Zilla Parishad Nuapada (@NAdministration) header
Zilla Parishad Nuapada (@NAdministration) profile picture

Zilla Parishad , Nuapada

Nuapada, India
Joined August 2018
Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)Photo by Zilla Parishad Nuapada (@NAdministration)
ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ନୂଆପଡ଼ା ସିନାପାଲି ବ୍ଲକ୍ ଗସ୍ତ କରି ବାତ୍ୟା ଅର୍ଣ୍ଣବ ମୁକାବିଲା ପ୍ରସ୍ତୁତି ଅନୁଧ୍ୟାନ କରିଛନ୍ତି। ଏହା ସହ "ମାଁ ଗୃହ" ପରିଦର୍ଶନ କରି ଗର୍ଭବତୀ ମାଁମାନଙ୍କ ସୁରକ୍ଷା ପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ନେବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
1
3
147
ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତିର ଅଂଶସ୍ୱରୂପ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ନୂଆପଡ଼ା, ବିଡିଓ ସିନାପାଲି, ତହସିଲଦାର ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହ ବରଗାଁ ଗ୍ରାମ ପଞ୍ଚାୟତସ୍ଥିତ ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରିଥିଲେ। @CMO_Odisha @IPR_Odisha @SRC_Odisha @rdmodisha
1
1
4
123
ଏହି ଅବସରରେ ବାତ୍ୟାର ସମ୍ଭାବ୍ୟ ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିବା ସହ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ଆବଶ୍ୟକୀୟ ବ୍ୟବସ୍ଥାର ଅନୁଧ୍ୟାନ କରାଯାଇଥିଲା।
1
39
CDO-cum-EO, Zilla Parishad, Nuapada, along with the BDO, Boden, AEE, Sarpanch and PEO of Karlakote Gram Panchayat, visited the cyclone shelter at Karlakote GP to review preparedness and assess the arrangements for effective cyclone management and public safety.
1
1
6
166
A preparatory meeting was convened by the Addl EO (Admin), Zilla Parishad, Nuapada, at Komna Block in view of the possibility of Cyclone ‘Arnab’, heavy rainfall and strong winds in Nuapada district. @CMO_Odisha @IPR_Odisha @SRC_Odisha @rdmodisha @DM_Nuapada
1
3
149
ନୂଆପଡ଼ା ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’, ପ୍ରବଳ ବର୍ଷା ଓ ଝଡ଼ ପବନକୁ ଦୃଷ୍ଟିରେ ରଖି ବୋଡ଼େନ ବ୍ଲକଠାରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ନୂଆପଡ଼ାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। @CMO_Odisha @IPR_Odisha @SRC_Odisha @rdmodisha @DM_Nuapada
1
3
96
ନୂଆପଡ଼ା ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’, ପ୍ରବଳ ବର୍ଷା ଓ ଝଡ଼ ପବନକୁ ଦୃଷ୍ଟିରେ ରଖି ସିନାପାଲି ବ୍ଲକଠାରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ନୂଆପଡ଼ାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। @CMO_Odisha @IPR_Odisha @SRC_Odisha @rdmodisha @DM_Nuapada
1
1
3
100
ଏହି ବୈଠକରେ BDO, ତହସିଲଦାର, ଅତିରିକ୍ତ ତହସିଲଦାର, CDPO, BAO, MI, ଅତିରିକ୍ତ BEO (ଭାରପ୍ରାପ୍ତ), JE, RWS&S ଅଧିକାରୀ ଏବଂ ଚିକିତ୍ସା ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ।
1
1
36
