ଆଲୋକର ପର୍ବ ପବିତ୍ର ଦୀପାବଳି ସମସ୍ତଙ୍କ ଜୀବନରୁ ଅନ୍ଧକାର ଦୂର କରି ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତାର ନୂତନ ଆଲୋକ ଭରିଦେଉ। ମା’ ଶ୍ୟାମାକାଳୀଙ୍କ ଅପାର କରୁଣା ଓ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ହସଖୁସିରେ ଭରିଉଠୁ ଏବଂ ସମାଜରେ ପ୍ରେମ, ଭାଇଚାରା ଓ ସଦ୍ଭାବନା ବଜାୟ ରହୁ।
#ଶୁଭଦୀପାବଳି #କାଳୀପୂଜା
Pranab Balabantaray retweeted
ଶେରଗଡ଼ ଓ ହିଞ୍ଜିଳିରେ ପହଞ୍ଚି ଚାଷୀ ଏବଂ ସ୍ଥାନୀୟ ବାସିନ୍ଦାଙ୍କ ଦୁଃଖ ଶୁଣିଲି, ବାତ୍ୟା ଅର୍ଣ୍ଣବରେ ଆସିଥିବା ବନ୍ୟା ଗଞ୍ଜାମବାସୀଙ୍କ ଘଟାଇ ଥିବା କ୍ଷତି ଅକଳ୍ପନୀୟ।
#Ganjam #CycloneArnab #BJDWithOdisha #OdishaFloods
Pranab Balabantaray retweeted
ଓଡ଼ିଶାବାସୀଙ୍କ ତୀବ୍ର ବିରୋଧ ସତ୍ତ୍ୱେ ଆନ୍ଧ୍ରପ୍ରଦେଶ ଆସନ୍ତାକାଲି କୋଟିଆରେ ନିର୍ବାଚନ କରାଇବାକୁ ଅଗ୍ରସର ହେଉଥିବା ନିଶ୍ଚିତ ଭାବରେ ଚିନ୍ତାର ବିଷୟ।
କୋଟିଆ ସମ୍ପର୍କରେ ମୁଁ ଅକ୍ଟୋବର ୧୯ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଙ୍କୁ ଲେଖିଥିବା ଚିଠିର ଉତ୍ତର ଅକ୍ଟୋବର ୨୭ ତାରିଖରେ ପାଇଥିଲି। ସାମ୍ପ୍ରତିକ ଘଟଣାବଳୀ ସମ୍ପର୍କରେ ମୁଁ ଜାଣିବାକୁ ପାଉଛି ଯେ, କୋଟିଆରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଅଧିକାରୀମାନଙ୍କ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଓ ମୁହାଁମୁହିଁ ଅବସ୍ଥା ତୃଣମୂଳସ୍ତରରେ ସ୍ଥିତିକୁ ଅଧିକ ଜଟିଳ କରିଦେଉଛି।
ବର୍ତ୍ତମାନର ଉତ୍ତେଜନାପୂର୍ଣ୍ଣ ପରିବେଶ ଏବଂ ଆସନ୍ନ ନିର୍ବାଚନ ସ୍ଥିତିକୁ ଦୃଷ୍ଟିରେ ରଖି, ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଏବଂ ଆନ୍ଧ୍ରପ୍ରଦେଶ ସରକାରଙ୍କ ସହ ସର୍ବୋଚ୍ଚସ୍ତରରେ ଆପଣ ଆଲୋଚନା ଆରମ୍ଭ କରନ୍ତୁ।
ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ଉଭୟ ରାଜ୍ୟ ଏନ୍ଡିଏର ଅଂଶୀଦାର ଦଳମାନଙ୍କ ଦ୍ୱାରା ଶାସିତ ହେଉଛି। ବିଜେପି ନେତୃତ୍ୱରେ ଓଡ଼ିଶାର ଭୌଗୋଳିକ ଅଖଣ୍ଡତା ସୁରକ୍ଷା ପାଇଁ ୨୦୨୪ ନିର୍ବାଚନ ଇସ୍ତାହାରରେ ବିଜେପି ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆପଣ ତୁରନ୍ତ ଏହି ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।
ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟର ନ୍ୟାୟସଙ୍ଗତ ସ୍ୱାର୍ଥର ସୁରକ୍ଷାକୁ ସୁନିଶ୍ଚିତ କରିବା ଏବଂ ତୃଣମୂଳସ୍ତରରେ ପରିସ୍ଥିତି ଯେପରି ଆଉ ଅଧିକ ଉତ୍ତେଜନାପୂର୍ଣ୍ଣ ନ ହେବ, ସେ ଦିଗରେ ପଦକ୍ଷେପ ନେବା ଆପଣଙ୍କର ନୈତିକ ଦାୟିତ୍ୱ।
