Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) (@ZPpuri) header
Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) (@ZPpuri) profile picture
Near District Judge Court
Joined May 2021
Photo by Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) (@ZPpuri)Photo by Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) (@ZPpuri)Photo by Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) (@ZPpuri)Photo by Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) (@ZPpuri)Photo by Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) (@ZPpuri)Photo by Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) (@ZPpuri)Photo by Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) (@ZPpuri)Photo by Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) (@ZPpuri)Photo by Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) (@ZPpuri)Photo by Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) (@ZPpuri)
Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) retweeted
ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଆଜି ଶ୍ରୀ ଜଗନ୍ନାଥ ମେଡିକାଲ କଲେଜ ଓ ହସ୍ପିଟାଲ, ପୁରୀ ପରିଦର୍ଶନ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଚାଲିଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ସେ ଚିକିତ୍ସା ସେବାର ମାନୋନ୍ନତି, ଆଧୁନିକ ଭିତ୍ତିଭୂମି ସୁବିଧା ଓ ରୋଗୀମାନଙ୍କ ପାଇଁ ଉନ୍ନତ ସେବା ପ୍ରଦାନ ଦିଗରେ ହେଉଥିବା କାର୍ଯ୍ୟଗୁଡ଼ିକର ତଦାରଖ କରି ସମ୍ପୃକ୍ତ ଅଧିକାରୀମାନଙ୍କୁ ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ।
1
5
20
1,109
Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) retweeted
ପୁରୀ ସର୍କିଟ ହାଉସ୍‌ଠାରେ ଆଜି ଅପରାହ୍ନରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ "ବିକାଶର ଧାରା, ଓଡ଼ିଶା ସାରା" କାର୍ଯ୍ୟକ୍ରମ ଅନ୍ତର୍ଗତ ସାମ୍ବାଦିକ ସମ୍ମିଳନୀରେ ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଯୋଗଦେଇ ସରକାରଙ୍କ ଦୁଇ ବର୍ଷର ବିକାଶମୂଳକ ସଫଳତା ଓ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ସାମ୍ବାଦିକମାନଙ୍କୁ ଅବଗତ କରାଇଥିଲେ। ଏହି ଅବସରରେ ମାନ୍ୟବର ବିଧାୟକ ପିପିଲି, ପୁରୀ ଜିଲ୍ଲାପାଳ ଏବଂ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଉପସ୍ଥିତ ରହିଥିଲେ।
2
11
562
Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) retweeted
ପୁରୀ ଟାଉନ ହଲ୍‌ଠାରେ ଆଜି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ "ବିକାଶର ଧାରା, ଓଡ଼ିଶା ସାରା" କାର୍ଯ୍ୟକ୍ରମରେ ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ସାମିଲ ହୋଇଥିଲେ।
2
4
8
597
Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) retweeted
ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ "ବିକାଶର ଧାରା, ଓଡ଼ିଶା ସାରା" କାର୍ଯ୍ୟକ୍ରମ ଅନ୍ତର୍ଗତ ପୁରୀର ନୀଳାଚଳ ଅର୍ବାନ ହାଟ୍‌ଠାରେ ଆଜି ତିନିଦିନିଆ ପ୍ରଦର୍ଶନୀକୁ ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଉଦ୍ଘାଟନ କରିଥିଲେ।
5
2
18
543
Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) retweeted
Laying foundation of 6 Gram Panchayat Bhawan and Release of 1st installment ( Rs9.52 Cr) to 2321 beneficiaries under Antyodaya Gruha Jojana of Puri district by Hon'ble Chief Minister, Odisha and Hon'ble Minister, PR& DW, Odisha through Virtual Mode on 19.10.25.
