ଜନ୍ମ ଦିନର ଢେର୍ ସାରା ଶୁଭେଚ୍ଛା ଓ ଶୁଭକାମନା ଦିଦୁ haapy wala birthday 🎂🎈🎊🎉🎁 ପ୍ରଭୁ ସର୍ବଦା ଖୁସିରେ ରଖନ୍ତୁ ଏତିକି କାମନା 🙏🙏
@Silent_bt_Vio
2
10
380
ସାହି ପଡ଼ିଶାରେ
କିଛି ଲୋକ ଅଛନ୍ତି ଲାଇନ ବିଲ୍ ଅଧିକ ଆସିବ ବୋଲି ଲାଇଟଅଫ୍ କରିକି ଅନ୍ଧାରେ ରହୁଛନ୍ତି କେବଳ ଖାଇବାବେଳେ ହିଁ ଲାଇଟ୍ ଦେଉଛନ୍ତି ଆଉବାକି ସମୟରେ ଠପ୍ 😁🤣ହେପ୍ରଭୁ ଆଗକୁ ଆଉ କଣ କଣ ଦେଖିବାକୁ ପଡ଼ିବ ଜଣା ନାହିଁ 🤣 ସାର୍ ଆଉ ଦିଦି ସମାଧାନ ର ବାଟ ଦେଖାନ୍ତୁ 🤣
@BishnuMohanPat2
@Silent_bt_Vio
8
23
867
"ଗାଁ ପାଇଁ ଘଣ୍ଟା ଟିଏ"କାର୍ଯ୍ୟକ୍ରମ ଜରିଆରେ କେନ୍ଦୁଝର ଜିଲ୍ଲା ସାହାରପଡ଼ା ବ୍ଲକ
ମେଦିନିପୁର ଗ୍ରାମରେ ରାସ୍ତା ସଫେଇ କାମ କରାଯାଇଛି, ଏଜୁକେସନ ଡେଭଲପମେଣ୍ଟ ସସାଇଟିର ସମ୍ପାଦକ ଶିରୀଶ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଏହି ଅଭିଯାନ ଆରମ୍ଭ ହେଇଛି ଯାହାକି ଗ୍ରାମପାଇଁ ଗୋଟେଖୁସିର କଥା🙏
@SBMKendujhar
@Dist_Kendujhar
ବୟସର ଆଉ ଗୋଟିଏ ପାଦ ଆଗକୁ ବଢ଼େଇଲି🙏🙏 ଆଶୀର୍ବାଦ କରନ୍ତୁ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ ମୋ ବାପା ମାଆ ଙ୍କୁ ଯେମିତି ମୁଁ ସେବାରେ ହେଳା ନ କରେ🙏🙏 ମୋ ଜନ୍ମ ଦିନରେ ଏତିକି ପ୍ରାର୍ଥନା 🙏🙏🎂🎈🎊🎉
ବଲାଙ୍ଗିର ଜିଲ୍ଲାର ଏକ ଗରିବ ପରିବାରର ଶିଶୁଟି ଜନ୍ମରୁ ଖାଦ୍ୟନଳୀ ସମସ୍ୟାରେ ପୀଡ଼ିତ। ଚିକିତ୍ସା ପାଇଁ ପରିବାର ପାଖରେ ଜମି ବାଡ଼ି ନାହିଁ କି ଆଉ ଅର୍ଥ ନାହିଁ।ସରକାରଙ୍କୁ ଅନୁରୋଧ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ🙏🙏
@balangir_cdmo
@sabyaactor
@balangir_allfoundr
@MLA_balangir
@CHC_dipartBalangir
@CMOodisha
ମୟୂରଭଞ୍ଜ ଜିଲ୍ଲା, କରଞ୍ଜିଆର ନୂଆ ବସ୍ ଷ୍ଟାଣ୍ଡ ଟି ଏତେ କଦର୍ଯ୍ୟ ଅବସ୍ଥାରେ ଅଛି କିନ୍ତୁ କାହାର ଦୃଷ୍ଟି ପଡୁନି ସରକାରଙ୍କୁ ଅନୁରୋଧ ତଦନ୍ତ କରି ସମଧାନ କରନ୍ତୁ🙏
@CMO_Odisha
@OSRTC_Odisha
@narendramodi
@PWD_Mayurbhanj
@MayurbhanjRto
@DM_Mayurbhanj
6
142
କେନ୍ଦୁଝର ଜିଲ୍ଲାର ସାହାରପଡ଼ା ବ୍ଲକ ଅନ୍ତର୍ଗତ ମେଦିନୀପୁର ଗ୍ରାମରେ ବହୁ ଜଣଙ୍କ ଘରେ ଆଜିକୁ ନଅ ଦିନ ହେଲାଣି କରେଣ୍ଟ ରହୁନି,,, ସାହାରପଡ଼ା କରେଣ୍ଟ ଅଫିସ କୁ ଫୋନ କଲ୍ କହୁଛନ୍ତି ଟିକେ ଲେଟ ହେବ,,,ତାହେଲେ ଯେତିକି ଦିନ କରେଣ୍ଟ ନାହିଁ ସେତିକି ଦିନର ବିଲ ନେବେନି ତ??? ଏହାର ତୁରନ୍ତ ସମାଧାନ କରନ୍ତୁ🙏
@tpnodl_odisha
2
8
331


















