Sangram Keshari Senapati (ଗପୁ) (@ssgapu22) header
Sangram Keshari Senapati (ଗପୁ) (@ssgapu22) profile picture

Writer, Founder & Editor of @Shubhapallaba, @MyPhotography_G, writer for #OdiaWiki, 3rd Wikimeidan in the world to complete #3000WikiDays and a proud #Bharatiya

Odisha, India
Joined January 2013
Photo by Sangram Keshari Senapati (ଗପୁ) (@ssgapu22)Photo by Sangram Keshari Senapati (ଗପୁ) (@ssgapu22)Photo by Sangram Keshari Senapati (ଗପୁ) (@ssgapu22)Photo by Sangram Keshari Senapati (ଗପୁ) (@ssgapu22)Photo by Sangram Keshari Senapati (ଗପୁ) (@ssgapu22)Photo by Sangram Keshari Senapati (ଗପୁ) (@ssgapu22)Photo by Sangram Keshari Senapati (ଗପୁ) (@ssgapu22)Photo by Sangram Keshari Senapati (ଗପୁ) (@ssgapu22)Photo by Sangram Keshari Senapati (ଗପୁ) (@ssgapu22)Photo by Sangram Keshari Senapati (ଗପୁ) (@ssgapu22)
ଆସନ୍ତାକାଲି ଉନ୍ମୋଚିତ ହେବ ମୋର ପ୍ରଥମ ଓଡ଼ିଆ ଉପନ୍ୟାସ #ସିଗାରେଟ୍ । କଲେଜର ଗୋଟିଏ କାହାଣୀକୁ ନେଇ ପ୍ରସ୍ତୁତ ଏହି କ୍ଷୁଦ୍ର ଉପନ୍ୟାସଟି ଟାଇମ୍‌ପାସ୍ ପ୍ରକାଶନ ଦ୍ୱାରା ଆୟୋଜିତ ପ୍ରଥମା ପୁରସ୍କାର ପ୍ରାପ୍ତ କରିସାରିଛି । #ଟାଇମପାସପ୍ରଥମା #timepassprathamaa
16
4
72
2,507
ମାତ୍ର ୧୭ଟି ଗପକୁ ନେଇ ୨୦୦୬ ମସିହାରେ ଏହି ଗଳ୍ପ ସଂକଳନଟି ପ୍ରକାଶ ପାଇଥିଲା, ମାତ୍ର କିଛି ବୈଷୟିକ ଅସୁବିଧା ହେତୁ ଲୋକମାନଙ୍କ ପାଖରେ ପହଞ୍ଚିପାରିନଥିଲା । କିନ୍ତୁ ୧୦ ବର୍ଷ ପରେ ସମାନ ଗାଳ୍ପିକଙ୍କୁ ୨୦୧୬ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା "ଗପର ମୁହଁ" ପାଇଁ । ଏବେ ଆଉ ୨୦ ବର୍ଷ ପରେ ଆସୁଛି ପୁଣିଥରେ
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ତଥା କଥାକାର ପବିତ୍ର ପାଣିଗ୍ରାହୀଙ୍କ ଗଳ୍ପ ସଂକଳନ #ସ୍ୱପ୍ନଚୋରି ଆସୁଛି ଏକ ନୂଆ ରୂପରେ । ଶୁଭପଲ୍ଲବ ପ୍ରକାଶନ ଦ୍ୱାରା ନୂତନ ରୂପାୟନ କରାଯାଉଥିବା ଏହି ବହିଟି ଶୀଘ୍ର ଉପଲବ୍ଧ ହେବ 🙏 #SwapnaChori #ପବିତ୍ରପାଣିଗ୍ରାହୀ #PabitraPanigrahi #ShubhapallabaPublication
1
83
ବାଣ ଫୁଟେଇବା ବନ୍ଦ କରାଯାଇଛି, କିନ୍ତୁ ଆଜି ସକାଳେ ଭଦ୍ରକ ସାଳନ୍ଦୀ ନଦୀର ମହାବୀର ଘାଟରେ ଶ୍ରଦ୍ଧାଳୁମାନେ ଡଙ୍ଗା ଭସାଉଥିବାବେଳେ ଗୋଟେ ବକ୍ସ ବାଣ କେହି ଜଣେ ଲଗେଇଲେ । ଏହା ଏତେ ପାଖରେ ଫୁଟିଲାଯେ, କେହିଜଣେ ତାକୁ ନଡ଼କୁ ନଉଟେଇଦେଲେ । ଫଳରେ ଦୁଇ/ତିନୋଟି ଆରପଟେ ଫୁଟିଲା, ଲୋକେ ଆସ୍ୱସ୍ତି ହେଲେ । ହେଲେ ଏତିକିବେଳେ...
