Odisha Rural retweeted
ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ @narendramodi ଜୀଙ୍କ ମାର୍ଗଦର୍ଶନରେ ଓଡ଼ିଶାର ବିକାଶ ଯାତ୍ରା ଆଜି ଏକ ନୂଆ ଶିଖରରେ ପହଞ୍ଚିଛି। ରାଜ୍ୟର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱିତ ପ୍ରୟାସ ଓଡ଼ିଶା ପାଇଁ ଅନେକ ନୂଆ ସମ୍ଭାବନାର ଦ୍ୱାର ଖୋଲିଛି ।
ଆଜି ଆମ ପ୍ରିୟ ପ୍ରଧାନମନ୍ତ୍ରୀ ପୁଣିଥରେ ଓଡ଼ିଶା ମାଟିକୁ ଆସୁଛନ୍ତି। ଏହି ଗସ୍ତ ରାଜ୍ୟର ବିକାଶ ଯାତ୍ରାକୁ ନୂଆ ଊର୍ଜା ପ୍ରଦାନ କରିବା ସହ ‘ସମୃଦ୍ଧ ଓଡ଼ିଶା’ ଓ ‘ବିକଶିତ ଭାରତ’ ଗଠନର ସଂକଳ୍ପକୁ ଆହୁରି ସୁଦୃଢ଼ କରିବ। ଓଡ଼ିଶା ମାଟିକୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ହାର୍ଦ୍ଦିକ ସ୍ୱାଗତ ଓ ଅଭିନନ୍ଦନ ।
Under the visionary leadership of Hon’ble Prime Minister Shri @narendramodi Ji, Odisha’s development journey is gaining new momentum. His visit today will further strengthen our commitment to building a Samruddha Odisha and a Viksit Bharat.
A heartfelt welcome to our beloved Prime Minister to the land of Odisha.
#ModiAsuchanti
ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’ ଏବଂ ପ୍ରବଳ ବର୍ଷାର ଆଶଙ୍କାକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଆୟୁକ୍ତ-ତଥା-ଶାସନ ସଚିବ କ୍ଷେତ୍ରସ୍ତରୀୟ ଅଧିକାରୀମାନଙ୍କ ସହ ଏକ ଅନଲାଇନ୍ ବୈଠକ କରି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। (1/3)
ଟାଇଲେଇପୋଷୀ–ବୁଢ଼ାପାଳ ରାସ୍ତାରେ ଟିକିରା ନାଳା ଉପରେ ନିର୍ମାଣାଧୀନ ସେତୁର (ପ୍ୟାକେଜ୍ OR-08-JNM-01 ଓ OR-08-JNM-04) ନିରୀକ୍ଷଣ ଗ୍ରାମ୍ୟ ନିର୍ମାଣ ସର୍କଲ, ସମ୍ବଲପୁରର ମୁଖ୍ୟ ନିର୍ମାଣ ଯନ୍ତ୍ରୀ (CCE)ଙ୍କ ଦ୍ୱାରା କରାଯାଇ, ନିର୍ଦ୍ଧାରିତ ସମୟରେ ସମାପ୍ତ କରିବାକୁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି ।
ମୁଖ୍ୟ ନିର୍ମାଣ ଯନ୍ତ୍ରୀ, ଗ୍ରାମ୍ୟ ନିର୍ମାଣ ସର୍କଲ ରାୟଗଡଙ୍କ ଦ୍ୱାରା ମାଲକାନଗିରି ଜିଲ୍ଲାର ସେତୁ ବନ୍ଧନ ଯୋଜନାରେ ୨୦୨୩-୨୪ ଅଧୀନରେ ନେରେଡୁପଲ୍ଲୀ–କୋରୁକୋଣ୍ଡା ରାସ୍ତାର ପାଲାନକରାଇ ନଦୀ ଉପରେ ନିର୍ମାଣାଧୀନ ଉଚ୍ଚସ୍ତରୀୟ ସେତୁ (H.L. Bridge) କାର୍ଯ୍ୟର ଯାଞ୍ଚ କରାଯାଇଥିଲା। (୧/୩)
ଏହି ସେତୁରେ ୩୨.୦୪୦ ମିଟର ବିଶିଷ୍ଟ ୪ଟି ସ୍ପାନ୍ ରହିଛି ଏବଂ ଏହାର ଭିତ୍ତିଭୂମି ୱେଲ୍ ଫାଉଣ୍ଡେସନ୍ ପଦ୍ଧତିରେ ନିର୍ମିତ ହେଉଛି। ଯାଞ୍ଚ ସମୟରେ ସମ୍ପୃକ୍ତ ଉପଖଣ୍ଡ ଅଧିକାରୀ, କନିଷ୍ଠ ଯନ୍ତ୍ରୀ, ଠିକାସଂସ୍ଥାର ପ୍ରତିନିଧି ଏବଂ ନେରେଡୁପଲ୍ଲୀ ଗ୍ରାମବାସୀ ଉପସ୍ଥିତ ଥିଲେ। (୨/୩)
ପବିତ୍ର ଗାନ୍ଧୀ ଜୟନ୍ତୀ ଅବସରରେ ୨ ଅକ୍ଟୋବର ୨୦୨୬ ତାରିଖରେ ବଡ଼ଚଣାର ମାନ୍ୟବର ବିଧାୟକ ଛତିିଆଠାରେ ସଫେଇନାଳ ଉପରେ NH-୫ (ବର୍ତ୍ତମାନ NH-୧୬) ଠାରୁ ସପନପୁରକୁ ସଂଯୋଗ କରୁଥିବା ସେତୁ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି।
ମାନ୍ୟବର ମନ୍ତ୍ରୀ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ଏବଂ ଶ୍ରମ ଓ ଇଏସ୍ଆଇ ବିଭାଗ, ଓଡ଼ିଶା ସରକାର, ଇଞ୍ଜିନିୟର ଗଣେଶ ରାମସିଂହ ଖୁଣ୍ଟିଆଙ୍କ ଦ୍ୱାରା MMSY – Existing RD ରାସ୍ତାର ଉନ୍ନତିକରଣ ଯୋଜନା ଅନ୍ତର୍ଗତ “NH-49 ଜଶିପୁର–ସୁଆନପାଳ ରାସ୍ତା” ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ।
