Collector Boudh (@dmboudh) header
Collector Boudh (@dmboudh) profile picture

The Official X handle of Collector Boudh

Boudh, Odisha
Joined June 2016
Photo by Collector Boudh (@dmboudh)Photo by Collector Boudh (@dmboudh)Photo by Collector Boudh (@dmboudh)Photo by Collector Boudh (@dmboudh)Photo by Collector Boudh (@dmboudh)Photo by Collector Boudh (@dmboudh)Photo by Collector Boudh (@dmboudh)Photo by Collector Boudh (@dmboudh)Photo by Collector Boudh (@dmboudh)Photo by Collector Boudh (@dmboudh)
📢 ଭୋଟରମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସ୍ପଷ୍ଟୀକରଣ! ଭାରତ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ, ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସମୟରେ ପ୍ରକାଶିତ ଚିଠା ଭୋଟର ତାଲିକାରେ ଯେଉଁ ଭୋଟରଙ୍କ ନାମ ସ୍ଥାନ ପାଇନାହିଁ, ସେମାନେ ପୂର୍ବରୁ ଭୋଟର ଭାବେ ପଞ୍ଜୀକୃତ ଥିଲେ ମଧ୍ୟ ଭୋଟର ତାଲିକାରେ ନିଜ ନାମ ସାମିଲ କରିବା ପାଇଁ ଫର୍ମ-୬ ଦାଖଲ କରିପାରିବେ। ଏହି ସୁବିଧା SIR ସମୟରେ ଏବଂ ପରବର୍ତ୍ତୀ ନିରନ୍ତର ଅଦ୍ୟତନ (Continuous Updation) ସମୟରେ ମଧ୍ୟ ଉପଲବ୍ଧ। ✅ ପୂର୍ବରୁ ଭୋଟର ଭାବେ ପଞ୍ଜୀକୃତ ଥିଲେ ଏବଂ ପରବର୍ତ୍ତୀ ସମୟରେ ଭୋଟର ତାଲିକାରୁ ନାମ ବାଦ୍ ପଡ଼ିଥିଲେ ମଧ୍ୟ, ଫର୍ମ-୬ ଦାଖଲ କରିବାରେ କୌଣସି ବାଧା ନାହିଁ। ✅ ଏଭଳି ପରିସ୍ଥିତିରେ ଫର୍ମ-୬ ଦାଖଲ କରିବା ନିଜେ ଏକ ମିଥ୍ୟା ଘୋଷଣା ନୁହେଁ। ✅ ନିର୍ଦ୍ଧାରିତ ସର୍ତ୍ତାବଳୀ ପୂରଣ ହୋଇଥିଲେ, କେବଳ ପୂର୍ବରୁ ଭୋଟର ତାଲିକାରେ ନାମ ଥିବା କାରଣରୁ ଲୋକପ୍ରତିନିଧିତ୍ୱ ଆଇନ, ୧୯୫୦ର ଧାରା ୩୧ ଅନୁଯାୟୀ କୌଣସି କାର୍ଯ୍ୟାନୁଷ୍ଠାନ ହେବ ନାହିଁ। ଚିଠା ଭୋଟର ତାଲିକାରେ ନାମ ନଥିବା ଯୋଗ୍ୟ ଭୋଟରମାନେ ଦାବି ଓ ଆପତ୍ତି ଅବଧିରେ କିମ୍ବା ପରବର୍ତ୍ତୀ ନିରନ୍ତର ଅଦ୍ୟତନ ସମୟରେ ନିର୍ଦ୍ଧାରିତ ପ୍ରକ୍ରିୟା ଅନୁସାରେ ଫର୍ମ-୬ ଦାଖଲ କରି ନିଜ ନାମ ସାମିଲ କରାଇପାରିବେ। ଆପଣଙ୍କ ଭୋଟ୍, ଆପଣଙ୍କ ଅଧିକାର। ଭୋଟର ତାଲିକାରେ ନିଜ ନାମ ନିଶ୍ଚିତ କରନ୍ତୁ। #ECI #SIR2026 #Form6 #ContinuousUpdation #VoterRegistration
4
27
1
86
33,611
ବୌଦ୍ଧ ଜିଲ୍ଲାର ସମସ୍ତ ଅବସରପ୍ରାପ୍ତ ସରକାରୀ କର୍ମଚାରୀ / ମୃତ ସରକାରୀ କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କ ପାଇଁ ରାଜ୍ଯ ସରକାରଙ୍କ ତରଫରୁ ଆସନ୍ତା ତା.୦୪.୧୧.୨୬ ରିଖ ପୂର୍ବାହ୍ନ ୧୦.୦୦ ଘଣ୍ଟା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ପେନ୍‌ସନ୍‌ ଅଦାଲତ ଅନୁଷ୍ଠିତ ହେବ ।
