Sky watcher...#Weather enthusiasts .... Views are purely personal....

ଭଦ୍ରକ, Delhi, India
Joined March 2016
୨୪ ବର୍ଷ ପରେ... ସେ କଳା ରାତିର ଚିତ୍କାର ସତରେ ଅତି ଭୟଙ୍କର ଥିଲା ..... ସ୍କୁଲ ଛୁଟି ହେବାର ଠିକ ୧୦ ରୁ ୧୫ ମିନିଟ ମଧ୍ୟରେ, ସ୍କୁଲଗେଟ ଠାରୁ ୨୦୦ ରୁ ୩୦୦ ମିଟର ଦୂର ପ୍ରାୟ, ୨୭ ଅକ୍ଟୋବର ୧୯୯୯, ବୁଧୁବାର: ସଦ୍ଦାମ ହୁସେନ ର ଚର୍ଚିତ ଘଟଣାର ଠିକ ଆଲୋଚନା ପରେ ସାଙ୍ଗ ମାନଙ୍କ ମଧ୍ୟରୁ ଜଣେ କହିଲା ରେଡ଼ିଓ କହିଛି 1/6
28
66
7
659
62,306
ସ୍ଥଳଭାଗ ଛୁଇଁବା ପରେ ଦ୍ରୁତଗତିରେ ଦୁର୍ବଳ ହେଉଛି ଅର୍ଣ୍ଣବ ଭୀଷଣ ବାତ୍ୟା ରେ ପରିଣତ ଆଗାମୀ ୬ଘଣ୍ଟାରେ ଦୁର୍ବଳ ହୋଇ ଏକ ବାତ୍ୟା ଏବଂ ପରବର୍ତୀ ୬ ଘଣ୍ଟାରେ ଗଭୀର ଅବପାତ ରେ ପରିଣତ ହେବା ସମ୍ଭାବନା ଆଗାମୀ ୪୮ ଘଣ୍ଟା ଯାଏଁ ଉତ୍ତର-ଉତ୍ତର ପଶ୍ଚିମଦିଗ ମୁହାଁ ହେବ ଅର୍ଣ୍ଣବ
22
667
ଆଗାମୀ ୪୮ ଘଣ୍ଟା ଯାଏଁ ଅର୍ଣ୍ଣବ ଉତ୍ତର-ଉତ୍ତର-ପଶ୍ଚିମ ଦିଗରେ ଗତିକରିବାର ସମ୍ଭାବନା ଥିବାରୁ ପ୍ରଚୁର ମାତ୍ରାର ଜଳୀୟବାଷ୍ପ ବଙ୍ଗୋପସାଗର ରୁ ଓଡିଶା ମୁହାଁ ସମ୍ଭାବନା ରହିଛି, ପ୍ରଭାବରେ ଆଗାମୀ ୨୪ ଘଣ୍ଟା ବୃଷ୍ଟିପାତ ଦୃଷ୍ଟିରୁ ଓଡିଶା ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ
50
1,140
ଦୀର୍ଘ ୬ଘଣ୍ଟା ୩୦ ମିନିଟର ସଂଘର୍ଷ ପରେ ସ୍ଥଳ ଭାଗ ଅତିକ୍ରମ କଲା ଅର୍ଣ୍ଣବ (ରାତି ୨ ରୁ ସକାଳ ୮ଟା ୩୦) ଉପକୂଳ ଅତିକ୍ରମ ସହ ଦୁର୍ବଳ ହୋଇ ଏକ ଭୀଷଣ ବାତ୍ୟା ରେ ପରିଣତ ହେଲା ଅର୍ଣ୍ଣବ
3
51
1,215
ଅତି ଭୀଷଣ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଜପତି ଜିଲ୍ଲାର ମହେନ୍ଦ୍ରଗଡ ଠାରେ ଅତ୍ୟନ୍ତ ପ୍ରବଳ ବର୍ଷା ୨୪୯. ୯ମିମି ରେକର୍ଡ
1
22
832
Very Severe Cyclonic storm #Arnab exactly over coastline and practically stationary since last one hour. About to cross the coast in next one hour (upadates based on 7.30am)
1
39
875
ଅର୍ଣ୍ଣଵ ପ୍ରଭାବରେ ଭଦ୍ରକ ରେ ଜାରିରହିଛି ବର୍ଷା
1
35
759
ଅର୍ଣ୍ଣବ ପ୍ରଭାବରେ ଭଦ୍ରକ ରେ ବର୍ଷା
1
1
38
870
The centre of the system lay over the Andhra Pradesh & Yanam coasts to the South of Yanam. The rear portion of the wall cloud region will enter the coastal area in next 1 hour to complete the landfall process.