2
25
987
Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) retweeted
ପ୍ରିୟ ଭଉଣୀମାନଙ୍କୁ ସ୍ନେହପୂର୍ଣ୍ଣ ଅନୁରୋଧ ପଦେ, ସେନେହ ଡୋରିରେ ମମତାର ମାଳି ଗୁନ୍ଥି, ଭାଇ ହା‌ତେ ଭଉଣୀ ବାନ୍ଧି ଦେବ ରାକ୍ଷୀ। ଖଣ୍ଡିଏ ରେଶମୀ ଡୋର ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ମୂକସାକ୍ଷୀ ହେବ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଲାଣି ଗାଁଠୁ ସହର। ଆଜିର ଡିଜିଟାଲ୍‌ ଯୁଗରେ ସାମାଜିକ ଗଣମାଧ୍ୟମରେ ପରସ୍ପରକୁ ଶୁଭେଚ୍ଛା ଜଣାଉଥିଲେ ମଧ୍ୟ ଏହି ଦିନ ଭାଇଟିଏ ଯେତେ ଦୂରରେ ଥାଉନା କାହିକିଁ ଭଉଣୀଟିଏ ତା’ ପାଖକୁ ଧାଇଁ ଆସେ ସେନେହର ଡୋରିଟିଏ ହାତରେ ବାନ୍ଧି ଦେବାକୁ। ଏବେ ଏହି ପର୍ବ କେବଳ ଭାଇ ଓ ଭଉଣୀଙ୍କ ସ୍ନେହବନ୍ଧନର ପ୍ରତୀକ ଭିତରେ ସୀମିତ ହୋଇନାହିଁ, ଆମ ଗ୍ରାମୀଣ ଶିଳ୍ପ, ସ୍ଵାବଲମ୍ବନ ଓ ପରିବେଶ ସୁରକ୍ଷା ପାଇଁ ଏକ ସୁନ୍ଦର ଅବସର ଆଣିଦେଇଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାର ସ୍ଵୟଂ ସହାୟକ ଗୋଷ୍ଠୀର ମା’ମାନେ @PRDeptOdisha ବିଭାଗ ଅଧୀନସ୍ଥ @ormas_odisha ସହଯୋଗରେ ସବାଇ ଘାସ, ମାଟି, ଝୋଟ, ଧାନ, ଟସର ସୂତା, ସମ୍ବଲପୁରୀ କପଡ଼ା ଓ ଅନ୍ୟାନ୍ୟ ପରିବେଶ ପ୍ରିୟ ଉପାଦାନ ବ୍ୟବହାର କରି ସୁନ୍ଦର, ଆକର୍ଷଣୀୟ ସ୍ଵଦେଶୀ ରାକ୍ଷୀ ପ୍ରସ୍ତୁତ କରିଛନ୍ତି। ପ୍ରତିଟି ଭଉଣୀ ଏହି ରାକ୍ଷୀ କିଣିବା ପାଇଁ ଆଗେଇ ଆସନ୍ତୁ। ଏହା ଆମ ଗ୍ରାମୀଣ ମହିଳାଙ୍କୁ ସ୍ଵାବଲମ୍ବନଶୀଳ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ। ବାଲେଶ୍ବର, ବରଗଡ, ବୌଦ୍ଧ, କଟକ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡା, ରାୟଗଡ଼ା, ସମ୍ବଲପୁରରେ ଥିବା ଓରମାସ୍ ଷ୍ଟଲଗୁଡ଼ିକରେ ଏହି ସ୍ଵଦେଶୀ ରାକ୍ଷୀ ସବୁ ମିଳୁଛି। #HarGharSwadeshi #OrmasRakhi #VocalForLocal #Odisha
3
18
57
3,370
Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) retweeted
"ଗ୍ରାମାଞ୍ଚଳର ଭିତ୍ତିଭୂମିର ବିକାଶ ହେଲେ ରାଜ୍ୟ ବିକଶିତ ହେବ, ଏଥିପାଇଁ ଆମେ ସର୍ବଦା ଚେଷ୍ଟିତ"- ଶ୍ରୀ ରବିନାରାୟଣ ନାଏକ, ମାନ୍ୟବର ମନ୍ତ୍ରୀ, ପଞ୍ଚାୟତିରାଜ ଓ ପାନୀୟ ଜଳ ଏବଂ ଗ୍ରାମ୍ୟ ଉନ୍ନୟନ ବିଭାଗ, ଓଡ଼ିଶା ସରକାର ଏକ ସ୍ୱତନ୍ତ୍ର ସାକ୍ଷାତକାର I #PanchayatiRaj #Odisha #ବିକଶିତଗାଁବିକଶିତଓଡ଼ିଶା #ବିକଶିତଓଡ଼ିଶାବିକଶିତଭାରତ
10
29
99
4,195
Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) retweeted
Just 1 day to go! 🎉 Get ready for Odisha’s grand celebration of handloom, handicrafts & flavours! 📅 Starts 25th June | Till 7th July 📍 Puri Beach, in front of Puri Hotel #PallishreeMela2025
1
8
17
1,429
Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) retweeted
Only 2 days to go for National level Pallishree mela 2025 📍 Puri Beach, in front of Puri Hotel 📅 25th June to 7th July #PallishreeMela #RathaYatra2025
3
34
1,653
Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) retweeted
ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ସାରସତ୍ଵ ସାଧକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ବିଧାନସଭା ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ସୁସ୍ଥ ସମାଜ ଗଠନ, ରାଜ୍ୟର ପ୍ରଗତି ସହିତ ଓଡ଼ିଆ ଭାଷା, ସାହିତ୍ୟର ଉନ୍ନତିରେ ତାଙ୍କ ଅବଦାନକୁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ମନେ ପକାଇଛନ୍ତି।