1
8
1,475
ଗୋଟିଏ ଲୋକଙ୍କ ଉପରକୁ ଆସିଗଲା ଆଉ ଜଣେ ମାଉସୀଙ୍କ ଉପରେ ବୋଧେ ଫୁଟିଲା । ଆମେ ପତିପତ୍ନୀ ମଧ୍ୟ ସେଠାରେ ଉପସ୍ଥିତ ଥିଲୁ । ପାଖାପାଖି ୫ ମିନିଟ୍ ଭଳିଆ ମୋ ବାଁ'ପଟ କାନ ଝାଇଁ ମାରିଗଲା । ଭଗବାନଙ୍କ କୃପାରୁ ସେ ମାଉସୀଙ୍କର କିଛି କ୍ଷତି ହୋଇନି, ହେଲେ ଏମିତି ଲୋକମାନଙ୍କ ମଝିରେ ବାଣ ଫୁଟେଇବା ଆଜି ନିଶ୍ଚିତ ରୂପରେ ମହଙ୍ଗା ପଡ଼ିଥା'ନ୍ତା ।
2
3
257
ସେ ତ ଭକତ ଭାବରେ ବନ୍ଧା; ଭକ୍ତ ଯେଉଁଠି ସେ ସେଇଠି । ଏୟାର୍ଇଣ୍ଡିଆ ହେଉ କି ଏୟାରଇଣ୍ଡିଆ ଏକ୍ସପ୍ରେସ୍ । ଧନ୍ୟବାଦ ଭାଇ🙏 Available on Amazon India with free and fast delivery: link.amazon/B07fR7AER Don't forget to put a review after reading the book.
ଏୟାରଇଣ୍ଡିଆ ଏକ୍ସପ୍ରେସ୍ ରେ “ଭକତ ଭାବରେ…ଶ୍ରୀଜଗନ୍ନାଥ” @trimanoz
3
7
308
#ମାଣବସାଗୁରୁବାର ଆସିଲେ, କେଉଁକେଉଁ ବର୍ଷ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଲୋକ #ବଙ୍ଗାଳୀ ହୋଇଯା’ନ୍ତି😅 * ଆମର ଏଠାରେ ସଂକ୍ରାନ୍ତିରୁ ହିଁ ପାଳନ କରାଯାଏ, ତେଣୁ ଏହା ଏବେ ନୁହେଁ, ମୋ ଜନ୍ମ ପୂର୍ବରୁ ଏମିତି ଆମଘରେ ପାଳନ ହୋଇଆସୁଛି । #Manabasa #ManabasaGurubara #ମାଣବସା
15
2
1
51
3,814
କେଭି କଳିଙ୍ଗ ପୁସ୍ତକ ମେଳା ଗଲେ, #ଭକତଭାବରେଶ୍ରୀଜଗନ୍ନାଥ ବହିଟି ଦେଖିଲେ, ଟିକେ ଫଟୋ ପଠେଇବାକ ଅନୁରୋଧ । Available at A.K. Mishra Store.
1
1
97
A Treat for All Novel Lovers! Some stories deserve to be read, and some secrets deserve to be uncovered! Archisa Swain’s Wisteria Lies is now available to read FREE on Amazon Kindle for 3 days only! 💜 Link to read for free: link.amazon/B0g9Eu4nV #WisteriaLIES #FreeNovel
🤖 Made with AI
1
1
96
All the best for this new project... #NAVRUP
NEW ERA. A BIGGER VISION. Presenting #NAVRUP A landmark collaboration as @DharmaMovies joins hands as worldwide distributor with Babushaan Films & Prelude Novel Ventures to take Odia cinema into global stage for NAVRUP ! NAVRUP — COMING TO THE WORLD IN 2027!
16
435
📚✨ YOUR STORY DESERVES TO BE PUBLISHED! ✨📚 📖 Let's Publish Your Next Masterpiece! 📱 WhatsApp: +91 70088 99643 🌐 Website: publication.shubhapallaba.in… Your Words, Our Commitment. #ShubhapallabaPublication #BookPublishing #OdiaPublication #EnglishPublication
2
7
146
Wishing you all a happy and safe Diwali 🎇🪔 This Diwali may bring you all happiness and may lord Jagannath fulfill all your wishes... #Diwali #Deepavali #HappyDiwali #Diwali2026 #Deepavali
1
15
265
🪔✨ Happy Diwali! ✨🪔 May the beautiful festival of lights illuminate our lives with happiness, love, peace, and prosperity. May every diya bring new hope, every sparkle bring joy, and every moment be filled with warmth and togetherness. #HappyDiwali #Diwali2026
1
8
175
Gapu Saha Gapasapa with Gaurang Chandra Barik, Odisha Sangeet Natak Academy Award winner artist youtu.be/E8zQ20JJA4c #MogalTamsa #ମୋଗଲତାମସା #ଗପୁସହଗପସପ #GapuSahaGapsapa
7
14
309