Devisankar Dash (@devisankardash) header
Devisankar Dash (@devisankardash) profile picture

Chairman, Kendujhar Khabar Foundation, Chief Editor, Kendujhar Khabar

Cuttack, Kendujhar
Joined July 2010
Photo by Devisankar Dash (@devisankardash)Photo by Devisankar Dash (@devisankardash)Photo by Devisankar Dash (@devisankardash)Photo by Devisankar Dash (@devisankardash)Photo by Devisankar Dash (@devisankardash)Photo by Devisankar Dash (@devisankardash)Photo by Devisankar Dash (@devisankardash)Photo by Devisankar Dash (@devisankardash)Photo by Devisankar Dash (@devisankardash)Photo by Devisankar Dash (@devisankardash)
ଅପରେସନ ସିନ୍ଦୁର ମାଧ୍ୟମରେ ଉପଯୁକ୍ତ ପ୍ରତିଶୋଧ ନେଇଥିବାରୁ ଭାରତୀୟ ସେନାର ତିନି ବାହିନୀ ଓ ସୁଯୋଗ୍ୟ ପ୍ରଧାନମନ୍ତ୍ରୀଙ୍କ ନିକଟରେ ମୋର କୃତଜ୍ଞତା ।। ମୋ ଦେଶ ଯଶସ୍ବୀ ହେଉ, ସଶକ୍ତ ଥାଉ । ଧନ୍ୟବାଦ ଆଦରଣୀୟ ପ୍ରଧାନମନ୍ତ୍ରୀ । @highlight
126
କାଳବୈଶାଖୀ ସାମୟିକ ରିହାତି ଦିଏ ଡହଡହ ଖରାରୁ । ପୂର୍ଣ୍ଣରୂପେ ଗ୍ରୀଷ୍ମକଷ୍ଟ ନିବାରଣ ପାଇଁ ବର୍ଷାଋତୁକୁ ଅପେକ୍ଷା କରିବାକୁ ପଡେ । ସମୟ ପୂର୍ବରୁ କେଉଁଠି କିଛି ହୁଏନାହିଁ । ନା ପ୍ରେମ, ନା ଯୁଦ୍ଧ !!! #ଏନୁହେଁକାହାଣୀ @csharpian @GumnaamPal
2
2
8
240
ରହିଛି ରହିବି ତୋରି ପାଇଁ ଡୁଡୁ #ଏନୁହେଁକାହାଣୀ @csharpian @ranjankaka369
1
3
144
ଜୀବନଟା ସବୁବେଳେ ରବିବାର ଭଳି ଆମେ ହିଁ ତାକୁ ସୋମବାର କରିଦେଉ ।। #ଏନୁହେଁକାହାଣୀ #କାର୍ଯ୍ୟବ୍ୟସ୍ତତା #workload #ଅଣନିଃଶ୍ବାସୀପଣ
112
ଓଷ୍ଟା ଟେଷ୍ଟପେପର ପରି ତମ ରାଗ ସହଜରେ ସରେନାହିଁ ବର୍ଣ୍ଣବୋଧ ପରି ତମ ପ୍ରେମ ସରିଯାଏ ମନ ଭରେନାହିଁ !! #ଏନୁହେଁକାହାଣୀ
2
18
477
ପଚାରିଲି ଜୀବନଟା କେଉଁଆଡ଼େ ଯାଏ ଜବାବ ଫେରିଲା ସେ ଯେଉଁଆଡ଼େ ଥାଏ !!! ବିଶ୍ବ ମାତୃଭାଷା ଦିବସରେ ମୋର ଏ ଗଜଲ । ମତାମତ ଅପେକ୍ଷାରେ ।
3
174
ଫୁଲ ବୋଲି ମୁଁ ଯାହାକୁ କହେ ଆଜିକାଲି ସେ ଲୁହରେ ରହେ ।।
1
4
200
ମନେପଡେ ଛାଇନିଦ ଉଷୁମ ତୋ କୋଳ ମନେପଡେ ପ୍ରେମବୋଳା ଦୁଷ୍ଟ ଖରାବେଳ  ।। ୦ ।। ହାରିବି ମୁଁ କଥା ଥିଲା ଜିତାପଟ ତୋର ମନେପଡେ ସେଦିନର ଛକିଶୂନ ଖେଳ  ।। ୧ ।। ତୋ ଦେହ ବଗିଚାରେ ମୁଁ ଏକା ଭଅଁର ମନେପଡେ ନିଛାଟିଆ ସେଇ ନଈକୂଳ  ।। ୨ ।। @csharpian @ranjankaka369