16
3
115
6,324
Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) retweeted
SHG members of Beldal GP of Puri Sadar Block in collaboration with ICRISAT have established an ornamental nursery with polyhouse over 5 Ac of land generating employment and direct income for its members.@PRDeptOdisha @mission_shakti @dm_puri @ZPpuri
1
3
221
Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) retweeted
Commemorating the birth anniversary of Mahatma Gandhi and #SwachhBharatDivas2024, a picturesque #sandart has been carved by internationally acclaimed sand artist Padma Shri @sudarsansand at Puri Beach on the theme #SwachhataHiSeva. #SHS2024 #SBD2024
3
71
1
189
8,196
Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) retweeted
ସଚିବ ଙ୍କ ଜିଲ୍ଲା ଗସ୍ତ ଓ ବିଭିନ୍ନ ଯୋଜନା ର ସମୀକ୍ଷା ପରିପ୍ରେକ୍ଷୀରେ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ପ୍ରମୁଖ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଙ୍କ ଉପସ୍ଥିତ ରେ ପୁରୀ ସର୍କିଟ ହାଉସ ଠାରେ ସମୀକ୍ଷା। @CMO_Odisha @IPR_Odisha
2
25
1,525
Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) retweeted
ରାଜ୍ୟ ସରକାରଙ୍କ ୧୦୦ ଦିନ ପୂର୍ତ୍ତି ପାଳନ ଅବସରରେ ପୁରୀ ନୀଳାଚଳ ଅର୍ବାନ ହାଟଠାରେ ଆୟୋଜିତ ରାଜ୍ୟସ୍ତରୀୟ ସମାରୋହରେ @PRDeptOdisha ଅଧୀନସ୍ତ @ormas_odisha ଦ୍ଵାରା ଆୟୋଜିତ ବିକାଶ ମେଳା-୨୦୨୪ ମାନ୍ୟବର @CMO_Odisha ଶ୍ରୀଯୁକ୍ତ @MohanMOdisha ଙ୍କ କରକମଳରେ ସେପ୍ଟେମ୍ବର ୧୯ ତାରିଖରେ ଉଦଘାଟିତ ହୋଇଯାଇଛି। ଅନ୍ୟମାନଙ୍କ ମଧ୍ଯରେ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ @PravatiPOdisha, ସ୍ଥାନୀୟ ସାଂସଦ ଶ୍ରୀ @sambitswaraj, @ormas_odisha ର ନିର୍ଦେଶିକା ଶ୍ରୀମତୀ @GuhaIas ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ଉପସ୍ଥିତ ଅତିଥି ବୃନ୍ଦ ଓରମାସ୍ ର ଥିମ୍ ପାଭିଲିଆନ ସହିତ ଅନ୍ୟାନ୍ୟ ଷ୍ଟଲ ବୁଲି ଦେଖିଥିଲେ। ପୁରୀଠାରେ ଆୟୋଜିତ ବିକାଶ ମେଳାରେ ଓରମାସ୍ ତରଫରୁ ମୋଟ୍ ୭୦ଟି ଷ୍ଟଲ ଖୋଲାଯାଇଛି। ଏହି ମେଳା ଆସନ୍ତା ସେପ୍ଟେମ୍ବର ୨୨ ତାରିଖ ପର୍ଯ୍ଯନ୍ତ ଚାଲିବ। #ସଫଳତାର୧୦୦ଦିନ #VikshitOdisha #VikasMela2024
2
27
83
2,187
Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) retweeted
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଆସନ୍ତା ତା ୨୩.୦୯.୨୦୨୪ ରିଖ (ସୋମବାର) ଦିବା ୧୧ ଘଟିକା ସମୟରୁ ୟୁନିଟ-୫, ଭୁବନେଶ୍ବର ସ୍ଥିତ ସରକାରୀ ବାସଗୃହ ନମ୍ବର VIIIMR-4 ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ। ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ତା୧୯/୦୯/୨୦୨୪ରିଖ ଦିବା ୧୧ ଘଟିକା ଠାରୁ ଆରମ୍ଭ ହେବ ଏବଂ ସର୍ବାଧିକ ୧୦୦୦ ଜଣ ପଞ୍ଜୀକରଣ କରିପାରିବେ, ଯେଉଁମାନେ କି ଏହି ଦିନ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ସେମାନଙ୍କର ଅଭିଯୋଗ ଜଣାଇପାରିବେ। ଏଥିନିମନ୍ତେ, ଆଗ୍ରହୀ ଜନସାଧାରଣ ଜନଶୁଣାଣି ପୋର୍ଟାଲ (janasunani.odisha.gov.in) ଅଥବା ଜନଶୁଣାଣି ମୋବାଇଲ ଆପରେ ପଞ୍ଜୀକରଣ କରିପାରିବେ। ଜନସାଧାରଣ ପଞ୍ଜୀକୃତ ପ୍ରାପ୍ତି ସ୍ଵୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହିବେ।
