Babu Singh (@babusinghodisha) header
Babu Singh (@babusinghodisha) profile picture

•MLA,EKAMRA BHUBANESWAR CONSTITUENCY.MEMBER OF ODISHA LEGISLATIVE ASSEMBLY. •DISTRICT PRESIDENT BJP BHUBANESWAR,ODISHA(2019-2024)

Bhubaneswar
Joined June 2019
Photo by Babu Singh (@babusinghodisha)Photo by Babu Singh (@babusinghodisha)Photo by Babu Singh (@babusinghodisha)Photo by Babu Singh (@babusinghodisha)Photo by Babu Singh (@babusinghodisha)Photo by Babu Singh (@babusinghodisha)Photo by Babu Singh (@babusinghodisha)Photo by Babu Singh (@babusinghodisha)Photo by Babu Singh (@babusinghodisha)Photo by Babu Singh (@babusinghodisha)
ଏକାମ୍ର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ଆୟୋଜିତ ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ଯୋଗଦେଇ ମା’ ଗଜଲକ୍ଷ୍ମୀଙ୍କ ଦର୍ଶନ କରିବା ସହ ତାଙ୍କର ଦିବ୍ୟ ଆଶୀର୍ବାଦ ଲାଭ କଲି।ଏହି ପବିତ୍ର ଅବସରରେ ମା’ଙ୍କ ନିକଟରେ ସମସ୍ତଙ୍କ ସୁଖ, ସମୃଦ୍ଧି, ଶାନ୍ତି ଓ ମଙ୍ଗଳ କାମନା କରିବା ସହ ସମଗ୍ର ଜଗତର କଲ୍ୟାଣ ପାଇଁ ପ୍ରାର୍ଥନା କଲି।
7
149

