Divisional Forest Officer Brahmapur retweeted
ବିପତ୍ତି ସମୟରେ ରାଜ୍ୟବାସୀଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା ମୋର ସର୍ବୋଚ୍ଚ ପ୍ରାଥମିକତା । ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀଙ୍କ ସହ ଆକାଶମାର୍ଗରୁ ଗଞ୍ଜାମ ଓ ଗଜପତି ଜିଲ୍ଲାର ପ୍ରଭାବିତ ଅଞ୍ଚଳଗୁଡ଼ିକର ସ୍ଥିତି ଅନୁଧ୍ୟାନ କଲି ।
ପ୍ରଭାବିତଙ୍କ ନିକଟରେ ଖାଦ୍ୟ, ପାନୀୟ ଜଳ ଏବଂ ଜରୁରୀ ସ୍ୱାସ୍ଥ୍ୟସେବା ଯେପରି ବିନା ବାଧାରେ ପହଞ୍ଚିପାରିବ, ସେଥିପାଇଁ ସମଗ୍ର ପ୍ରଶାସନ ଅହୋରାତ୍ର କାର୍ଯ୍ୟ କରୁଛି । ରିଲିଫ ଓ ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛି । ଏଥିସହ ବିପର୍ଯ୍ୟସ୍ତ ରାସ୍ତାଘାଟର ପୁନରୁଦ୍ଧାର, ବିଦ୍ୟୁତ ସରବରାହ ସ୍ୱାଭାବିକ କରିବା ଏବଂ ବନ୍ୟା ପରବର୍ତ୍ତୀ ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ପାଇଁ ପ୍ରଶାସନକୁ ସମ୍ପୂର୍ଣ୍ଣ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ଏହି କଠିନ ସମୟରେ ଆପଣଙ୍କ ସରକାର ଦୃଢ଼ତାର ସହ ଆପଣଙ୍କ ସହ ଛିଡ଼ା ହୋଇଛି । ଆପଣମାନେ ସାହସ ରଖନ୍ତୁ, ସୁରକ୍ଷିତ ସ୍ଥାନରେ ରୁହନ୍ତୁ, ସ୍ଥାନୀୟ ପ୍ରଶାସନ ଓ ଉଦ୍ଧାରକାରୀ ଦଳଙ୍କ ସୂଚନାକୁ ଅନୁସରଣ କରନ୍ତୁ, ଏବଂ ପରସ୍ପରକୁ ସହଯୋଗର ହାତ ବଢ଼ାନ୍ତୁ; ଏହି ସଙ୍କଟରୁ ଆମେ ସମସ୍ତେ ଏକା ଠି ମିଶି ଖୁବ୍ ଶୀଘ୍ର ବାହାରି ଆସିବା ।
Divisional Forest Officer Brahmapur retweeted
ବନ୍ୟା ସୂଚନା | କୃଷ୍ଣସାର ମୃଗ ସମ୍ବନ୍ଧିତ
ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାରେ ଭୟାବହ ବନ୍ୟା ପରିସ୍ଥିତି ମଧ୍ୟରେ ପ୍ରସିଦ୍ଧ କୃଷ୍ଣସାର ମୃଗ (Blackbuck) ବନ୍ୟାଜଳରେ ଭାସିଯାଉଥିବା ନେଇ କିଛି ହୃଦୟବିଦାରକ ଖବର ପ୍ରଚାରିତ ହେଉଛି। ତେବେ, ବାସ୍ତବରେ ବନ୍ୟାଜଳର ପ୍ରବଳ ସ୍ରୋତରେ କିଛି କୃଷ୍ଣସାର ମୃଗ ଭାସିଯାଇଥିଲେ ମଧ୍ୟ ସେମାନେ ସୁରକ୍ଷିତ ଭାବେ ନଦୀପାର ହୋଇ ଜଙ୍ଗଲ ଅଞ୍ଚଳରେ ପହଞ୍ଚିଛନ୍ତି। ସମ୍ପୃକ୍ତ ବନଖଣ୍ଡ ଅଧିକାରୀମାନଙ୍କ (DFOs)ଙ୍କ ରିପୋର୍ଟ ଅନୁଯାୟୀ, ଏହି ଘଟଣାରେ କୌଣସି କୃଷ୍ଣସାର ମୃଗଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିନାହିଁ। ସମସ୍ତେ ସୁରକ୍ଷିତ ଅଛନ୍ତି।
Divisional Forest Officer Brahmapur retweeted
Important Update: Train Services Cancelled & Diverted
TRAINS CANCELLED:
29th Oct, 2026
- 20841 BBSR– VSKP Vande Bharat Express
- 22819 BBSR New – VSKP Intercity Express
- 17015 BBSR New – Secunderabad Visakha Express
- 58531 Brahmapur – Visakhapatnam Passenger
- 58532 Visakhapatnam – Bhubaneswar Passenger
- 18525 Brahmapur – Visakhapatnam Express
- 12703 Howrah – Secunderabad Falaknuma Express
- 18447 BBSR – Jagdalpur Hirakhand Express
30th October 2026
- 18448 Jagdalpur – Bhubaneswar Hirakhand Express
TRAINS DIVERTED - 14 Trains via alternative routes
- 19022 Brahmapur-Udhna Amrit Bharat Express via Angul-Sambalpur-Titlagarh-Lakholi
- 18463 BBSR-Bengaluru Prasanthi Express via Angul-Sambalpur-Rayagada-Vizianagaram
- 12863 Howrah-SMVB Bengaluru Express via Angul-Sambalpur-Rayagada-Vizianagaram
- 12254 Bhagalpur-Yesvantpur Anga Express via Angul-Sambalpur-Rayagada-Vizianagaram
- 12660 Shalimar-Nagercoil Gurudev Express via Angul-Sambalpur-Rayagada-Vizianagaram
- 06566 Malda Town-SMVB Express via Kapilas Road-Angul-Sambalpur-Rayagada-Vizianagaram
- 20610 Tiruchchirappalli-New Jalpaiguri Amrit Bharat via Vizianagaram-Titlagarh-Jharsuguda-Kharagpur
- 22864 SMVB-Howrah AC Express via Vizianagaram-Titlagarh-Jharsuguda-Kharagpur
- 12704 Secunderabad-Howrah Falaknuma SF via Vizianagaram-Titlagarh-Sambalpur-Angul-Cuttack
- 16523 SMVB-Balurghat Express via Vizianagaram-Titlagarh-Sambalpur-Angul-Cuttack
- 17480 Tirupati-Puri Express via Vizianagaram-Sambalpur-Naraj Marthapur-Khurda Road
- 17016 Secunderabad-Bhubaneswar Visakha Express via Vizianagaram-Sambalpur-Bhubaneswar
- 12864 SMVB-Howrah Express via Vizianagaram-Titlagarh-Jharsuguda-Kharagpur
- 22606 Tirunelveli-Purulia Express via Vizianagaram-Titlagarh-Jharsuguda-Kharagpur
Passengers are requested to check NTES / Indian Railways official website for latest updates before starting journey.
