Collector & DM, Malkangiri (@dm_malkangiri) profile picture

Office of the District Magistrate, Malkangiri

Malkangiri, India
Joined June 2019
Photo by Collector & DM, Malkangiri (@dm_malkangiri)Photo by Collector & DM, Malkangiri (@dm_malkangiri)Photo by Collector & DM, Malkangiri (@dm_malkangiri)Photo by Collector & DM, Malkangiri (@dm_malkangiri)Photo by Collector & DM, Malkangiri (@dm_malkangiri)Photo by Collector & DM, Malkangiri (@dm_malkangiri)Photo by Collector & DM, Malkangiri (@dm_malkangiri)Photo by Collector & DM, Malkangiri (@dm_malkangiri)Photo by Collector & DM, Malkangiri (@dm_malkangiri)Photo by Collector & DM, Malkangiri (@dm_malkangiri)
Collector & DM, Malkangiri retweeted
💙 ୧୮ ବର୍ଷ ହୋଇଗଲାଣି? ଏବେ ଆପଣଙ୍କ ପାଳି! 🗳️ 🇮🇳 ପ୍ରଥମ ଭୋଟ୍, ଗଣତନ୍ତ୍ର ପାଇଁ ପ୍ରଥମ ପଦକ୍ଷେପ! ଆପଣଙ୍କ ଭୋଟ୍, ଆପଣଙ୍କ ସ୍ୱର। ନିଜ ଅଧିକାରକୁ ସଶକ୍ତ କରନ୍ତୁ ଏବଂ ଗଣତନ୍ତ୍ରର ଅଂଶ ହୁଅନ୍ତୁ। 📝 Form-୬ ପୂରଣ କରନ୍ତୁ ଏବଂ ଭୋଟର ତାଲିକାରେ ନିଜ ନାମ ପଞ୍ଜୀକରଣ କରନ୍ତୁ। 📲 ଅନଲାଇନ୍: voters.eci.gov.in 📱 ECINET ଆପ୍ ମାଧ୍ୟମରେ 🤝 ଅଥବା ନିଜ ଅଞ୍ଚଳର BLOଙ୍କ ସହ ଯୋଗାଯୋଗ କରନ୍ତୁ। 📞 ଭୋଟର ହେଲ୍ପଲାଇନ୍: ୧୯୫୦ 💙 ଆଜିର ପଞ୍ଜୀକରଣ, ଆସନ୍ତାକାଲିର ସଶକ୍ତ ଗଣତନ୍ତ୍ର! #NewVoter #Form6 #VoterRegistration #CEOOdisha #ECI #EveryVoteMatters
2
6
9
948
Collector & DM, Malkangiri retweeted
🗳️ ନୂଆ ଭୋଟର, ନୂଆ ଉତ୍ସାହ, ଗଣତନ୍ତ୍ରକୁ ଆଉ ଏକ ମଜବୁତ ସ୍ୱର! 💙 ✨ ଆପଣଙ୍କ ପ୍ରଥମ ଭୋଟ୍, ଆପଣଙ୍କ ଗଣତାନ୍ତ୍ରିକ ଅଧିକାର! ଭୋଟର ତାଲିକାରେ ନାମ ନାହିଁ କି? ଯୋଗ୍ୟ ନୂତନ ଭୋଟର ଭାବେ Form-6 ଦାଖଲ କରନ୍ତୁ ଏବଂ ଆଜି ହିଁ ପଞ୍ଜୀକରଣ ପାଇଁ ଆବେଦନ କରନ୍ତୁ। ✅ ଅନଲାଇନ୍‌ରେ ଆବେଦନ କରନ୍ତୁ: voters.eci.gov.in 💙 ଭୋଟର ତାଲିକାରେ ଆପଣଙ୍କ ନାମ, ଗଣତନ୍ତ୍ରରେ ଆପଣଙ୍କ ପରିଚୟ! #NewVoter #Form6 #CEOOdisha #ElectoralRoll #ECI
10
9
