🌾 #ପଡିଆରୁବଢିଆ
ଧାନ ପରେ ଦ୍ୱିତୀୟ ଫସଲକୁ ପ୍ରୋତ୍ସାହନ ଦେବା ପାଇଁ CRFM ଯୋଜନା ଅଧୀନରେ ଚାଷୀମାନଙ୍କୁ ମାଗଣା ଡାଲି ଜାତୀୟ ବିହନ ଯୋଗାଇ ଦେଇଥିବାରୁ ସରକାରଙ୍କୁ ଧନ୍ୟବାଦ। ବ୍ଲକ ହେମଗିରି, ଜିଲ୍ଲା ସୁନ୍ଦରଗଡ ।
@krushibibhag
@CMO_Odisha
@KVSinghDeo1
#BrownToGreen #DalForFarmers #PulsesMission
ସୁନ୍ଦରଗଡ଼ ଜିଲ୍ଲା ସବଡେଗା ବ୍ଲକ ଅନ୍ତର୍ଗତ ଯାଇସର୍ ପଞ୍ଚାୟତର କାଳିଆପଡ଼ା ରାସ୍ତାରେ ଲାଗିଥିବା ସୋଲାର ଲାଇଟ୍ ଅଚଳ, ରାତି ସମୟରେ ରାସ୍ତାଟି ଅନ୍ଧକାରମୟ ,
ତେଣୁ ତୁରନ୍ତ ମରାମତି କରିବାକୁ ଗ୍ରାମବାସି ଦାବି କରିଛନ୍ତି।
#SolarLight #RoadSafety #VillageDevelopment #Subdega #ଗ୍ରାମବିକାଶ @SubdegaS @DmSundargarh
#ସାଙ୍ଗିନୀଦାରର ଲକ୍ଷ୍ୟ ମହିଳା ଓ କିଶୋରୀମାନଙ୍କ ପାଇଁ ନିରାପଦ ଓ ଆନନ୍ଦମୟ ପରିବେଶ ସୃଷ୍ଟି କରିବା ,ସେମାନେ ନିଜ ମନର କଥା କହିପାରିବେ, ଖେଳିପାରିବେ।
#ପାରମ୍ପରିକଖେଳକୁ ବଞ୍ଚାଇବା ସହ #ମହିଳା ଓ #କିଶୋରୀମାନଙ୍କ #ମାନସିକସୁସ୍ଥତାକୁ ଗୁରୁତ୍ୱ ଦେବା।
#WomenEmpowerment
@suryabanshibjp
@PravatiParida @WCDOdisha
ଜିଲ୍ଲା ସୁନ୍ଦରଗଡ଼, ବ୍ଲକ ହେମଗିର, ପଂଚାୟତ ଲଇକେରା, ଗ୍ରାମ ବାଏଲଯୁରି ର ଆଦିବାସୀ 86 ବର୍ଷୀୟା ବୃଦ୍ଧା ସୁନି ଓରାମ ଙ୍କୁ ସାମାଜିକ ସୁରକ୍ଷା ଯୋଜନା ରେ 1000 ପାଉଛନ୍ତି ତାଙ୍କୁ 3500 ସାମିଲ୍ କରିବା ପାଇଁ ଅନୁରୋଧ ।
@hemgirbsso @HSundargarh
@DMSundargarh
@PRDeptOdisha
@SSEPD2 #SocialSecurity
ମହାନ ଜନନାୟକ ବୀର ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ମହିଳା ସଂଗ୍ରାମ ସମିତି, ସୁନ୍ଦରଗଡ଼ ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶ୍ରଦ୍ଧାଞ୍ଜଳି। ଆସନ୍ତୁ, ତାଙ୍କର ଆଦର୍ଶକୁ ଅନୁସରଣ କରି ଆଦିବାସୀ ଅଧିକାର, ସଂସ୍କୃତି, ପରମ୍ପରା ଓ ସ୍ୱାଭିମାନର ସୁରକ୍ଷା ପାଇଁ ଏକତ୍ରିତ ହେବା।
#BirsaMundaJayanti #TribalPride #AdivasiRights
ମହାନ ଜନନାୟକ ବୀର ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ମହିଳା ସଂଗ୍ରାମ ସମିତି, ସୁନ୍ଦରଗଡ଼ ପକ୍ଷରୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶ୍ରଦ୍ଧାଞ୍ଜଳି। ଆସନ୍ତୁ, ତାଙ୍କର ଆଦର୍ଶକୁ ଅନୁସରଣ କରି ଆଦିବାସୀ ଅଧିକାର, ସଂସ୍କୃତି, ପରମ୍ପରା ଓ ସ୍ୱାଭିମାନର ସୁରକ୍ଷା ପାଇଁ ଏକତ୍ରିତ ହେବା।
#BirsaMundaJayanti #TribalPride #AdivasiRights
3
127
Let's listen to children, understand their dreams and work together to build a brighter and better future for every child.
