Zilla Parishad Nuapada retweeted
ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍, ନୂଆପଡ଼ାଙ୍କ ନିର୍ଦ୍ଦେଶକ୍ରମେ, ବାତ୍ୟା ‘ଅର୍ଣ୍ଣବ’ ଏବଂ ପ୍ରବଳ ବର୍ଷା ଓ ପବନ ଆଶଙ୍କାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ସୁରକ୍ଷା ନିମନ୍ତେ ନୂଆପଡ଼ା ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସମେତ JNV, KV, EMRS ଓ OAV ଗୁଡ଼ିକ ୨୮ ଓ ୨୯ ଅକ୍ଟୋବର ୨୦୨୬ ରେ ବନ୍ଦ ରହିବ।
Zilla Parishad Nuapada retweeted
ବାତ୍ୟା ସମ୍ପର୍କିତ ଗୁଜବରୁ ସତର୍କ ରୁହନ୍ତୁ
✅ IMD, SRC ଓ ଜିଲ୍ଲା ପ୍ରଶାସନର ସରକାରୀ ସୂଚନା ଉପରେ ଭରସା କରନ୍ତୁ।
🚫 ଅଯାଞ୍ଚିତ ଖବର କିମ୍ବା ମିଥ୍ୟା ବାତ୍ୟା ପୂର୍ବାନୁମାନ ସେୟାର କରନ୍ତୁ ନାହିଁ।
⚖️ ମିଥ୍ୟା ବିପର୍ଯ୍ୟୟ ସତର୍କ ସୂଚନା ପ୍ରସାର କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ହୋଇପାରେ।
Zilla Parishad Nuapada retweeted
ସମ୍ଭାବ୍ୟ ବାତ୍ୟା ଓ ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ୨୪×୭ ଜରୁରୀକାଳୀନ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି। ଜରୁରୀକାଳୀନ ସହାୟତା ପାଇଁ ନିଜ ଅଞ୍ଚଳର ହେଲ୍ପଲାଇନ୍ ନମ୍ବରରେ ଯୋଗାଯୋଗ କରନ୍ତୁ।
@CMO_Odisha @IPR_Odisha @rdmodisha @SRC_Odisha
Zilla Parishad Nuapada retweeted
Amrut Sarovar Safai Abhiyan in Nuapada District
A cleanliness drive was conducted in Nuapada district to promote cleanliness, protect water bodies and encourage community participation in the conservation of local water resources.
#AmrutSarovar #SafaiAbhiyan #Nuapada #WaterConservation #Swachhata #Odisha @CMO_Odisha @RabiNaikBJP @DM_Nuapada @NAdministration @MoRD_GoI @mopr_goi
Zilla Parishad Nuapada retweeted
ନୂଆପଡ଼ା ଜିଲ୍ଲାପାଳ ଶ୍ରୀମତୀ ଅନ୍ୟା ଦାସ ଆଜି ଖଡ଼ିଆଳ ବ୍ଲକ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ କରିବା ସହ ଶିକ୍ଷା ଓ ସ୍ୱାସ୍ଥ୍ୟସେବାର ସମୀକ୍ଷା କରିଥିଲେ। ଏହି ଅବସରରେ ସେ ପଞ୍ଚାୟତ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଏବଂ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ।
Zilla Parishad Nuapada retweeted
Village Awareness Walkathon on SWM Rules, 2026 | Nuapada District
A village awareness walkathon on Solid Waste Management (SWM) Rules, 2026, was organised at Goijhar village under Agren Gram Panchayat of Komna Block, led by the CDO-cum-EO, Nuapada. The initiative aimed to sensitise villagers about proper waste management, waste segregation and the importance of maintaining clean, healthy and sustainable villages.