Odisha Rural retweeted
Another week, another step forward for Odisha. From new investments and jobs to stronger connectivity, welfare initiatives, tourism and proud sporting achievements, Odisha continued to move ahead with confidence and determination.
SE RWD-II Dhenkanal is checking the thickness, width and compaction of GSB and WMM in widening portion of the road PWD road T1 Maruabili RD road Sendhasara and Maruabili Kampulei road in presence of AEE, JE and agency.
Odisha Rural retweeted
Another week. Another step forward for Odisha. From major investments and new opportunities in industry and semiconductors to stronger support for farmers, better healthcare, climate-resilient development and global recognition, Odisha continues to move ahead with purpose. From investment to innovation, welfare to resilience we are turning ambition into action, and action into impact.
Odisha Rural retweeted
ଓଡ଼ିଶା: ପ୍ରକୃତି, ଐତିହ୍ୟ, କଳା, ସଂସ୍କୃତି ଓ ଆଧ୍ୟାତ୍ମିକତାର ଅନନ୍ୟ ସମନ୍ୱୟ। ବିଶ୍ୱ ପର୍ଯ୍ୟଟନ ଦିବସରେ ଆସନ୍ତୁ, ଓଡ଼ିଶାକୁ ବିଶ୍ୱର ପ୍ରମୁଖ ପର୍ଯ୍ୟଟନ ଗନ୍ତବ୍ୟ ସ୍ଥଳ କରିବା ଏବଂ ପର୍ଯ୍ୟଟନ ମାଧ୍ୟମରେ ଗ୍ରାମୀଣ ଅର୍ଥନୀତିକୁ ସମୃଦ୍ଧ କରିବା।
#WorldTourismDay #ThinkIndiaThinkOdisha
Foundation stone laid, in virtual mode, by the Hon'ble Chief Justice, High Court of Orissa of the Court Building at Muniguda and Canteen cum Bar Association at Kolnara to be constructed by Rural Works Division, Rayagada.
Odisha Rural retweeted
Every young aspirant carries a dream, and every dream deserves an opportunity.
At today’s Nijukti Mela, I will distribute appointment letters to 1,100+ young aspirants, marking the beginning of a new professional journey.
I extend my best wishes to all as they step forward to serve and contribute to the growth of Odisha.
#NijuktiMela
Odisha Rural retweeted
Another week, another set of important steps shaping Odisha’s growth story. From strengthening public service and connectivity to advancing investments in semiconductors, aluminium, textiles and renewable energy, Odisha continues to move ahead with a clear vision for inclusive and sustainable growth.
The Chief Engineer ( Bridge & Building), RW Odisha along with CCE RW Circle Sambalpur and field officers inspected the ongoing Bridge over Jhainjore River on Limchhod to Pandakipali road under SBY in the district of Baragada.
