#ChildrensDay #happychildrensday #ChildRights #ChildProtection #EducationForAll
#ପାରମ୍ପରିକଖେଳକୁ ମିଳୁ ସ୍ୱୀକୃତି,ସୁଯୋଗ ଓ ପ୍ରୋତ୍ସାହନ !
ଆମର ପାରମ୍ପରିକ ଖେଳ ଓ #ସଂସ୍କୃତିରସୁରକ୍ଷା ସହ #ମହିଳାଓକିଶୋରୀମାନଙ୍କ #ମାନସିକସୁସ୍ଥତାକୁ ଗୁରୁତ୍ୱ ଦେଇ ମହିଳା ସଂଗ୍ରାମ ସମିତି ପକ୍ଷରୁ ଓଡ଼ିଶାର ମାନ୍ୟବର କ୍ରୀଡ଼ା ମନ୍ତ୍ରୀ ଶ୍ରୀ #ସୂର୍ଯ୍ୟବଂଶୀସୂରଜଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । #WomenEmpowerme
🌾 #ପଡିଆରୁବଢିଆ
ଧାନ ପରେ ଦ୍ୱିତୀୟ ଫସଲକୁ ପ୍ରୋତ୍ସାହନ ଦେବା ପାଇଁ CRFM ଯୋଜନା ଅଧୀନରେ ଚାଷୀମାନଙ୍କୁ ମାଗଣା ଡାଲି ଜାତୀୟ ବିହନ ଯୋଗାଇ ଦେବାକୁ ଦାବି।ଏଥିରେ
ଚାଷୀଙ୍କ ଆୟ ବୃଦ୍ଧି ହେବା ସହ ପୁଷ୍ଟିଯୁକ୍ତ ଖାଦ୍ୟ ମିଲିପାରିବ ।
@krushibibhag
@CMO_Odisha
@KVSinghDeo1
#BrownToGreen #DalForFarmers #PulsesMission
🌾 #ପଡିଆରୁବଢିଆ
ଧାନ ପରେ ଦ୍ୱିତୀୟ ଫସଲକୁ ପ୍ରୋତ୍ସାହନ ଦେବା ପାଇଁ CRFM ଯୋଜନା ଅଧୀନରେ ଚାଷୀମାନଙ୍କୁ ମାଗଣା ଡାଲି ଜାତୀୟ ବିହନ ଯୋଗାଇ ଦେବାକୁ ସୁନ୍ଦରଗଡ ଜିଲ୍ଲା କୃଷି ବିଭାଗ କୁ ଦାବିପତ୍ର ପ୍ରଦାନ।
@krushibibhag
@CMO_Odisha
@KVSinghDeo1
#BrownToGreen #DalForFarmers #PulsesMission
🌾 #ପଡିଆରୁବଢିଆ
ଧାନ ପରେ ଦ୍ୱିତୀୟ ଫସଲକୁ ପ୍ରୋତ୍ସାହନ ଦେବା ପାଇଁ CRFM ଯୋଜନା ଅଧୀନରେ ଚାଷୀମାନଙ୍କୁ ମାଗଣା ଡାଲି ଜାତୀୟ ବିହନ ଯୋଗାଇ ଦେବାକୁ ଦାବି।ଏଥିରେ
ଚାଷୀଙ୍କ ଆୟ ବୃଦ୍ଧି ହେବା ସହ ପୁଷ୍ଟିଯୁକ୍ତ ଖାଦ୍ୟ ମିଲିପାରିବ ।
@krushibibhag
@CMO_Odisha
@KVSinghDeo1
#BrownToGreen #DalForFarmers #PulsesMission
