
Official Handle of Notified Area Council #Make It Happen || E-mail- [email protected]
Chikiti, India
Joined August 2017
- Tweets399
- Following140
- Followers1.2K
- Likes509
NAC Chikiti retweeted
#OdishaOnTheMove
At today’s curtain raiser, Odisha outlined its preparations for #UMI2026 & the 2nd National Urban Conclave—showcasing cleaner mobility, urban initiatives and vibrant heritage for inclusive, liveable cities.
📅 23–25 October 2026
NAC Chikiti retweeted
#Odisha welcomes the future of urban mobility!
Bhubaneswar hosts the 19th Urban Mobility India Conference & Expo on 23–24 October 2026, bringing minds together to shape connected, accessible and sustainable cities in the digital age.
#UMI2026 #OdishaOnTheMove
NAC Chikiti retweeted
Where visionaries meet innovators, cities move forward.
Bhubaneswar welcomes #UMI2026 & the 2nd National Urban Conclave, 23–25 October, bringing ideas and innovation together for connected, inclusive and sustainable cities.
India Moves. Odisha Leads.
NAC Chikiti retweeted
ଗାଁ ତ ରେଡି ହୋଇଗଲା, ଏବେ ସହର କାହିଁକି ପଛରେ ରହିବ? 🔥
ସ୍ୱଚ୍ଛତା ବିନା ଆମ ‘ଗଞ୍ଜାମ Pride’ ଅଧୁରା। ଆସନ୍ତୁ, ଆମ ଜିଲ୍ଲାର ସମସ୍ତ ଗାଁ ଆଉ ସହରକୁ ପ୍ଲାଷ୍ଟିକ୍-ଫ୍ରି କରି ସାରା ଭାରତବର୍ଷରେ ଆମ ଗଞ୍ଜାମକୁ ଶ୍ରେଷ୍ଠ ଜିଲ୍ଲାର ମାନ୍ୟତା ଦେବା!
-ପ୍ରତି ମଙ୍ଗଳବାର: ବୃହତ ସ୍ୱଚ୍ଛତା ଡ୍ରାଇଭ୍ ଏବେ ସାରା ଜିଲ୍ଲାରେ (ଗାଁ + ସହର)।
-ଆମର ସଂକଳ୍ପ: ସ୍ୱେଚ୍ଛାକୃତ ଶ୍ରମଦାନ, ଉତ୍ସରୁ ଓଦା-ଶୁଖିଲା ଆବର୍ଜନା ପୃଥକୀକରଣ ଏବଂ ଲେଗାସି ୱେଷ୍ଟ୍ର ସଫେଇ।
@CMO_Odisha
@IPR_Odisha
NAC Chikiti retweeted
ଗଞ୍ଜାମ ଜିଲ୍ଲାରେ ଆସନ୍ତା ଜନଗଣନା – ୨୦୨୭ କାର୍ଯ୍ୟକୁ ସୁଚାରୁ ଓ ସଫଳ ଭାବେ ପରିଚାଳନା କରିବା ପାଇଁ କ୍ଷେତ୍ର ପ୍ରଶିକ୍ଷକମାନଙ୍କୁ ଆବଶ୍ୟକ ଦିଗଦର୍ଶନ ଓ ପ୍ରଶିକ୍ଷଣ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
@CMO_Odisha
@IPR_Odisha
@OdishaCeo
NAC Chikiti retweeted
Glimpses from the launch of the Mukhyamantri Kanya Bibaha Yojana by Hon’ble CM Shri @MohanMOdisha near the sacred Tara Tarini Peeth in Ganjam district.
