସବ ପାଇଁ ଟ୍ରାଫିକ୍ ପରାମର୍ଶ 🚦
1
2
7
2,658
DCP TRAFFIC, BHUBANESWAR-KATAKA retweeted
1
3
350
DCP TRAFFIC, BHUBANESWAR-KATAKA retweeted
🚦 କାଳୀପୂଜା ଅବସରରେ ଟ୍ରାଫିକ୍ ପରାମର୍ଶ 🚦
1
4
9
3,498
DCP TRAFFIC, BHUBANESWAR-KATAKA retweeted
Traffic Advisory for construction of two culverts will be undertaken on road from City Women’s College to Jagamara Square for period of 40(forty)days w.e.f. 5th July,2026 to 13th August 2026. @odisha_police @dcpbbsr @IPR_Odisha @DMKhordha @BDA_BBSR @bmcbbsr @CRUT_BBSR
2
3
32
154,704
DCP TRAFFIC, BHUBANESWAR-KATAKA retweeted
Traffic Advisory in connection with repairing and rehabilitation work of Palaspalli ROB shall remain in force for a further period of 10 (ten) days from 03.07.2026 to 12.07.2026(both days inclusive). @odisha_police @dcpbbsr @bmcbbsr @BDA_BBSR @DMKhordha @BSCL_BBSR @IPR_Odisha
2
15
20,503
DCP TRAFFIC, BHUBANESWAR-KATAKA retweeted
🚦ସଡକ ସୁରକ୍ଷା ପ୍ରତି ସମସ୍ତେ ଦାୟିତ୍ୱବାନ ହେବା ଆବଶ୍ୟକ | ସମସ୍ତେ ଟ୍ରାଫିକ ନିୟମ ପାଳନ କରନ୍ତୁ, ✅ ହେଲମେଟ ଏବଂ ସିଟ ବେଲ୍ଟ ସବୁବେଳେ ପିନ୍ଧନ୍ତୁ ✅ ଦ୍ରୁତ ଗତିରେ ଗାଡି ଚଲାନ୍ତୁ ନାହିଁ ଏବଂ ଗାଡି ଚଳାଇବା ସମୟରେ ମୋବାଇଲ ଫୋନ ବ୍ୟବହାର କରନ୍ତୁ ନାହିଁ 🚫 #ସୁରକ୍ଷିତଭାବେଘରକୁଫେରନ୍ତୁ #ComeHomeSafe 🏠 #NationalRoadSafetyMonth #cpbbsrctc #TrafficAwareness
4
8
1
26
1,546
DCP TRAFFIC, BHUBANESWAR-KATAKA retweeted
ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। 🪁 ଏହି ଆନନ୍ଦର ପର୍ବକୁ ସୁରକ୍ଷିତ ଭାବେ ପାଳନ କରନ୍ତୁ। ଗୁଡ଼ି ଉଡ଼ାଇବା ସମୟରେ ନିଜର ଓ ଅନ୍ୟମାନଙ୍କ ସୁରକ୍ଷା ପ୍ରତି ସଜାଗ ରୁହନ୍ତୁ। ମନେରଖନ୍ତୁ, ଆପଣଙ୍କ ସୁରକ୍ଷା ହିଁ ଆମର ପ୍ରାଥମିକତା। #MakarSankranti #CommissioneratePolice #cpbbsrctc #OdishaPolice
4
12
1,053
DCP TRAFFIC, BHUBANESWAR-KATAKA retweeted
ଦୁଇ ଚକିଆ ଧରି ବୁଲିବାକୁ ବାହାରୁଛନ୍ତି ତ ? ଯାଆନ୍ତୁ, କିଛି ଅସୁବିଧା ନାହିଁ। କିନ୍ତୁ ମୁଣ୍ଡରେ ଯଦି ହେଲମେଟ୍ ନାହିଁ, ତେବେ ସମସ୍ୟାଟି ସେଇଠି। #WearHelmet #RoadSafety #Odisha
11
12
2
63
2,526
DCP TRAFFIC, BHUBANESWAR-KATAKA retweeted