ସୁନ୍ଦରଗଡ ଜିଲ୍ଲା ସବଡେଗା ବ୍ଲକ ଯମୁନା ପଞ୍ଚାୟତ ଓରାମପଡା (ଚମାର ପଡା)ଗ୍ରାମର ନଳକୂଅ ମରାମତି କରିବା ପାଇଁ @SubdegaS Rwss-JE ଙ୍କୁ ଅନୁରୋଧ।
@DMSundargarh
@PRDeptOdisha
@RWSS_Odisha
#safewaterinfrastructure
#Drinkingchallenge
#MumbaiTISS ଛାତ୍ରଛାତ୍ରୀମାନେ ସୁନ୍ଦରଗଡ଼ ଜିଲ୍ଲାର ସବଡେଗା ବ୍ଲକ ଅନ୍ତର୍ଗତ ବିରତୋଳା ଗ୍ରାମରେ ଥିବା #ସଙ୍ଗିନୀଦାର ପରିଦର୍ଶନ କରି #ମାନସିକସ୍ୱାସ୍ଥ୍ୟର ବିକାଶରେ #ପାରମ୍ପରିକଖେଳର ଗୁରୁତ୍ଵ ଉପରେ ଆଲୋଚନା କରିଥିଲେ । #WomenEmpowerment #CommunityLeadership @PravatiParida @suryabanshibjp
#MumbaiTISS ଛାତ୍ରଛାତ୍ରୀମାନେ ସୁନ୍ଦରଗଡ଼ ଜିଲ୍ଲାର ସବଡେଗା ବ୍ଲକ ଅନ୍ତର୍ଗତ ମନ୍ଦନାବାହାଲ ଗ୍ରାମରେ ଥିବା #ସଙ୍ଗିନୀଦାର ପରିଦର୍ଶନ କରି #ମାନସିକସ୍ୱାସ୍ଥ୍ୟର ବିକାଶରେ #ପାରମ୍ପରିକଖେଳର ଗୁରୁତ୍ଵ ଉପରେ ଆଲୋଚନା କରିଥିଲେ । #WomenEmpowerment #CommunityLeadership @PravatiParida @suryabanshibjp
ଜିଲ୍ଲା ସୁନ୍ଦରଗଡ଼, ବ୍ଲକ ସବଡେଗା, ପଂଚାୟତ ଯମୁନା, ଗ୍ରାମ ଯମୁନା କୁଷ ଟପ୍ପୋ ଙ୍କୁ ସାମାଜିକ ସୁରକ୍ଷା ଯୋଜନା ରେ ସାମିଲ୍ କରିବା ପାଇଁ, ଯମୁନା ସରପଞ୍ଚ ଓ @SubdegaS
ଙ୍କୁ ଅନୁରୋଧ ।@DMSundargarh
@PRDeptOdisha
@SSEPD2 #SocialSecurity #PensionForAll #subdega #sundargarh
@BhabaniSBhoi
📚 ଶିକ୍ଷା ଅଭିଯାନ #ବାଧାରୁପରିବର୍ତ୍ତନ ଦ୍ୱାରା ଶିକ୍ଷା କ୍ଷେତ୍ରରେ ଥିବା ବାଧାଗୁଡ଼ିକୁ ବିନ୍ଦି ଲଗାଇ ଚିହ୍ନଟ କରିବା, ଉତ୍ତରଦାୟିତ୍ୱକୁ ସୁଦୃଢ଼ କରିବା ଏବଂ ପ୍ରତ୍ୟେକ ଶିଶୁର #ଶିକ୍ଷାଅଧିକାର କୁ ସୁନିଶ୍ଚିତ କରିବା, ହମିରପୁର ତିଲଯୋରା।
@Atmashakti3
#BadhaSeBadlav #OneBarrierOneAction #SunoSamjhoBadlo
📚 ଶିକ୍ଷା ଅଭିଯାନ #ବାଧାରୁପରିବର୍ତ୍ତନ ଦ୍ୱାରା ଶିକ୍ଷା କ୍ଷେତ୍ରରେ ଥିବା ବାଧାଗୁଡ଼ିକୁ ବିନ୍ଦି ଲଗାଇ ଚିହ୍ନଟ କରିବା, ଉତ୍ତରଦାୟିତ୍ୱକୁ ସୁଦୃଢ଼ କରିବା ଏବଂ ପ୍ରତ୍ୟେକ ଶିଶୁର #ଶିକ୍ଷାଅଧିକାର କୁ ସୁନିଶ୍ଚିତ କରିବା,ଯମୁନା ଓରମପଡା ।
@Atmashakti3
#BadhaSeBadlav #OneBarrierOneAction #SunoSamjhoBadlo
#ପାରଂପରିକଖେଳ ଦ୍ବାରା #ମାନସିକସ୍ୱାସ୍ଥ୍ୟସୁସ୍ଥ ରହେ,ତେଣୁ #TISSUniversityMumbai ର #Students ଆସି ଗ୍ରାମର ମହିଳା ଓ ପିଲାମାନଙ୍କ ସହ ମିଶି ଉତ୍ସାହର ସହ #ଫିଟୁ,#ପୁଚି ଖେଲିବା ଦୃଶ୍ୟ ଗ୍ରାମ ଡୁମେରବାହାଲ,ପଞ୍ଚାୟତ ହମିରପୁର ବ୍ଲକ ସବଡେଗା ଜିଲ୍ଲା ସୁନ୍ଦରଗଡ #Sanginidar #WomenEmpowerment
#GenderEquality @wcdodisha
ଜିଲ୍ଲା ସୁନ୍ଦରଗଡ଼ ବ୍ଲକ ସବଡେଗା ପଞ୍ଚାୟତ ଯମୁନା ଗ୍ରାମ ଓରାମପଡା ର ଓମପ୍ରକାଶ ଗିଧୀ ସାମାଜିକ ସୁରକ୍ଷା ଯୋଜନା ରେ ଦିବ୍ୟାଙ୍ଗ ଭତ୍ତା 1200 ଟଙ୍କା ପାଉଛନ୍ତି, ତେଣୁ @DmSundargarh ଓ @SubdegaS ଙ୍କୁ ଧନ୍ୟବାଦ ଜଣାଇଛନ୍ତି।
@PRDeptOdisha
@SSEPD2 #SocialSecurity #PensionForAll
ସୁନ୍ଦରଗଡ ଜିଲ୍ଲା ସବଡେଗା ବ୍ଲକ #BadhaSeBadlav ଶିକ୍ଷା ଅଭିଯାନରେ ସମ୍ପ୍ରଦାୟ, ପିଲା ଏବଂ ଅଭିଭାବକ ମାନେ ମିଳିତ ଭାବେ ଶିକ୍ଷା କ୍ଷେତ୍ରରେ ଥିବା ବାଧାବିଘ୍ନଗୁଡ଼ିକୁ ଚିହ୍ନଟ କରୁଛନ୍ତି ଏବଂ ଶିକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ମିଳିତ ପଦକ୍ଷେପ ନେଉଛନ୍ତି।
#SunoSamjhoBadlo #BachchonKiBaat




































