𝔻𝕖𝕓𝕒𝕤𝕚𝕤 𝔻𝕒𝕤𝕙 retweeted
Since high time the #DHH under @puriulb @dm_puri is always a #referral hospital as their is no proper infrastructure, lack of skilled staffs and moreover no one works on time and the name under SJMC & H is just a #NameGame.
Leave Plastic surgery here if someone gets an #Ortho fracture also, this #Hospital refers elsewhere.
The #Doctors working here had built multi storeyed clinics and hospitals thru #Corruption money as they are paid to work in #Govt #Hospitals whereas they are working aone where else so these should be removed asap. @cdmopuri @puricdm
@HFWOdisha @CMO_Odisha @MoHFW_INDIA @PMOIndia @MahalingMukesh @JPNadda @TOIBhubaneswar @otvkhabar @otvnews @PTI_News @PIB_India @PIBBhubaneswar @NEWS7Odia @reutersind – at Puri, India
𝔻𝕖𝕓𝕒𝕤𝕚𝕤 𝔻𝕒𝕤𝕙 retweeted
Met former President Shri Ram Nath Kovind Ji and his family. Wished them on the auspicious occasion of Diwali.
@ramnathkovind
𝔻𝕖𝕓𝕒𝕤𝕚𝕤 𝔻𝕒𝕤𝕙 retweeted
ଜୟ ଶ୍ରୀଜଗନ୍ନାଥ 🙏
ପବିତ୍ର କାଳୀ ପୂଜାରେ ମା 🙏 ଜଗତ ଜନନୀଙ୍କ ଦର୍ଶନ ପାଇବାର ସୌଭାଗ୍ୟ ମିଳିଲା ।
#ଜୟମା #जयमा
#JayMaa #JayMaaKali – at Sakhigopal, India
Replying to @primeindiia
Paresh Rawal did state this in a 2025 Lallantop interview. He said Veeru Devgan advised him to drink his first morning urine for 15 days after a knee injury on the Ghatak set, claiming faster recovery and a surprised doctor.
No scientific evidence supports urine therapy for healing injuries. Urine is filtered waste (urea, salts, toxins). Doctors warn it offers no benefit and can introduce bacteria or extra kidney load. Any quicker recovery was more likely rest, nutrition, and hospital care.
People collect and drink the morning sample in alternative practices called Shivambu, but it is not medically recommended.
𝔻𝕖𝕓𝕒𝕤𝕚𝕤 𝔻𝕒𝕤𝕙 retweeted
उत्तराखंड राज्य स्थापना दिवस के अवसर पर प्रदेश के सभी निवासियों को मेरी हार्दिक शुभकामनाएं। उत्तराखंड अपनी समृद्ध सांस्कृतिक विरासत, आध्यात्मिक परंपराओं और अनुपम प्राकृतिक सौंदर्य के लिए विशिष्ट पहचान रखता है। यहां के लोगों ने राष्ट्र सेवा, वीरता और पर्यावरण संरक्षण के क्षेत्र में सदैव महत्वपूर्ण योगदान दिया है। मेरी कामना है कि उत्तराखंड के निवासी पर्यावरण संरक्षण और सतत विकास के बीच संतुलन स्थापित करें तथा प्रदेश को प्रगति के पथ पर निरंतर आगे बढ़ाते रहें।
𝔻𝕖𝕓𝕒𝕤𝕚𝕤 𝔻𝕒𝕤𝕙 retweeted
Called on Rashtrapati Ji and conveyed Diwali wishes.
@rashtrapatibhvn
𝔻𝕖𝕓𝕒𝕤𝕚𝕤 𝔻𝕒𝕤𝕙 retweeted
Shocking! 🚨 Firecrackers reportedly hit an Air India flight in Bhubaneswar. Such reckless behaviour could put hundreds of lives at risk. Strict action must be taken against those responsible! 😡
𝔻𝕖𝕓𝕒𝕤𝕚𝕤 𝔻𝕒𝕤𝕙 retweeted
दीपावली के पावन अवसर पर सपरिवार माँ लक्ष्मी एवं भगवान श्री गणेश की पूजा-अर्चना कर उनका आशीर्वाद प्राप्त किया। इस शुभ अवसर पर सभी के जीवन में सुख, शांति, समृद्धि और खुशहाली की प्रार्थना की।
आप सभी को दीपावली की हार्दिक शुभकामनाएँ! 🪔
𝔻𝕖𝕓𝕒𝕤𝕚𝕤 𝔻𝕒𝕤𝕙 retweeted
What is wrong with the Indian police?
This is absolutely unacceptable behavior caught on camera from Barmer, Rajasthan, involving police vehicle RJ04UA7478.