2,739
Collector & DM, Malkangiri retweeted
🌟 ଆପଣଙ୍କ ଭୋଟ, ଆପଣଙ୍କ ଅଧିକାର! ଆପଣ ହିଁ ଗଣତନ୍ତ୍ରର ଅସଲି ଶକ୍ତି! 🗳️ 🎯 ୧୮ ବର୍ଷ ହୋଇଗଲା କି? ତେବେ ଆଉ ଡେରି କାହିଁକି? ଆଜି ହିଁ ନୂତନ ଭୋଟର ଭାବେ ନିଜକୁ ପଞ୍ଜୀକୃତ କରନ୍ତୁ! 📲 ECINET ଆପ୍ ଡାଉନଲୋଡ୍ କରନ୍ତୁ 📝 Form-6 ପୂରଣ କରନ୍ତୁ ✅ ଭୋଟର ତାଲିକାରେ ନିଜ ନାମ ସାମିଲ କରନ୍ତୁ। 💪 ଆଜି ପଞ୍ଜୀକରଣ କରନ୍ତୁ, ଆସନ୍ତାକାଲି ଗଣତନ୍ତ୍ରକୁ ଆହୁରି ମଜବୁତ କରନ୍ତୁ! ✨ ଆପଣଙ୍କ ଗୋଟିଏ ପଦକ୍ଷେପ, ଗଣତନ୍ତ୍ର ପାଇଁ ଏକ ବଡ଼ ଅବଦାନ! #ECINET #Form6 #NewVoter #CEOOdisha #MyVoteMyRight #ମୋଭୋଟମୋଅଧିକାର
12
25
2,905
Collector & DM, Malkangiri retweeted
ପ୍ରତ୍ୟେକ ଭୋଟରଙ୍କ ଗଣତାନ୍ତ୍ରିକ ଯାତ୍ରାର ପ୍ରଥମ ପଦକ୍ଷେପ ହେଉଛି ଭୋଟର ପଞ୍ଜୀକରଣ! 🗳️ ନୂଆ ନାମ ଯୋଡ଼ିବା ହେଉ କିମ୍ବା ଥିବା ତଥ୍ୟରେ ସଂଶୋଧନ, ପ୍ରତ୍ୟେକ ଆବଶ୍ୟକତା ପାଇଁ ରହିଛି ଉପଯୁକ୍ତ ଫର୍ମ। ✅ 📋 ଜାଣନ୍ତୁ, କେଉଁ କାମ ପାଇଁ କେଉଁ ଫର୍ମ? 🔹 ଫର୍ମ ୬ (Form 6) – ନୂତନ ଭୋଟର ଭାବେ ପଞ୍ଜୀକରଣ 🔹 ଫର୍ମ ୬A (Form 6A) – ପ୍ରବାସୀ ଭାରତୀୟ (NRI) ଭୋଟରଙ୍କ ପଞ୍ଜୀକରଣ 🔹 ଫର୍ମ ୭ (Form 7) – ଭୋଟର ତାଲିକାରୁ ନାମ ବାଦ ଦେବା କିମ୍ବା ନାମ ଅନ୍ତର୍ଭୁକ୍ତି ପ୍ରତି ଆପତ୍ତି 🔹 ଫର୍ମ ୮ (Form 8) – ଭୋଟର ତଥ୍ୟରେ ସଂଶୋଧନ, ଠିକଣା ପରିବର୍ତ୍ତନ ଓ EPIC ସମ୍ବନ୍ଧୀୟ ସେବା ଆପଣଙ୍କ ନାମ, ଆପଣଙ୍କ ପରିଚୟ, ଆପଣଙ୍କ ଅଧିକାର। 🇮🇳 ସଚେତନ ଭୋଟର, ସଶକ୍ତ ଗଣତନ୍ତ୍ର! #VoterRegistration #Form6 #Form6A #Form7 #Form8 #ECI #CEOOdisha
16
41
3,054
Collector & DM, Malkangiri retweeted
ରାଜ୍ୟ ସରକାରଙ୍କ ଉଦ୍ୟମ ତଥା ଜିଲ୍ଲା ପ୍ରଶାସନର ସମୟୋଚିତ ପ୍ରଚେଷ୍ଟାରେ ସ୍ବାଭିମାନ ଅଞ୍ଚଳ ଯୋଡୁଛି ସଫଳତାର ନୂଆ ଅଧ୍ୟାୟ। ବାର୍ଷିକ ୬ ହଜାର ଟନ୍ ହଳଦୀ ଉତ୍ପାଦନ କରି ଆର୍ଥିକ ଆତ୍ମନିର୍ଭରଶୀଳ ହୋଇଛନ୍ତି ମାଲକାନଗିରିର ସ୍ବାଭିମାନ ଅଞ୍ଚଳବାସୀ।
4
3
34
6,823
Collector & DM, Malkangiri retweeted
