Join us in appreciating the work of firefighters of Chandrasekhar Pur Fire Station by like, share and comments.
Jai Hind, Bande Utkala Janani.
#FireAndEmergencyServices #OdishaFireService #RescueOperation
158
ବାଲେଶ୍ୱର ରେ ବିଦ୍ୟୁତ୍ ଟ୍ରାନ୍ସଫର୍ମରରେ ଅଗ୍ନିକାଣ୍ଡକୁ ଆୟତ୍ତ କଲା ଅଗ୍ନିଶମ ବାହିନୀ
📍 ଗୁଡ଼ିପଦା, ବାଲେଶ୍ୱର
ବାଲେଶ୍ୱର ଗୁଡ଼ିପଦାଠାରେ ଏକ ବିଦ୍ୟୁତ୍ ଟ୍ରାନ୍ସଫର୍ମରରେ ନିଆଁ ଲାଗିଥିବା ସୂଚନା ପାଇ ବାଲେଶ୍ୱର ଅଗ୍ନିଶମ କେନ୍ଦ୍ରର ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ ।
1
97
ଦୀପାବଳିର ଆଲୋକ ଆପଣଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ। ପର୍ବର ଆନନ୍ଦକୁ ଦ୍ୱିଗୁଣିତ କରିବା ପାଇଁ କିଛି ସୁରକ୍ଷା ନିୟମ ପାଳନ କରନ୍ତୁ।
🔸ଖୋଲା ଓ ନିରାପଦ ସ୍ଥାନରେ ବାଣ ଫୁଟାନ୍ତୁ।
🔸ବାଣ ଫୁଟାଇବା ସମୟରେ ନିରାପଦ ଦୂରତା ବଜାୟ ରଖନ୍ତୁ।
🔸ଛୋଟ ପିଲାମାନଙ୍କୁ ବଡ଼ମାନଙ୍କ ତତ୍ତ୍ୱାବଧାନରେ ବାଣ ଫୁଟାଇବାକୁ ଦିଅନ୍ତୁ
1
2
131
ଆଲୋକର ପର୍ବ ଦୀପାବଳି ହେଉ ସୁରକ୍ଷିତ ଓ ଆନନ୍ଦମୟ।
ବାଣ ଫୁଟାଇବା ସମୟରେ ସୁରକ୍ଷିତ ଦୂରତା ବଜାୟ ରଖନ୍ତୁ, ପିଲାମାନଙ୍କ ପ୍ରତି ସତର୍କ ରୁହନ୍ତୁ ଏବଂ ଅଗ୍ନି ସୁରକ୍ଷା ନିୟମ ପାଳନ କରନ୍ତୁ।
କୌଣସି ଜରୁରୀକାଳୀନ ପରିସ୍ଥିତିରେ ୧୧୨ ନମ୍ବରରେ ଯୋଗାଯୋଗ କରନ୍ତୁ।
ଆପଣଙ୍କ ସୁରକ୍ଷା ଆମର ପ୍ରାଥମିକତା।
1
175
ଓଡ଼ିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ପକ୍ଷରୁ ସମସ୍ତଙ୍କୁ ଦୀପାବଳିର ହାର୍ଦ୍ଦିକ ଶୁଭେଚ୍ଛା।
#SafeDiwali #FireSafety #OdishaFireService #Diwali2026
41
The joint search and rescue operation continues following the Gidipabali landslide.
A team of 30 personnel from Odisha Fire & Emergency Service, alongside ODRAF, continues the search operation at the site.