Strict accountability and an immediate, transparent inquiry are urgently needed from the authorities.
@Barmer_Police @PoliceRajasthan
𝔻𝕖𝕓𝕒𝕤𝕚𝕤 𝔻𝕒𝕤𝕙 retweeted
#ବାଣ_ପାଇଁ_ଜୀବନ_ହାରିଲେ_ନାବାଳକ
ବାଣ ଯୋଗୁଁ ହାରିଦେଲେ ପ୍ରାଣ। ବାଣ ନଦେବାରୁ ଆତ୍ମହତ୍ୟା କରିଛନ୍ତି ଭୁବନେଶ୍ବରର ଜଣେ ନାବାଳକ। କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଛି ମୃତଦେହ। ୧୪ ବର୍ଷୀୟ ଜଣେ ନାବାଳକଙ୍କ ମୃତ୍ୟୁ ହୋଇଛି। ତାଙ୍କ ଘର ଲିଙ୍ଗରାଜ ଥାନା ଅନ୍ତର୍ଗତ ବୈଶିଷ୍ଟ୍ୟ ନଗରରେ। #Kanaknews #minorboy #Death #Bhubaneswar
𝔻𝕖𝕓𝕒𝕤𝕚𝕤 𝔻𝕒𝕤𝕙 retweeted
#ବିମାନରେ_ବାଜିଲା_ବାଣ
ଦୀପାବଳି ସନ୍ଧ୍ୟାରେ ବଡ଼ଧରଣର ଦୁର୍ଘଟଣାରୁ ବର୍ତ୍ତିଲା ଏୟାର ଇଣ୍ଡିଆ ବିମାନ । ଦୀପାବଳି ସନ୍ଧ୍ୟା ପ୍ରାୟ ୭ଟା ୫୦ ମିନିଟ୍ ସମୟରେ ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ଏୟାର ଇଣ୍ଡିଆର ଏକ ବିମାନ ଅବତରଣ ବେଳେ ବାଣ ସଂସ୍ପର୍ଶରେ ଆସିଥିଲା । ବିମାନରେ ଏକ 'ସ୍କାଏ-ଶଟ୍' ବାଣ ବାଜିଥିବା ସୂଚନା ମିଳିଛି ।
#AirIndia #BhubaneswarAirport #FlightSafety #DiwaliUpdate #Odisha #ArgusNews
Cuttack Diwali tension: Scuffle erupts between police and locals over firecrackers after 9 pm
#Odisha
odishatv.in/odisha/cuttack-d…
𝔻𝕖𝕓𝕒𝕤𝕚𝕤 𝔻𝕒𝕤𝕙 retweeted
ଅଁଳା ନବମୀ ଓ ରାଧାପାଦ ଦର୍ଶନ ପାଇଁ ପ୍ରସ୍ତୁତି ବୈଠକ
ଆଗାମୀ ପବିତ୍ର ଅଁଳା ନବମୀ ଓ ଶ୍ରୀରାଧାଙ୍କ ପାଦ ଦର୍ଶନ ଉପଲକ୍ଷେ ଶ୍ରୀ ଶ୍ରୀ ସାକ୍ଷୀଗୋପାଳ ମନ୍ଦିରଠାରେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି।
ବୈଠକରେ ମାନ୍ୟବର ସତ୍ୟବାଦୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ, ଆରକ୍ଷୀ ଅଧୀକ୍ଷକ (SP), ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ସହକାରୀ ଦେବୋତ୍ତର ଆୟୁକ୍ତ, ଉପଜିଲ୍ଲାପାଳ, ସତ୍ୟବାଦୀ ବ୍ଲକ ଅଧ୍ୟକ୍ଷଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଜନପ୍ରତିନିଧି ଯୋଗଦେଇଥିଲେ।
ଏହି ପବିତ୍ର ଉତ୍ସବକୁ ସୁରୁଖୁରୁରେ ସମ୍ପନ୍ନ କରିବା ସହ ଶ୍ରଦ୍ଧାଳୁଙ୍କ ପାଇଁ ସୁବ୍ୟବସ୍ଥିତ ଦର୍ଶନ, ସୁରକ୍ଷା ଓ ଆବଶ୍ୟକୀୟ ସୁବିଧା ସୁନିଶ୍ଚିତ କରିବା ନେଇ ବୈଠକରେ ଆଲୋଚନା କରାଯାଇଥିଲା।
#AmlaNavami #RadhaPadaDarshan #Sakhigopal #PuriDistrict #DistrictAdministrationPuri
𝔻𝕖𝕓𝕒𝕤𝕚𝕤 𝔻𝕒𝕤𝕙 retweeted
Prime Minister Shri @narendramodi called on President Droupadi Murmu at Rashtrapati Bhavan and exchanged Diwali greetings.
