Team ATA Official (@OfficialTeamATA) header
Team ATA Official (@OfficialTeamATA) profile picture

This is the official Twitter handle of Association of Twitter Activists - ATA. A bridge between ruled and ruler...

Orissa, India
Joined August 2022
Photo by Team ATA Official (@OfficialTeamATA)Photo by Team ATA Official (@OfficialTeamATA)Photo by Team ATA Official (@OfficialTeamATA)Photo by Team ATA Official (@OfficialTeamATA)Photo by Team ATA Official (@OfficialTeamATA)Photo by Team ATA Official (@OfficialTeamATA)Photo by Team ATA Official (@OfficialTeamATA)Photo by Team ATA Official (@OfficialTeamATA)Photo by Team ATA Official (@OfficialTeamATA)Photo by Team ATA Official (@OfficialTeamATA)
ଆମର ପ୍ରଥମ ବାର୍ଷିକ ଉତ୍ସବରେ ମାନନୀୟ ଜିଲ୍ଲାପାଳ ଶ୍ରୀଯୁକ୍ତ ସମର୍ଥ ବର୍ମା ମହୋଦୟ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆମ୍ଭ ମାନଙ୍କର ଉତ୍ସାହ ବଢାଇଥିଲେ। ଯାହା ଆମପାଇଁ ପ୍ରେରଣାର ଉତ୍ସ ଥିଲା। ବହୁତ ବହୁତ ଧନ୍ୟବାଦ @samarth_verma Sir @SecyChief @PradeepJenaIAS @Puri_Official @IASassociation @MoSarkar5T @CMO_Odisha
31
58
2
346
ଉଜ୍ବଳ ଶ୍ରୀକ୍ଷେତ୍ର ପୁରୀ ସହରର ପୋଲିସ ଲାଇନ ମାଛ ମାର୍କେଟ ଠାରୁ ପଣ୍ଡା ଇଲେକ୍ଟ୍ରୋନିକ୍ସ ଦୋକାନ ପର୍ଯ୍ୟନ୍ତ 8 ଟି ଖୁଣ୍ଟିର ଲାଇଟ ଆଜକୁ 15 ଦିନ ହେବ ଜଳୁନାହିଁ। ଯାହା ଫଳରେ ଏହିଅଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧାରରେ ରହୁଅଛି। ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ ଏଥିପ୍ରତି ଧ୍ୟାନ ଦିଅନ୍ତୁ @puriulb @CMO_Odisha @SPPuri1 @ushapadhee1996
1
1
6
265
ଉଜ୍ବଳ ଶ୍ରୀକ୍ଷେତ୍ର ପୁରୀ ସହରର ପେଣ୍ଠକଟା ଧୋବାଖାଲ ହରଚଣ୍ଡୀ ବସ୍ତି ବାସନ୍ତୀ ବେହେରାଙ୍କ ଘରସାମ୍ନା ଏହିଖୁଣ୍ଟିର ଲାଇଟ ଆଜକୁ ଚାରିମାସ ହେବ ଜଳୁନାହିଁ। ଯାହାଫଳରେ ଏହିଅଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧାରରେ ରହୁଅଛି। ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ ଏଥିପ୍ରତି ଧ୍ୟାନଦିଅନ୍ତୁ @puriulb @CMO_Odisha @SPPuri1 @ushapadhee1996 @dm_puri
1
1
3
230
ଉଜ୍ବଳ ଶ୍ରୀକ୍ଷେତ୍ର ପୁରୀ ସହରର ପେଣ୍ଠକଟା ଧୋବାଖାଲ ହରଚଣ୍ଡୀ ବସ୍ତି ମମତା ରାଉତଙ୍କ ଘର ସାମ୍ନା ଏହି ଖୁଣ୍ଟିର ଲାଇଟ ଆଜକୁ ଚାରିମାସ ହେବ ଜଳୁନାହିଁ। ଯାହାଫଳରେ ଏହିଅଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧାରରେ ରହୁଅଛି। ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ ଏଥିପ୍ରତି ଧ୍ୟାନ ଦିଅନ୍ତୁ। @puriulb @CMO_Odisha @SPPuri1 @ushapadhee1996 @dm_puri
1
1
4
264
ଉଜ୍ବଳ ଶ୍ରୀକ୍ଷେତ୍ର ପୁରୀ ସହରର ପେଣ୍ଠକଟା ଧୋବାଖାଲ ହରଚଣ୍ଡୀ ବସ୍ତି ଶକୁନ୍ତଳା ବେହେରାଙ୍କ ଘର ସାମ୍ନା ଏହି ଖୁଣ୍ଟିର ଲାଇଟ ଆଜକୁ ଚାରିମାସ ହେବ ଜଳୁନାହିଁ। ଯାହାଫଳରେ ଏହିଅଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧାରରେ ରହୁଅଛି। ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ ଏଥିପ୍ରତି ଧ୍ୟାନ ଦିଅନ୍ତୁ। @puriulb @CMO_Odisha @SPPuri1 @ushapadhee1996
