‘First in my bloodline’ to ‘life’s not a leaderboard’: PM Modi’s key moments from IIT Delhi convocation 2026
indianexpress.com/article/ed…
via NaMo App
3
156
Delighted to share my latest article on how bio-fertilisers can power India's next agricultural revolution. The article highlights why improving soil health, promoting scientific farming and adopting sustainable technologies are essential for ensuring higher farm productivity, lower input costs and long-term prosperity for our farmers. Under the visionary leadership of Hon'ble Prime Minister Shri @narendramodi Ji, India is steadily moving towards a more sustainable and future-ready agricultural ecosystem. I look forward to your valuable feedback. dailypioneer.com/news/bio-fe…… #BioFertilisers #SustainableAgriculture #ViksitBharat #PMModi
narendramodi.in/volunteer/in…
via MyNt
3
173
ପାଟକୁରା ନିର୍ବାଚନ ମଣ୍ଡଳୀ ବାଲିପାଟଣା ଠାରେ ଡେରାବିଶ ବ୍ଲକର ବିଭିନ୍ନ ସମସ୍ୟାର ଜନ ଅଭିଯୋଗ ଶୁଣାଣି କରିବା ସହ ସମସ୍ୟା ସମାଧାନ ନିମନ୍ତେ ପ୍ରୟାସ...
1
66
ପାଟକୁରା ନିର୍ବାଚନ ମଣ୍ଡଳୀ ତଥା କେନ୍ଦ୍ରାପଡ଼ା ଜିଲ୍ଲାର ଶେଷ ଗାଁ କଟକ ଜିଲ୍ଲା ସୀମାରେ ଥିବା ମଧୁସୂଦନପୁର ଗାଁରେ କିଛି ବିକାଶ କାର୍ଯ୍ୟ ପାଇଁ ପ୍ରଚେଷ୍ଟା....
3
73
ପ୍ରବଳ ଖରାରେ ପାଟକୁରା ନିର୍ବାଚନ ମଣ୍ଡଳୀରେ ପାନୀୟ ଜଳ ଅଭାବ ଥିବା ଅଞ୍ଚଳରେ ପିଇବା ପାଣି ପହଞ୍ଚାଇବା ପାଇଁ ଉଦ୍ୟମ....
1
5
50
ପାଟକୁରା ନିର୍ବାଚନ ମଣ୍ଡଳୀର କୁସୁନପୁର ଗାଁରେ ମାନ୍ୟବର ପ୍ରିୟ ନେତା ପ୍ରଧାନମନ୍ତ୍ରୀ @narendramodi ଜୀଙ୍କର ୧୩୪ ତମ #MannKiBaat କାର୍ଯ୍ୟକ୍ରମରେ ଯୋଗଦେଇ ଶୁଣିବା ଅବସରରେ....
2
52
ଖରା ଦିନେ ସଠିକ ଭାବେ ପାନୀୟ ଜଳ ଗ୍ରାମବାସୀଙ୍କ ପାଖରେ ପହଞ୍ଚାଇବା ପାଇଁ ପାଟକୁରା ନିର୍ବାଚନ ମଣ୍ଡଳୀ ପଚିଶମାଣିଆପାଟଣା ଠାରେ ଆମ ସମସ୍ତଙ୍କର ମିଳିତ ପ୍ରୟାସ.....