#OdishaFireService #Gidipabali #SearchAndRescue #EmergencyResponse
2
143
କଟକ ଜିଲ୍ଲା ଅଡ଼ସପୁର ବସ୍ଷ୍ଟାଣ୍ଡରେ ଏକ ବସ୍ରେ ଅଗ୍ନିକାଣ୍ଡ ଘଟିବା ଖବର ପାଇ ଅଡ଼ସପୁର ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଁଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଏହି ଘଟଣାରେ କୌଣସି ଜୀବନହାନି କିମ୍ବା ଆହତ ହେବାର ସୂଚନା ମିଳି ନାହିଁ।
#OdishaFireService #RescueOperation
1
185
ବନ୍ୟା ପରେ ସଫେଇ କାର୍ଯ୍ୟରେ ଆଗେଇ ଆସିଲେ ଅଗ୍ନିଯୋଦ୍ଧା
📍 ଥାନା ଓ ତହସିଲ କାର୍ଯ୍ୟାଳୟ , ଆସିକା
ବନ୍ୟା ଚାଲିଯାଇଛି, କିନ୍ତୁ ଛାଡ଼ିଯାଇଛି ଅନେକ କ୍ଷୟକ୍ଷତି ଓ ଦୁର୍ଦ୍ଦଶା। ବନ୍ୟା ପରବର୍ତ୍ତୀ ପରିବେଶରେ ଜନସାଧାରଣ ଓ କର୍ମଚାରୀମାନଙ୍କୁ ଯାତାୟାତରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଥିଲା।
1
1
234
ରାତିସାରା ଅକ୍ଲାନ୍ତ ପରିଶ୍ରମକରି ରାସ୍ତାସଫା କଲେ ଅଗ୍ନିଯୋଦ୍ଧା ।
📍ଆସିକା, କୁମ୍ଭାର ସାହିଠାରୁ ବିନାୟକ ବଜାର ବ୍ରିଜ୍ ପର୍ଯ୍ୟନ୍ତ
ବନ୍ୟା ପରେ ଆସିକା ଅଞ୍ଚଳରେ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିଲା ।
1
5
287
ODISHA FIRE & EMERGENCY SERVICE | MONTHLY SUMMARY – OCTOBER 2026
Every call is a responsibility. Every response is an effort to protect lives, safeguard property and serve people.
ଖୁସିର ଏହି ପର୍ବରେ ସାମାନ୍ୟ ଅସାବଧାନତା ଯେପରି ଆପଣଙ୍କ ଆନନ୍ଦକୁ ଫିକା ନକରେ । ଖୋଲା ସ୍ଥାନରେ ବାଣ ଫୁଟାନ୍ତୁ, ସୁରକ୍ଷିତ ଦୂରତା ରଖନ୍ତୁ ଏବଂ ଅଗ୍ନି ନିରାପତ୍ତା ନିୟମ ମାନନ୍ତୁ ।
ସ୍ମାର୍ଟ ହୁଅନ୍ତୁ, ସତର୍କ ରୁହନ୍ତୁ । ସୁରକ୍ଷିତ ଦୀପାବଳି ପାଳନ କରନ୍ତୁ ।
#SafeDiwali #SurakshitaOdisha #OdishaFireService #FireSafety
1
184
Chandrasekharpur Fire Station responded to a fire incident at Flamingo Bar & Restaurant, Patia, under Infocity Police Station. Upon receiving the call at 1:14 AM, the fire team promptly proceeded to the spot and reached the location at 1:25 AM.
1
262
ବନ୍ୟା ପରେ ଡାକ୍ତରଖାନାର ସଫେଇ କାର୍ଯ୍ୟରେ ଅଗ୍ନିଶମ ବାହିନୀ
📍 ଆଡ଼ପଡ଼ା ମେଡିକାଲ,ସାନଖେମୁଣ୍ଡି, ଗଞ୍ଜାମ
ବନ୍ୟା ପରେ ସାନଖେମୁଣ୍ଡି, ଆଡ଼ପଡ଼ା ମେଡିକାଲ ପରିସରରେ ସଫେଇର ଆବଶ୍ୟକତା ଦେଖାଦେଇଥିଲା। ରୋଗୀଙ୍କ ଚିକିତ୍ସା ସ୍ୱାଭାବିକ କରିବାପାଇଁ ସାନଖେମୁଣ୍ଡି ଅଗ୍ନିଶମ କେନ୍ଦ୍ରର ଏକ ଟିମ୍ ସଫେଇ କରିଥିଲେ।
1
167
ବନ୍ୟା ପରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ୱାଭାବିକ କରିବା କାର୍ଯ୍ୟରେ ଅଗ୍ନିଶମ ବାହିନୀ
📍 ଜାହାଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (PHC), ଗଞ୍ଜାମ
ବନ୍ୟା ପରେ ଜାହାଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ କାଦୁଅ ଓ ଆବର୍ଜନା ଜମି ରହିଥିଲା ।














