ଅକୱାନର ଲ୍ୟାଣ୍ଡଫଲ୍ ପରେ ମୁଖ୍ୟମନ୍ତ୍ରୀ ଓ ରାଜସ୍ୱ ମନ୍ତ୍ରୀଙ୍କ ମିଳିତ ସମୀକ୍ଷା samajalive.in/chief-minister… via @Samaja Live
ହସ୍ପିଟାଲ ସାଜିଲା ସ୍କୁଲ, ICU ହେଲା କ୍ଲାସରୁମ୍: ଜୀବନର ଶେଷ କ୍ଲାସ ପଢିଲେ ବ୍ଲଡ କ୍ୟାନସର୍ ପୀଡିତା ଛାତ୍ରୀ! samajalive.in/hospital-turns… via @Samaja Live
ତାଜମହଲ ଦେଖିବାକୁ ମନ ବଳାଇଲେ ପାକିସ୍ତାନ ମନ୍ତ୍ରୀ: ବାଟ ଓଗାଳିଲା ଭାରତ samajalive.in/pakistani-mini… via @Samaja Live
ଅଦିନିଆ ବାତ୍ୟାରେ ଭାଙ୍ଗୁଛି ଚାଷୀର ମେରୁଦଣ୍ଡ, ମଣ୍ଡି ଅବହେଳା ନ ହେଉ ‘କଟା ଘା’ରେ ଚୂନ’ samajalive.in/unseasonal-cyc… via @Samaja Live
ଆସନ୍ତାକାଲି ବାଲେଶ୍ୱର ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା samajalive.in/school-holiday… via @Samaja Live
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜେଜେ ଓ ୧୦ ବର୍ଷୀୟ ନାତିଙ୍କ ମୃତ୍ୟୁ samajalive.in/tragic-road-ac… via @Samaja Live
ବେଆଇନ ମଦ ବିକ୍ରି ବିରୋଧରେ ପ୍ରଶାସନର କଡ଼ା କାର୍ଯ୍ୟାନୁଷ୍ଠାନ: ୩ଟି ଢାବା ସିଲ୍ samajalive.in/strict-action-… via @Samaja Live
ସ୍ୱାସ୍ଥ୍ୟ ବିଭାଗର କଡ଼ା ଆକ୍ସନ;୩ ଡାକ୍ତର ନିଲମ୍ବିତ samajalive.in/health-departm… via @Samaja Live
ବନ୍ୟା ଜଳରେ ଫସିଥିବା ୩୦ଙ୍କୁ ସୁରକ୍ଷିତ ଉଦ୍ଧାର କଲା ସ୍ଥାନୀୟ ପ୍ରଶାସନ samajalive.in/30-people-trap… via @Samaja Live
ବାତ୍ୟା ପରେ ବନ୍ୟା ମୁକାବିଲା ଚିନ୍ତା; ସ୍ଥିତି ସମୀକ୍ଷା କଲେ ପ୍ରମୁଖ ଶାସନ ସଚିବ samajalive.in/flood-prepared… via @Samaja Live
ଆସନ୍ତାକାଲି ଭଦ୍ରକ ଜିଲ୍ଲାରେ ସ୍କୁଲ୍ ଛୁଟି ଘୋଷଣା samajalive.in/school-holiday… via @Samaja Live
ବାହୁବଳୀ ବିଧାୟକଙ୍କ ଝିଅ ବାହାଘର ; ୫୦ ଲକ୍ଷ ରସଗୋଲା, ପୁଣି ଭୋଜିରେ ଅଛି.. samajalive.in/anant-singh-da… via @Samaja Live
କଟକ ବାଲିଯାତ୍ରାରେ ଡ୍ରୋନ୍ ଉଡ଼ାଣ ମନା; ୨୨ ରୁ ୩ ଯାଏଁ କଟକଣା samajalive.in/drone-flying-b… via @Samaja Live
ସୁନା ୧୭,୦୦୦, ରୁପା ବି ବହୁତ ଶସ୍ତା ହେଲା, ଜାଣନ୍ତୁ ଦାମ୍.. samajalive.in/today-gold-and… via @Samaja Live
SSB ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର; ୩ ଓ ୪ ତାରିଖରେ ହେବ ସିବିଟି ପରୀକ୍ଷା samajalive.in/big-news-for-s… via @Samaja Live
ଦୁର୍ବଳ ହେଉଛି ‘ଅକବାନ’; ମା’ତାରାତାରିଣୀ ପୀଠ ପାହାଡ଼ିଆ ରାସ୍ତା ସିଲ୍, ଭାଙ୍ଗିଲା ବାଲିଯାତ୍ରା ଗେଟ୍ samajalive.in/akban-effect-i… via @Samaja Live
ଦୁଇ ଦିନିଆ ଭାରତ ଗସ୍ତରେ ଆସିବେ ନେପାଳ ପ୍ରଧାନମନ୍ତ୍ରୀ;ଭାରତ-ନେପାଳ ସମ୍ପର୍କକୁ ମିଳିବ ନୂଆ ଦିଗ! samajalive.in/nepal-prime-mi… via @Samaja Live
ପୁରୀ : AKVANର ଲ୍ୟାଣ୍ଡଫଲ୍ , ଉପକୂଳ ସହରକୁ ନିରନ୍ତର ପ୍ରବଳ ବର୍ଷା ଏବଂ ପ୍ରବଳ ପବନ
#cyclone #landfall #puri #odisha #samajalive
ଗତଥର ଭଳି ଏଥର ବଡ଼ ବନ୍ୟା ଆଶଙ୍କା ନାହିଁ: ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ samajalive.in/no-major-flood… via @Samaja Live