1
1
3
306
ମୁଁ ବି ନଥିବି, ଏଇ ପୃଥିବୀରେ, ତମେ ବି ନଥିବ ଦିନେ ଆମର ଏ ଗୀତ, ଗାଉଥିବ କେହି, ଗୁଣୁଗୁଣୁ ହୋଇ ମନେ କେହି ବସିଥିବ, ନିଶୂନ ତୁଠରେ, ନିଛାଟିଆ ଖରାବେଳେ ତମେ ଚାଲିଗଲେ, ଜିଇଁବା ମରଣ, କହୁଥିବ କେହି କାନେ @csharpian
1
2
146
ମନେପଡେ ଛାଇନିଦ ଉଷୁମ ତୋ କୋଳ ମନେପଡେ ପ୍ରେମବୋଳା ଦୁଷ୍ଟ ଖରାବେଳ  ।। ୦ ।। ହାରିବି ମୁଁ କଥା ଥିଲା ଜିତାପଟ ତୋର ମନେପଡେ ସେଦିନର ଛକିଶୂନ ଖେଳ  ।। ୧ ।। ତୋ ଦେହ ବଗିଚାରେ ମୁଁ ଏକା ଭଅଁର ମନେପଡେ ନିଛାଟିଆ ସେଇ ନଈକୂଳ  ।। ୨ ।। @csharpian
1
1
1
216
ବାଟସାରା ଜହ୍ନରାତି ତୁ ଥିଲେ ସାଥିରେ ମରଣ ବି ମହୁଭର୍ତ୍ତି, ତୁ ଥିଲେ ସାଥିରେ ସବୁଥର ଭାବେ ଦେବିନି ହୃଦୟ ଯଉବନ ଅଠାକାଠି, ତୁ ଥିଲେ ସାଥିରେ @csharpian @ranjankaka369 #ଏନୁହେଁକାହାଣୀ
2
8
249
ଭସାମେଘ ପରି ପ୍ରେମ ଆସେ ଆଉ ଯାଏ ସବୁବେଳେ ସବୁଥର ତୋ ନାଁ କହିଯାଏ !!! ଜାଣିଛି ଆଜି ମୁଁ ଦରକାରୀ ନୁହେଁ କେବେ ତ ନିଜର ଥିଲି ଏତିକି ତ ପୁଣ୍ୟ ପାଏ !!! @highlight #ଏନୁହେଁକାହାଣୀ
2
136
ଫୁଲ ବୋଲି ମୁଁ ଯାହାକୁ କହେ ଆଜିକାଲି ସେ ଲୁହରେ ରହେ  || ଭାରି ମନେପଡେ ତାର ସେ ଚେହେରା ସବୁ ଗାଲ କଣ ଭଉଁରି ପାଏ  || ପଚାରିଲା କେତେ ଭଲପାଅ ମତେ କହିଲି ମାଟିରୁ ଆକାଶ ଯାଏଁ  || #ଏନୁହେଁକାହାଣୀ @csharpian @ranjankaka369
1
2
195
ପ୍ରେମ ଅଧୁରା ରହିଲେ ଦୀର୍ଘଜୀବୀ ହୁଏ ମିଳନ ଅପେକ୍ଷା ବିରହର ଦାମ ଅଧିକା ତେଣୁ କବିତାରେ । #ଏନୁହେଁକାହାଣୀ
4
111
ଅତିରିକ୍ତ ମେଘ ବନ୍ୟା ଦିଏ ଅତ୍ୟଧିକ ପ୍ରେମ ବିରହ ପାଏ ।। #ଏନୁହେଁକାହାଣୀ #ଦେବୀଦୋହା
1
107
ଜୀବନ ସବୁବେଳେ ତା ଇଚ୍ଛାରେ ଚାଲେ ଆମେ କେବଳ ତାକୁ ନିଜ ଇଚ୍ଛାରେ ଚଲାଇବାକୁ ଚେଷ୍ଟା କରୁ । #ଏନୁହେଁକାହାଣୀ
2
101
କବିତା ଦ୍ବାରା ପ୍ରେମିକାର ମନ ଜିଣିହୁଏ ତା ବାପା, ଭାଇର ନୁହେଁ । #ଏନୁହେଁକାହାଣୀ #ଦେବୀଦୋହା
1
4
195
ଆପଣ ନିଜକୁ ନିଜ ଛାଇଠୁ ଅଲଗା କରିପାରିବେ ନିଜ ପାପଠୁ ନୁହେଁ ।। #ଦେବୀଦୋହା
1
4
125
ପଚାରିଲି ଜୀବନଟା କେଉଁଆଡେ ଯାଏ ଜବାବ ଫେରିଲା ମୁଁ  ଯେଉଁଆଡେ ଥାଏ ମାଟିଛୁଆଁ ମେଘ ତାକୁ ଭଲଲାଗେ କାଳେ ହାତମୁଠା ଖୋଲିଦେଲି ମେଘ ହିଁ ମେଞ୍ଚାଏ ପ୍ରେମ ଗପ ଚିରକାଳ ମିଶାଣ ଫେଡାଣ ଚାରିଭାଗ ବିରହରେ ଭାଗେ ପ୍ରେମ ହାଏ @csharpian
2
7
263