RTO ROURKELA (@RTO_14) header
RTO ROURKELA (@RTO_14) profile picture

RTO ROURKELA. UDIT NAGAR, ROURKELA-769012, SUNDARAGARH, ODISHA

Rourkela, Odisha
Joined July 2016
Photo by RTO ROURKELA (@RTO_14)Photo by RTO ROURKELA (@RTO_14)Photo by RTO ROURKELA (@RTO_14)Photo by RTO ROURKELA (@RTO_14)Photo by RTO ROURKELA (@RTO_14)Photo by RTO ROURKELA (@RTO_14)Photo by RTO ROURKELA (@RTO_14)Photo by RTO ROURKELA (@RTO_14)Photo by RTO ROURKELA (@RTO_14)Photo by RTO ROURKELA (@RTO_14)
ସମ୍ଭାବ୍ୟ ବାତ୍ୟା 'ଆକଭାନ୍'କୁ ଦୃଷ୍ଟିରେ ରଖି ସଡ଼କ ସୁରକ୍ଷା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ପ୍ରଖର ଜଳ ପ୍ରବାହ କିମ୍ବା ବିପଦପୂର୍ଣ୍ଣ ରାସ୍ତାରେ ଯାନବାହନ ଚଳାଚଳ ଉପରେ ତୁରନ୍ତ କଟକଣା ଲାଗୁ କରାଯିବ। ପରିବହନ ଆୟୁକ୍ତ ଅମିତାଭ ଠାକୁର ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ ଆରଟିଓଙ୍କ ସହ ଆଲୋଚନା କରି ସଡ଼କ ସୁରକ୍ଷା ଓ ଜରୁରୀକାଳୀନ ପଦକ୍ଷେପ ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। #CycloneAkvan #OdishaTransport #SafetyFirst
7
9
1,293
Odisha Showcases Technology-Driven Road Safety Initiatives at WHO’s National Dialogue in New Delhi Transport Commissioner Shri Amitabh Thakur participated in the National Dialogue on Road Safety Legislation, organised by WHO in New Delhi, highlighting Odisha’s various road safety measures, including enforcement under Section 167, truck terminals to address unauthorised parking, Goshala establishment for stray cattle management, and the Rakshak and Junior Rakshak programmes. He also highlighted AMA RASTA Whatsapp Chatbot, aimed at providing timely assistance to road accident victims, and AMA SuVahak, promoting women’s empowerment in the transport sector. #Odisha #RoadSafety
7
12
1,257
'ପିଏମ-ରାହତ': ସେବା ଓ ସହାୟତାର ସଂକଳ୍ପ ସେବା ସଂକଳ୍ପ ଅଭିଯାନ ଅବସରରେ ପରିବହନ ଆୟୁକ୍ତ ଅମିତାଭ ଠାକୁର ଭୁବନେଶ୍ୱରସ୍ଥିତ ମଣିପାଲ ହସ୍ପିଟାଲ ପରିଦର୍ଶନ କରି 'ପିଏମ-ରାହତ' ଯୋଜନାର କ୍ଷେତ୍ରସ୍ତରୀୟ ସମୀକ୍ଷା କରିଛନ୍ତି। ଡାକ୍ତର, ଦୁର୍ଘଟଣାଗ୍ରସ୍ତ ଓ ସେମାନଙ୍କ ପରିବାର ସହ ଆଲୋଚନା କରି ସ୍ୱାସ୍ଥ୍ୟାବସ୍ଥା ବୁଝିଛନ୍ତି। ଏହାସହ ପ୍ରତିଟି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଯେପରି ଏହି ଯୋଜନାର ସମ୍ପୂର୍ଣ୍ଣ ଲାଭ ପାଇପାରିବେ, ତାହା ନିଶ୍ଚିତ କରିବାକୁ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି। #PMRahat #SevaSankalpAbhiyan #RoadSafety #Odisha #STA #PeopleFirst
5
9
1,510
"ସେବା ସଂକଳ୍ପ ଅଭିଯାନ" ଅବସରରେ IDTR ବଣାଇରେ 'ଆଶୀର୍ବାଦର ଦୀପ' କାର୍ଯ୍ୟକ୍ରମ #SevaSankalpAbhiyan #IDTR #RoadSafety #OdishaTransport #STAOdisha