𝔻𝕖𝕓𝕒𝕤𝕚𝕤 𝔻𝕒𝕤𝕙 retweeted
ଆନନ୍ଦ ଓ ଉଲ୍ଲାସର ପର୍ବ ଦୀପାବଳି ଅବସରରେ ଓଡ଼ିଶା ପୋଲିସ ପକ୍ଷରୁ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ।
Odisha Police wishes everyone a safe, joyful and prosperous Diwali. Let us celebrate responsibly, spread kindness and keep the spirit of togetherness shining bright.
#HappyDiwali2026 #DiwaliWishes #Diwali #diwalivibes
𝔻𝕖𝕓𝕒𝕤𝕚𝕤 𝔻𝕒𝕤𝕙 retweeted
ଓଡ଼ିଆ ସଂସ୍କୃତି ଏବଂ ପରମ୍ପରାରେ ପିତୃପୁରୁଷଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଏବଂ ପୂଜାର୍ଚ୍ଚନା କେବଳ ଏକ ଧାରୁଆ ବିଧି ନୁହେଁ, ବରଂ ଏହା ଆମର ମାଟି, କୁଟୁମ୍ବ ଏବଂ କୃତଜ୍ଞତାର ଏକ ଗଭୀର ଆଧ୍ୟାତ୍ମିକ ଓ ସାମାଜିକ ବନ୍ଧନ।
ଏହାର ମୁଖ୍ୟ ଦିଗଗୁଡ଼ିକ:
ଆଧ୍ୟାତ୍ମିକ ଗୁରୁତ୍ୱ: ହିନ୍ଦୁ ଦର୍ଶନ ଅନୁସାରେ, ଜୀବନର ଚକ୍ରରେ ପିତୃପୁରୁଷମାନେ ଆମର ମୂଳଦୁଆ। କାର୍ତ୍ତିକ ଅମାବାସ୍ୟା /ଦୀପାବଳି ପରି ପର୍ବରେ 'ବଡ଼ବଡ଼ୁଆ ଡାକିବା' ପରମ୍ପରା ମାଧ୍ୟମରେ ଆମେ ସେମାନଙ୍କ ଆତ୍ମାର ସଦ୍ଗତି ଏବଂ ଶାନ୍ତି ପାଇଁ ପ୍ରାର୍ଥନା କରିଥାଉ। ବିଶ୍ୱାସ କରାଯାଏ ଯେ ଏହି ଦିନମାନଙ୍କରେ ସେମାନେ ଆମକୁ ଆଶୀର୍ବାଦ ଦେବାକୁ ଆସିଥାଆନ୍ତି।
ସାମାଜିକ ଓ ପାରିବାରିକ ବନ୍ଧନ: ଏହି ପ୍ରଥା ଆମକୁ ଆମର କୂଳ, ପରିଚୟ ଏବଂ ପୂର୍ବପୁରୁଷଙ୍କ ପରିଶ୍ରମ ସହିତ ବାନ୍ଧି ରଖିଥାଏ। ଆଜି ଆମେ ଯାହା କିଛି ଅର୍ଜନ କରିଛେ, ତାହା ସେମାନଙ୍କର ତ୍ୟାଗ ଓ ଧାରାର ପରିଣାମ ବୋଲି ସ୍ୱୀକାର କରିବା ଆମ ସଂସ୍କୃତିର ମୂଳମନ୍ତ୍ର।
ପିଢ଼ି ମଧ୍ୟରେ ସେତୁ: ଯେତେବେଳେ ପରିବାରର ସମସ୍ତେ ଏକାଠି ହୋଇ କାଉଁରିଆ କାଠି ଜାଳି ପିତୃପୁରୁଷଙ୍କୁ ଆବାହନ କରନ୍ତି, ସେତେବେଳେ ନୂତନ ପିଢ଼ି ନିଜର ପରମ୍ପରା ଏବଂ ପୂର୍ବପୁରୁଷଙ୍କ ସ୍ମୃତି ସହିତ ପରିଚିତ ହୋଇଥାଏ।
ଏହି ପରମ୍ପରା ଆମକୁ ଶିକ୍ଷା ଦିଏ ଯେ, ଅତୀତକୁ ଭୁଲି ନଯାଇ, ସେମାନଙ୍କର ସ୍ମୃତିକୁ ଆଲୋକିତ କରି ଭବିଷ୍ୟତ ଆଡ଼କୁ ଆଗେଇବା ଉଚିତ୍।
#HappyDiwali
































