SilentPredatorX (@RagebitX) header
SilentPredatorX (@RagebitX) profile picture

Tracking global power games, media narratives & political hypocrisy. National interest first. Cold facts. Brutal replies. No emotional propaganda.

Joined September 2021
Photo by SilentPredatorX (@RagebitX)Photo by SilentPredatorX (@RagebitX)Photo by SilentPredatorX (@RagebitX)Photo by SilentPredatorX (@RagebitX)Photo by SilentPredatorX (@RagebitX)Photo by SilentPredatorX (@RagebitX)Photo by SilentPredatorX (@RagebitX)Photo by SilentPredatorX (@RagebitX)Photo by SilentPredatorX (@RagebitX)Photo by SilentPredatorX (@RagebitX)
ତଦନ୍ତ ନାଁରେ ରାଜନୈତିକ ଡ୍ରାମା କରି ନିଜର ବିଫଳତାକୁ ଲୁଚାଇବା ଚେଷ୍ଟା ଓଡ଼ିଶାବାସୀଙ୍କୁ ଭ୍ରମିତ କରିପାରିବ ନାହିଁ। ପ୍ରଥମେ ଗତ ଦୁଇ ବର୍ଷ ମଧ୍ୟରେ ରାଜ୍ୟ ପାଇଁ କ’ଣ କାମ ହୋଇଛି, ତାହାର ହିସାବ ଦିଅନ୍ତୁ।
VIDEO | Bhubaneswar: BJP MLA Babu Singh on the Odisha government's probe into former chief minister Naveen Patnaik's foreign visits, says, "An RTI was filed to obtain information about the foreign visits (during Naveen Patnaik's tenure) as chief minister, but the information was not provided. Therefore, a request was made to the government. Everyone has the right to know, regardless of who they are. If someone travels abroad, details of their expenses and the purpose of their visit should be made public. The government should know where they went, what they did and how much they spent." (Full video available on PTI Videos - ptivideos.com)
1
The "Cyclone": 🌧️🍃 The PR team: 🌪️🌊🚨🆘🔥
𝟒.𝟒𝟎+ 𝐥𝐚𝐤𝐡 𝐩𝐞𝐨𝐩𝐥𝐞 𝐞𝐯𝐚𝐜𝐮𝐚𝐭𝐞𝐝 𝐬𝐚𝐟𝐞𝐥𝐲. 𝐙𝐞𝐫𝐨 𝐜𝐲𝐜𝐥𝐨𝐧𝐞-𝐫𝐞𝐥𝐚𝐭𝐞𝐝 𝐜𝐚𝐬𝐮𝐚𝐥𝐭𝐢𝐞𝐬 𝐝𝐮𝐫𝐢𝐧𝐠 𝐂𝐲𝐜𝐥𝐨𝐧𝐞 𝐀𝐤𝐯𝐚𝐧. 🛡️ When disaster strikes, swift action and seamless coordination save lives. 𝐖𝐢𝐭𝐧𝐞𝐬𝐬 𝐡𝐨𝐰 𝐎𝐝𝐢𝐬𝐡𝐚’𝐬 𝐩𝐫𝐨𝐚𝐜𝐭𝐢𝐯𝐞 𝐩𝐫𝐞𝐩𝐚𝐫𝐞𝐝𝐧𝐞𝐬𝐬 𝐚𝐧𝐝 𝐜𝐨𝐨𝐫𝐝𝐢𝐧𝐚𝐭𝐞𝐝 𝐫𝐞𝐥𝐢𝐞𝐟 𝐞𝐟𝐟𝐨𝐫𝐭𝐬 𝐭𝐮𝐫𝐧𝐞𝐝 𝐚 𝐩𝐨𝐭𝐞𝐧𝐭𝐢𝐚𝐥 𝐜𝐫𝐢𝐬𝐢𝐬 𝐢𝐧𝐭𝐨 𝐚 𝐬𝐭𝐨𝐫𝐲 𝐨𝐟 𝐫𝐞𝐬𝐢𝐥𝐢𝐞𝐧𝐜𝐞! 🌊
6
Remittances are just 3% of India’s $4 trillion economy, and Indian-Americans pay billions in US taxes. Calling a republic of immigrants an "ethno-state" proves your IQ is lower than the room temperature you're tweeting from.