ବାତ୍ୟାର ସମ୍ଭାବ୍ୟ ପ୍ରଭାବର ମୁକାବିଲା, ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ସହ କ୍ଷୟକ୍ଷତିକୁ ହ୍ରାସ କରିବା ନିମନ୍ତେ ଆବଶ୍ୟକ ପ୍ରସ୍ତୁତି ଓ ସତର୍କତାମୂଳକ ପଦକ୍ଷେପ ଉପରେ ଆଲୋଚନା କରାଯାଇଥିଲା। #Nuapada #CyclonePreparedness #DisasterManagement
1
20
Zilla Parishad Nuapada retweeted
ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, ନୂଆପଡ଼ାଙ୍କ ନିର୍ଦ୍ଦେଶକ୍ରମେ, ବାତ୍ୟା ‘ଅର୍ଣ୍ଣବ’ ଏବଂ ପ୍ରବଳ ବର୍ଷା ଓ ପବନ ଆଶଙ୍କାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ନୂଆପଡ଼ା ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସମେତ JNV, KV, EMRS ଓ OAV ଗୁଡ଼ିକ ୨୮ ଓ ୨୯ ଅକ୍ଟୋବର ୨୦୨୬ ରେ ବନ୍ଦ ରହିବ।
2
2
29
12,336
Zilla Parishad Nuapada retweeted
ବାତ୍ୟା ସମ୍ପର୍କିତ ଗୁଜବରୁ ସତର୍କ ରୁହନ୍ତୁ ✅ IMD, SRC ଓ ଜିଲ୍ଲା ପ୍ରଶାସନର ସରକାରୀ ସୂଚନା ଉପରେ ଭରସା କରନ୍ତୁ। 🚫 ଅଯାଞ୍ଚିତ ଖବର କିମ୍ବା ମିଥ୍ୟା ବାତ୍ୟା ପୂର୍ବାନୁମାନ ସେୟାର କରନ୍ତୁ ନାହିଁ। ⚖️ ମିଥ୍ୟା ବିପର୍ଯ୍ୟୟ ସତର୍କ ସୂଚନା ପ୍ରସାର କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ।
5
8
3,460
Zilla Parishad Nuapada retweeted
ସମ୍ଭାବ୍ୟ ବାତ୍ୟା ଓ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪×୭ ଜରୁରୀକାଳୀନ ହେଲ୍ପଲାଇନ୍‌ ନମ୍ବର ଜାରି କରାଯାଇଛି। ଜରୁରୀକାଳୀନ ସହାୟତା ପାଇଁ ନିଜ ଅଞ୍ଚଳର ହେଲ୍ପଲାଇନ୍‌ ନମ୍ବରରେ ଯୋଗାଯୋଗ କରନ୍ତୁ। @CMO_Odisha @IPR_Odisha @rdmodisha @SRC_Odisha
3
13
1,277
Amrut Sarovar Safai Abhiyan in Nuapada District A cleanliness drive was conducted in Nuapada district to promote cleanliness, protect water bodies and encourage community participation in the conservation of local water resources. #AmrutSarovar #SafaiAbhiyan #Nuapada #WaterConservation #Swachhata #Odisha @CMO_Odisha @RabiNaikBJP @DM_Nuapada @NAdministration @MoRD_GoI @mopr_goi
3
13
1,282
#SUPFreeNuapada 🚯 On 24 October 2026, eight dedicated District Swachhata Teams spearheaded the #SUPFreeNuapada campaign across all Blocks and NACs. #SwachhNuapada
1
2
5
265
These collective efforts reaffirm Nuapada’s unwavering commitment to environmental stewardship, community participation, responsible citizenship, and the vision of a cleaner, greener, and plastic-free future. 🌱
1
27
*Together for a Cleaner Nuapada, Together for a Sustainable Tomorrow!*
21
୨୪.୧୦.୨୦୨୬ରେ ନୂଆପଡ଼ା ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ନେତୃତ୍ୱରେ ଏକ ବ୍ୟାପକ ସ୍ୱଚ୍ଛତା ଅଭିଯାନ କୋମନା ବ୍ଲକ ଅଞ୍ଚଳରେ ଆୟୋଜିତ ହୋଇଥିଲା। #DistrictSwachhataDivas #SwachhNuapada #SUPFreeNuapada #SevaSankalpaAbhiyan
1
1
4
145
ବ୍ଲକ୍ ଓ ଗ୍ରାମପଞ୍ଚାୟତ ପ୍ରତିନିଧି ଓ କର୍ମଚାରୀଙ୍କ ସହ ଗ୍ରାମବାସୀଙ୍କ ସହଭାଗିତାରେ ୨୭୦ କି.ଗ୍ରା. ପ୍ଲାଷ୍ଟିକ ବର୍ଜ୍ୟ ସଫା କରାଯାଇଥିବା ବେଳେ ୧୨.୫ କି.ଗ୍ରା. ନିଷିଦ୍ଧ SUP ଜବତ ଏବଂ ୭,୫୦୦ ଟଙ୍କା ଜରିମାନା ଆଦାୟ କରାଯାଇଥିଲା।
1
32
ବଜାର ଅଞ୍ଚଳରେ ମଧ୍ୟ ନିୟମ ଅନୁପାଳନ ପାଇଁ ଯାଞ୍ଚ କରାଯାଇଥିଲା। ସ୍ୱଚ୍ଛତା ଓ ଜନ ସହଭାଗିତା ମାଧ୍ୟମରେ ଗଢ଼ି ଉଠୁ ସ୍ୱଚ୍ଛ, ସବୁଜ ନୂଆପଡ଼ା ।
26