Official handle of Health & Family Welfare Department, Government of Odisha. Responsible for public health, health services and medical education in the State.

Bhubaneshwar, India
Joined January 2017
ରକ୍ତଦାନ ଏକ ମହାନ କାମ, ଯାହା ଅନ୍ୟ କାହାର ଜୀବନ ବଞ୍ଚାଇପାରେ। ରକ୍ତଦାନର ମହତ୍ତ୍ୱ ବୁଝନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରନ୍ତୁ। #BloodDonation #SaveLives #HealthAwareness #Odisha
1
6
4,282
ଆରଟିଏ କେସରେ ଗୁରୁତର ଆହତ ହୋଇ ଜଣେ ବ୍ୟକ୍ତି ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH)ରେ ଭର୍ତ୍ତି ହୋଇଥିଲେ। ପରୀକ୍ଷା ପରେ ରୋଗୀଙ୍କ ଶରୀରର ମୁଁହରେ ଗଭୀର ଆଘାତ ଜଣାପଡ଼ିଥିଲା।
1
1
3
4,585
ଡାକ୍ତରୀ ଦଳଙ୍କ ଦ୍ୱାରା ଭଙ୍ଗା ହାଡ଼ ଏବଂ ମୁଁହର ସ୍ଥିତି ସଠିକ୍ କରିବା ସହ ପ୍ଲେଟ୍ ଓ ଇମ୍ପ୍ଲାଣ୍ଟ ବ୍ୟବହାର କରି ଅସ୍ତ୍ରୋପଚାର ମାଧ୍ୟମରେ ହାଡ଼ର ସ୍ଥିରୀକରଣ କରାଯାଇଥିଲା। #helathodisha #hfwodisha #medical #healthforall
1
2
112
ଶିଶୁର ସୁସ୍ଥ ବିକାଶ ଓ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମା’ କ୍ଷୀରର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସ୍ତନ୍ୟପାନକୁ ପ୍ରୋତ୍ସାହିତ କରନ୍ତୁ ଏବଂ ପ୍ରତ୍ୟେକ ଶିଶୁର ସୁସ୍ଥ ଭବିଷ୍ୟତ ଗଢ଼ିବାରେ ସହଯୋଗ କରନ୍ତୁ। #Breastfeeding #ChildHealth #OdishaHealth
5
14
5,350
ନିୟମିତ କପିଞ୍ଜଳାସନ ଅଭ୍ୟାସ କରିବା ଦ୍ୱାରା ଛାତି, କାନ୍ଧ ଓ ଫୁସଫୁସର କ୍ଷମତା ବୃଦ୍ଧି ପାଏ। ଏହା ସହ ମେରୁଦଣ୍ଡର ନମନୀୟତା ବଢ଼ିଥାଏ। ନିୟମିତ ଯୋଗ କରନ୍ତୁ ଏବଂ ସୁସ୍ଥ ଜୀବନ ଆପଣାନ୍ତୁ। #yoga # YogaEveryday #Yoga365
2
8
4,865
Stuttering is not a weakness. Listen patiently to people who stutter and give them enough time to express themselves. Instead of making fun of them, offer support and encouragement to help build their confidence. #InternationalStutteringAwarenessDay #StutteringAwareness
5
18
5,173