5
10
1,618
'ସେବା ସଂକଳ୍ପ ଅଭିଯାନ' ଅବସରରେ ରାଜ୍ୟ ପରିବହନ ପ୍ରାଧିକରଣ (STA) ପକ୍ଷରୁ ଏକ ସାମୂହିକ ସଡ଼କ ସୁରକ୍ଷା ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରିବହନ ଆୟୁକ୍ତ @AMITABHTHAKUR21 ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଶପଥ ପାଠ କରାଇବା ସହ ସର୍ବଦା ସେବା ଏବଂ ସଂକଳ୍ପ ମନୋଭାବ ରଖି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ। #SevaSankalpAbhiyan #STAOdisha #RoadSafetyPledge
7
11
1,460
ରାଜ୍ୟରେ ୯ଟି ନୂତନ ସ୍ଥାନରେ ସ୍ୱୟଂଚାଳିତ ଯାନ ପରୀକ୍ଷଣ କେନ୍ଦ୍ର (ATS) କାର୍ଯ୍ୟକ୍ଷମ ହୋଇଛି। ଭୁବନେଶ୍ୱର-II, ବାଲେଶ୍ୱର, ରାଉରକେଲା, ବୌଦ୍ଧ, ନୟାଗଡ଼ , ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଏବଂ ମୟୂରଭଞ୍ଜରେ ଏହି ବ୍ୟବସ୍ଥା ଦ୍ୱାରା ଯାନ ପରୀକ୍ଷାରେ ସମ୍ପୂର୍ଣ୍ଣ ପାରଦର୍ଶିତା ଆଣିବାର ଲକ୍ଷ୍ୟ ରଖାଯାଇଛି। #ATS #STA #Odisha
3
10
59
65,859
ବକେୟା ଟ୍ରାଫିକ/ଇ-ଚାଲାଣ ମାମଲା ସମାଧାନ ପାଇଁ ସୁଯୋଗ । ମାନ୍ୟବର ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ନିର୍ଦ୍ଦେଶିକା ଅନୁସାରେ ଆମ ରାଜ୍ୟରେ ଜାତୀୟ ଲୋକ ଅଦାଲତ, ୨୦୨୬ ଆୟୋଜିତ ହେଉଛି। ପରିବହନ ବିଭାଗ ଦ୍ୱାରା ଜାରି ହୋଇଥିବା ବକେୟା ଟ୍ରାଫିକ ଚାଲାଣ/ ଇ-ଚାଲାଣ ମାମଲାର ସମାଧାନ ନିମନ୍ତେ ଅନଲାଇନ ମାଧ୍ୟମରେ ରିହାତି ଦରରେ ଚାଲାଣ ରାଶି ପୈଠ କରନ୍ତୁ। echallan.parivahan.gov.in ପୋର୍ଟାଲ ମାଧ୍ୟମରେ ୩୧ ମାର୍ଚ୍ଚ ୨୦୨୬ ଯାଏଁ ଏହି ସୁବିଧା ଉପଲବ୍ଧ ରହିଛି ।
16
38
2,076
'ଶୂନ ମୃତାହତ ପକ୍ଷ': ଏକ ପ୍ରୟାସ ସଡ଼କରେ ଅକାଳରେ ଝରି ଯାଉଥିବା ଜୀବନକୁ ରକ୍ଷା କରିବାର ଆପଣ ବି ମାନବିକତାର ଏହି ମହତ ଅଭିଯାନରେ ସହଭାଗୀ ହୁଅନ୍ତୁ, ସଡ଼କ ସୁରକ୍ଷା ନିୟମ ସର୍ବଦା ପାଳନ କରନ୍ତୁ। #ZFF #RoadSafety #Odisha
1
12
46
3,266
‘ଏକ୍ ପେଡ୍ ମା’ କେ ନାମ୍ ୨.୦’ ଅଭିଯାନରେ ସାମିଲ୍ ହେଲେ IDTR, କେନ୍ଦୁଝରରେ ଡ୍ରାଇଭିଂ ପ୍ରଶିକ୍ଷଣ ନେଉଥିବା ଗାଡ଼ି ଚାଳକ, ପ୍ରଶିକ୍ଷକ ଏବଂ କର୍ମଚାରୀମାନେ । ଧରିତ୍ରୀ ମା’ କୁ ସମ୍ମାନ ଜଣାଇ ସେମାନେ ଉତ୍ସାହର ସହ ଚାରା ରୋପଣ କରିଛନ୍ତି । #EkPedMaaKeNaam #STAOdisha @CMO_Odisha @SecyChief @CTOdisha
1
7
14
859
ସଡକ ଦୁର୍ଘଟଣାରେ ପ୍ରତିଦିନ ଅନେକ ଜୀବନ ଅକାଳରେ ଝରି ପଡୁଛି। ଏହା ପାଇଁ ଆମ ସମସ୍ତଙ୍କୁ ସଚେତନ ହେବାକୁ ପଡିବ ଏବଂ ସଡକ ସୁରକ୍ଷା ନିୟମକୁ ପାଳନ କରିବାକୁ ପଡିବ। ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ସୁରକ୍ଷିତ ଭାବରେ ଘରକୁ ଫେରନ୍ତୁ” ବା “Come Home Safe” ଅଭିଯାନର ଆହ୍ୱାନ ଦେଇଛନ୍ତି । ଆସନ୍ତୁ ଏହି ସଡକ ସୁରକ୍ଷା ମାସରେ ସମସ୍ତେ ମିଶି ଏହି ଅଭିଯାନକୁ ସଫଳ କରିବା।
50
28
131
3,939
ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ଆଜି ରାଜ୍ୟସ୍ତରୀୟ ‘ଜାତୀୟ ସଡ଼କ ସୁରକ୍ଷା ମାସ’ ଉତ୍ସବର ଉଦଘାଟନ କରିଛନ୍ତି। ସଡ଼କ ସୁରକ୍ଷାକୁ ଜନ ଅଭିଯାନରେ ପରିଣତ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ କରିଛନ୍ତି । #ComeHomeSafe @CMO_Odisha @IPR_Odisha
3
6
26
1,336
