Member of Legislative Assembly, Barabati - Kataka, Odisha ; Proud daughter of Kataka | Entrepreneur | IIMB | Proud Odia |

Cuttack, Odisha , India
Joined April 2020
ନଖରା ଛକରେ ପ୍ରତିଭାବାନ ଯୁବ ଧାବକ ଜୟରାମ ଦଣ୍ଡପତି ଓ ମଳୟ ବାରିକଙ୍କର ଏକ ସଡ଼କ ଦୁର୍ଘଟଣାରେ ଅକାଳ ବିୟୋଗ ଖବର ଶୁଣି ମୁଁ ଦୁଃଖିତ। ଦୁହିଁଙ୍କ ଏପରି ଅକାଳ ବିୟୋଗ କ୍ରୀଡ଼ା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି। ଉଭୟଙ୍କ ଅମର ଆତ୍ମାର ସଦଗତି କାମନା କରୁଛି।
1
20
1,173
କଟକର ଦୁର୍ଗାପୂଜା କେବଳ ଏକ ଉତ୍ସବ ନୁହେଁ, ଏହା ଆମର ଐତିହ୍ୟ, ସଂସ୍କୃତି ଓ ଭାଇଚାରାର ପରିଚୟ। ସହରର ଭିନ୍ନ ଭିନ୍ନ ଦୁର୍ଗାପୂଜା ମଣ୍ଡପ ନିଜର ଏକ ସ୍ବତନ୍ତ୍ର ଗାଥାକୁ ବୟାନ କରୁଛି। ପୂଜାର ଆନନ୍ଦ ଓ ଉତ୍ସାହ ମଧ୍ୟରେ ଭକ୍ତିମୟ ହୋଇଉଠିଛି ସିଲଭର ସିଟି କଟକ। ଏହି ଅବସରରେ ସହରର ବିଭିନ୍ନ ପୂଜା ପେଣ୍ଡାଲ ବୁଲି ପାର୍ବଣର ମଜା ନେଇଥିଲି। Durga Puja in Kataka is more than a festival; it reflects our rich heritage, culture, and spirit of brotherhood. Each pandal has its own unique story, adding to the festive charm of the Silver City. Visited various Durga Puja pandals across Kataka and enjoyed the festive spirit and devotion all around. #DurgaPuja #Kataka #SilverCity #HeritageAndCulture
1
1
32
986
On Police Commemoration Day, we salute the brave police personnel who laid down their lives in the line of duty. Their courage, dedication, and selfless service to the nation will always be remembered with honour and respect. #PoliceCommemorationDay #SaluteOurPolice #Kataka
2
25
945
Warm wishes to everyone on the auspicious occasion of Dussehra! May this festive occasion fill every home with happiness, peace, prosperity, and positivity. Let us celebrate the victory of good over evil and welcome new beginnings with hope and joy. Wishing everyone a very Happy Dussehra! #HappyDussehra #Dussehra #Kataka #Odisha
1
2
27
934
କଟକର ବରିଷ୍ଠ ସାମ୍ବାଦିକ ବିଭୂତିଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ସାମ୍ବାଦିକତା କ୍ଷେତ୍ରରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି। ଅମର ଆତ୍ମାର ସଦଗତି କାମନା କରୁଛି।
1
1
26
1,999
ଦୁର୍ଗା ପୂଜାର ଶୁଭ ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଏହି ପର୍ବ ସମସ୍ତଙ୍କ ଘରେ ଶକ୍ତି, ସୁଖ, ଶାନ୍ତି ଏବଂ ସମୃଦ୍ଧି ନେଇ ଆସୁ। ଏହା ଆମକୁ ଏକତା, କରୁଣା ଓ ମିଳନର ମୂଲ୍ୟବୋଧକୁ ବଜାୟ ରଖିବା ସହ ଆଶା ଓ ସକାରାତ୍ମକତା ନେଇ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦେଉ। ସମସ୍ତଙ୍କୁ ଦୁର୍ଗା ପୂଜାର ଅନେକ ଶୁଭେଚ୍ଛା; ଏହି ପର୍ବ ଆପଣଙ୍କ ଜୀବନରେ ସଦ୍‌ଭାବ, ଉତ୍ତମ ସ୍ୱାସ୍ଥ୍ୟ ଏବଂ ନୂତନ ଆରମ୍ଭ ନେଇ ଆସୁ। Warm greetings to everyone on the auspicious occasion of Durga Puja. May this festive season bring strength, happiness, peace, and prosperity into every home. May it inspire us to uphold the values of unity, compassion, and togetherness while moving forward with hope and positivity. Wishing everyone a joyful Durga Puja filled with harmony, good health, and new beginnings. #HappyDurgaPuja #DurgaPuja #FestiveSeason #PeaceAndProsperity