.. #RSS100Years
"संघे शक्ति कलौ युगे"
राष्ट्र सेवा को समर्पित, विश्व के सबसे बड़े स्वयंसेवी संगठन, राष्ट्रीय स्वयंसेवक संघ (RSS) के 100 वर्ष पूरे होने पर समस्त स्वयंसेवकों को हार्दिक बधाई एवं शुभकामनाएं।
#RSS100Years
1
31
Happy Birthday to dynamic & vibrant Leader, inspiration to Youth who has been inspiring me since my @UnivofDelhi & @ABVPVoice days ❤️ @sunilbansalbjp ❤️
1
3
48
କେନ୍ଦ୍ରାପଡ଼ା ଜିଲ୍ଲାପାଳ ଙ୍କ ନେତୃତ୍ୱରେ ସରକାରୀ ଟିମ ର ବଳଭଦ୍ରପୁର ଶିଳ୍ପାଞ୍ଚଳ (Balabhadrapur Industrial Estate) ପରିଦର୍ଶନ ଓ ସମୀକ୍ଷା
ଚଣ୍ଡିଖୋଲ - ପାରାଦ୍ୱୀପ ଜାତୀୟ ରାଜପଥ ଡେରାବିଶ ବ୍ଲକ ବଳଭଦ୍ରପୁର ଶିଳ୍ପାଞ୍ଚଳର ପୁନଃରୁଦ୍ଧାର କାର୍ଯ୍ୟ ସରକାରୀ ସ୍ତରରେ ଆଜି ଆଉ କିଛି ପାଦ ଆଗକୁ ଯାଇଛି | ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟାରଙ୍କ ସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଉଚ୍ଚ ଅଧିକାରୀମାନେ ବଳଭଦ୍ରପୁର ଶିଳ୍ପାଞ୍ଚଳ ପରିଦର୍ଶନ କରି ଚାଲି ଚାଲି ବୁଲି ଦେଖିଥିଲେ |
ବିଜେପି ରାଜ୍ୟ ମୁଖପାତ୍ର ତେଜେଶ୍ୱର ପରିଡ଼ାଙ୍କ ନେତୃତ୍ୱରେ ସ୍ଥାନୀୟ ଶିଳ୍ପାଞ୍ଚଳର ଉଦ୍ୟୋଗୀ ଓ ସ୍ଥାନୀୟ ବିଭିନ୍ନ ପଞ୍ଚାୟତର ନେତୃମଣ୍ଡଳୀ ଜାତୀୟ ରାଜପଥର ବଳଭଦ୍ରପୁର ଛକଠାରେ ଜିଲ୍ଲାପାଳଙ୍କୁ ସ୍ୱାଗତ କରିଥିଲେ... ଶିଳ୍ପାଞ୍ଚଳ ପରିଦର୍ଶନ ସମୟରେ ଜିଲ୍ଲାପାଳଙ୍କ ସହ ଶିଳ୍ପ ବିଭାଗ , IDCO, MSME, ରାଜସ୍ବ ବିଭାଗର ଅଧିକାରୀ, DIC GM, ବିଦ୍ୟୁତ ବିଭାଗ, ଜଳସେଚନ ବିଭାଗ ଓ ପାନୀୟ ଜଳ ଯୋଗାଣ ବିଭାଗର ନିର୍ବାହୀ ଯନ୍ତ୍ରୀ, ଡେରାବିଶ ତହସିଲଦାର ଓ ବିଡ଼ିଓ ପ୍ରମୁଖ ଉପସ୍ଥିତ ଥିଲେ.. ଶିଳ୍ପାଞ୍ଚଳ ଭିତରେ ପ୍ରାୟ ଦେଢ଼ କିମି ରାସ୍ତା ସମସ୍ତେ ଚାଲି ଚାଲି ବୁଲି ଦେଖିବା ସହ ପ୍ରାୟ ୧0 ରୁ ଅଧିକ ଶିଳ୍ପ ସମସ୍ତେ ଦେଖିବା ଶିଳ୍ପାଞ୍ଚଳରେ ସାରା ରାଜ୍ୟରୁ କାମ କରୁଥିବା ଶ୍ରମିକ ଓ କର୍ମଚାରୀମାନଙ୍କ ସହ ଆଲୋଚନା କରିଥିଲେ... ଏହାପରେ ଶିଳ୍ପାଞ୍ଚଳର ସମସ୍ତ ଉଦ୍ୟୋଗୀ ଓ ସ୍ଥାନୀୟ ଜନସାଧାରଣ ଓ ନେତୃତ୍ୱମାନଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଥିଲେ!