#SWM2026 #SolidWasteManagement #Swachhata #Nuapada #Komna #RuralDevelopment #Odisha
@CMO_Odisha @RabiNaikBJP @DM_Nuapada @NAdministration
Zilla Parishad Nuapada retweeted
ପରିବର୍ତ୍ତନର କାହାଣୀ – ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)
ନୂଆପଡ଼ା ଜିଲ୍ଲା ସାରାବଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଲାଞ୍ଜିମାର ଗ୍ରାମର ସଞ୍ଜୁ ସାହୁଙ୍କ ପରିବାର ପାଇଁ ଦିନେ ମାଟି ଘର ହିଁ ଥିଲା ଏକମାତ୍ର ଆଶ୍ରୟ। ବର୍ଷା ଓ ଝଡ଼ ଆସିଲେ ଘରର ସୁରକ୍ଷାକୁ ନେଇ ବଢ଼ୁଥିଲା ଚିନ୍ତା। ୧/୨
@CMO_Odisha @IPR_Odisha @PRDeptOdisha
Zilla Parishad Nuapada retweeted
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିବସ ଅବସରରେ ନୂଆପଡ଼ା ଜିଲ୍ଲାରେ‘ସେବା ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ନୂଆପଡ଼ା ସଦର ମହକୁମାସ୍ଥିତ ଶ୍ରୀ ହନୁମାନ ମନ୍ଦିର ପରିସରରେ ଜିଲ୍ଲାସ୍ତରୀୟ ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
#SHS2026 #SwachhataHiSeva2026
#Ashirwadkadiya
Zilla Parishad Nuapada retweeted
‘ସେବା ସଂକଳ୍ପ ଅଭିଯାନ-୨୦୨୬’ ଅନ୍ତର୍ଗତ ‘ଏକ ପେଡ୍ ମା’ କେ ନାମ୍ ୩.୦’ କାର୍ଯ୍ୟକ୍ରମ ଅବସରରେ ନୂଆପଡ଼ା ବ୍ଲକର ଡୁମେରପାଣି ଗ୍ରାମ ପଞ୍ଚାୟତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିl
@CMO_Odisha @IPR_Odisha @PRDeptOdisha @moefcc @ForestDeptt @WCDOdisha
Zilla Parishad Nuapada retweeted
ପରିବର୍ତ୍ତନର କାହାଣୀ
ନୂଆପଡ଼ା ଜିଲ୍ଲା ଦର୍ଲିମୁଣ୍ଡାରେ ଶାଳ ପତ୍ରର ଖଲିଦନା ତିଆରି କରୁଛନ୍ତି ପ୍ରାୟ ୩୦ଜଣ ଗ୍ରାମୀଣ ମହିଳା।ଜିଲ୍ଲାପାଳଙ୍କ ତତ୍ତ୍ୱାବଧାନ ଏବଂORMAS,ନୂଆପଡ଼ାର ସହଯୋଗରେ ସ୍ଥାପିତ ଏହି କେନ୍ଦ୍ର ଏକପଟେ ପରିବେଶ-ଅନୁକୂଳ ବିକଳ୍ପ ସୃଷ୍ଟି କରୁଥିବାବେଳେ,ଅନ୍ୟପଟେ ମହିଳାମାନଙ୍କ ପାଇଁ ସ୍ଥାୟୀ ଜୀବିକାର ସୁଯୋଗ ସୃଷ୍ଟି କରୁଛି
Zilla Parishad Nuapada retweeted
🌱 ପରିବର୍ତ୍ତନର କାହାଣୀ
ଓଡ଼ିଶା ସରକାରଙ୍କ ମିଶନ ଶକ୍ତି ବିଭାଗର ‘ଲକ୍ଷପତି ଦିଦି’ ଯୋଜନାର ସହାୟତାରେ ନୂଆପଡ଼ା ଜିଲ୍ଲା ଦର୍ଲିମୁଣ୍ଡା ପଞ୍ଚାୟତର କଳ୍ପଲତା ପ୍ରଧାନ ନିଜ ଜୀବିକାକୁ ସୁଦୃଢ଼ କରି ଆତ୍ମନିର୍ଭରତାର ନୂଆ ପରିଚୟ ଗଢ଼ିଛନ୍ତି। ତାଙ୍କ ସଫଳତାର କାହାଣୀ ଆଜି ଅନ୍ୟ ମହିଳାଙ୍କ ପାଇଁ ପାଲଟିଛି ପ୍ରେରଣା।
Zilla Parishad Nuapada retweeted
Today, PM-RH, Nuapada, visited Sunabeda GP along with the BPC (RH) and BFT to inspect the incomplete houses under PM-JANMAN and PMAY-G.