India isn't a nation-state, it's not an ethno-state, it's a state nation at best with 1.6 billion random people. That's why the Indian brain can't comprehend the United States and Nation States. Sovereignty. India has no future. Without remittances from the US and other Nation States, they would cease to exist. They know it. They need to understand ours is not theirs for the taking. Remigrate now.
2
SilentPredatorX retweeted
Bisleri Water not fit for consumption Product declared unsafe and on compliant with prescribed bromate limits PAH also detected PAH indicates the water isn’t safe and polluted Both are classified as carcinogens @fssaiindia Issues a notice
166
730
175
2,623
244,278
ମୋହନ ମାଝୀଙ୍କ ମୁମ୍ବାଇ ଗସ୍ତ ପାଇଁ @Oberoi ହୋଟେଲରେ ମାତ୍ର ୫ ଦିନ ରହଣି ପାଇଁ ଖର୍ଚ୍ଚ ହେଇଥିଲା ୨୦ ଲକ୍ଷ ଟଙ୍କା, ଖାଇବା ଖର୍ଚ୍ଚ + ପ୍ରାଇଭେଟ ଚାର୍ଟର୍ଡ଼ ଫ୍ଲାଇଟରେ ଯିବା ଆସିବା ଖର୍ଚ୍ଚ ଅଲଗା || ✈️🍱🥪 ~ ବରିଷ୍ଠ ପତ୍ରକାର ରୁବେନ ବାନାର୍ଜୀ
1
3
1
31
546
SilentPredatorX retweeted
ଏହି ଗୀତ ବାଜିଲେ ବିଜେପି IT Celiya ଙ୍କର ପ୍ରବଳ ପୋଡା ଜଳା ହଉଛି !! What is the reason ? 🤔
4
2
55
1,911
‘ଅଭିବ୍ୟକ୍ତିର ସ୍ୱାଧୀନତା’ ଏବଂ ଆଇଟି ସେଲ୍‌ର ନୈତିକତା ଉପରେ ଭାଷଣ ଦିଅନ୍ତୁ ନାହିଁ। ଯେତେବେଳେ କାମର ହିସାବ ଦେବାକୁ ଉତ୍ତର ନଥାଏ, ସେତେବେଳେ ଜାତି ଓ ସଂସ୍କୃତି ପଛରେ ଲୁଚିବା ସବୁଠାରୁ ପୁରୁଣା ବାହାନା। 🤡🤡
BJD’s IT Cell has repeatedly crossed the line by targeting Odisha’s ST Chief Minister, Mohan Charan Majhi, with casteist slurs like “Handia Majhi.” For those who don’t understand the cultural context, Handia is deeply rooted in the traditional and religious practices of several tribal communities in Odisha, particularly the Munda and Santhal communities of Keonjhar. It is traditionally offered to village deities and ancestors and consumed during religious ceremonies. Using a tribal cultural tradition as a tool to humiliate a tribal Chief Minister is not political criticism. It reflects a disturbing lack of respect for tribal identity, dignity and culture. Imagine similar casteist remarks being directed at a Chief Minister in Tamil Nadu or Kerala. Would these so-called champions of free speech show the same courage? The irony is that Mohan Charan Majhi continues to face criticism without demanding immunity from political scrutiny. Yet the same people question his commitment to Freedom of Expression. Let there be fierce political criticism, but casteist humiliation should never be normalised. Freedom of Expression is not a licence for caste-based abuse.