ଅଖରୋଟରେ ଥିବା ଓମେଗା-୩ ସ୍ମରଣ ଶକ୍ତି ବୃଦ୍ଧି କରେ, ରକ୍ତଚାପ ଓ କୋଲେଷ୍ଟ୍ରୋଲ୍‌ ନିୟନ୍ତ୍ରଣ କରି ହୃଦ୍‌ରୋଗ ଆଶଙ୍କା କମାଏ ଏବଂ ଭଲ ନିଦ ଦିଏ। ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ ଓ ଭିଟାମିନ୍-ଇ ଚର୍ମ ଓ କେଶକୁ ସୁସ୍ଥ ରଖେ। #MedicinalPlants #AyurvedicPlant
7
23
5,264
ସୁସ୍ଥ ଜୀବନ ଓ ଶିଶୁଙ୍କ ସଠିକ୍ ବିକାଶ ପାଇଁ ଆୟୋଡିନ୍ ଅତ୍ୟନ୍ତ ଜରୁରୀ। ଆୟୋଡିନ୍ ଅଭାବଜନିତ ସମସ୍ୟାରୁ ରକ୍ଷା ପାଇବା ପାଇଁ ଦୈନନ୍ଦିନ ଖାଦ୍ୟରେ ଆୟୋଡିନ୍‌ଯୁକ୍ତ ଲୁଣ ବ୍ୟବହାର କରନ୍ତୁ। ନିଜେ ସଚେତନ ହେବା ସହ ପରିବାର ଓ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରନ୍ତୁ। #IodineDeficiency #HealthAwareness #HealthyOdisha
7
27
6,158
ତମାଖୁ ସେବନ ଆପଣଙ୍କ ସ୍ୱାସ୍ଥ୍ୟ ଓ ଜୀବନ ପାଇଁ ବିପଦଜନକ। ତେଣୁ ନିଜେ ତମାଖୁଠାରୁ ଦୂରେଇ ରହିବା ସହ ଅନ୍ୟମାନଙ୍କୁ ମଧ୍ୟ ଏଥିପାଇଁ ସଚେତନ କରନ୍ତୁ। #TobaccoFreeLife #QuitTobacco #HealthOdisha
6
24
6,172
Prevent Iodine Deficiency, Protect Your Health! On World Iodine Deficiency Day, let’s raise awareness about the importance of iodine for a healthier future. #WorldIodineDeficiencyDay #IodineAwareness #IodineDeficiency
2
19
5,690
କ୍ୟାନ୍ସର ରୋଗୀଙ୍କ ପାଇଁ ଉନ୍ନତ ଓ ସୁଲଭ ଚିକିତ୍ସା ସୁନିଶ୍ଚିତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ! କ୍ୟାନ୍ସର ଔଷଧର ମୂଲ୍ୟ ହ୍ରାସ ରୋଗୀ ଓ ସେମାନଙ୍କ ପରିବାର ଉପରେ ଆର୍ଥିକ ବୋଝ କମାଇବା ସହ ଚିକିତ୍ସାକୁ ଅଧିକ ସୁଲଭ କରିବାରେ ସହାୟକ ହେବ। #CancerCare #AffordableHealthcare #CancerAwareness #HealthForAll
2
24
6,346
ବକ୍ର ମର୍କଟାସନ' ଅଭ୍ୟାସ କରିବା ଦ୍ୱାରା ମେରୁଦଣ୍ଡ ଅଧିକ ନମନୀୟ ହେବା ସହ ପେଟର ମାଂସପେଶୀ ସବଳ ହୋଇଥାଏ ଏବଂ ପାଚନ ପ୍ରକ୍ରିୟାରେ ସୁଧାର ଆସିଥାଏ। #Yoga #YogaEveryday #Yoga365
3
20
5,929
ଆମ ପ୍ରାକୃତିକ ପରିବେଶରେ ମିଳୁଥିବା 'ଆକରକରା' ଗଛ ଅନେକ ଔଷଧୀୟ ଗୁଣରେ ଭରପୂର। ଏହା ଦାନ୍ତ ଯନ୍ତ୍ରଣା ସହ ମାଢ଼ି ସଂକ୍ରମଣ ସମସ୍ୟାର ଦୂରୀକରଣରେ ବେଶ୍ ଲାଭଦାୟକ ହୋଇଥାଏ। ଏହା ସହିତ ସ୍ନାୟୁଗତ ସମସ୍ୟା ଓ ପ୍ରଜନନ ସ୍ୱାସ୍ଥ୍ୟର ସୁଧାର ପାଇଁ ମଧ୍ୟ ଏହା ଅତ୍ୟନ୍ତ ଉପକାରୀ। #MedicinalPlants #AyurvedicPlants