1
2
424
ଏହି ଅବସରରେ ପେନ୍‌ସନ୍‌ ସମ୍ବନ୍ଧୀୟ ଆପତ୍ତି ଓ ଅଭିଯୋଗ ସହିତ ଉକ୍ତ ଦିବସରେ ଉପସ୍ଥିତ ରହି ଅଭିଯୋଗ ପତ୍ର ଦାଖଲ କରିବାକୁ ଅନୁରୋଧ କରାଯାଉଛି ।
56
ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହରେ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହେବା ସହିତ ଆସିଥିବା ୭୮ ଅଭିଯୋଗରୁ ୨୧ଟି ତୁରନ୍ତ ସମାଧାନ କରିବା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଛି ।
1
289
କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହେବା ସହିତ ଆସିଥିବା ୮୪ ଅଭିଯୋଗରୁ କିଛି ତୁରନ୍ତ ସମାଧାନ କରିବା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଛି ।
1
4
399
Collector Boudh retweeted
ଆଜି କଟକ ଇନଡୋର ଷ୍ଟାଡିଅମଠାରେ ଆୟୋଜିତ ଭବ୍ୟ ସମାରୋହରେ ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବିପୁଳ ବିଜୟ ହାସଲ କରିଥିବା ପ୍ରତିନିଧିମାନଙ୍କୁ ଭେଟି ଶୁଭେଚ୍ଛା ଜଣାଇଲି। ପୂର୍ବବର୍ତ୍ତୀ ସରକାର ୨୦୧୭ ମସିହାରୁ ଦୀର୍ଘ ପ୍ରାୟ ଏକ ଦଶନ୍ଧି ଧରି ନିର୍ବାଚନ ବନ୍ଦ ରଖି କ୍ୟାମ୍ପସରେ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସ୍ଥଗିତ କରିଦେଇଥିଲେ। ବିଡ଼ମ୍ବନାର ବିଷୟ, ଛାତ୍ର ଆନ୍ଦୋଳନରୁ ରାଜନୀତି ଆରମ୍ଭ କରିଥିବା ତତ୍କାଳୀନ ଶାସକ ଦଳର ଶୀର୍ଷ ନେତୃବୃନ୍ଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ମଧ୍ୟ ନିଜ ମୁଖିଆଙ୍କ ନିଷ୍ପତ୍ତି ବିରୋଧରେ ସ୍ୱର ଉତ୍ତୋଳନ ନ କରି ନୀରବ ରହିଥିଲେ, କାରଣ ଛାତ୍ର ସମାଜ ଉପରେ ସେମାନଙ୍କର ଆସ୍ଥା ନଥିଲା। ଆମେ ନିର୍ବାଚନ କରାଇବା ପାଇଁ ସଂକଳ୍ପ ନେବା ବେଳେ 'ଦେଶର ମାହୋଲ ଅନୁକୂଳ ନାହିଁ' କିମ୍ବା 'ଜେନ୍-ଜି (Gen Z) ଅସନ୍ତୁଷ୍ଟ' ଭଳି ଭ୍ରାନ୍ତ ତଥ୍ୟ ଦେଇ ନିର୍ବାଚନ ଟାଳିବାକୁ ଚାପ ପକାଯାଇଥିଲା। କିନ୍ତୁ ଆମେ ପ୍ରତିଶ୍ରୁତି ରକ୍ଷା କଲୁ ଏବଂ ସମଗ୍ର ରାଜ୍ୟରେ ଏହି ନିର୍ବାଚନକୁ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସମ୍ପାଦିତ କରି ଆମର ଛାତ୍ର ସମାଜ ପ୍ରମାଣ କରିଦେଲେ ଯେ କ୍ୟାମ୍ପସ ହିଂସା କେବଳ ପୂର୍ବ ଶାସନର କଳଙ୍କିତ ଇତିହାସ ଥିଲା। ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ସାରି ଆମ ଯୁବଶକ୍ତି ପୂର୍ବ ସରକାରଙ୍କୁ ମୁହଁତୋଡ଼ ଜବାବ ଦେଇଛି। ସର୍ବୋପରି ଦିଲ୍ଲୀ ବିଶ୍ଵବିଦ୍ୟାଳୟ ପରି ଓଡ଼ିଶାରେ ମଧ୍ୟ ABVPର ଐତିହାସିକ ବିଜୟ ପ୍ରମାଣ କରିଛି ଯେ ଯୁବଶକ୍ତି ମୋଦୀଜୀଙ୍କ ବିକାଶ ନୀତି ସହିତ ଅଛନ୍ତି। ନବନିର୍ବାଚିତ ଛାତ୍ର ପ୍ରତିନିଧିମାନଙ୍କୁ ମୁଁ ସ୍ମରଣ କରାଇଦେବାକୁ ଚାହେଁ ଯେ, ଏହି ବିଜୟ କୌଣସି ଅହଙ୍କାରର ବିଷୟ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟର ପ୍ରାରମ୍ଭ। ଜଣେ ନେତା ହେବାର ଅର୍ଥ କେବଳ ରାଜନୀତିରେ ସୀମିତ ରହିବା ନୁହେଁ; ସାଧାରଣ ଛାତ୍ରଛାତ୍ରୀଙ୍କ ଶିକ୍ଷା, ହଷ୍ଟେଲ ଓ କ୍ରୀଡ଼ା ଭଳି ସମସ୍ୟାର ସମାଧାନ ପାଇଁ କାର୍ଯ୍ୟ କରିବା ସହ ସରକାରୀ ଜନକଲ୍ୟାଣ ଯୋଜନାର ଲାଭ ପ୍ରତ୍ୟେକ ଶିକ୍ଷାର୍ଥୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ସେତୁ ଭାବେ କାର୍ଯ୍ୟ କରିବାକୁ ପଡ଼ିବ। ସର୍ବୋପରି, କଲେଜ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି କ୍ୟାମ୍ପସଗୁଡ଼ିକୁ ହିଂସାମୁକ୍ତ ଓ ନିଶାମୁକ୍ତ ରଖିବା ଅତ୍ୟନ୍ତ ଆବଶ୍ୟକ। ଦେଶର ସାମ୍ବିଧାନିକ ବ୍ୟବସ୍ଥାକୁ ଦୁର୍ବଳ କରିବାକୁ ଉଦ୍ୟମ କରୁଥିବା ଅପଶକ୍ତିମାନଙ୍କର ଭିତ୍ତିହୀନ ଅପପ୍ରଚାରକୁ ସକରାତ୍ମକ ବାର୍ତ୍ତା ମାଧ୍ୟମରେ ପ୍ରତିହତ କରି 'ଜ୍ଞାନ, ଶୀଳ, ଏକତା' ଆଦର୍ଶରେ ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ମୁଁ ସମସ୍ତ ଯୁବ ପ୍ରତିନିଧିଙ୍କୁ ଆହ୍ୱାନ କରୁଛି।
37
20
4
118
219,982
📢 No Eligible Voter Left Behind! 🗳️ CEO Odisha and the Election Commission of India are conducting a Special Drive across all 147 Assembly Constituencies in Odisha to ensure that every eligible citizen gets an opportunity to be enrolled in the electoral roll. 🗳️ Have you checked your name in the electoral roll? If you are eligible but your name is missing, don’t wait! Apply for voter registration using Form 6. 📄 Form 6: New voter registration 📄 Form 7: Objection to inclusion / Application for deletion of a name 📄 Form 8: Shifting of residence, correction of particulars, replacement of EPIC and marking as a Person with Disability (PwD) voter 📞 Need assistance? Call the 1950 Voter Helpline or contact your concerned election official. 🎯 Our Mission: Every Eligible Voter Included 📢 Special Drive to Include Eligible Voters in the Electoral Roll #CEO_Odisha #ECI #VoterAwareness #ElectoralRoll #Form6 #Form7 #Form8 #EveryVoteMatters #NoVoterLeftBehind #SpecialCamp
2
10
20
2,171
Collector Boudh retweeted