#IndianRailways #EastCoastRailway #TrainUpdate #CycloneArnab
Divisional Forest Officer Brahmapur retweeted
ଋଷିକୁଲ୍ୟା ମୁହାଣ ଅଞ୍ଚଳର ମତ୍ସ୍ୟଜୀବୀଙ୍କ ଜୀବିକା ସୁଦୃଢ଼ କରିବା ଲକ୍ଷ୍ୟରେ ପୁରୁଣାବନ୍ଧଠାରେ ବନ ବିଭାଗ ପକ୍ଷରୁ ଏକ୍ରିକ୍ର ସହଯୋଗରେ ଇନସୁଲେଟେଡ୍ ଆଇସ୍ ବକ୍ସ ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମରେ ମାନ୍ୟବର ଛତ୍ରପୁର ବିଧାୟକ ମୁଖ୍ୟ ଅତିଥି ଏବଂ ଗଞ୍ଜାମ ଜିଲ୍ଲାପାଳ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ୬ଟି ଗ୍ରାମର ୧୨୦ ଜଣ ମତ୍ସ୍ୟଜୀବୀଙ୍କୁ ଆଇସ୍ ବକ୍ସ ପ୍ରଦାନ ସହ ଦୁଇଜଣ ମତ୍ସ୍ୟଚାଷୀଙ୍କୁ ରଙ୍ଗୀନ ମାଛ ଚାଷ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା।
#Ganjam #Fisherfolk #LivelihoodSupport #SustainableLivelihoods #OdishaForest
@CMO_Odisha @IPR_Odisha @ForestDeptt @farddepartment
DPMU ECRICC Ganjam organised Ice Box distribution at Purnabandh today in presence of Hon'ble MLA Chatrapur to 120 HHs to improve fish preservation, reduce post harvest losses and enhance fish value addition. Also, women ornamental fisheries entrepreneurs received support amounts.
Divisional Forest Officer Brahmapur retweeted
Some news articles highlighting the successful seizure of two leopard skins cases by Paralakhemundi Forest Division. @CMO_Odisha @GaneshRamBJP @PCCFWL_Odisha @pccfodisha @ForestDeptt @rccfberhampur @WCCBHQ @wii_india
Divisional Forest Officer Brahmapur retweeted
Heartfelt farewell to Sri Gajendra Pal Singh Mathur, ACF, Rourkela Forest Division. His dedicated service and contributions are deeply appreciated. Wishing him success ahead! 🌳 @ForestDeptt @RourkelaRccf
Celebration of 72nd Wildlife Week 2026 at ZSI,Gopalpur with expert presentation & panel discussion on biodiversity,thematic species conservation & inter-departmental convergence.
On the occasion of Wildlife Week 2026, a meeting was held with media representatives and local NGOs in the presence of DFO Brahmapur, Range Officer, Berhampur, to discuss wildlife rescue, rehabilitation, human–wildlife conflict and responsible public communication.
Celebration of International Coastal Cleanup Day today at Sonapur Blue Flag Beach in presence of Hon'ble MLA Chikiti.
Interaction with Sri Nilakantheshwar Nodal Vidhyapeeth, and plantation by Eco-Club of the school on the occasion of celebration of EPKM3.0 on 17 Sep 2026.
Celebration of Ek Ped Maa ke Naam 3.0 today at various locations in Brahmapur Division. Hon'ble MLA Digapahndi & Hon'ble MLA Chikiti graced the occasion today.
Divisional Forest Officer Brahmapur retweeted
ଉପକୂଳବର୍ତ୍ତୀ ଅଧିବାସୀମାନଙ୍କର ଜଳବାୟୁ ସହନଶୀଳତା ବୃଦ୍ଧି (ECRICC) ପ୍ରକଳ୍ପର ସମୀକ୍ଷା ବୈଠକ ଆଜି ଗଞ୍ଜାମ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ସଦ୍ଭାବନା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ପ୍ରକଳ୍ପ ଅଧୀନରେ ଚାଲୁଥିବା କାର୍ଯ୍ୟର ଅଗ୍ରଗତି ଓ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ବୈଠକରେ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।























