NAC Chikiti retweeted
ସମୃଦ୍ଧ ଓଡ଼ିଶାରେ ପ୍ରତ୍ୟେକ କନ୍ୟା ଶିକ୍ଷିତ ହେବା ଉଚିତ ଏବଂ ପ୍ରତ୍ୟେକ ମହିଳା ସୁରକ୍ଷିତ ହେବା ଉଚିତ ଏବଂ ପ୍ରତ୍ୟକ ପରିବାର ସ୍ୱାଭିମାନର ସହିତ ବଞ୍ଚିବା ଉଚିତ । "ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା" ର ଶୁଭାରମ୍ଭ କରାଯାଇ ୨୦୧ ଜଣ କନ୍ୟାଙ୍କ ଶୁଭ ବିବାହ ସମ୍ପନ୍ନ ହୋଇଛି । ଆମ ସରକାରଙ୍କ ଲକ୍ଷ୍ୟ ହେଉଛି ଏପରି ଏକ ଓଡ଼ିଶା ଗଢିବା ଯେଉଁଠି କୌଣସି କନ୍ୟା ଆର୍ଥିକ ଦୁର୍ବଳତା କିମ୍ବା ସାମାଜିକ ଚାପ ହେତୁ ବିବାହର ପ୍ରାପ୍ତ ବୟସ ପୂର୍ବରୁ ବିବାହ କରିବାକୁ ବାଧ୍ୟ ହେବେ ନାହିଁ ।
#MukhyamantriKanyaVivahYojana #GirlsMarriageSupport #Empowering #SupportTheBride #womenwelfarescheme #supportwidowmarriage #Odisha
NAC Chikiti retweeted
ଆର୍ଥିକ ଦୁର୍ବଳ ଶ୍ରେଣୀର ପରିବାରଙ୍କ ଉପରେ ବିବାହର ଆର୍ଥିକ ଭାର ଲାଘବ କରିବା ସହିତ ମହିଳାଙ୍କ ସମ୍ମାନ, ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha 'ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା'ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ସମାଜକୁ ଏକ ନୂତନ ବାର୍ତ୍ତା ଦେବ ଯେ, ଝିଅମାନେ ପିତାମାତାଙ୍କ ପାଇଁ ବୋଝ ନୁହନ୍ତି, ସେମାନେ ହେଉଛନ୍ତି ଭଗବାନଙ୍କ ଆଶୀର୍ବାଦ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି।
NAC Chikiti retweeted
Hon’ble CM Shri @MohanMOdisha launched the Mukhyamantri Kanya Bibaha Yojana, reaffirming the Government’s commitment to reducing the financial burden of marriage on economically weaker families. The scheme provides marriage assistance to eligible brides, promotes dignity and social security for women, and strengthens efforts against the dowry system.
NAC Chikiti retweeted
ମୁଖ୍ୟମନ୍ତ୍ରୀର ପଦବୀ ମୋତେ ଦାୟିତ୍ୱ ଦିଏ, କିନ୍ତୁ ଆପଣମାନଙ୍କ ଭଲପାଇବା ମୋତେ ପରିବାରର ଅନୁଭବ ଦିଏ ।
ଆଜି ମା’ ତାରାତାରିଣୀଙ୍କ ପବିତ୍ର ପୀଠରେ ମୁଁ ଜଣେ ମୁଖ୍ୟମନ୍ତ୍ରୀ ଭାବେ ନୁହେଁ, ବରଂ ଜଣେ ପିତା ଓ ଭାଇର କର୍ତ୍ତବ୍ୟ ଓ ସ୍ନେହ ନେଇ ଉପସ୍ଥିତ ଥିଲି। ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ କରିବା ସହ ଯେତେବେଳେ ନବବିବାହିତ ଦମ୍ପତିଙ୍କୁ ଆଶୀର୍ବାଦ ଦେଲି, ସେମାନଙ୍କ ଆଖିର ଭରସା ଓ ମୁହଁର ହସ ମୋ ହୃଦୟକୁ ଏକ ଅପୂର୍ବ ଆତ୍ମସନ୍ତୋଷରେ ଭରି ଦେଇଥିଲା । ଜଣେ ଝିଅ ଯେତେବେଳେ ନୂଆ ସଂସାର ଗଢ଼ିବାକୁ ପାଦ ବଢ଼ାଏ, ଜଣେ ପିତା ବା ଭାଇର ମନରେ ଯେଉଁ ଆନନ୍ଦ ଓ ଆତ୍ମୀୟତା ଥାଏ, ଆଜି ମୁଁ ଠିକ୍ ସେହିଭଳି ଅନୁଭବ କରୁଥିଲି।
NAC Chikiti retweeted