ମୁଁ ଆଶା କରୁଛି, ବିଜେପିର ନେତୃତ୍ୱ ଓଡ଼ିଶାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତିର ସମ୍ମାନ ରଖିବ ଏବଂ ୨୦୨୪ ନିର୍ବାଚନୀ ଇସ୍ତାହାରରେ କୋଟିଆ ପ୍ରସଙ୍ଗରେ ଓଡ଼ିଶାବାସୀଙ୍କୁ ଦେଇଥିବା ଗ୍ୟାରେଣ୍ଟିକୁ କେବଳ ପ୍ରତିଶ୍ରୁତିରେ ସୀମିତ ନରଖି କାର୍ଯ୍ୟରେ ପରିଣତ କରିବା ପାଇଁ ଫଳପ୍ରଦ ପଦକ୍ଷେପ ନେବ। #Kotia #BJDWithOdisha
ମୋର ପ୍ରିୟ ନେତା ମାନ୍ୟବର ଶ୍ରୀ @Naveen_Odisha ମହୋଦୟଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। 💐
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ଆପଣ ସୁସ୍ଥ, ନିରାମୟ ଓ ଦୀର୍ଘାୟୁ ହୁଅନ୍ତୁ ।🙏
#happbirthday
#NaveenBabu
#ଜନନାୟକଙ୍କୁ_ଜନ୍ମଦିନର_ଶୁଭେଚ୍ଛା💐
ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ସାଢ଼େ ଚାରି କୋଟି ଓଡ଼ିଆଙ୍କ ହୃଦୟର ସ୍ପନ୍ଦନ, ଜନପ୍ରିୟ ନେତା ଓ ବିକାଶ ପୁରୁଷ ମାନ୍ୟବର ଶ୍ରୀ @Naveen_Odisha ମହୋଦୟଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା। 🙏
@bjd_odisha
#happbirthday
#NaveenBabu
ଜୟ ଜଗନ୍ନାଥ! 🙏🚩
ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ପବିତ୍ର ରଥଯାତ୍ରା ଅବସରରେ ସମସ୍ତ ଭକ୍ତବୃନ୍ଦଙ୍କୁ ମୋର ଅନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।
ମହାପ୍ରଭୁଙ୍କ ଦିବ୍ୟ କୃପା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି, ସୁସ୍ୱାସ୍ଥ୍ୟ ଓ ନୂତନ ଆଶାର ସଞ୍ଚାର କରୁ।
#ରଥଯାତ୍ରା
#ଜୟଜଗନ୍ନାଥ
#RathaYatra
ଓଡ଼ିଶାର ଗୌରବମୟ ସଂସ୍କୃତିର ଅମୂଲ୍ୟ ପରିଚୟ ହେଉଛି ଆମର ଗଣପର୍ବ “ରଜ” ଯାହା ମାଟି, ନାରୀଶକ୍ତି ଓ ପ୍ରକୃତିର ସମ୍ମାନର ପବିତ୍ର ପ୍ରତୀକ । ଏହି ରଜ ପର୍ବ ଆମ ସଂସ୍କୃତିର ମୂଳ ଆତ୍ମାକୁ ଜୀବନ୍ତ ରଖେ ଏବଂ ସମାଜରେ ଆନନ୍ଦ, ଏକତା ଓ ପ୍ରେମର ବାର୍ତ୍ତା ପ୍ରସାର କରେ। ଆସନ୍ତୁ ଏହି ରଜ ପର୍ବକୁ ଆମେ ସମସ୍ତେ ମିଶି ଖୁସିରେ ପାଳନ କରିବା।
#ଶୁଭ_ରଜ
#ପ୍ରଣାମ_ପ୍ରବାଦ_ପୁରୁଷ
ଓଡ଼ିଶାର ଗୌରବ, ଦେଶର ଗର୍ବ, ମହାନ ନେତା ଓ ଦୃଷ୍ଟିଶାଳୀ ବ୍ୟକ୍ତିତ୍ୱ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀରେ ତାଙ୍କ ପବିତ୍ର ସ୍ମୃତିକୁ ଶତ୍ ଶତ୍ ନମନ। 🙏
#BijuPatnaik
@Naveen_Odisha
@bjd_odisha
ପବିତ୍ର ମହା ବିଷୁବ (ପଣା) ସଂକ୍ରାନ୍ତି ଓ ପ୍ରଭୁ ଶ୍ରୀ ହନୁମାନ ଜୟନ୍ତୀ ଅବସରରେ ସମସ୍ତଙ୍କୁ ମୋର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । ପଣାର ଶିତଳତା ଭଳି ଆପଣମାନଙ୍କ ଜୀବନରେ ଶାନ୍ତି, ସୁଖ ଓ ସମୃଦ୍ଧି ଭରିଯାଉ ଏବଂ ପବନପୁତ୍ର ଶ୍ରୀ ହନୁମାନଙ୍କ ଅପାର ଶକ୍ତି, ସାହସ ଓ ଭକ୍ତି ଆପଣମାନଙ୍କୁ ସମସ୍ତ ବିପଦ ଓ ବାଧାକୁ ଜିତିବାରେ ପ୍ରେରଣା ।