ଉଲ୍ଲେଯୋଗ୍ୟ ଗତ ସପ୍ତାହରେ ତେଜେଶ୍ୱର ପରିଡ଼ାଙ୍କ ନେତୃତ୍ୱରେ ଉଦ୍ୟୋଗୀମାନେ ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ, IDCO ର Executive Director ଓ ଭାରତ ସରକାରଙ୍କ MSME Director ଙ୍କୁ ଭେଟି ଆଲୋଚନା କରିଥିଲେ....ଆଜି ଆଲୋଚନା ସମୟରେ ଉଦ୍ୟୋଗୀ ଓ ଜନସାଧାରଣଙ୍କ ତରଫରୁ ତେଜେଶ୍ୱର ପରିଡ଼ା IDCO ଦ୍ୱାରା କଂକ୍ରିଟ ରାସ୍ତା ଓ ଡ୍ରେନ ନିର୍ମାଣ, ନୂତନ ବୋରିଂ ସହ ପାନୀୟ ଜଳ ଯୋଗାଣ, ନିରବଛିନ୍ନ ବିଦ୍ୟୁତ ଯୋଗାଣ, ଏଠାରେ ଅନ୍ୟ ବିଭିନ୍ନ ପ୍ରକାର ନୂତନ ଶିଳ୍ପ ପ୍ରତିଷ୍ଠା, ଶ୍ରମିକ ମାନଙ୍କ ପାଇଁ ହଷ୍ଟେଲ ନିର୍ମାଣ, ମେଡିକାଲ, ବ୍ୟାଙ୍କ, ATM, ଫାଣ୍ଡି, Common Facility Centre, Wood Based MSME Cluster Development Project ରେ ସାମିଲ କରିବା, ବହୁ ପୁରାତନ ମା ପାଟସୁମୁଦେଇ ଠାକୁରାଣୀ ମନ୍ଦିର ଉନ୍ନତିକରଣ ସହ ଏହି ବାଟ ଦେଇ ଶିଳ୍ପାଞ୍ଚଳରୁ ବେଣିପୁର ପଞ୍ଚାୟତର ସଦାନନ୍ଦପୁର ପର୍ଯ୍ୟନ୍ତ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ନିର୍ମାଣ, ଚାଷୀ ମାନଙ୍କ ସୁବିଧା ପାଇଁ ଜଳସେଚନ ଓ ଡ୍ରେନେଜ ବିଭାଗର ଉନ୍ନତିକରଣ କାର୍ଯ୍ୟ ଓ ଚାଷ ବିଲକୁ ରାସ୍ତା ନିର୍ମାଣ, NH ଉପରେ ଶିଳ୍ପାଞ୍ଚଳକୁ ସାଇନବୋର୍ଡ଼ ନିର୍ମାଣ, ନିକଟରେ ଥିବା ମାଛ ଓ ଜାଆଁଳ ଉତ୍ପାଦନ କେନ୍ଦ୍ରର ଉନ୍ନତିକରଣ ଇତ୍ୟାଦି ପ୍ରସଙ୍ଗ ଉପସ୍ଥାପନ କରିଥିଲେ....
ଏହି ସମସ୍ତ ବିଷୟରେ ଜିଲ୍ଲା ପ୍ରଶାସନ ସମସ୍ତ ବିଭାଗ ସହ ବିସ୍ତୃତ ଆଲୋଚନା କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରି ଖୁବ ଶୀଘ୍ର Balabhadrapur Industrial Estate ର ପୁନଃରୁଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି....ଏହା ସହ ବିଭିନ୍ନ ବିଭାଗ ଦ୍ୱାରା ଏହି କ୍ରମରେ ବିଭିନ୍ନ ସରକାରୀ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି....
ଆମର ନାଗରିକ ସାମାଜିକ ଦାୟିତ୍ୱବୋଧ ଭାବେ ପାଟକୁରା ନିର୍ବାଚନ ମଣ୍ଡଳୀ ଡେରାବିଶ ଅଗ୍ନିଶମ କେନ୍ଦ୍ର (Derabish Fire Station) ଗତକାଲି ପରିଦର୍ଶନ କରି ଆମ ସରକାର ସମୟରେ ଏହାର ବ୍ୟାପକ ଉନ୍ନତିକରଣ, ଆଧୁନୀକିକରଣ ଓ ଏକ ଲୋକଙ୍କୁ ସହଜ ସୁବିଧା ତଥା ତ୍ୱରିତ ସେବା ପ୍ରଦାନକାରୀ Fire Station ରେ ପରିଣତ କରିବା ଉଦ୍ଦେଶ୍ୟରେ ଉଦ୍ୟମ ଆରମ୍ଭ ହେଲା... ଅଗ୍ନି ନିରାପତ୍ତା, ବିପର୍ଯ୍ୟୟ ପ୍ରଶମନ ଓ ପରିଚାଳନା କ୍ଷେତ୍ରରେ ଆମ ଅଞ୍ଚଳରେ ଏହାର ବ୍ୟାପକ ଦାୟୀତ୍ୱ ରହିଛି... ପୂର୍ବରୁ ଅନେକ ଚେଷ୍ଟା ହୋଇଛି ଏବେ ଆହୁରି ଅନେକ ଚେଷ୍ଟା ଚାଲିଛି....