1
11
SilentPredatorX retweeted
#ବିଜେଡି_ପାଲଟା_ଜବାବରେ_ଛନ୍ଦି_ହେଲେ_ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅବସରପ୍ରାପ୍ତ IAS ଅଧିକାରୀ ଭି.କେ ପାଣ୍ଡିଆନଙ୍କ ବିଦେଶ ଗସ୍ତ ସମ୍ପର୍କରେ ତଦନ୍ତ ନିର୍ଦ୍ଦେଶ ପ୍ରସଙ୍ଗ। ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶକୁ ସ୍ବାଗତ କରିଛି ବିଜୁ ଜନତା ଦଳ। ଏହାସହ ସରକାରଙ୍କୁ ପାଲଟା ଜବାବ ଦେଇଛି ବିଜେଡି #NandighoshaTV #OdiaNews #OdishaNews #BreakingNews #OdishaLiveNews #bjd #naveenpatnaik #vkpandian
1
7
61
1,905
SilentPredatorX retweeted
ଲୋକଙ୍କ ସ୍ୱାର୍ଥ ଗଲା ଚୁଲିକୁ, ପ୍ରକୃତ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ଲାଗି ପଡ଼ିଛି ବିଜେପି ସରକାର। #AparagaBJPSarkar #BJPAntiOdisha #ହଟାଅବିଜେପି #ରଙ୍ଗବଦଳାସରକାର #JababMaguchiOdisha
3
5
47
2,177
Manufacturing companies, industries, and IT companies that create employment opportunities: ❌ Data centres that consume large amounts of electricity, often from fossil fuels, driving emissions and air pollution linked to health while offering no large scale permanent jobs.
BJD only wants Dadan Centres, not Data Centres. 🤡
6
5
64
1,303
SilentPredatorX retweeted
GTA -6 With ଓଡିଶା ବିଜେପି Made with AI / AI-generated #GTA6 #OdishaPolitics #Odisha
3
21
97
2,784
SilentPredatorX retweeted
PM Narendra Modi: "A few days ago, I told you not to buy GOLD unless it was absolutely necessary. Today, because you listened to MODI and didn't buy gold, you have suffered NO LOSSES
45
669
10
4,698
207,142
Stop spreading misinformation. This is a depression/low-pressure area, not a cyclone. Verify IMD bulletins before posting and creating unnecessary panic.
ବାତ୍ୟା 'ଅକଭାନ୍'ର ଲ୍ୟାଣ୍ତ ଫଲ ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାର ସ୍ଥିତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ସୂଚନା ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି । ବିଭିନ୍ନ ଜିଲ୍ଲାର ବର୍ଷା ପରିମାଣ ରେକର୍ଡ ହୋଇଛି । ଅଦ୍ୟାବଧି ବିଭିନ୍ନ ଜିଲ୍ଲାରେ ମୋଟ ୩ ଲକ୍ଷ ୭୨ ହଜାର ଲୋକଙ୍କୁ ଆଶ୍ରୟ ସ୍ଥଳୀକୁ ସ୍ଥାନାନ୍ତରଣ । ଭୁବନେଶ୍ୱର, ୨୦ ନଭେମ୍ବର,୨୦୨୬ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ଅକଭାନ୍'ର ବର୍ତ୍ତମାନ ଲ୍ୟାଣ୍ତ ଫଲ ପ୍ରକ୍ରିୟା ଜାରି ରହିଛି । ଏହି ପର୍ଯ୍ୟାୟରେ ବିଭିନ୍ନ ଜିଲ୍ଲାର ସ୍ଥିତି କଣ ରହିଛି, ସେ ସଂପର୍କରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ସୂଚନା ଦେଇଥିଲେ । ଆଜି ସକାଳେ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ର( ଏସଇଓସି) କାର୍ଯ୍ୟାଳରେ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସ୍ଥିତି ସମୀକ୍ଷା କରି ଗଣମାଧ୍ୟମକୁ ସୂଚନା ଦେଇଥିଲେ । ସମୁଦ୍ର ଓ ସ୍ଥଳଭାଗରେ ପବନରେ ବେଗ ସ୍ଥିତି ସମ୍ପର୍କରେ ଆଇଏମଡିର ସୂଚନା ଅନୁସାରେ ସମୁଦ୍ର ଭିତରେ ପବନର ବେଗ ୭୦ରୁ ୮୦ କିମି ପ୍ରତି ଘଣ୍ଟା ଓ ବେଳେ ବେଳେ ଝଟକା ପବନ ୯୦ କିମି ପ୍ରତି ଘଣ୍ଚା ପବନର ବେଗ ରହିଛି । ସ୍ଥଳଭାଗ ଛୁଇଁବା କ୍ଷଣି ଏହାର ବେଗ କମି କମି ଯିବ । ଆଜି ସକାଳ ୮.