17

13

9

11

37
ପ୍ରକୃତିର ତାଣ୍ଡବ, ବିପର୍ଯ୍ୟୟର ବିଭୀଷିକା ଏବଂ ମାନବ ଜୀବନର ସଂଘର୍ଷକୁ କ୍ୟାମେରା ଲେନ୍ସରେ ଜୀବନ୍ତ ରୂପ ଦେଇଛନ୍ତି ଫଟୋଗ୍ରାଫର ଅତୁଲ୍ୟ ମହାନ୍ତି।ତାଙ୍କର ଚତୁର୍ଥ ସଂସ୍କରଣର ଏକକ ଫଟୋ ପ୍ରଦର୍ଶନୀ ‘DISASTER IN LENS’ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ଉଦଘାଟନ କରିଲି। ଏହି ପ୍ରଦର୍ଶନୀ କେବଳ ଫଟୋର ସମାହାର ନୁହେଁ, ବରଂ
2
1
241
ବିପର୍ଯ୍ୟୟର ବାସ୍ତବ ଚିତ୍ର, ମାନବୀୟ ସମ୍ବେଦନା ଓ ଜୀବନର ସଂଘର୍ଷକୁ ଅନୁଭବ କରିବାର ଏକ ଅନନ୍ୟ ଅବସର।ଏହି ନିଆରା ଫଟୋ ପ୍ରଦର୍ଶନୀରେ ଯୋଗଦେଇ ଫଟୋଗ୍ରାଫିର ଏକ ଭିନ୍ନ ଦୁନିଆକୁ ଅନୁଭବ କରିବା ଏବଂ ଏହି ମହତ୍ତ୍ୱପୂର୍ଣ୍ଣ ପ୍ରୟାସକୁ ଉତ୍ସାହିତ କରିବା।
13
ଆଜି ଭୁବନେଶ୍ୱର ନ୍ୟୁ ରେଳ ଷ୍ଟେସନରୁ ୨୦୨୬-୨୭ ଆର୍ଥିକ ବର୍ଷର ଷଷ୍ଠ ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ" ଟ୍ରେନ ମାନ୍ୟବର ମନ୍ତ୍ରୀ ଶ୍ରୀ @PrithivirajBJP ଙ୍କ ସହ ଶୁଭାରମ୍ଭ କରିବାର ସୌଭାଗ୍ୟ ପ୍ରାପ୍ତ ହେଲା। ରାଜ୍ୟର ପବିତ୍ର ଭୂମିରୁ ଉଦ୍ଦିଷ୍ଟ ଏହି ସ୍ୱେଚ୍ଛାକୃତ ଆଧ୍ୟାତ୍ମିକ ଯାତ୍ରାରେ ବାରାଣସୀ ଏବଂ ଅଯୋଧ୍ୟା ଅଭିମୁଖେ ବରିଷ୍ଠ
1
5
210
ପର୍ଯ୍ୟଟନ ବିଭାଗ ଓ IRCTC ର ମିଳିତ ପ୍ରଚେଷ୍ଟାରେ ତୀର୍ଥଯାତ୍ରୀମାନଙ୍କ ଯାତାୟାତ, ରହିବା, ଆହାର, ଚିକିତ୍ସା ସେବା ଓ ମାର୍ଗଦର୍ଶନର ସମ୍ପୂର୍ଣ୍ଣ ସୁବିଧା ବିନା କୌଣସି ଖର୍ଚ୍ଚରେ ଯୋଗାଇ ଦିଆଯାଉଛି। ବରିଷ୍ଠ ନାଗରିକଙ୍କ ସେବା ଓ ସମ୍ମାନ ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା।ଆୟୋଜିତ ଏହି ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ମାନ୍ୟବର
1
26
ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ପର୍ଯ୍ୟଟନ ବିଭାଗର କମିଶନର ଓ ଶାସନ ସଚିବ ଶ୍ରୀ ଭୂପିନ୍ଦର ସିଂ ପୁନିଆ, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର ଏବଂ ଏଡିଏମ୍ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ପ୍ରମୁଖ ଉପସ୍ଥିତ ରହି ତୀର୍ଥଯାତ୍ରୀମାନଙ୍କୁ ଉତ୍ସାହିତ କରିବା ସହ ଯାତ୍ରାର ଶୁଭକାମନା ଜଣାଇଥିଲେ।
8
ୟୁଏମ୍‌ଆଇ କନ୍‌ଫରେନ୍ସ ୨୦୨୬ରେ ୩ଟି ଜାତୀୟ ସମ୍ମାନ ମିଳିବା ଓଡ଼ିଶା ପାଇଁ ଗର୍ବର ବିଷୟ । ସହରାଞ୍ଚଳ ଜନ ପରିବହନରେ ଉନ୍ନତି, ସବୁଜ ପରିବହନର ପ୍ରସାର ଏବଂ ଉତ୍କୃଷ୍ଟ ପ୍ରଦର୍ଶନୀ ପାଇଁ ମିଳିଥିବା ଏହି ସ୍ୱୀକୃତି ଲୋକଙ୍କ ସରକାରଙ୍କ ପ୍ରୟାସକୁ ନୂଆ ପ୍ରେରଣା ଦେଇଛି ।
4
97
ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତ ସରକାର । ଜନଜୀବନର ସୁରକ୍ଷା ଓ ବିପର୍ଯ୍ୟୟ ମୁକାବିଲାକୁ ପ୍ରାଥମିକତା ଦେଉଛନ୍ତି ଲୋକଙ୍କ ସରକାର ।
53
ଦୁର୍ନୀତି ବିରୋଧରେ ଶୂନ ସହନଶୀଳତା ନୀତି ଆପଣାଇଛନ୍ତି ଡବଲ ଇଞ୍ଜିନ ସରକାର ।
1
55
ଡବଲ ଇଞ୍ଜିନ ସରକାରରେ ଓଡ଼ିଶାର ସଂସ୍କୃତି ଓ ଐତିହ୍ୟକୁ ମିଳୁଛି ନୂଆ ପରିଚୟ ।
57
ଡବଲ ଇଞ୍ଜିନ ସରକାରରେ ସହର ବିକାଶକୁ ନୂଆ ଦିଗ । ବିକଶିତ ଓଡ଼ିଶାରୁ ବିକଶିତ ଭାରତ ଅଭିମୁଖେ ନୂଆ ପଦକ୍ଷେପ ।
1
60
ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ଦେବ ପ୍ରସାଦ ଦାସଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ
49
ଏକାମ୍ର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ଆୟୋଜିତ ପବିତ୍ର ଗଜଲକ୍ଷ୍ମୀ ପୂଜା ଅବସରରେ ଯୋଗଦେଇ ମା’ ଗଜଲକ୍ଷ୍ମୀଙ୍କ ଦର୍ଶନ କରିବା ସହ ତାଙ୍କର ଦିବ୍ୟ ଆଶୀର୍ବାଦ ଲାଭ କଲି।ଏହି ପବିତ୍ର ଅବସରରେ ମା’ଙ୍କ ନିକଟରେ ସମସ୍ତଙ୍କ ସୁଖ, ସମୃଦ୍ଧି, ଶାନ୍ତି ଓ ମଙ୍ଗଳ କାମନା କରିବା ସହ ସମଗ୍ର ଜଗତର କଲ୍ୟାଣ ପାଇଁ ପ୍ରାର୍ଥନା କଲି।
1
99

137