1
1
231
ଉଜ୍ବଳ ଶ୍ରୀକ୍ଷେତ୍ର ପୁରୀ ସହରର ବାଲିସାହି ବାରାହୀ ଲେନ ବରାହୀ ମନ୍ଦିର ସାମ୍ନା ଏହି ଖୁଣ୍ଟିର ଲାଇଟ ଆଜକୁ 15 ଦିନ ହେବ ଜଳୁନାହିଁ। ଯାହାଫଳରେ ଏହିଅଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧାରରେ ରହୁଅଛି। ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ ଏଥିପ୍ରତି ଧ୍ୟାନ ଦିଅନ୍ତୁ। @puriulb @dm_puri @CMO_Odisha @SPPuri1 @ushapadhee1996 @HUDDeptOdisha
1
2
6
230
ଉଜ୍ବଳ ଶ୍ରୀକ୍ଷେତ୍ର ପୁରୀ ସହରର ବାଲିସାହି ବାରାହୀ ଲେନ ଧାନକୁଟି ସାହିର ଏହି ଖୁଣ୍ଟିର ଲାଇଟ ଆଜକୁ ଏକମାସ ହେବ ଜଳୁନାହିଁ। ଯାହାଫଳରେ ଏହିଅଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧାରରେ ରହୁଅଛି। ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ ଏଥିପ୍ରତି ତୁରନ୍ତ ଧ୍ୟାନ ଦିଅନ୍ତୁ। @puriulb @dm_puri @CMO_Odisha @SPPuri1 @ushapadhee1996 @HUDDeptOdisha
1
1
5
166
Team ATA Official retweeted
ମାନନୀୟ @dm_puri @puriulb ମହୋଦୟ ଦୃଷ୍ଟି ଦେବାପାଇଁ ବିନମ୍ର ଅନୁରୋଧ।
1
4
40
ଉଜ୍ବଳ ଶ୍ରୀକ୍ଷେତ୍ର ପୁରୀ ଶ୍ରୀମନ୍ଦିର ସାମ୍ନା ଦୋଳମଣ୍ଡପ ସାହି ଜଗାବଳିଆ ଲଜ ପାଖ ଖୁଣ୍ଟିର ଏହି ଲାଇଟ ଆଜକୁ ଚାରି ମାସ ହେବ ଜଳୁନାହିଁ। ଯାହାଫଳରେ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧାରରେ ରହୁଅଛି। ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ ଏଥିପ୍ରତି ତୁରନ୍ତ ଧ୍ୟାନଦିଅନ୍ତୁ। @puriulb @dm_puri @HUDDeptOdisha @CMO_Odisha @ushapadhee1996
2
7
1
19
524
Team ATA Official retweeted
ଗଞ୍ଜାମବାସୀଙ୍କର ଦୁର୍ଦ୍ଦଶା ପାଇଁ ଦାୟୀ କିଏ ? #Ganjam #OdishaFloods #ଗଞ୍ଜାମ #ଓଡ଼ିଶା
262
163
11
872
11,109
ଉଜ୍ବଳ ଶ୍ରୀକ୍ଷେତ୍ର ପୁରୀ ସହରର ଅର୍ବାନ ହାଟ ସାମ୍ନା ତିନୋଟି ଖୁଣ୍ଟିର ଲାଇଟ ଆଜକୁ ଏକମାସ ହେବ ଜଳୁନାହିଁ। ଯାହାଫଳରେ ଏହିଅଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧାରରେ ରହୁଅଛି। ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ ଏଥିପ୍ରତି ତୁରନ୍ତ ଧ୍ୟାନଦିଅନ୍ତୁ @puriulb @dm_puri @CMO_Odisha @SPPuri1 @ushapadhee1996 @HUDDeptOdisha @GovernorOdisha
1
4
7
240
ଉଜ୍ବଳ ଶ୍ରୀକ୍ଷେତ୍ର ପୁରୀ ସହରର ବଳିଆପଣ୍ଡା ଈଶ୍ୱରପନ୍ଥୀ ଆଶ୍ରମ ଗୌରାଙ୍ଗ କଲୋନୀ ଲେନ 2ର ଦୁଇଟି ଖୁଣ୍ଟିର ଲାଇଟ ଆଜକୁ ଏକମାସ ହେବ ଜଳୁନାହିଁ। ଯାହାଫଳରେ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧାରରେ ରହୁଅଛି। ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ ଏଥିପ୍ରତି ତୁରନ୍ତ ଧ୍ୟାନଦିଅନ୍ତୁ। @puriulb @dm_puri @CMO_Odisha @SPPuri1 @ushapadhee1996
3
5
10
210
ଉଜ୍ବଳ ଶ୍ରୀକ୍ଷେତ୍ର ପୁରୀ ସହରର ଇନ୍ଦିରା ମାର୍ଗ କଲୋନୀ ଜୟ ଜଗନ୍ନାଥ ଷ୍ଟୋର ସାମ୍ନା ଖୁଣ୍ଟିର ଲାଇଟ ଆଜକୁ ଏକ ମାସ ହେବ ଜଳୁନାହିଁ। ଯାହାଫଳରେ ଏହି ଅଞ୍ଚଳ ସମ୍ପୂର୍ଣ୍ଣ ଅନ୍ଧାରରେ ରହୁଅଛି। ବିଭାଗୀୟ ଅଧିକାରୀଙ୍କୁ ଅନୁରୋଧ ଏଥିପ୍ରତି ତୁରନ୍ତ ଧ୍ୟାନ ଦିଅନ୍ତୁ। @puriulb @dm_puri @CMO_Odisha @SPPuri1 @ushapadhee1996
3
6
11
256