4
2
100
1,994
Warm wishes to everyone on the auspicious occasion of Durga Puja. May this festive season bring happiness, peace, prosperity, and positivity to every home. May the spirit of unity, compassion, and togetherness inspire us all to move forward with hope and strength. Wishing everyone a joyful and blessed Durga Puja filled with harmony, good health, and new beginnings. #HappyDurgaPuja #DurgaPuja #MaaDurga #FestiveSeason #PeaceAndProsperity #UnityAndHarmony #ShubhoDurgaPuja
2
33
1,160
ଐତିହାସିକ କଟକ ସହରର କଳା, ସଂସ୍କୃତି ଓ ପରମ୍ପରା ଆମର ପରିଚୟ। ଏହି ପରିଚୟ ସହ ଅଙ୍ଗାଅଙ୍ଗୀ ଭାବରେ ଜଡ଼ିତ ରୂପା ତାରକସି କାମ ତଥା ଚାନ୍ଦି ମେଢ଼। ଏହି ମେଢ଼ ତାଲିକାରେ ଯୋଡ଼ି ହୋଇଛି ଆଉ ଏକ ସଂଖ୍ୟା। କଟକ ସାହେବଜାଦା ବଜାର ସ୍ଥିତ ଗଣେଶ ଘାଟ ଶ୍ରୀ ଶ୍ରୀମଦ୍ ଭାଗବତ ଗାଦି ପୂଜା ମଣ୍ଡପର ନୂତନ ଚାନ୍ଦି ମେଢ଼ ଉଦଘାଟନୀ ଉତ୍ସବରେ ଯୋଗ ଦେଇଥିଲି। ଚାନ୍ଦି ମେଢ଼ ପାଇଁ ସ୍ଥାନୀୟ ବାସିନ୍ଦା ତଥା କମିଟିର କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା। Attended the inauguration of the new silver tableau (Chandi Medha) at Shri Shrimad Bhagabat Gadi Puja Mandap, Ganesh Ghat, Sahibzada Bazar, Kataka. Silver filigree and Chandi Medha are an integral part of Kataka’s rich art, culture, and traditions. Congratulations to the local residents and the Sahibzada Puja Committee on this wonderful addition to the city’s heritage. #Kataka #SahibzadaPujaCommittee #ChandiMedha #KatakaHeritage
2
29
1,384
ଜନସାଧାରଣଙ୍କ ସେବା କରିବା ଏବଂ ସେମାନଙ୍କ ସୁଖ-ଦୁଃଖରେ ସଦାସର୍ବଦା ଭାଗୀଦାର ହେବା ହିଁ ମୋର ସର୍ବୋଚ୍ଚ ପ୍ରାଥମିକତା। ​କଟକ ୱାର୍ଡ ନଂ ୩୩ ରେ ଆୟୋଜିତ କରାଯାଇଥିବା ଜନ ସମ୍ପର୍କ ପଦଯାତ୍ରା ସମୟରେ ଅଞ୍ଚଳବାସୀଙ୍କଠାରୁ ଯେଉଁ ଅକୁଣ୍ଠ ଭଲପାଇବା, ଆଦର ଓ ଆତ୍ମୀୟତା ମିଳିଲା, ତାହା ମୋ ମନକୁ ଗଭୀର ଭାବେ ଛୁଇଁଯାଇଛି। ଆପଣମାନଙ୍କର ଏହି ବିଶ୍ୱାସ ହିଁ ମୋର ପ୍ରକୃତ ଶକ୍ତି। Serving the people and standing by them through their joys and challenges will always remain my highest priority. During the Jan Sampark Padayatra in Ward No. 33, Kataka, the immense love, affection, and warmth received from the residents deeply touched my heart. Your trust and support are my greatest strength and motivate me to continue working for the people. Thank you for your continued love and faith. 🙏❤️ #JanSamparkPadayatra #Ward33 #Kataka #PublicService #PeopleFirst