୩୦ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ବର୍ଷାର ପରିମାଣ ରେକର୍ଡ କରାଯାଇଛି । ଅଧିକ ବର୍ଷା ହୋଇଥିବା ଜିଲ୍ଲା ମଧ୍ୟରେ ଗଂଜାମ ଜିଲ୍ଲାରେ ୧୧୪ .୬ ମି.ମି., କେନ୍ଦ୍ରାପଡାରେ ୬୪.୬ ମିମି. ପୁରୀରେ ୬୧ .୧ , ଜଗତସିଂହପୁରରେ ୫୧ .୩ , ଭଦ୍ରକରେ ୫୦.୯, ମୟୁରଭଂଜରେ ୪୩ .୯, ବାଲେଶ୍ୱରରେ ୪୩.୭ , କଟକରେ ୪୦.୪, ଯାଜପୁରରେ ୩୭.୫ , ନୟାଗଡରେ ୩୩ .୮, କନ୍ଧମାଳରେ ୩୩ .୫, ଢେଙ୍କାନାଳରେ ୩୨.୪, କେନ୍ଦୁଝରରେ ୨୯ .୮, ଖୋର୍ଦ୍ଧାରେ ୨୪ .୫, ବଲାଙ୍ଗୀରରେ ୨୪.୪ ଗଜପତିରେ ୨୧.୯ ମି.ମି ବର୍ଷା ହୋଇଛି । ସମସ୍ତ ଜିଲ୍ଲାରେ ବର୍ଷା ହୋଇଛି । ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ରାତି ସାରା କଣ୍ଚ୍ରୋଲ ରୁମରେ ଉପସ୍ଥିତର ରହି ସ୍ଥିତି ବାତ୍ୟା ପରିଚାଳନା କାର୍ଯ୍ୟ ତଦାରଖ କରିଥିଲେ । ଯେଉଁ ବରିଷ୍ଠ ଅଧିକାରୀମାନେ ରାଜ୍ୟ ସ୍ତରରୁ ବିଭିନ୍ନ ଜିଲ୍ଲାକୁ ଯାଇଥିଲେ, ସେମାନଙ୍କ ସହିତ ରାତି ସାରା ସ୍ଥିତି ଅନୁଧ୍ୟାନ କରାଯାଇ ଆବଶ୍ୟକ ବ୍ୟବସ୍ଥା କରାଯାଇଛି । ସ୍ଥିତି ନିୟନ୍ତ୍ରଣାଧିନ ରହିଛି ଏବଂ କୌଣସି ଜିଲ୍ଲାରେ ସେଭଳି କିଛି ଅସୁବିଧା ପରିଲକ୍ଷିତ ହୋଇନାହିଁ । ବ୍ରହ୍ମପୁର ଓ ଦିଗପହଣ୍ଡି ଭଳି ସହାରାଂଚଳ ରାସ୍ତା ଉପରେ ଅଧିକ ବର୍ଷା ଜନିତ ଜଳ ଯୋଗୁଁ ଜଳ ନିଷ୍କାସନ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ଟିମ୍ ମୋଟର ବ୍ୟବସ୍ଥା ସହିତ ନିୟୋଜିତ ରହି କାର୍ଯ୍ୟ କରୁଛନ୍ତି । •ଅଦ୍ୟାବଧି ବିଭିନ୍ନ ଜିଲ୍ଲାରେ ମୋଟ ୩ ଲକ୍ଷ ୭୨ ହଜାର ଲୋକଙ୍କୁ ବାତ୍ୟା-ବନ୍ୟା ତଥା ସୁରକ୍ଷିତ ଆଶ୍ରୟ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ପ୍ରାୟ ୧୦ ହଜାର ୦୧୦ ଜଣଙ୍କୁ ଆଶ୍ରୟ ସ୍ଥଳରେ ରଖାଯାଇଛି । • ସର୍ବାଧିକ ଗଞ୍ଜାମ ଜିଲ୍ଲାରୁ ୧,୫୪,୨୯୦ ଜଣ, କେନ୍ଦ୍ରାପଡ଼ାରୁ ୫୧,୯୫୬ ଜଣ, ପୁରୀରୁ ୪୦,୨୯୫ ଜଣ, ଗଜପତିରୁ ୨୮,୬୯୩ ଜଣ ଏବଂ ଖୋର୍ଦ୍ଧାରୁ ୨୩,୦୬୧ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି । •ଚିହ୍ନଟ ହୋଇଥିବା ୧୨,୨୯୪ ଜଣ ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୪,୪୭୦ ଜଣଙ୍କୁ ଡାକ୍ତରଖାନା ଓ ମା' ଗୃହକୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅଦ୍ୟାବଧି ୧,୪୫0 ଜଣ ଶିଶୁ ଜନ୍ମଗ୍ରହଣ କରିଛନ୍ତି। ସମସ୍ତ ମା’ ଓ ଶିଶୁ ସୁରକ୍ଷିତ ଅଛନ୍ତି । ସୂଚନା ଯୋଗ୍ୟ ଯେ, ଏହା ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଆଜି ପୂର୍ବାହ୍ଣ ୧୧.୪୫ ମିନିଟ ସମୟରେ ରାଜ୍ୟ ଜରୁରୀକାଳୀନ ପରିଚାଳନା କେନ୍ଦ୍ରରେ ପହଁଚି ବାତ୍ୟାର ଗତିପଥ ଓ ସ୍ଥିତି ଅନୁଧ୍ୟାନ କରିଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୁଜାରୀ , ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ଅଛନ୍ତି ।
9
SilentPredatorX retweeted
One puppet of @narendramodi aka @BhajanlalBjp has been thumped in Rajasthan...now we need MP, OD, BH to thump the other three puppets @DrMohanYadav51 @MohanMOdisha @samrat4bjp ...then perhaps NaMo and @AmitShah will get off the high horse...of dumping clowns as CMs..@BJP4Odisha
2
17
318
If you think Rajasthan is a surprise, just wait for Odisha. Once the local body elections happen there next year, the results are going to be an eye-opener for the BJP.
