ZEE Odisha News (@ZeeOdisha) header
ZEE Odisha News (@ZeeOdisha) profile picture

ZEE Odisha News is 24x7 Odia news channel. This Digital channel update news bulletins and current affairs of your interest. WhatsApp Link: https://nitter.gq/t.co/Wc1gSzZu9p

Bhubneshwar
Joined November 2013
Photo by ZEE Odisha News (@ZeeOdisha)Photo by ZEE Odisha News (@ZeeOdisha)Photo by ZEE Odisha News (@ZeeOdisha)Photo by ZEE Odisha News (@ZeeOdisha)Photo by ZEE Odisha News (@ZeeOdisha)Photo by ZEE Odisha News (@ZeeOdisha)Photo by ZEE Odisha News (@ZeeOdisha)Photo by ZEE Odisha News (@ZeeOdisha)Photo by ZEE Odisha News (@ZeeOdisha)Photo by ZEE Odisha News (@ZeeOdisha)
କୋଣାର୍କରେ ଗୁଜରାଟୀ ସମ୍ପ୍ରଦାୟର ପର୍ଯ୍ୟଟକଙ୍କ ନିଆରା ତୁଳସୀ ବିବାହ #OdiaNews #Konark
1
161
ବିଜେଡି ନେତାଙ୍କ ଗିରଫଦାରୀକୁ ତିର୍ତ୍ତୋଲ ବ୍ଲକ ବିଜେଡି ତରଫରୁ ନିନ୍ଦା। #OdiaNews #Jagatsinghpur
167
ଭାଲୁ ଆକ୍ରମଣରେ ଜଣେ ଗୁରୁତର। ଆନନ୍ଦପୁର ମେଡିକାଲରେ ଭର୍ତ୍ତି #keonjhar #odishanews
194
ଅଭିଯୋଗର ତଦନ୍ତକୁ ଡର କାହିଁକି? ନବୀନଙ୍କୁ ପ୍ରଶ୍ନ କଲେ ମନମୋହନ ସାମଲ #naveenpattnaik #manmohansamal
282
କପିଳେଶ୍ୱର ମନ୍ଦିରରେ ଗୋଟିପୁଅ ନୃତ୍ୟ ପରିବେଷଣ; ଶିବଙ୍କ ଉଦ୍ଦେଶ୍ୟରେ ନୃତ୍ୟ ସେବା #OdishaNews
203
ଭୁବନେଶ୍ୱରରେ ଘନ କୁହୁଡ଼ିର ଆସ୍ତରଣ, ୧୦୦ ମିଟରକୁ ଖସିଲା ଦୃଶ୍ୟମାନ ଦୂରତା; ଅନୁଭୂତ ହେଉଛି ହାଲୁକା ଶୀତ #fog #OdishaNews
258
କୋରାପୁଟ - ଆନ୍ଧ୍ର ନିର୍ବାଚନ ସମୟରେ ରାସ୍ତା ଅବରୋଧ, ସରକାରୀ କର୍ମଚାରୀଙ୍କୁ ଦୁର୍ବ୍ୟବହାର, ସରକାରୀ କାର୍ଯ୍ୟରେ ବାଧା ଦେବା ଆଦି ଅଭିଯୋଗ ରେ କୋଟିଆ ପଞ୍ଚାୟତର ଫାଟୁସିନେରି ର ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି।
283
କୋରାପୁଟ -ପଟ୍ଟାଙ୍ଗି ବ୍ଲକରେ ଏମିତି ଗାଁ ଅଛି ଯେଉଁ ଗାଁ ଲୋକଙ୍କୁ ମିଳୁନି ଆବାସ ଗୃହ, ଏମିତି କି ଗାଁ ଛାଡ଼ି ଚାଲିଯିବା ପାଇଁ କିଛି ଲୋକ ଧମକ ଦେଉଥିବା ଅଭିଯୋଗ ହୋଇଛି... #koraput
228
ଜିଲ୍ଲାପାଳଙ୍କୁ ଭେଟିଲେ ରାଜ୍ୟ ସ୍ତରୀୟ ବିଜେଡି ପ୍ରତିନିଧି ମଣ୍ଡଳୀ #jagasingpur
203