1
2
27
1,318
ବିଶ୍ୱନାଥ ପଣ୍ଡିତ ପାଠାଗାରର ଛାତ୍ରଛାତ୍ରୀମାନଙ୍କୁ ଭେଟିଲି ଏବଂ ସୁଲଭ ମୂଲ୍ୟରେ ପାଠାଗାର ସଦସ୍ୟତା ପାଇଁ ସେମାନଙ୍କ ଦାବି ବିଷୟରେ ଜାଣିବାକୁ ପାଇଲି। ଏହି ଦାବିକୁ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ନିକଟରେ ଉପସ୍ଥାପନ କରିଥିଲି। ସେ ଏହାକୁ ସକାରାତ୍ମକ ଭାବେ ଗ୍ରହଣ କଲେ ଏବଂ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଲେ। Met the students of Biswanath Pandit Library and heard their demand for affordable library membership. I raised their demand with the Hon’ble Minister of Housing & Urban Development, Dr. Krushna Chandra Mahapatra, who responded positively and assured support. #SofiaFirdous #Kataka #StudentIssues #Education
1
1
29
1,152
🎉 Heartiest congratulations to all the newly elected student leaders! Winning an election is just the first step; the real journey of impact begins now. I have full confidence that you will work with dedication, lead with integrity, and mentor your juniors to reach new heights. A special shoutout to every single candidate who stepped up. Putting yourself out there and taking that bold step toward leadership takes courage. Your enthusiasm is what keeps our campus culture vibrant! Let’s make this term count. What initiatives are you most excited to drive this year? Let's connect in the comments! 👇 #StudentElections #StudentLeadership #CampusLeaders #Odisha #YouthEmpowerment
2
1
42
1,513
Remembering Dr. APJ Abdul Kalam, the ‘Missile Man of India’ and former President, on his birth anniversary. His life, dedication to science, and inspiring words continue to motivate generations of students to dream big and work hard for a better India. #APJAbdulKalam #BirthAnniversary #WorldStudentsDay #Inspiration
1
5
58
1,246
ଭାଇଚାରାର ଅନନ୍ୟ ସହର କଟକର ମୂଳଦୁଆ ହେଉଛି ଆମ ପରମ୍ପରା, ସୌହାର୍ଦ୍ଦ୍ୟ ଓ ପାରସ୍ପରିକ ସ୍ନେହ। ପବିତ୍ର ଦଶହରା ଉପଲକ୍ଷେ ଆଜି କଟକ ସ୍ଥିତ ଶହୀଦ ଭବନ ପରିସରରେ ଏକ "ଶାରଦୀୟ ବନ୍ଧୁମିଳନ" କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଅବସରରେ କଟକ ସହରର ସମସ୍ତ ପୂଜା କମିଟି, ଶାନ୍ତି କମିଟିର କର୍ମକର୍ତ୍ତା, କଟକ ସହରର ନେତୃବୃନ୍ଦଙ୍କ ସହ କର୍ପୋରେଟର ବୃନ୍ଦଙ୍କୁ ସମ୍ୱର୍ଦ୍ଧିତ କରାଯାଇଛି। କଟକର ଏହି ଶହ ଶହ ବର୍ଷର ପୁରାତନ ପରମ୍ପରା ଏବଂ ଅତୁଟ ଭାଇଚାରାର ସମ୍ପର୍କକୁ ସର୍ବଦା ଅକ୍ଷୁର୍ଣ୍ଣ ରଖିବା ଆମ ସମସ୍ତଙ୍କର ସାମୂହିକ ଦାୟିତ୍ୱ। ଆମର ନିମନ୍ତ୍ରଣକୁ ରକ୍ଷା କରି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଅତିଥି, କର୍ମକର୍ତ୍ତା ତଥା ପ୍ରିୟ କଟକବାସୀଙ୍କୁ ହୃଦୟରୁ ଅଶେଷ ଧନ୍ୟବାଦ, କୃତଜ୍ଞତା