
Official handle of the Sub-Collector & Sub-Divisional Magistrate, Brahmapur, Ganjam, Odisha | Email: [email protected] | Ph: +91 680 2281413
Brahmapur, Odisha
Joined July 2015
- Tweets865
- Following117
- Followers15K
- Likes1.5K
Sub-Collector & SDM, Brahmapur retweeted
ବାତ୍ୟା ‘ଅର୍ଣ୍ଣବ’ ଓ ବନ୍ୟାରେ ପ୍ରଭାବିତ ଚିକିଟି ବ୍ଲକ୍ର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରି ଗଞ୍ଜାମ ଜିଲ୍ଲାପାଳ ଘର ଓ ଫସଲ କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କରିଥିଲେ। କେ. ନୂଆଗାଁ ଗ୍ରାମ ପଞ୍ଚାୟତର ଲିଆଖାଇ ଗ୍ରାମରେ ଘର କ୍ଷୟକ୍ଷତି ଏବଂ ଚାନ୍ଦପୁର ଗ୍ରାମ ପଞ୍ଚାୟତର ଡୋଭର ଗ୍ରାମରେ ଫସଲ କ୍ଷୟକ୍ଷତି ଆକଳନ କାର୍ଯ୍ୟର ସ୍ଥଳୀୟ ଯାଞ୍ଚ କରିଥିଲେ। ଏହି ସମୟରେ ଉପଜିଲ୍ଲାପାଳ, ବିଡିଓ, ତହସିଲଦାର ଓ ବ୍ଲକ୍ କୃଷି ଅଧିକାରୀ ଉପସ୍ଥିତ ଥିଲେ।
@CMO_Odisha @IPR_Odisha @SRC_Odisha @rdmodisha
Sub-Collector & SDM, Brahmapur retweeted
ଆସନ୍ତା ୩୧ ଅକ୍ଟୋବର ୨୦୨୬ରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ସିଭିଲ୍ ସର୍ଭିସେସ୍ ମୁଖ୍ୟ ଲିଖିତ ପରୀକ୍ଷା ପାଇଁ ବ୍ରହ୍ମପୁର ଜୋନ୍ରେ ପରୀକ୍ଷା କେନ୍ଦ୍ର ପାଇଥିବା ଏବଂ ବାତ୍ୟା ‘ଅର୍ଣ୍ଣବ’ ଯୋଗୁଁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାରେ ଅସୁବିଧା ଭୋଗୁଥିବା ପ୍ରାର୍ଥୀମାନେ ସହାୟତା ପାଇଁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ନିମ୍ନଲିଖିତ ଅଧିକାରୀଙ୍କ ସହ ଯୋଗାଯୋଗ କରିପାରିବେ।
ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଭାବିତ ପ୍ରାର୍ଥୀମାନଙ୍କ ପାଇଁ ମାଗଣା ଖାଦ୍ୟ, ରହିବା ଏବଂ ପରିବହନ ବ୍ୟବସ୍ଥା କରାଯାଇଛି।
ଯୋଗାଯୋଗ:
• ଶ୍ରୀ ବିକାଶ ସାମଲ – ୬୩୫୧୭୫୦୭୫୫
• ଶ୍ରୀ କହ୍ନାଇ ଚରଣ ଗୌଡ଼ – ୯୩୩୭୪୫୮୩୩୪
• ଶ୍ରୀ ସମୀର କୁମାର ଦାଶ – ୮୬୫୮୧୧୧୧୮୬
ଜିଲ୍ଲା ପ୍ରଶାସନ, ଗଞ୍ଜାମ
@CMO_Odisha @IPR_Odisha @sdmbam
Sub-Collector & SDM, Brahmapur retweeted
ଦକ୍ଷିଣାଞ୍ଚଳ ରାଜସ୍ୱ ଆୟୁକ୍ତ (RDC) ଭାବେ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଦାୟିତ୍ୱ ଗ୍ରହଣ କରିବା ପରେ ଗଞ୍ଜାମ ଜିଲ୍ଲାପାଳ, ମୁଖ୍ୟ ଉନ୍ନୟନ ଅଧିକାରୀ (CDO), ବ୍ରହ୍ମପୁର ମହାନଗର ନିଗମ (BeMC) ଆୟୁକ୍ତ ଏବଂ ବ୍ରହ୍ମପୁର ଉପଜିଲ୍ଲାପାଳ ତାଙ୍କୁ ସ୍ୱାଗତ ଜଣାଇଥିଲେ।
@CMO_Odisha @IPR_Odisha
Sub-Collector & SDM, Brahmapur retweeted
ଗଞ୍ଜାମ ଲକ୍ଷ୍ୟ ନିକେତନ ‘ଉତ୍କର୍ଷ ଅଗ୍ନିବୀର’ ଅଧୀନରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁବପିଢ଼ିଙ୍କୁ ସେନା, ପୋଲିସ ଓ ଅନ୍ୟାନ୍ୟ ସୁରକ୍ଷା ସେବାର ପରୀକ୍ଷା ପାଇଁ ମାଗଣା ପ୍ରଶିକ୍ଷଣ ଓ ମାର୍ଗଦର୍ଶନ ଯୋଗାଇ ଦିଆଯାଉଛି। ଏହି ପଦକ୍ଷେପ ଯୁବପିଢ଼ିଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ଦିଗରେ ଏକ ପ୍ରୟାସ। ଅଧିକ ସୂଚନା ଓ ପଞ୍ଜୀକରଣ ପାଇଁ ପୋଷ୍ଟରରେ ଥିବା QR କୋଡ୍ ସ୍କାନ୍ କରନ୍ତୁ।
#LakshyaNiketan #UtkarshaAgniveer #Ganjam #YouthEmpowerment #SkillDevelopment
@CMO_Odisha
@IPR_Odisha
Sub-Collector & SDM, Brahmapur retweeted