ମହିଳା ସଶକ୍ତିକରଣ ଆମ ସରକାରର ମୁଖ୍ୟ ସଂକଳ୍ପ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଦୂରଦର୍ଶୀ ମାର୍ଗଦର୍ଶନରେ ‘ସୁଭଦ୍ରା ଯୋଜନା’ ପରେ ଏହି ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ଆମ ରାଜ୍ୟର ମା’ ଓ ଭଉଣୀମାନଙ୍କ ପାଇଁ ଏକ ସୁରକ୍ଷା କବଚ ଭାବେ କାର୍ଯ୍ୟ କରିବା ସହ କନ୍ୟା ସନ୍ତାନଙ୍କ ପ୍ରତି ସମାଜରେ ଏକ ସମ୍ମାନଜନକ ଦୃଷ୍ଟିକୋଣ ସୃଷ୍ଟି କରିବାରେ ବଡ଼ ଭୂମିକା ଗ୍ରହଣ କରିବ।ଏହି ଯୋଜନା ଅଧୀନରେ ଯୋଗ୍ୟ କନ୍ୟାମାନଙ୍କୁ ₹୬୦,୦୦୦ ର ସହାୟତା ପ୍ରଦାନ କରାଯାଉଛି। ଆମେ ‘ଭିଜନ ଓଡ଼ିଶା-୨୦୩୬’ କୁ ଲକ୍ଷ୍ୟ ରଖି ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଢ଼ିବା ଦିଗରେ ନିରନ୍ତର କାର୍ଯ୍ୟ କରୁଛୁ, ଯେଉଁଠି ପ୍ରତ୍ୟେକ କନ୍ୟା ଶିକ୍ଷିତ, ସୁରକ୍ଷିତ ଏବଂ ସ୍ୱାବଲମ୍ବୀ ହେବେ। ସମସ୍ତ ନବଦମ୍ପତିଙ୍କ ଆଗାମୀ ଜୀବନ ସୁଖମୟ ଓ ମଙ୍ଗଳମୟ ହେଉ।
#MukhyamantriKanyaVivahYojana #GirlsMarriageSupport #Empowering #SupportTheBride #womenwelfarescheme #supportwidowmarriage #Odisha
NAC Chikiti retweeted
ଓଡ଼ିଶାର ମହିଳାମାନଙ୍କୁ ଏକ ସମ୍ମାନଜନକ ଜୀବନ ପ୍ରଦାନ କରିବା ଆମ ସରକାରଙ୍କ ପ୍ରମୁଖ ସଂକଳ୍ପ। ଏହି କ୍ରମରେ ଆଜି ମା’ ତାରାତାରିଣୀଙ୍କ ପବିତ୍ର ପୀଠରୁ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ଶୁଭାରମ୍ଭ କଲି । ଆଜି ମୁଁ ଏଠାକୁ କେବଳ ମୁଖ୍ୟମନ୍ତ୍ରୀ ଭାବେ ନୁହେଁ, ବରଂ ଜଣେ ପିତା ଓ ଭାଇ ଭାବରେ ନବବିବାହିତ ଦମ୍ପତିଙ୍କୁ ଆଶୀର୍ବାଦ ଦେବାକୁ ଆସିଥିଲି । ବିଶେଷ କରି ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଓ ଅନୁସୂଚିତ ଜାତି-ଜନଜାତି ପରିବାରର ପିତାମାତାଙ୍କ ପାଇଁ କନ୍ୟା ବିବାହ ଯେପରି ସମସ୍ୟା ହୋଇ ରହିବ ନାହିଁ, ସେଥିପାଇଁ ଏହି ଯୋଜନା ଆର୍ଥିକ ସହାୟତାର ଏକ ସୁଦୃଢ଼ ମାଧ୍ୟମ ସାଜିବ।
#MukhyamantriKanyaVivahYojana #GirlsMarriageSupport #Empowering #SupportTheBride #womenwelfarescheme #supportwidowmarriage #Odisha
NAC Chikiti retweeted
Where love meets longing.
Iconic voice. Cinematic emotion. Music born for the big screen.
@BPraak | Live
27th January 2026
Gopalpur Beach Festival 2026
NAC Chikiti retweeted
Where melody meets mystique.
Sufi soul. Timeless sound. Unfiltered emotion.
@Kailashkher | Live
30th January 2026
Gopalpur Beach Festival 2026
NAC Chikiti retweeted
ଗୋପାଳପୁର ବେଳାଭୂମି ମହୋତ୍ସବ–୨୦୨୬ ସମ୍ପର୍କିତ ସମସ୍ତ ସୂଚନା ପାଇଁ ପୋଷ୍ଟରରେ ଉଲ୍ଲେଖିତ QR କୋଡ୍ ସ୍କାନ୍ କରି ଆଧିକାରିକ ହ୍ୟାଣ୍ଡଲ୍ସ ସହ ସଂଯୁକ୍ତ ହୋଇପାରିବେ।
@gopalpurfest
@Culturedeptt
NAC Chikiti retweeted
ଗୋପାଳପୁର ବେଳାଭୂମି ମହୋତ୍ସବ–୨୦୨୬ ଅବସରରେ ୨୫ ଜାନୁଆରୀ ୨୦୨୬ ତାରିଖରେ ଗୋପାଳପୁରଠାରେ “୧୦ କି.ମି. ମାରାଥନ” ଆୟୋଜନ କରାଯାଉଛି। ଏହି ମାରାଥନ ପ୍ରତିଯୋଗିତା ପାଇଁ ଇଚ୍ଛୁକ ପ୍ରତିଯୋଗୀମାନେ QR କୋଡ୍ ମାଧ୍ୟମରେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ନିଜ ନାମ ପଞ୍ଜୀକରଣ କରିପାରିବେ।
@gopalpurfest
NAC Chikiti retweeted
⚠️ #CycloneMontha Emergency ⚠️
24x7 Helpline numbers of all Blocks & ULBs in Ganjam are active for immediate assistance. For any emergency, contact DEOC: 06811-263978 / 1077.