Huge Setback for BJP in Rajasthan Zilla Parishad - BJP : 7 CONG : 20 OTH : 1 Panchayat Samiti - BJP : 62 CONG : 230 OTH : 44
30
SilentPredatorX retweeted
Dhoni Haters saavdhan 😂🔥
🤖 Made with AI
9
108
2
758
19,038
"Separate facts from fear" proceeds to paste a 6-point lobbyist brochure with zero actual data on local grid strain, water usage, or tax breaks. Truly groundbreaking journalism. 👏
Misinformation about data centres is being spread relentlessly on social media. It’s time we separate facts from fear. FACT 1: Data centres are the backbone of the digital economy. They power cloud computing, AI, banking, digital payments and e-governance. FACT 2: They attract global technology companies, AI firms, startups and entrepreneurs, helping build a strong tech ecosystems. FACT 3: Modern data centers reduce water consumption through air-based cooling and recycled water. Many heavy industries consume far more water than data centres. FACT 4: Data centres require electricity, but energy-efficient systems and renewable power reduce their environmental footprint. Many heavy industries consume far more electricity. FACT 5: Data centres generate skilled jobs in IT, cybersecurity, engineering and operations. They also strengthen the indirect IT ecosystem, creating opportunities for software firms, cloud service providers, network specialists, technology consultants and startups. FACT 6: India generates enormous amounts of digital data. Where should we store and process it - in India or another country? Data centres are essential to India’s digital future. Without them, how can we sustain our growing digital economy? Every investment has an environmental impact. What matters is responsible development with proper safeguards. We cannot build a modern economy by opposing every new industry. India needs investment, innovation, entrepreneurship and jobs. Don’t let misinformation kill these opportunities.
23
SilentPredatorX retweeted
India is playing a whole new game!
4,397
25,609
3,074
145,073
7,518,836
SilentPredatorX retweeted
The chief scientist and meteorologist of Odisha aka the multi faceted polymath @MohanMOdisha showing his IAS babus and babuanis on how the cyclone will move across Bay of Bengal... Dehati PR pro max....we have this clown as our CM thanks to @narendramodi @BJP4Odisha
33
31
8
289
12,282
SilentPredatorX retweeted
தல போல வருமா 💛 @ChennaiIPL | @ManUtd
9
547
6
8,835
65,496