4
39
1,283
ଗତ କାଲି ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା, ଯାହା ବାୟୁମଣ୍ଡଳର ୫. ୮ କିମି ଉଚ୍ଚତା ଯାଏଁ ବ୍ୟାପିଛି ଅନ୍ୟପଟେ ଅତିଭୀଷଣ ବାତ୍ୟା ଅର୍ଣ୍ଣବ ଗତ ୩ଘଣ୍ଟା ଧରି ସମ୍ପୂର୍ଣ୍ଣ ସ୍ଥିର ରହିଥିବାରୁ ସ୍ଥଳଭାଗ ପ୍ରକ୍ରିୟା ଆହୁରି ୨ଘଣ୍ଟା ଜାରିରହିବାର ସମ୍ଭାବନା ରହିଛି l
3
7
91
3,188
ମୁଖ୍ୟତଃ ଭାବେ ପୂର୍ବାନୁମାନ ଅନୁଯାୟୀ ଗତିର ଦିଗ ପରିବର୍ତ୍ତନ ହେତୁ ଏହି ପ୍ରକ୍ରିୟା ବିଳମ୍ବିତ ହେଉଛି
1
20
795
କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ ଜିଲ୍ଲାରେ ବର୍ଷା ଲାଗି ରହିଛି
4
1
55
1,738
As the system is practical stationary, landfall process will continue for another 2-3 hours. ବର୍ତ୍ତମାନ ବାତ୍ୟା ସମ୍ପୂର୍ଣ୍ଣ ଭାବେ ସ୍ଥିର ଥିବାରୁ ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଆହୁରି ୨ ରୁ ୩ ଘଣ୍ଟା ଜାରି ରହିବାର ସମ୍ଭାବନା ରହିଛି
4
63
1,586
ଆହୁରି ୩ଘଣ୍ଟା ଲାଗିବ ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା
3
57
1,244
ସ୍ଥଳ ଭାଗ ଅତିକ୍ରମ କରୁଛି ଭୀଷଣ ବାତ୍ୟା ବାତ୍ୟା ଅର୍ଣ୍ଣବ
2
37
1,070
ଆରମ୍ଭ ହେଲା ସ୍ଥଳ ଭାଗ ଅତିକ୍ରମ ପ୍ରକ୍ରିୟା, ବାତ୍ୟା ର ଶକ୍ତିଶାଳୀ ବାଦଲ ବଳୟ ର ଉତ୍ତର ଭାଗ ସ୍ଥଳ ଭାଗକୁ କିଛି ମାତ୍ରାରେ ପ୍ରବେଶ କରିସାରିଛି, ଆଗାମୀ ୪ ଘଣ୍ଟା ଯାଏଁ ପବନର ବେଗ ୧୨୫ ରୁ ୧୩୫ କିମି ଝଟକା ପବନ ୧୫୦ କିମି ଯାଏଁ ରହିବାର ସମ୍ଭାବନା ରହିଛି l
3
3
52
1,541
ଆଗାମୀ ୧ ରୁ ୨ ଘଣ୍ଟା ମଧ୍ୟରେ ଆରମ୍ଭ ହେଵ ଭୀଷଣ ବାତ୍ୟା ଅର୍ଣ୍ଣବ ର ସ୍ଥଳ ଭାଗ ଅତିକ୍ରମ ପ୍ରକ୍ରିୟା
2
38
1,209
Arnab #Hunters at Mausam Bhawan
3
1
123
2,301
17କିମି ବେଗରେ ଆଗକୁ ବଢୁଛି ଅର୍ଣ୍ଣବ ନରସପୁର ଠାରୁ ୫୦କିମି, କାକିନାଡ଼ା ଠାରୁ ୭୦କିମି ବିଶାଖାପାଟଣା ଠାରୁ ୨୦୦କିମି
4
33
1,500
ବିଶାଖାପଟନମ ରାଡାର ରୁ ଭୀଷଣ ବାତ୍ୟା ଅର୍ଣ୍ଣବ ଦ୍ରୁତ ଭାବରେ ଦୁର୍ବଳ ହୋଇଥିବା ର ସ୍ପଷ୍ଟ ଚିତ୍ର ଦିନ ୩ଟା ସମୟରେ ଆଖି ସମ୍ପୂର୍ଣ୍ଣ ଦୃଶ୍ୟମାନ ହେଉଥିବା ବେଳେ ରାତି ୧୦ଟା ସମୟରେ ବାତ୍ୟାର ଶକ୍ତିଶାଳୀ ବାହ୍ୟ ବଳୟ ସହ ଜଡିତ ମେଘ ସମୂହ ସ୍ଥଳ ଭାଗ ସହ ପ୍ରତିକ୍ରିୟା ହେତୁ ବାତ୍ୟା ଦ୍ରୁତ ଗତିରେ ଦୁର୍ବଳ ହେଉଥିବାର ସ୍ପଷ୍ଟ ଚିତ୍ର
2
3
72
2,978
Due to faster movement, the landfall of cyclone is expected early. It is likely to make landfall during early hours (2-4 am) of 28th October.
4
15
2
133
16,474