ଆଜି ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ଉପ-ଜିଲ୍ଲାପାଳ, ବିଏମ୍ସି ଆୟୁକ୍ତଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିବା ସହ ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେଇଥିଲେ ।
@CMO_Odisha @IPR_Odisha
Publication of the Final Electoral Roll under SIR-2026 for all five Assembly Constituencies under Brahmapur Sub-Division by the respective EROs, in the presence of representatives of recognised political parties. @OdishaCeo @Ganjam_Admin @ECISVEEP
Sub-divisional level Quiz Competition under the Electoral Literacy Club (ELC) was organised today at the Sub-Collector’s Office, Brahmapur. Teams from 13 schools and colleges participated with great enthusiasm, promoting awareness and active engagement among young voters.
Meeting with representatives of all recognised political parties in the presence of the EROs of Brahmapur Sub-Division.
Lists of claims & objections in Forms 9, 10, 11, 11A & 11B were handed over, followed by detailed discussion on the ongoing SIR of Electoral Rolls.
@odishaceo
4
853
Publication of Draft Electoral Roll and meeting with recognised political parties in presence of EROs of all five ACs of Brahmapur Sub-Division regarding the ongoing SIR-2026. @OdishaCeo @ECISVEEP @Ganjam_Admin
Sub-Collector & SDM, Brahmapur retweeted
The ERO-cum-Sub-Collector and AERO-cum-BDO conducted visits to various polling booths under Rangeilunda Block of 132-Gopalpur AC to monitor and review the Minutes of the BLO-BLA Meetings (MoM) @Ganjam_Admin @ZP_Ganjam @sdmbam @OdishaCeo
Today, the Sub-Collector, Brahmapur, along with the DSWO and Tahasildar, Brahmapur visited Utkal Balashrama and the SAA & AWWs/Helpers Training Centre to review the facilities and ongoing activities.
12
2,085
Sub-Collector & SDM, Brahmapur retweeted
ନୀଟ୍ ପରୀକ୍ଷାର୍ଥୀମାନଙ୍କ ପାଇଁ ନିଃଶୁଳ୍କ ବସ୍ ସେବା :
ନୀଟ୍ (ୟୁଜି) ପୁନଃ ପରୀକ୍ଷା–୨୦୨୬ ପରୀକ୍ଷାର୍ଥୀମାନଙ୍କ ପାଇଁ ଗଞ୍ଜାମ ଜିଲ୍ଲାରେ ନିଃଶୁଳ୍କ ବସ୍ ସେବା ବ୍ୟବସ୍ଥା କରାଯାଇଛି। ନିର୍ଦ୍ଦିଷ୍ଟ ସ୍ଥଳରୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ୧୦–୧୫ ମିନିଟ୍ ଅନ୍ତରରେ ବିଶେଷ ନିଃଶୁଳ୍କ ବସ୍ ସେବା ଚାଲିବ। ପରୀକ୍ଷାର୍ଥୀମାନେ ଏହି ସୁବିଧାର ଲାଭ ଉଠାଇ ସମୟରେ ପରୀକ୍ଷା କେନ୍ଦ୍ରକୁ ପହଞ୍ଚିବା ପାଇଁ ଅନୁରୋଧ
Steady progress in EF Digitisation at the Digitisation Centre of AERO-cum-EO, NAC Gopalpur under 132-Gopalpur AC, as part of the ongoing SIR-2026 exercise.