14
24
173
14,239
Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) retweeted
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଆଜି ଭୁବନେଶ୍ୱରସ୍ଥିତ ଜନତା ମୈଦାନଠାରେ 'ସୁଭଦ୍ରା' ଯୋଜନା ସମେତ ଅନ୍ୟାନ୍ୟ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ଅବସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ର ଦୁଇ ଜଣ ହିତାଧିକାରୀ ଯେପରିକି @DmSambalpur ଜିଲ୍ଲା @BamraBlock ର ଶ୍ରୀ ବିଶ୍ୱନାଥ ପ୍ରଧାନୀ ଓ @dmkoraput ଜିଲ୍ଲା ବୈପାରୀଗୁଡା ବ୍ଲକର ଶ୍ରୀମତୀ ସୁରୁବାଲି କିଷାନଙ୍କୁ ପ୍ରତୀକାତ୍ମକ ଚାବି ପ୍ରଦାନ କରି ଆନୁଷ୍ଠାନିକ ଭାବେ ଗୃହ ପ୍ରବେଶ କରାଇଛନ୍ତି । ଏହି ଅବସରରେ ମାନ୍ୟବର @GovernorOdisha ଶ୍ରୀ @dasraghubar, ମାନ୍ୟବର @CMO_Odisha ଶ୍ରୀ @MohanMOdisha ଙ୍କ ସମେତ ବରିଷ୍ଠ କେନ୍ଦ୍ର ମନ୍ତ୍ରୀ ଶ୍ରୀ @dpradhanbjp, ଶ୍ରୀ @jualoram, ଶ୍ରୀମତୀ @Annapurna4BJP, ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀ @KVSinghDeo1, ଶ୍ରୀମତୀ @PravatiPOdisha ଓ ସ୍ଥାନୀୟ ସାଂସଦଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । #ବିକଶିତଓଡ଼ିଶା #HousingForAll #RuralHousing #GraminAwaasSabkePaas
4
51
1
159
4,744
Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) retweeted
ଭୁବନେଶ୍ୱରରେ ମୋତେ ଭବ୍ୟ ସ୍ୱାଗତ କରାଗଲା। ମୂଷଳ ଧାରାରେ ବର୍ଷା ଲୋକଙ୍କ ଉତ୍ସାହକୁ ମଳିନ କରିପାରିନଥିଲା। ମହାପ୍ରଭୁ ଜଗନ୍ନାଥଙ୍କ ମାଟି, ଓଡ଼ିଶାର ଲୋକମାନଙ୍କ ଗହଣକୁ ଆସିବା ମୋ ପାଇଁ ଗୌରବର ବିଷୟ। ଏହି ରାଜ୍ୟ ଆମ ଉପରେ ଅତୁଟ ଆସ୍ଥା ପ୍ରକଟ କରିଛି ଏବଂ ଆମେ ଓଡ଼ିଶାର ଲୋକଙ୍କ ଆକାଂକ୍ଷା ପୂରଣ ଲାଗି କୌଣସି ସୁଯୋଗ ଛାଡ଼ିବୁ ନାହିଁ ।
339
1,525
17
11,224
569,695
Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) retweeted
Financial Stability makes Motherhood Stress-free. Get empowered with #SUBHADRA Apply Now. For details, visit: subhadra.odisha.gov.in or call on toll-free number 14678 #GhareGhareSUBHADRA
9
23
1,942
Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) retweeted
ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi 'ସୁଭଦ୍ରା' ଯୋଜନା ସହ ବିଭିନ୍ନ କଲ୍ୟାଣମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ପାଇଁ ଭୁବନେଶ୍ବରରେ ପହଞ୍ଚିବାପରେ ତାଙ୍କୁ ଭବ୍ୟ ସ୍ୱାଗତ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha। ଏହି ଅବସରରେ ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ମଞ୍ଚେଶ୍ୱର ଗାଡ଼କଣ ଯାଇ ପିଏମ ଆବାସ ଯୋଜନା ହିତାଧିକାରୀଙ୍କ ସହ କଥା ହୋଇଛନ୍ତି। #ବିକଶିତଓଡ଼ିଶା #Subhadra
22
28
1
345
9,732
Zilla Parishad,Puri (ପୁରୀ ଜିଲ୍ଲା ପରିଷଦ) retweeted
'ସୁଭଦ୍ରା' ଯୋଜନା ସହାୟତା ରାଶି ପ୍ରଦାନ ବ୍ୟବସ୍ଥାର ଶୁଭାରମ୍ଭ କରୁଛନ୍ତି ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ @narendramodi।#SubhadraYojana #ସୁଭଦ୍ରା #ବିକଶିତଓଡ଼ିଶା youtube.com/live/P6j-N4K6y_U…
8
11
3
107
38,638