Odisha CM Mohan Charan Majhi tweets, "...The previous government kept student union elections suspended to serve its political interests, depriving students of their democratic voice. Our government fulfilled its promise to the student community by successfully conducting the elections and restoring the spirit of democracy on campuses. Heartfelt congratulations to all the newly elected student representatives across colleges and universities in Odisha. I am confident that they will uphold the trust of their fellow students, discharge their responsibilities with sincerity and integrity, strengthen democratic values on campuses and contribute meaningfully towards building a Viksit Odisha. I wish them a bright future and a successful tenure."
19
19
2
147
18,786
Collector Boudh retweeted
ଆମ ସରକାର କ୍ରୀଡ଼ା ଓ କ୍ରୀଡ଼ାବିତ୍‌ଙ୍କ ଉନ୍ନତି ତଥା ସେମାନଙ୍କ ଗୌରବ ଓ ସ୍ୱାଭିମାନ ରକ୍ଷା ପାଇଁ ସର୍ବଦା ଦୃଢ଼ ପ୍ରତିବଦ୍ଧ। ଏସିଆନ୍ ଗେମ୍ସରେ ଅତୁଳନୀୟ ପ୍ରଦର୍ଶନ ବଳରେ ସ୍ୱର୍ଣ୍ଣ ପଦକ ହାସଲ କରି ସାରା ବିଶ୍ୱରେ ଦେଶର ଗୌରବ ବୃଦ୍ଧି କରିଥିବା ଆମ ଜାତୀୟ ପୁରୁଷ ଏବଂ ମହିଳା ହକି ଦଳର ପ୍ରତିଭାବାନ ଖେଳାଳିମାନେ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି। ଏହି ଅବସରରେ ଆମର ଏହି ସ୍ୱର୍ଣ୍ଣ ବିଜୟୀ ଖେଳାଳିମାନଙ୍କୁ ଭେଟି ସମ୍ବର୍ଦ୍ଧନା ଜଣାଇବି। ସେମାନଙ୍କର ଏହି ଐତିହାସିକ ସଫଳତା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଅନନ୍ୟ ପ୍ରେରଣା, ଏବଂ ଏହି ଅବସରରେ ସେମାନଙ୍କୁ ଆଦରର ସହ ସମ୍ମାନିତ କରିବା ସମଗ୍ର ରାଜ୍ୟ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। Our Government is committed to strengthening sports and ensuring that every sportsperson receives the dignity, recognition and honour they rightfully deserve. Tomorrow, India’s gold-winning men’s and women’s hockey teams will arrive in Odisha following their outstanding triumph at the Asian Games. I look forward to welcoming and felicitating our champions. It will be a proud privilege for Odisha to honour these sporting icons and celebrate their remarkable achievement on the international stage.