Attention Parents ! Before handing over the keys to your children or letting them ride, here are the crucial guidelines you should know. Road Safety Leads to Family Safety! #JuvenileDriving #Guidelines #RoadSafety @CTOdisha @AMITABHTHAKUR21
8
18
51
3,144
Once Again;🎬Light,Camera,Action! Entries are now open for 2nd edition of National Road Safety Short Film Festival. Winners will be selected by a judging panel of film industry professionals and non-industry professionals, luminaries from different walks of life. #RoadSafety
3
19
4
76
20,962
Saving Lives On The Road, One Helmet🪖 At A Time! Raghavendra Kumar, @helmet_man_ is in #Odisha. A champion of #RoadSafety went around the highway near Cifa & Gopalpur, Cuttack to make people aware about importance of wearing a helmet. He distributed helmets among road users.
10
40
3
209
20,125
Let's spread the message of #RoadSafety through visual storytelling. Send entries for National Road Safety Short Film Festival,2023 & stand a chance to win cash awards Rs.𝟖 𝐥𝐚𝐤𝐡𝐬 plus. Last Date-𝟏𝟕.𝟏𝟏.𝟐𝟑 For more details visit odishatransport.gov.in/
Once Again;🎬Light,Camera,Action! Entries are now open for 2nd edition of National Road Safety Short Film Festival. Winners will be selected by a judging panel of film industry professionals and non-industry professionals, luminaries from different walks of life. #RoadSafety
11
40
3
85
13,922
HELL MET or HELMET? Choice is yours .. A Little Care Makes Accidents Rare ! Always protect your head with a helmet while riding a two-wheeler and encourage pillion rider as well. #WearHelmet 🪖 #RoadSafety #DriveSafely @CTOdisha
6
14
40
4,034
📢 Announcement!!! Odisha Electric Vehicle Policy, 2021 amended with approval of the #OdishaCabinet. The purchase incentives for 2/3/4 wheelers have been revised and increased for faster adoption of #ElectricVehicles in #Odisha
19
60
5
238
23,994
ଦୃତ ଗତି ଠାରୁ ଦୂରେଇ ରୁହନ୍ତୁ ଓ ସୁରକ୍ଷିତ ଭାବେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚନ୍ତୁ l Driving faster can cause disaster ! Stay in control, #OverSpeeding can take you away from your loved ones. #DoNotOverSpeed #DriveResponsibly #RoadSafety @CTOdisha
8
20
63
5,657
RTO ROURKELA retweeted
Follow these tips while driving to ensure safety of all road users. #NHAI #SadakSurakshaJeevanRaksha
3
9
1
36
7,143