📢 No Eligible Voter Left Behind! 🗳️ CEO Odisha and the Election Commission of India are conducting a Special Drive across all 147 Assembly Constituencies in Odisha to ensure that every eligible citizen gets an opportunity to be enrolled in the electoral roll. 🗳️ Have you checked your name in the electoral roll? If you are eligible but your name is missing, don’t wait! Apply for voter registration using Form 6. 📄 Form 6: New voter registration 📄 Form 7: Objection to inclusion / Application for deletion of a name 📄 Form 8: Shifting of residence, correction of particulars, replacement of EPIC and marking as a Person with Disability (PwD) voter 📞 Need assistance? Call the 1950 Voter Helpline or contact your concerned election official. 🎯 Our Mission: Every Eligible Voter Included 📢 Special Drive to Include Eligible Voters in the Electoral Roll #CEO_Odisha #ECI #VoterAwareness #ElectoralRoll #Form6 #Form7 #Form8 #EveryVoteMatters #NoVoterLeftBehind #SpecialCamp
2
10
20
2,131
Collector & DM, Malkangiri retweeted
📢 କେହି ଯୋଗ୍ୟ ଭୋଟର ପଡ଼ିବେନି ବାଦ୍! 🗳️ ଓଡ଼ିଶାର ସମସ୍ତ ୧୪୭ଟି ବିଧାନସଭା କ୍ଷେତ୍ରରେ କୌଣସି ଯୋଗ୍ୟ ଭୋଟର ଯେପରି ଭୋଟର ତାଲିକାରୁ ବାଦ୍ ନ ପଡ଼ନ୍ତି, ସେଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା (CEO Odisha) ଓ ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି। 🗳️ ଆପଣଙ୍କ ନାମ ଭୋଟର ତାଲିକାରେ ଅଛି ତ? ନାମ ନଥିଲେ, ଆଉ ଡେରି କାହିଁକି? Form 6 ଦାଖଲ କରି ଆଜି ହିଁ ପଞ୍ଜୀକରଣ କରନ୍ତୁ! 📄 Form 6 – ନୂତନ ଭୋଟର ପଞ୍ଜୀକରଣ 📄 Form 7 – ନାମ ଅନ୍ତର୍ଭୁକ୍ତି ଉପରେ ଆପତ୍ତି / ନାମ ବାଦ୍ ପାଇଁ ଆବେଦନ 📄 Form 8 – ବାସସ୍ଥାନ ପରିବର୍ତ୍ତନ, ବିବରଣୀ ସଂଶୋଧନ, EPIC ବଦଳ ଓ ଦିବ୍ୟାଙ୍ଗ ଭୋଟର ଭାବେ ଚିହ୍ନଟ ପାଇଁ 📞 ସହାୟତା ପାଇଁ ୧୯୫୦ ହେଲ୍ପଲାଇନ୍ କିମ୍ବା ନିଜ ଅଞ୍ଚଳର ନିର୍ବାଚନ ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ। 🎯 ଆମ ସଂକଳ୍ପ: କୌଣସି ଯୋଗ୍ୟ ଭୋଟର ପଡ଼ିବେନି ବାଦ୍! 📢 Special Drive to Include Eligible Voters in the Electoral Roll #CEO_Odisha #ECI #VoterRegistration #Form6 #NoVoterLeftBehind #SpecialCamp