ଓ ଶାରଦୀୟ ଶୁଭେଚ୍ଛା ଜଣାଉଛି। The foundation of Kataka’s unique spirit of brotherhood lies in its rich traditions, harmony, and mutual respect. On the auspicious occasion of Durga Puja, organised the Sharadiya Bandhu Milan at Shaheed Bhawan, Kataka. During the programme, office-bearers of various Puja Committees and Peace Committees, city leaders, and CMC Corporators were felicitated. Preserving Kataka’s centuries-old traditions and the unbreakable bond of brotherhood is our collective responsibility. Heartfelt thanks to all the guests, committee members, and dear residents of Kataka for joining us and making the occasion special. Wishing everyone a joyful and blessed festive season! 🙏✨ #SharadiyaBandhuMilan #Kataka #Brotherhood #Unity #DurgaPuja #CulturalHeritage
2
3
29
1,287
କଟକ ସ୍ଥିତ ଆବାସିକ କାର୍ଯ୍ୟାଳୟ ଠାରେ ଜନ ଅଭିଯୋଗ ଶୁଣାଣି ସମୟରେ ବିଭିନ୍ନ ୱାର୍ଡର ସଚେତନ ନାଗରିକ, ବୁଦ୍ଧିଜୀବୀ ଓ ଭାଇ-ଭଉଣୀମାନଙ୍କୁ ଭେଟିଥିଲି। ଅଞ୍ଚଳର ବିଭିନ୍ନ ସମସ୍ୟା, ଉନ୍ନୟନମୂଳକ କାର୍ଯ୍ୟ ଓ ବ୍ୟକ୍ତିଗତ ଅଭିଯୋଗ ସମ୍ପର୍କରେ ସେମାନଙ୍କ ସହ ଆଲୋଚନା କଲି। ଆଗାମୀ ଦିନରେ ଏହିସବୁ ସମସ୍ୟାର ସ୍ଥାୟୀ ସମାଧାନ କରି ଲୋକଙ୍କୁ ଏକ ସୁନ୍ଦର ଓ ସମୃଦ୍ଧ ପରିବେଶ ଯୋଗାଇଦେବା ପାଇଁ ମୋର ଏହି ନିରନ୍ତର ପ୍ରଚେଷ୍ଟା ଜାରି ରହିବ। Met with concerned citizens, intellectuals, and residents from various wards during the grievance meeting at my residential office in Kataka. Discussed local issues, development-related concerns, and individual grievances. I remain committed to working towards lasting solutions and ensuring a better living environment for the people of Kataka. #HomeGrievance #Kataka #PublicService #PeopleFirst #Development
2
2
28
1,461
Heartiest congratulations to Shri Braj Mohan Ram Ji on his appointment as the Governor of Odisha. Wishing him a successful tenure and the very best as he takes on this important constitutional responsibility. May his leadership contribute to the progress, prosperity, and well-being of the people of Odisha. #BrajMohanRam #GovernorOfOdisha #Odisha
1
2
30
1,581
କଟକର ରେବା କଲୋନୀରେ ନିର୍ମିତ 'ଉତ୍କଳିକା କ୍ଲବ୍'ର ଉଦ୍ଘାଟନ କଲି। ଏହି କ୍ଲବ୍‌ଟି ମୋର ବିଧାୟିକା ଉନ୍ନୟନ ପାଣ୍ଠି ଏବଂ ପୂର୍ବତନ ବିଧାୟକଙ୍କ କାର୍ଯ୍ୟକାଳୀନ ବିଧାୟକ ଉନ୍ନୟନ ପାଣ୍ଠିର ସହାୟତାରେ ନିର୍ମାଣ କରାଯାଇଛି। ଏହି କ୍ଲବ୍ ସ୍ଥାନୀୟ ଯୁବକ ଓ ବାସିନ୍ଦାଙ୍କ ପାଇଁ ଏକ ସାମାଜିକ ଓ ସାଂସ୍କୃତିକ କେନ୍ଦ୍ର ଭାବେ କାର୍ଯ୍ୟ କରିବ ଏବଂ ସାମୁଦାୟିକ ମିଳନ ତଥା ସାଂସ୍କୃତିକ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବ। ମୋର ଆଶା, ଏହି ସୁବିଧା ଭାଇଚାରା ଭାବନାକୁ ସୁଦୃଢ଼ ​​କରିବ ଏବଂ ଲୋକଙ୍କୁ ପରସ୍ପରର