@CMO_Odisha @IPR_Odisha @PRDeptOdisha @NAdministration @DM_Nuapada
Zilla Parishad Nuapada retweeted
ପ୍ରକୃତିରୁ ରୋଜଗାର, ରୋଜଗାରରୁ ଆତ୍ମନିର୍ଭରତା।
ନୂଆପଡ଼ାର ଗଙ୍ଗା ପ୍ରଡୁସର ଗ୍ରୁପ୍ର ୩୦ ଜଣ ମହିଳା ଓରମାସ ସହଯୋଗରେ ଆଧୁନିକ ମେସିନ୍ ମାଧ୍ୟମରେ ପ୍ରସ୍ତୁତ କରୁଛନ୍ତି ପରିବେଶ ଅନୁକୂଳ ପତ୍ରର ଖଲିଦନା।
ଏହି ଉଦ୍ୟମର ଶୁଭ ଉଦ୍ଘାଟନ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ମନ୍ତ୍ରୀ ଶ୍ରୀ ରବି ନାରାୟଣ ନାଏକଙ୍କ ଦ୍ୱାରା କରାଯାଇଥିଲା।
ଏହି ପଦକ୍ଷେପ ଏକକ ବ୍ୟବହାର ପ୍ଲାଷ୍ଟିକ୍ ହ୍ରାସ ସହ ଗ୍ରାମୀଣ ମହିଳାଙ୍କ ପାଇଁ ଆୟର ନୂଆ ସୁଯୋଗ ସୃଷ୍ଟି କରୁଛି। ପରିବେଶ ସୁରକ୍ଷା, ମହିଳା ସଶକ୍ତିକରଣ ଓ ଗ୍ରାମୀଣ ଅର୍ଥନୀତିକୁ ଏକାସାଙ୍ଗରେ ସୁଦୃଢ଼ କରୁଛି ଏହି ଉଦ୍ୟମ।
ସ୍ଥାନୀୟ ବଜାର, ହୋଟେଲ ଏବଂ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମରେ ଏହି ଖଲିଦନା ବିକ୍ରି କରି ପ୍ରତ୍ୟେକ ମହିଳା ମାସିକ ପ୍ରାୟ ୨୦ରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଆୟ କରିପାରୁଛନ୍ତି।
ପ୍ରକୃତିରୁ ମିଳୁଥିବା ସମ୍ପଦକୁ ନେଇ ରୋଜଗାରର ରାସ୍ତା ଖୋଜିଥିବା ଏହି ମହିଳାଙ୍କ ପ୍ରୟାସ ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।
#ORMAS #WomenEmpowerment #RuralLivelihood #Nuapada #PlasticFree #Odisha
@ormas_odisha @CMO_Odisha @RabiNaikBJP @DM_Nuapada
Zilla Parishad Nuapada retweeted
ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିକ ଟିକସ ଆଦାୟ ଲକ୍ଷ ହାସଲ କରି ମାନ୍ୟବର ମୁଖ୍ୟମନ୍ତୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଙ୍କ ଠାରୁ ୦୨ କୋଟି ସମାନ୍ନଜନକ ପୁରସ୍କାର ରାଶି ଲାଭ କରିଛନ୍ତି ।
Zilla Parishad Nuapada retweeted
ନୂଆପଡ଼ା ସଦର ମହକୁମାସ୍ଥିତ ସଦ୍ଭାବନା ସଭାଗୃହରେ ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଳ ସିଂଙ୍କ ଅଧ୍ୟକ୍ଷତାରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ ମୋଟ ୧୧୯ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ଏଥିମଧ୍ୟରୁ ୮୯ଟି ବ୍ୟକ୍ତିଗତ, ୨୭ଟି ଗୋଷ୍ଠୀଗତ ଏବଂ ୩ଟି ରେଡ୍କ୍ରସ୍ ରହିଥିଲା।
Zilla Parishad Nuapada retweeted
ନୂଆପଡ଼ା ବ୍ଲକ ଅନ୍ତର୍ଗତ ଆମାନାରା ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ସଭାପତିତ୍ୱରେ ଗ୍ରାମ ପଞ୍ଚାୟତସ୍ତରୀୟ ପ୍ରବାସୀ ଶ୍ରମିକ ନିରାକରଣ ସଚେତନତା ଶିବିର ସହ ବିଭିନ୍ନ ଜନକଲ୍ୟାଣମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
@CMO_Odisha @IPR_Odisha @PRDeptOdisha @LESIOdisha @LabourOdisha @WCDOdisha
Zilla Parishad Nuapada retweeted
“GHAR GHAR TRIRANGA – 2026” & "TRIRANGA YATRA" was successfully organised by NAC, Khariar Road.
Zilla Parishad Nuapada retweeted
Awareness drive Aingata Sufai Surakshit Safei at NAC KHARIAR ROAD #SafeCleaning #GarimaScheme #NoManualScavenging #ULBInitiative #CommunityAwareness
Zilla Parishad Nuapada retweeted
From Homemaker to Swachhata Champion !
Determination can transform lives and communities. Ms. Kuntala Bag of Karangamal GP, Boden Block, Nuapada, has emerged as a true Swachhata Champion through her unwavering commitment to waste segregation and door-to-door waste collection. Despite limited resources, she used her own bicycle for waste collection and even stored segregated dry waste at her residence, ensuring that it reached the Material Recovery Facility (MRF). Her inspiring efforts have strengthened cleanliness, promoted source segregation, and encouraged community participation in building a cleaner and healthier village.
Every small step towards cleanliness creates a lasting impact.
#SwachhBharatMission #SBMG #SwachhataChampion #WasteSegregation #WomenEmpowerment #CommunityLeadership #Nuapada #Odisha #PRDWOdisha
@CMO_Odisha
@RabiNaikBJP
@swachhbharat
@DM_Nuapada

























































