
|| ଜୟ ଜଗନ୍ନାଥ ⭕️❗️⭕️ || #SatyamevaJayate #धर्मोरक्षतिरक्षितः #11YearsOfTwitter ! 1st December 💖
भुवनेश्वर, भारत
Joined March 2011
- Tweets30.6K
- Following112
- Followers2.3K
- Likes38.1K
Pinned Tweet
Twitter Memories !
#WeMetOnTwitter
@AdyashaAradhna ❤️
Not in a relationship but there’s a person in my heart that I really want to be mine .......!!
@Pravasanta
ଜନ୍ମଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇଥିବା ମୋର ସମସ୍ତ ପରିବାରବର୍ଗ ଓ ବନ୍ଧୁପରିଜନ ମାନଙ୍କୁ ମୋ ହୃଦୟର ଗଭୀରତମ ପ୍ରଦେଶ ରୁ ଧନ୍ଯବାଦ୍ ଜ୍ଞାପନ କରୁଛି ଆପଣମାନଙ୍କ ଆଶୀର୍ବାଦ ଓ ସ୍ନେହ ଶ୍ରଦ୍ଧା ଏହିପରି ମୋ ସହ ଯୋଡ଼ି ହୋଇ ରହିଥାଉ❤️🙏
2
5
285
🙇🏻♂️Thanks To Everyone For All Your Warm Wishes On My Birthday✨I Feel Blessed To Have Such Great People In My Life🙏
3
76
Don’t Tell Ganesha How Big Your Problems Are, Tell Your Problems How Big Your Ganesha Is 🙏🏻
Wishing Everyone A Blessed Ganesh Chaturthi #HappyGaneshChaturthi #HappyVinayakaChaturthi #GanpatiBappaMorya #GaneshChaturthi
5
173
ତୁମେ ବନ୍ଧୁ
ତୁମେ ସିନ୍ଧୁ
ତୁମେ ଆଦି
ତୁମେ ସ୍ଥିତି
ତୁମେ ଭାବ
ତୁମେ ତପ
ତୁମେ ନାଥ
ତୁମେ ମାଧବ
ତୁମେ ଅତ୍ର, ତତ୍ର, ସର୍ବତ୍ର...
ହେ କାଳିଆ ସାଆନ୍ତ, ତୁମକୁ କୋଟି କୋଟି ପ୍ରଣାମ l ପ୍ରତିଟି ଚର୍ମ ଚକ୍ଷୁକୁ ପବିତ୍ର କର l ଦୁର୍ଜନଙ୍କୁ କ୍ଷମା କର l
ପ୍ରତିଟି ଜଗନ୍ନାଥ ପ୍ରେମୀଙ୍କୁ ପବିତ୍ର #ଘୋଷଯାତ୍ରା ର ଶୁଭେଚ୍ଛା 🙏
#RathaYatra
1
8
182
In this time of profound sorrow, we join in mourning the loss of our beloved brothers and sisters.🕯️
Our thoughts and sympathies are with their grieving families.🫂
Together, let us stand strong and face these challenging times with unwavering fortitude. 🕊️
86
ଯିଏ ଜୀବନର ସଂଘର୍ଷରେ ସଠିକ ମାର୍ଗ ଦେଖାଏ,
ଯାହା କୋଳରେ ସ୍ବର୍ଗ ସୁଖ ମିଳେ,
ମା, ବୋଉ, ମମି,ମାମା,ଅମି
ନାମ ତା ର ଅନେକ ହେଲେ ମଧ୍ୟ ,
ମା କେବଳ ଜଣେ
ଯିଏ ତୁମ ପାଖରେ ନଥିଲେ ବି ତୁମ ମଙ୍ଗଳ କାମନା କରୁଥାଏ।
#ମାତୃଦିବସ
ଯିଏ ଜୀବନର ସଂଘର୍ଷରେ ସଠିକ ମାର୍ଗ ଦେଖାଏ,
ଯାହା କୋଳରେ ସ୍ବର୍ଗ ସୁଖ ମିଳେ,
ମା, ବୋଉ, ମମି,ମାମା,ଅମି
ନାମ ତା ର ଅନେକ ହେଲେ ମଧ୍ୟ ,
ମା କେବଳ ଜଣେ
ଯିଏ ତୁମ ପାଖରେ ନଥିଲେ ବି ତୁମ ମଙ୍ଗଳ କାମନା କରୁଥାଏ।
#ମାତୃଦିବସ
Pic Courtesy : @psagarika321
1
4
241
May your new year be filled with blessings and love. Wishing all a blessed Maha Visubha Sankranti and a happy Odia New Year .
ଓଡ଼ିଆ ନବବର୍ଷ ଓ ପଣା ସଂକ୍ରାନ୍ତି ର ହାର୍ଦ୍ଦିକ ଅଭିନନ୍ଦନ ।
#ପଣାସଂକ୍ରାନ୍ତି
#PanaSankranti
#ଓଡ଼ିଆନବବର୍ଷ
#OdiaNewYear – at Bhubaneshwar, India
3
3
248