ରାସ୍ତାରେ ଯିବାବେଳେ ସର୍ଟକଟ୍ ଆପଣାନ୍ତୁ ନାହିଁ କିମ୍ବା ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ କରନ୍ତୁ ନାହିଁ ଏହା ବୁଦ୍ଧିମାନର କାମ ନୁହେଁ, ଏହାଦ୍ୱାରା ଆପଣ ମୃତ୍ୟୁକୁ ଆମନ୍ତ୍ରଣ କରନ୍ତି ସଚେତନ ଗାଡ଼ି ଚାଳକ ଭାବେ ସଡ଼କ ସୁରକ୍ଷାର ସମସ୍ତ ନିୟମ ପାଳନ କରନ୍ତୁ । #NoShortcutOnRoad #RoadSafety #ObeyTrafficRules #STAOdisha
1
7
26
960
DCP TRAFFIC, BHUBANESWAR-KATAKA retweeted
ଗାଡ଼ି ଚଳାଇବା ବେଳେ ସାମାନ୍ୟ ଅସାବଧାନତା ବଡ଼ ଦୁର୍ଘଟଣାର କାରଣ ହୋଇପାରେ। ନିଜର ଓ ଅନ୍ୟମାନଙ୍କ ଜୀବନ ସୁରକ୍ଷା ପାଇଁ ସଚେତନ ରହିବା ସମସ୍ତଙ୍କ କର୍ତ୍ତବ୍ୟ। ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ। #NationalRoadSafetyMonth #SadakSurakshaAbhiyan #RoadSafety #Odisha #ComeHomeSafe
8
26
2
91
4,907
DCP TRAFFIC, BHUBANESWAR-KATAKA retweeted
Zero Hour should never be your Final Hour. Choose life, Don’t drink and drive. #DriveSober #ZeroHourAlert #RoadSafety #DontDrinkAndDrive #STAOdisha #SafeNewYear
5
14
959
DCP TRAFFIC, BHUBANESWAR-KATAKA retweeted
ମଦ୍ୟପାନ କରି ଗାଡ଼ି ଚଳାଇବା ଦ୍ୱାରା ଆପଣଙ୍କ ବହୁମୂଲ୍ୟ ଜୀବନ ବିପଦରେ ପଡ଼ିପାରେ ଗାଡ଼ି ଚଳାଇବା ବେଳେ ଏଭଳି ଭୁଲ କରନ୍ତୁ ନାହିଁ ଟ୍ରାଫିକ ନିୟମ ପାଳନ କରନ୍ତୁ, ସୁରକ୍ଷିତ ଯାତ୍ରାକୁ ଗୁରୁତ୍ୱ ଦିଅନ୍ତୁ #DontDrinkAndDrive #DriveSober #RoadSafety #DriveSafe
1
10
26
1,326
DCP TRAFFIC, BHUBANESWAR-KATAKA retweeted
ସଡ଼କ ଦୁର୍ଘଟଣା ହ୍ରାସ ଲକ୍ଷ୍ୟରେ ସଡ଼କ ସୁରକ୍ଷା ସଚେତନତାକୁ ବ୍ୟାପକ କରାଯାଉଛି । ଏହା ସହ ବିଭିନ୍ନ ସ୍ଥାନରେ, ବିଶେଷ କରି ପିକନିକ୍ ସ୍ଥଳିରେ RTO ମାନଙ୍କ ଦ୍ୱାରା ଏନଫୋର୍ସମେଣ୍ଟ ଜାରି ରହିଛି । ମଦ୍ୟପାନ, ବେଆଇନ ପାର୍କିଂ, ଦ୍ରୁତଗତି ତଥା ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉଛି । ଏହାସହ କୁହୁଡ଼ିକୁ ଦୃଷ୍ଟିରେ ରଖି ଅତ୍ୟନ୍ତ ସାବଧାନତାର ସହ ଗାଡ଼ି ଚଳାଇବାକୁ ଅନୁରୋଧ କରାଯାଉଛି । ସଡ଼କ ସୁରକ୍ଷା ନିୟମ ମାନନ୍ତୁ, ଦୁର୍ଘଟଣାରୁ ଦୂରେଇ ରୁହନ୍ତୁ । #Enforcement #RoadSafety #DriveSober #Odisha #ComeHomeSafe #FogAlert
6
7
1
42
2,924
DCP TRAFFIC, BHUBANESWAR-KATAKA retweeted
ଘନ କୁହୁଡ଼ି ସମୟରେ ଗାଡ଼ି ଚଲାନ୍ତୁ ନାହିଁ ନିହାତି ଆବଶ୍ୟକ ଥିଲେ ଧ୍ୟାନ ଦିଅନ୍ତୁ: -ଧୀରେ ଓ ସାବଧାନତାର ସହ ଗାଡ଼ି ଚଳାନ୍ତୁ -ଗାଡ଼ି ପାର୍କିଂ ସମୟରେ ହାଜାର୍ଡ ଲାଇଟ୍ ବ୍ୟବହାର କରନ୍ତୁ -ଆବଶ୍ୟକ ନଥିଲେ ଗାଡ଼ି ଓଭରଟେକ୍ କରନ୍ତୁ ନାହିଁ -ଦ୍ରୁତଗତିରେ ଗାଡ଼ି ଚଳାନ୍ତୁ ନାହିଁ -ହଠାତ୍ ଲେନ୍ ପରିବର୍ତ୍ତନ କରନ୍ତୁ ନାହିଁ -ଗାଡ଼ି ଗାଡ଼ି ମଧ୍ୟରେ ସୁରକ୍ଷିତ ବ୍ୟବଧାନ ରଖନ୍ତୁ #FogSafety #TravelAlert #VisibilityMatters #RoadSafety #Odisha
2
27
83
3,667