ନିକଟତର କରିବ। Inaugurated the newly constructed Utkalika Club at Reba Colony, Kataka, built with support from my MLA LAD Fund and the ex-MLA LAD Fund during his tenure. The club will serve as a social and cultural centre for local youth and residents, encouraging community gatherings and cultural activities. I hope this facility strengthens brotherhood and brings people closer together. 🙏 #UtkalikaClub #RebaColony #MLALADFund #Kataka #CommunityDevelopment
1
23
1,262
କଟକ ସହରର ସମୃଦ୍ଧ ସାଂସ୍କୃତିକ ପରମ୍ପରା ମଧ୍ୟରେ ତେଲୁଗୁ ସମ୍ପ୍ରଦାୟର ସ୍ୱତନ୍ତ୍ର ପର୍ବ "ଶୋଲପୁଅ ମା' ପୂଜା" ସବୁବେଳେ ବେଶ୍ ଆକର୍ଷଣୀୟ। ଏହି ପବିତ୍ର ଉତ୍ସବରେ ଯୋଗଦେଇ ମା'ଙ୍କ ଦର୍ଶନ ଲାଭ କରିବା ସହ ସ୍ଥାନୀୟ ଭାଇ-ଭଉଣୀ ଓ ଶ୍ରଦ୍ଧାଳୁମାନଙ୍କ ସହ କିଛି ସ୍ମରଣୀୟ ମୁହୂର୍ତ୍ତ ଅତିବାହିତ କଲି। ମା' ସମସ୍ତଙ୍କ ମଙ୍ଗଳ କରନ୍ତୁ। Attended the Solapua Maa Puja, a unique festival of the Telugu community that reflects Kataka’s rich cultural heritage and traditions. It was a pleasure to participate in this special celebration and share memorable moments with local residents, devotees, and our Telugu brothers and sisters. #SolapuaMaaPuja #Kataka #TeluguCommunity #CulturalHeritage #Odisha
1
2
52
1,679
କଟକ ସିଡିଏ ସେକ୍ଟର-୮ ଠାରେ ବିଧାୟିକା ଉନ୍ନୟନ ପାଣ୍ଠିରୁ ଶିବ ମନ୍ଦିର ଠାରେ କମ୍ୟୁନିଟି ସେଣ୍ଟରର ପ୍ରଥମ ମହଲା ଛାତର ଶିଳାନ୍ୟାସ କରାଯାଇଛି। ମନ୍ଦିରର ବିକାଶ ହେଲେ ଆଧ୍ୟାତ୍ମିକ ପରିବେଶକୁ ଆହୁରି ସମୃଦ୍ଧ କରିବା ସହ ଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ମଧ୍ୟ ଆହୁରି ଦୃଢ଼ କରିବ। Laid the foundation stone for the first-floor roof of the community centre at Shiva Mandir, CDA Sector 8, Kataka, funded through the MLA LAD Fund. The project will support community activities while contributing to the development of the temple premises and strengthening community bonds. #ShivaMandir #CDASector8 #MLALADFund #Kataka #CommunityDevelopment
2
1
26
1,689
ନୂଆ କାର୍ଯ୍ୟର ମନ୍ଦିର ଉପରେ ଯେପରି କୌଣସି ପ୍ରଭାବ ନ ପଡ଼େ, ତାହା ସୁନିଶ୍ଚିତ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଏବଂ ଆର ଆଣ୍ଡ ବି ବିଭାଗର ଅଧିକାରୀମାନଙ୍କ ସହ ମିଶି ଚହଟେଶ୍ୱର ମନ୍ଦିର ପରିଦର୍ଶନ କଲି। Visited Chahateswar Mandir along with local residents and R&B Department officials to ensure that the temple is not affected. #ChahateswarMandir #Kataka #PublicService #Sofiafirdous
1
1
13
1,327
🌸 HAPPY NAVRATRI 🌸 May these nine auspicious nights bring joy, peace, happiness, and prosperity to everyone. Wishing you and your family a blessed and joyful Navratri! ✨ #HappyNavratri #Navratri #FestiveGreetings
1
1
32
1,542