8
38
6,994
ଛୋଟ ଛୋଟ ଭଲ ଅଭ୍ୟାସ କ୍ୟାନ୍ସରର ବିପଦ କମାଇବାରେ ସହାୟକ ହୋଇପାରେ। ତେଣୁ ଖରାପ ଅଭ୍ୟାସ ଛାଡ଼ି ସୁସ୍ଥ ଜୀବନଶୈଳୀ ଆପଣାନ୍ତୁ। ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ ଏବଂ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରନ୍ତୁ। #CancerAwareness #CancerPrevention #HealthyLifestyle
8
42
6,713
HPV ଟିକାକୁ ନେଇ ଥିବା ଭୁଲ ଧାରଣା ଦୂର କରନ୍ତୁ। ଝିଅମାନଙ୍କ ସୁସ୍ଥ ଭବିଷ୍ୟତ ପାଇଁ ସଠିକ୍ ତଥ୍ୟ ଜାଣନ୍ତୁ ଏବଂ ସର୍ଭାଇକାଲ୍ କ୍ୟାନ୍ସରରୁ ସୁରକ୍ଷା ପାଇଁ ସଚେତନ ହୁଅନ୍ତୁ। #HPVVaccination #CervicalCancerPrevention #OdishaHealth
5
34
8,176
ଅଧିକ ଚିନି ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ। ତେଣୁ ଦୈନନ୍ଦିନ ଖାଦ୍ୟରେ ଚିନିର ମାତ୍ରା କମାନ୍ତୁ ଏବଂ ସୁସ୍ଥ ଖାଦ୍ୟ ଅଭ୍ୟାସ ଆପଣାନ୍ତୁ। ଖାଦ୍ୟପେୟରେ ଛୋଟ ଛୋଟ ପରିବର୍ତ୍ତନ ଆପଣଙ୍କୁ ସୁସ୍ଥ ରହିବାରେ ସାହାଯ୍ୟ କରିପାରିବ। #HealthyEating #ReduceSugar #HealthyLifestyle
1
12
83
8,670
କୂର୍ମାସନ ଅଭ୍ୟାସ ଦ୍ୱାରା ମାନସିକ ଚାପ ଓ ଉଦ୍‌ବେଗ ଦୂର ହୁଏ ଏବଂ ମନର ଏକାଗ୍ରତା ଓ ଧୈର୍ଯ୍ୟ ବୃଦ୍ଧି ପାଏ। ଏହା ମେରୁଦଣ୍ଡ ଓ ପିଠିର ମାଂସପେଶୀକୁ ନମନୀୟ କରିବା ସହ ଇନ୍ଦ୍ରିୟ ନିୟନ୍ତ୍ରଣରେ ସହାୟକ ହୋଇଥାଏ। #Yoga #YogaEveryday #Yoga365
4
21
5,455
ପୋଇ ଏକ ବହୁବର୍ଷୀୟ ଔଷଧୀୟ ଗୁଳ୍ମ ଅଟେ, ଯାହା କୋଷ୍ଠକାଠିନ୍ୟ, ପେଟ ସମସ୍ୟା ଓ ରକ୍ତହୀନତା ଦୂର କରିବା ସହ ଶରୀରକୁ ଥଣ୍ଡା ରଖେ ଏବଂ ଚର୍ମ ଓ ଆଖି ପାଇଁ ଅତ୍ୟନ୍ତ ଉପକାରୀ ଅଟେ। #MedicinalPlants #AyurvedicPlant
10
79
6,578
ଆପଣଙ୍କ ସାମାନ୍ୟ ଅବହେଳା ସ୍ୱାସ୍ଥ୍ୟ ପାଇଁ ବିପଦ ବଢ଼ାଇପାରେ। ତେଣୁ ଘର ଓ ଆଖପାଖ ପରିବେଶକୁ ସଫାସୁତୁରା ରଖନ୍ତୁ। କୌଣସି ସ୍ଥାନରେ ପାଣି ଜମିବାକୁ ଦିଅନ୍ତୁ ନାହିଁ। ମଶା ବଂଶ ବୃଦ୍ଧି ରୋକିବା ପାଇଁ ସମସ୍ତଙ୍କ ସଚେତନତା ଓ ସହଯୋଗ ଜରୁରୀ।
1
8
30
6,781
ଛୋଟ ଛୋଟ ସତର୍କତା ଅବଲମ୍ବନ କରି ଡେଙ୍ଗୁ, ମ୍ୟାଲେରିଆ ଭଳି ମଶାବାହିତ ରୋଗରୁ ନିଜକୁ ଓ ପରିବାରକୁ ସୁରକ୍ଷିତ ରଖନ୍ତୁ। #MosquitoControl #DenguePrevention #MalariaPrevention #HealthAwareness
263