RWS &S Division Angul at Talcher(PRDW) retweeted
ଆପଣଙ୍କ ଅଞ୍ଚଳରେ ପାନୀୟ ଜଳ ଯୋଗାଣରେ ସମସ୍ୟା ହେଉଛି କି??
ବସୁଧା ଟୋଲ ଫ୍ରି ନମ୍ବର - ୧୯୧୬ ରେ 🕕 ସକାଳ ୬ ଘଟିକାରୁ ସନ୍ଧ୍ୟା ୬ ଘଟିକା ମଧ୍ୟରେ କଲ 📞 କରି ନିଜର ଅଭିଯୋଗ ଦାଖଲ ✉️ କରିପାରିବେ। ଅଭିଯୋଗ ଦାଖଲ ପରେ ଯଥା ଶୀଘ୍ର ଆପଣଙ୍କ ସମସ୍ୟାର ସମାଧାନ କରାଯିବ।
#BASUDHA #DrinkingWaterForAll
RWS &S Division Angul at Talcher(PRDW) retweeted
ଅନୁଗୋଳ: ବଅଁରପାଳ ବ୍ଲକ ମହିଧରପୁର ଗାଁରେ ପାନୀୟ ଜଳ ଯୋଗାଣ କିଛି ମାସ ହେଲା ବନ୍ଦ ରହିଛି।ଶେରେଣାବେଡ଼ା ଓ ଶାଳଗାଁକୁ ମାତ୍ର ୨୦ଦିନ ପାଣି ଆସିବା ପରେ ବନ୍ଦ ରହିଥିଲା।ଖରାଦିନ ହେତୁ ଲୋକ ମାନେ ପାଣି ପାଇଁ ଡହକବିକଳ ହେଉଛନ୍ତି।
@angul_dm @PRDeptOdisha @RWSS_Angul @CMO_Odisha @OdishaWater @PradeepJenaIAS
RWS &S Division Angul at Talcher(PRDW) retweeted
Replying to @SakalaNews
@TheSakala ଖବର କାଗଜରେ ପ୍ରକାଶିତ ତଥ୍ଯ ଉପରେ ଭିତ୍ତିକରି ତୁରନ୍ତ ବିହିତ ପଦକ୍ଷେପ ନେବାକୁ @PradeepJenaIAS ସାର୍ ଙ୍କୁ ଅନୁରୋଧ l 🙏🏿 @CMO_Odisha @MoSarkar5T @SecyChief @DC_Odisha @_anugarg @PRDeptOdisha @lohanisk1 @angul_dm @RWSS_Odisha @RWSS_Angul @BDO_Kishornagar