1
3
74
ପାଟକୁରା ନିର୍ବାଚନ ମଣ୍ଡଳୀ ଗୋଲରହାଟ ପଞ୍ଚାୟତ ନରୁଆ ଗ୍ରାମରେ ଗତକାଲି ସ୍ବର୍ଗତ ଦୁର୍ଯ୍ୟୋଧନ ସାଥୁଆଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଅବସରରେ
3
39
କ୍ରୀଡ଼ା ଭିତ୍ତଭୂମିର (Sports Infrastructure) ବିକାଶ ପାଇଁ ପାଟକୁରା ନିର୍ବାଚନ ମଣ୍ଡଳୀର ଡ଼େରାବିଶ ମିନି ଷ୍ଟାଡ଼ିୟମ ଯେଉଁଠି ଅନେକ ରାଜ୍ୟସ୍ତରୀୟ କ୍ରୀଡ଼ା ଅନୁଷ୍ଠିତ ହୁଏ ଏହା ଏକ ଉପଯୁକ୍ତ ସ୍ଥାନ... ଆଗାମୀ ଦିନରେ Derabish Mini Stadium ର ବିଭିନ୍ନ ଉନ୍ନତ୍ତିମୂଳକ କାର୍ଯ୍ୟ କରାଯିବା ପାଇଁ ପ୍ରଚେଷ୍ଟା ଆରମ୍ଭ ହୋଇଛି....ଆଜି ଅପରାହ୍ନରେ ଏହି ବିଷୟରେ ଆଲୋଚନା ଓ ପରିଦର୍ଶନ କରିଥିଲୁ...
ତେଜେଶ୍ୱର ପରିଡ଼ାଙ୍କ କାର୍ଯ୍ୟାଳୟ : ପାଟକୁରା ନିର୍ବାଚନ ମଣ୍ଡଳୀର ଶିଳ୍ପାୟନ (Industrialisation)ତଥା ଉଦ୍ୟୋଗ ବିକାଶ ଓ ଅଧିକ ନିଯୁକ୍ତି ସୃଷ୍ଟି (Employment Generation) କ୍ଷେତ୍ରରେ ଆଉ ପାଦେ ପଦକ୍ଷପ ଆଜି ନିଆଯାଇଛି...
ତେଜେଶ୍ୱର ପରିଡ଼ାଙ୍କ ନେତୃତ୍ୱରେ ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ଙ୍କୁ ଭେଟି ଆଲୋଚନା କଲେ ବଳଭଦ୍ରପୁର ଶିଳ୍ପାଞ୍ଚଳ (Balabhadrapur Industrial Estate) ଉଦ୍ୟୋଗୀ ସଂଘ... ଆଜି ଅପରାହ୍ନରେ ଶିଳ୍ପ ମନ୍ତ୍ରୀ ଙ୍କ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ବୈଠକ ଅନୁଷ୍ଠିତ
ବଳଭଦ୍ରପୁର ଶିଳ୍ପାଞ୍ଚଳ ପୁନଃରୁଦ୍ଧାର କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ପାଇଁ IDCO ଓ ଜିଲ୍ଲା ପ୍ରଶାସନକୁ ଶିଳ୍ପ ମନ୍ତ୍ରୀ ଙ୍କ ନିର୍ଦେଶ
ଚଳିତ ସପ୍ତାହରେ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀ ମାନଙ୍କ ସହ ବଳଭଦ୍ରପୁର ଶିଳ୍ପାଞ୍ଚଳ ପରିଦର୍ଶନ କରିବେ
IDCO ର Executive Director ଶ୍ରୀ ସୁରେଶ ଚନ୍ଦ୍ର ଦଳାଇ ଓ ଭାରତ ସରକାରଙ୍କ MSME State ଡିରେକଟର ଶ୍ରୀ ପି. କେ. ଗୁପ୍ତା ଙ୍କ ସହ ତେଜେଶ୍ୱର ପରିଡ଼ାଙ୍କ ନେତୃତ୍ୱରେ ଶିଳ୍ପାଞ୍ଚଳ ଉଦ୍ୟୋଗୀ ସଂଘର ବୈଠକ ଆଜି ଉଭୟଙ୍କ କାର୍ଯ୍ୟାଳୟ ରେ ଅନୁଷ୍ଠିତ ହୋଇଛି ଏବଂ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା ହୋଇଛି...