1
16
1
44
4,293
🎯 18 ଅନ୍, ଭୋଟର ମୋଡ୍ ଅନ୍! 🗳️🔥 💥 ଆପଣଙ୍କ ଭୋଟ, ଆପଣଙ୍କ ସ୍ୱର! ଆପଣଙ୍କ ମତ, ଆପଣଙ୍କ ଅଧିକାର! 🇮🇳 🎉 ୧୮ ବର୍ଷ ପୂରଣ କରିଛନ୍ତି କି? ତେବେ ନିଜର ଭୋଟର ଯାତ୍ରା ଆରମ୍ଭ କରିବାର ଏହା ହିଁ ସଠିକ୍ ସମୟ! ✅ ନୂତନ ଭୋଟର ଭାବେ ପଞ୍ଜୀକରଣ ପାଇଁ ଆଜି ହିଁ ଫର୍ମ-୬ ଦାଖଲ କରନ୍ତୁ। 🌐 voter.eci.gov.in ପରିଦର୍ଶନ କରନ୍ତୁ କିମ୍ବା QR କୋଡ୍ ସ୍କାନ୍ କରନ୍ତୁ। 📞 ଅଧିକ ସୂଚନା ପାଇଁ ୧୯୫୦ ନମ୍ବରରେ କଲ୍ କରନ୍ତୁ। 🚀 ନିଜ ନାମ ଭୋଟର ତାଲିକାରେ ଯୋଡ଼ନ୍ତୁ, ଗଣତନ୍ତ୍ରର ଶକ୍ତି ହୁଅନ୍ତୁ! #18OnVoterModeOn #NewVoter #Form6 #VoterRegistration #CEOOdisha #ECI #MyVoteMyRight #YouthForDemocracy #VoterAwareness #SpecialCamp
4
4
1,042
ଆଜି ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହେବା ସହିତ ଆସିଥିବା ୮୬ ଅଭିଯୋଗରୁ କିଛି ତୁରନ୍ତ ସମାଧାନ କରିବା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଛି ।
3
421
ଜିଲ୍ଲା ପ୍ରଶାସନ,ବୌଦ୍ଧ ତରଫରୁ ସ୍ଥାନୀୟ ଟାଉନ୍ ହଲ୍‌ଠାରେ ମହାତ୍ମା ଗାନ୍ଧୀ ଓ ଭାରତରତ୍ନ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜନ୍ମ ଜୟନ୍ତୀ ମହାସମାରୋହରେ ପାଳିତ ହୋଇଯାଇଛି । #GandhiJayanti #LalBahadurShastri #GandhiJayanti2026
4
419
ସେବା ସଂକଳ୍ପ ଅଭିଯାନ–୨୦୨୬ ଓ ଜାତୀୟ ସ୍ୱେଚ୍ଛାକୃତ ରକ୍ତଦାନ ଦିବସ ଅବସରରେ ଜୁନିଅର ରେଡ୍‌କ୍ରସ୍‌ ସୋସାଇଟି, ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ଜହ୍ନାପଙ୍କ ପରିସରରେ ଜିଲ୍ଲାପାଳ ବୌଦ୍ଧ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାୟକଙ୍କ ଉପସ୍ଥିତିରେ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଛି। #SevaSankalpAbhiyan
2
446
କଣ୍ଟାମାଳ ବ୍ଲକ କାର୍ଯ୍ୟାଳୟ ପରିସରରେ ଆଜି ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହେବା ସହିତ ଆସିଥିବା ୮୫ ଅଭିଯୋଗରୁ କିଛି ତୁରନ୍ତ ସମାଧାନ କରିବା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଛି ।
1
407