Check the attached list for your Block/ULB helpline.
Please stay alert & follow official updates.
NAC Chikiti retweeted
ଗୃହନିର୍ମାଣ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ, ଭାରତ ସରକାରଙ୍କ ଦ୍ୱାରା ଆୟୋଜିତ ସ୍ୱଚ୍ଛ ସର୍ବେକ୍ଷଣ 2024ରେ ଉତ୍ତମ ପରିମଳ ସେବା ଯୋଗାଇଦେବା ସହ ସ୍ୱଛତା ମାନ ବଜାୟ ରଖିଥିବା ହେତୁ @nac_aska1, @Nac_Chikiti ଏବଂ @bmcbbsr ପୁରସ୍କୃତ ହୋଇଥିଲେ | ଏହି ସ୍ୱାୟତ୍ତ ଶାସନ ସଂସ୍ଥା ଗୁଡ଼ିକୁ ଆଜିର ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ସମାରୋହରେ 2 କୋଟି ଲେଖାଏଁ ଆର୍ଥିକ ପ୍ରୋତ୍ସାହନ ରାଶି ଏବଂ ପ୍ରଶଂସା ପତ୍ର ପ୍ରଦାନ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ |
@CMO_Odisha @IPR_Odisha @dr_kcmahapatra @SecyChief @DC_Odisha @ushapadhee1996
NAC Chikiti retweeted
ପୌରସଂସ୍ଥା ଦ୍ବାରା ସ୍ବୀକୃତ ଏବଂ ତାଲିମପ୍ରାପ୍ତ ପ୍ରମୁଖ ପରିମଳ କର୍ମଚାରୀଙ୍କ ସହାୟତାରେ ସେପ୍ଟିକ୍ ଟାଙ୍କି ସଫେଇ ଅଟେ ଆଇନଗତ ସଫେଇ। ଏଣୁ ୧୪୪୨୦ ନମ୍ବରକୁ କଲ୍ କରନ୍ତୁ ଏବଂ ସୁରକ୍ଷିତ ସଫେଇ ସାଙ୍ଗକୁ ପରିମଳ କର୍ମଚାରୀଙ୍କ ସମ୍ମାନ ଓ ସୁରକ୍ଷାକୁ ସୁନିଶ୍ଚିତ କରନ୍ତୁ।
#AaaingataSafeiSurakhitaSafei #ଆଇନଗତସଫେଇସୁରକ୍ଷିତସଫେଇ #SafetyInSepticTankCleaning #Garima
@CMO_Odisha @IPR_Odisha @dr_kcmahapatra @SecyChief @DC_Odisha @ushapadhee1996 @MoHUA_India @SwachhBharatGov
NAC Chikiti retweeted
ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟସ୍ତରୀୟ 'ବିକାଶ ବାହନ' ଯାତ୍ରାର ଶୁଭାରମ୍ଭ କରିଛନ୍ତି । ଅନୁରୂପ ଭାବେ ରାଜ୍ୟର ସମସ୍ତ ପୌରାଞ୍ଚଳ ଗୁଡ଼ିକରେ ମଧ୍ୟ ଏହି 'ବିକାଶ ବାହନ'ର ଶୁଭାରମ୍ଭ କରାଯାଇଛି । ବିଭିନ୍ନ ଜନପ୍ରତିନିଧି ଏବଂ ପୌରସଂସ୍ଥା ଅଧିକାରୀଙ୍କ ଉପସ୍ଥିତିରେ ଏହି ସଚେତନତା ବାହନର ଶୁଭାରମ୍ଭ ହୋଇଛି । ବିଭାଗର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ବିଷୟରେ ଲୋକଙ୍କୁ ସୂଚିତ କରିବା ଏବଂ ଯୋଡ଼ିବା ଦିଗରେରେ ଏହି 'ବିକାଶ ବାହନ' ସହାୟକ ହେବ |
#ଲୋକଙ୍କସରକାର
#BarshaEkUpalabdhiAnek






