ଗତ 22 ଅଗଷ୍ଟ 2025 ଶୁକ୍ରବାର ଦିନ ବିଜେପି ନେତା ତେଜେଶ୍ୱର ପରିଡ଼ା ପାଟକୁରା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଚଣ୍ଡିଖୋଲ - ପାରାଦ୍ୱୀପ ଏକ୍ସପ୍ରେସ ହାଇୱେ ପାର୍ଶ୍ୱ ରେ ଥିବା Balabhadrapur Industrial Estate ପରିଦର୍ଶନ କରି ଉଦ୍ୟୋଗୀ, ଶ୍ରମିକ ଓ ସ୍ଥାନୀୟ ଜନସାଧାରଣଙ୍କ ସହ ଆଲୋଚନା କରି ଶିଳ୍ପାଞ୍ଚଳ ପୁନଃରୁଦ୍ଧାର କରିବା ସହ ଏହାକୁ ଏକ ଆଦର୍ଶ ଶିଳ୍ପାଞ୍ଚଳ ( Model Industrial Estate ) କରିବା ପାଇଁ ପ୍ରତିଶୃତି ଦେଇଥିଲେ !
ଏହାକୁ MSME ପାର୍କ ମାନ୍ୟତା ଦେବା ପାଇଁ ଶିଳ୍ପ ମନ୍ତ୍ରୀଙ୍କ ନିକଟରେ ତେଜେଶ୍ୱର ପରିଡ଼ା ରଖିଲେ ଦାବି...
Micro Small Enterprises Cluster Development Project ରେ 23 ଟି କାଠ ଭିତ୍ତିକ ଶିଳ୍ପ ( Wood based Industries) କରତ କଳ (Saw Mills) Cluster ର ବିକାଶ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ସହାଭାଗିତା ରେ ଭିତ୍ତିଭୂମି ଓ ଅନ୍ୟାନ୍ୟ ବିକାଶ ପାଇଁ ତେଜେଶ୍ୱର ରଖିଲେ ଦାବି...
ଜାତୀୟ ରାଜପଥ (NH) ରୁ ଶିଳ୍ପାଞ୍ଚଳ ଭିତରକୁ ଓ ସମ୍ପୂର୍ଣ୍ଣ ଭିତର ରାସ୍ତା ସିମେଣ୍ଟ କଂକ୍ରିଟ ରାସ୍ତାରେ ପରିଣତ କରିବ IDCO...ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ବିଭାଗୀୟ ଅଧିକାରଙ୍କୁ ଦେଲେ ନିର୍ଦ୍ଦେଶ
ପଞ୍ଚାୟତରାଜ ବିଭାଗରୁ IDCO ଅଧୀନକୁ ଆସିବ ଶିଳ୍ପାଞ୍ଚଳର ସମସ୍ତ ରାସ୍ତା...
ସେହିଭଳି ସମ୍ପୂର୍ଣ୍ଣ ଶିଳ୍ପାଞ୍ଚଳ ପାଇଁ Drinking Water Supply ଓ dedicated Electricity supply ପାଇଁ ମନ୍ତ୍ରୀ IDCO କତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି
ଆଗାମୀ ଦିନରେ ଶିଳ୍ପ ମନ୍ତ୍ରୀ ଶ୍ରୀ ସମ୍ପଦ ସ୍ୱାଇଁ ଏହି ବଳଭଦ୍ରପୁର ଶିଳ୍ପାଞ୍ଚଳକୁ ପରିଦର୍ଶନ କରିବାକୁ ଆସିବେ ବୋଲି ପ୍ରତିଶୃତି ଦେଇଛନ୍ତି...
1
4
83





































