ଆଜିର ଏହି ଗୌରବମୟ ଦିନ ଆମକୁ ସ୍ମରଣ କରାଏ ଆମ ଓଡ଼ିଶାର ଶୌର୍ଯ୍ୟ, ସଂସ୍କୃତି, ପାରମ୍ପରିକତା ଓ ଐତିହ୍ୟର କଥା। ଏହି ମାଟିର ଭାଷା, କଳା ଓ ସଂସ୍କୃତି ଆମର ଗର୍ବ ଓ ପରିଚୟ। ଆସନ୍ତୁ, ଏହି ପବିତ୍ର ଅବସରରେ ଆମେ ସମସ୍ତେ ଏକତ୍ର ହୋଇ ଓଡ଼ିଶାର ଉନ୍ନତି ଓ ଗୌରବକୁ ଆଗକୁ ନେବାର ସଙ୍କଳ୍ପ ନେବା।
#ମୋ_ଓଡ଼ିଶା_ମୋର_ଗର୍ବ ❤️
#ବନ୍ଦେ_ଉତ୍କଳ_ଜନନୀ
ପବିତ୍ର ଶ୍ରୀ ରାମ ନବମୀର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ଶ୍ରୀରାମଙ୍କର କୃପା ସଦା ସର୍ବଦା ଆପଣଙ୍କ ଉପରେ ରହୁ। ଆପଣଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯାଉ। ଜୟ ଶ୍ରୀ ରାମ 🚩
#RamNavami
#ରାମନବମୀ
ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମସ୍ତ ମହିଳାଙ୍କୁ ମୋର ଅନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।
ଆସନ୍ତୁ ଏହି ପବିତ୍ର ଦିନରେ ଆମେ ସମସ୍ତେ ନାରୀମାନଙ୍କର ସମ୍ମାନ, ସମତା ଓ ସୁରକ୍ଷା ପାଇଁ ସଂକଳ୍ପବଦ୍ଧ ହେବା ଓ ସେମାନଙ୍କର ସ୍ୱପ୍ନ ସାକାର କରିବାରେ ସଦା ସହଯୋଗ କରିବା।
#happywomensday
ରଙ୍ଗର ପର୍ବ ପବିତ୍ର ହୋଲି ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ଏହି ହୋଲି ଆପଣଙ୍କ ଜୀବନରେ ଖୁସି, ଆନନ୍ଦ, ସଫଳତା ଓ ସମୃଦ୍ଧିର ନୂଆ ରଙ୍ଗ ଭରିଦେଉ। ସମସ୍ତ ଦୁଃଖ କଷ୍ଟ ଦୂର ହେଉ ଓ ପ୍ରତ୍ୟେକ ଦିନ ହସିଖୁସିରେ କଟୁ।
#HappyHoli
Pranab Balabantaray retweeted
ଓଡିଶାର ପାଞ୍ଚ ପାଞ୍ଚ ଥରର ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀଯୁକ୍ତ @Naveen_Odisha ଯେ କେବଳ ଭାରତୀୟ ରାଜନୀତିରେ ଗଭୀର ଛାପ ଛାଡିଛନ୍ତି ତାହା ନୁହେଁ ବରଂ ଦେଶର ଏକ ଶକ୍ତିଶାଳୀ ଆଞ୍ଚଳିକ ଦଳ ବିଜୁ ଜନତା ଦଳକୁ ସଶକ୍ତ, ସମୃଦ୍ଧ ଓ ସୁଦୃଢ ନେତୃତ୍ୱ ଦେଉଛନ୍ତି।
#ଓଁ_ନମଃ_ଶିବାୟ 🙏
ପବିତ୍ର ମହାଶିବରାତ୍ରି ଓ ଜାଗର ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆଜି ଏହି ପବିତ୍ର ଦିବସରେ, ଭଗବାନ ମହାଦେବଙ୍କ ଅପାର କରୁଣା ଓ ଆଶୀର୍ବାଦରେ, ସଭିଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଯାଉ ।
#MahaShivaratri #HarHarMahadev
ପବିତ୍ର ସାଧାରଣତନ୍ତ୍ର ଦିବସ ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ଆଜିର ଦିବସ ହେଉଛି ଗର୍ବ, ଗୌରବ ଓ ସଂକଳ୍ପର ଦିନ। #HappyRepublicDay
ମାଆ ସରସ୍ୱତୀଙ୍କ ଅସୀମ କୃପାରେ ଆପଣଙ୍କ ଜୀବନ ଜ୍ଞାନ, ବୁଦ୍ଧି ଓ ସଫଳତାରେ ପୂର୍ଣ୍ଣ ହେଉ। ସରସ୍ୱତୀ ପୂଜାର ହାର୍ଦ୍ଦିକ ଶୁଭେଚ୍ଛା! 🙏
ପବିତ୍ର ମକର ସଂକ୍ରାନ୍ତି ଅବସରରେ ଆପଣ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଆନନ୍ଦ ଉଲ୍ଲାସର ପର୍ବ ମକର ସଂକ୍ରାନ୍ତିରେ ସମସ୍ତଙ୍କ ସୁଖମୟ ଜୀବନ କାମନା କରୁଛି।
#makarsankranti
#ମକରସଂକ୍ରାନ୍ତି