ପ୍ରକୃତି ସୁରକ୍ଷା, ପରିବେଶ ସନ୍ତୁଳନ ଓ ସବୁଜ ବୌଦ୍ଧ ଗଠନର ଲକ୍ଷ୍ୟ ନେଇ ଆଜି ବୌଦ୍ଧ ଜିଲ୍ଲାରେ ‘ସେବା ସଙ୍କଳ୍ପ ଅଭିଯାନ-୨୦୨୬’ ଅନ୍ତର୍ଗତ ‘ଏକ ପେଡ୍‌ ମା’ କେ ନାମ’ କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ତିନୋଟି ବ୍ଲକ୍‌ରେ ମୋଟ ୪୮,୩୦୦ଟି ବୃକ୍ଷରୋପଣ କରାଯାଇଛି ।
4
394
ସମଗ୍ର ଶିକ୍ଷା, ବୌଦ୍ଧ ତରଫରୁ ସ୍ଥାନୀୟ ପିଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବୌଦ୍ଧ ପରିସରରେ ଜିଲ୍ଲାସ୍ତରୀୟ ସେବା ସଂକଳ୍ପ ଅଭିଯାନ-୨୦୨୬ ପାଳନ ଅବସରରେ ବ୍ଲକ୍ ସ୍ତରରୁ ଚୟନ ହୋଇ ଆସିଥିବା ପ୍ରତିଯୋଗୀ ମାନଙ୍କୁ ମାନପତ୍ର ଓ ଟ୍ରଫି ସହିତ ପୁରସ୍କୃତ କରିବାସହ ହାଇସ୍କୁଲ ପରିସରରେ ବୃକ୍ଷ ରୋପଣ କରାଯାଇଛି ।
1
2
611
ସମବାୟ ବ୍ୟବସ୍ଥାକୁ ଆହୁରି ସଶକ୍ତ ଓ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ରାଜ୍ୟବ୍ୟାପୀ ‘ମେଗା ସଦସ୍ୟତା ମହାଅଭିଯାନ–ସମ୍ବନ୍ଧ’ର ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ମାଉସୀ ମାଁ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲାପାଳ ବୌଦ୍ଧ ଶ୍ରୀଯୁକ୍ତ ବିଭୁତି ଭୁଷଣ ନାୟକଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଛି ।
292
ଜିଲ୍ଲାପାଳ ବୌଦ୍ଧ ଶ୍ରୀଯୁକ୍ତ ବିଭୂତି ଭୂଷଣ ନାୟକ ଆଜି ହରଭଙ୍ଗା ବ୍ଲକର ବିଭିନ୍ନ ଗ୍ରାମ ପରିଦର୍ଶନ କରି ସେଠାରେ ବିଭିନ୍ନ ସରକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ଗ୍ରାମର ବିଭିନ୍ନ ସମସ୍ୟା ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଛନ୍ତି ।
4
403
ଆଜି ହରଭଙ୍ଗା ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହେବା ସହିତ ଆସିଥିବା ୮୭ ଅଭିଯୋଗରୁ କିଛି ତୁରନ୍ତ ସମାଧାନ କରିବା ସହିତ ଯୋଗ୍ୟ ହିତାଧିକାରୀଙ୍କୁ ଆର୍ଥିକ ଓ ଅନ୍ୟାନ୍ୟ ସହାୟତା ପ୍ରଦାନ କରାଯାଇଛି ।
2
2
307
ସ୍ୱତନ୍ତ୍ର ସଘନ ସଂଶୋଧନ(SIR)-୨୦୨୬ ପ୍ରକ୍ରିୟାରେ ବୌଦ୍ଧ ଜିଲ୍ଲାର ୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ୮୫-କଣ୍ଟାମାଳ ଓ ୮୬-ବୌଦ୍ଧର ଚୂଡ଼ାନ୍ତ ଭୋଟର ତାଲିକା ଜିଲ୍ଲାର ସ୍ୱୀକୃତିପ୍ରାପ୍ତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ଉପସ୍ଥିତିରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ ଦ୍ଵାରା ପ୍ରକାଶ ପାଇଛି । #SIR2026 #SIR
1
3
347