@ECISVEEP @OdishaCeo @Ganjam_Admin
Sub-Collector & SDM, Brahmapur retweeted
ରାଜ୍ୟ ବାହାରେ ଅଛନ୍ତି କି? ଚିନ୍ତା କରନ୍ତୁ ନାହିଁ। 🗳️
SIR 2026 ଅନ୍ତର୍ଗତ ପରିଗଣନା ଫର୍ମ ଏବେ ଅନଲାଇନ୍ରେ ମଧ୍ୟ ପୂରଣ କରାଯାଇପାରିବ। voters.eci.gov.in ୱେବସାଇଟ୍ ପରିଦର୍ଶନ କରି ଘରେ ବସି ସହଜରେ ନିଜ ପରିଗଣନା ଫର୍ମ ପୂରଣ କରନ୍ତୁ।
#SIR2026 #SIR #CEOodisha #ECI
Sub-Collector & SDM, Brahmapur retweeted
ଏବେ ଘରେ ବସି ସହଜରେ ଅନଲାଇନ୍ରେ ପୂରଣ କରନ୍ତୁ ଆପଣଙ୍କ ପରିଗଣନା ଫର୍ମ। 🗳️
SIR 2026 ପାଇଁ ପରିଗଣନା ଫର୍ମ ଦାଖଲ କରିବାର ଶେଷ ତାରିଖ — ୨୮ ଜୁନ ୨୦୨୬।
voters.eci.gov.in website କୁ ଭିଜିଟ୍ କରନ୍ତୁ କିମ୍ବା QR କୋଡ୍ ସ୍କାନ୍ କରି ଅନଲାଇନ୍ରେ ନିଜ ପରିଗଣନା ଫର୍ମ ପୂରଣ ଏବଂ ଦାଖଲ କରନ୍ତୁ।
#SIR2026 #OnlineEnumerationForm #OdishaVotes
୧୩୨-ଗୋପାଳପୁର ବିଧାନସଭା କ୍ଷେତ୍ରରେ SVEEP କାର୍ଯ୍ୟକ୍ରମ ପାଇଁ ସୃଜନଶୀଳ ଅବଦାନ ନିମନ୍ତେ ସ୍ଥାନୀୟ ବାଲୁକା ଶିଳ୍ପୀ ଶ୍ରୀ ମହେଶ୍ୱର ସାହୁଙ୍କୁ ବ୍ରହ୍ମପୁର ଉପଜିଲ୍ଲାପାଳ ଶ୍ରୀ ଅବିନାଶ କୁମାର ସମ୍ମାନିତ କରିଛନ୍ତି। ତାଙ୍କର SIR-2026 ବାଲୁକା କଳା ଜନସହଭାଗିତା ଓ ନିର୍ବାଚନ ସଚେତନତାର ଉତ୍କୃଷ୍ଟ ପ୍ରତିଫଳନ। 🇮🇳 #SIR2026
Proud of our local sand artist and a true gem from Ganjam, Shri Maheswar Sahu, whose creative sand art for SIR-2026 beautifully reflects the tireless efforts of BLOs in reaching every doorstep to ensure an inclusive and accurate electoral roll. @Ganjam_Admin
ସ୍ୱତନ୍ତ୍ର ସଘନ ସଂଶୋଧନ (SIR)-୨୦୨୬ ଅଧୀନରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିରେ ଏକ ନିଆରା ମତଦାତା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଭୋଟର ତାଲିକା ସଂଶୋଧନର ଗୁରୁତ୍ୱକୁ ପ୍ରତିଫଳିତ କରୁଥିବା ଆକର୍ଷଣୀୟ ବାଲୁକା କଳାକୃତି ମାଧ୍ୟମରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା। ସମସ୍ତ ଯୋଗ୍ୟ ମତଦାତାଙ୍କ ଅନ୍ତର୍ଭୁକ୍ତି ସୁନିଶ୍ଚିତ କରିବା ଏବଂ “କୌଣସି ଯୋଗ୍ୟ ମତଦାତା ଯେପରି ବାଦ ନ ପଡ଼ନ୍ତି” ବାର୍ତ୍ତାକୁ ମତଦାତାଙ୍କ ପାଖରେ ପହଞ୍ଚାଇବା ଏହି ପ୍ରୟାସର ମୂଳ ଉଦ୍ଦେଶ୍ୟ ଥିଲା।
A unique voter awareness initiative under Special Intensive Revision (SIR)-2026 at Gopalpur Beach, Ganjam. A captivating sand art installation highlighting the importance of electoral roll revision was created to spread the message of inclusive participation and ensure that no eligible elector is left behind.
#SIR2026 #NoEligibleElectorLeftBehind #VoterAwareness #ECI #OdishaVotes #GopalpurBeach
Sub-Collector & SDM, Brahmapur retweeted
Awareness activities on Special Intensive Revision (SIR) 2026 were conducted at Gopalpur Sea Beach alongside the “Ama Ganjam, Swachha Ganjam” cleanliness campaign.
The programme witnessed enthusiastic participation from the Sub-Collector, Berhampur, Additional Sub-Collector, Tahasildar, Deputy Collector, government officials, students and local residents. The initiative aimed to spread awareness about SIR 2026, encourage active public participation and highlight the importance of an accurate, inclusive and updated electoral roll.
#SIR2026 #ElectionCommission #SVEEP #Gopalpur #Ganjam #Odisha #ElectoralAwareness #SIR2026Odisha #AmaGanjamSwachhaGanjam






















