4
23
1
48
5,855
Collector & DM, Malkangiri retweeted
🗳️ ଭୋଟର ହେବାର ପ୍ରଥମ ପାଦ, Form-6 ଆପଣଙ୍କ ସାଥୀ! 🙋‍♀️🙋‍♂️ ଆପଣ ଜଣେ ଯୋଗ୍ୟ ନାଗରିକ, କିନ୍ତୁ ଏପର୍ଯ୍ୟନ୍ତ ଭୋଟର ଭାବେ ପଞ୍ଜୀକୃତ ହୋଇନାହାନ୍ତି କି? ତେବେ ଆଉ ଡେରି କାହିଁକି? ଆଜି ହିଁ Form-6 ମାଧ୍ୟମରେ ଆବେଦନ କରନ୍ତୁ ଏବଂ ଭୋଟର ତାଲିକାରେ ନିଜ ନାମ ସାମିଲ କରନ୍ତୁ! 🌐 ଅନଲାଇନ୍ ଆବେଦନ: voters.eci.gov.in 📲 QR କୋଡ୍ ସ୍କାନ୍ କରନ୍ତୁ ଏବଂ ଆବେଦନ କରନ୍ତୁ। 📞 ଅଧିକ ସୂଚନା ପାଇଁ କଲ୍ କରନ୍ତୁ: ୧୯୫୦ ✨ ସଚେତନ ହୁଅନ୍ତୁ, ପଞ୍ଜୀକରଣ କରନ୍ତୁ, ଗଣତନ୍ତ୍ରକୁ ସଶକ୍ତ କରନ୍ତୁ! 🗳️ ମନେରଖନ୍ତୁ, ଭୋଟ ଦେବା ପାଇଁ ଭୋଟର ତାଲିକାରେ ଆପଣଙ୍କ ନାମ ଥିବା ଆବଶ୍ୟକ। #VoterRegistration #Form6 #SIR2026 #CEOOdisha #ECI #MyVoteMyRight #EveryVoteMatters
3
6
11
996
Collector & DM, Malkangiri retweeted
🗳️ କୌଣସି ଯୋଗ୍ୟ ଭୋଟର ଯେପରି ତାଲିକାରୁ ବାଦ୍ ନପଡ଼ନ୍ତି! ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ, ଓଡ଼ିଶାର ୩୧ଟି ଜିଲ୍ଲାରେ ଯୋଗ୍ୟ ଭୋଟରଙ୍କୁ ଭୋଟର ତାଲିକାରେ ସାମିଲ କରିବା ଉଦ୍ଦେଶ୍ୟରେ ସକ୍ରିୟ ପଦକ୍ଷେପ ନିଆଯାଉଛି। 📍 ରାଜ୍ୟର ୪୫,୨୫୦ଟି ବୁଥ୍‌ରେ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଉଛି। 📢 ଆପଣଙ୍କର କୌଣସି ଅଭିଯୋଗ କିମ୍ବା ସମସ୍ୟା ଥିଲେ, ୪୫,୨୫୦ ଜଣ BLO, ୭୧୯ ଜଣ AERO, ୧୪୭ ଜଣ ERO କିମ୍ବା ୩୧ ଜଣ DEOଙ୍କୁ ଜଣାନ୍ତୁ। ଆମର ସଂକଳ୍ପ — କୌଣସି ଯୋଗ୍ୟ ଭୋଟର ଯେପରି ଭୋଟର ତାଲିକାରୁ ବାଦ୍ ନପଡ଼ନ୍ତି। 🇮🇳 #ECISVEEP #ECI #SpecialCamps #ElectoralRoll #VoterAwareness #CEOOdisha #EveryEligibleVoter #EveryVoteMatters
3
14
1
41
4,521
Collector & DM, Malkangiri retweeted
🗳️ ଭୋଟର ତାଲିକାରେ ଆପଣଙ୍କ ନାମ ଅଛି ତ? ପ୍ରଥମେ ନିଜ ନାମ ଯାଞ୍ଚ କରନ୍ତୁ। ନାମ ନାହିଁ କିମ୍ବା ଆପଣ ଜଣେ ନୂଆ ଭୋଟର? 👉 Form–6 ଦାଖଲ କରନ୍ତୁ ଏବଂ ଭୋଟର ତାଲିକାରେ ନିଜ ନାମ ପଞ୍ଜୀକରଣ କରନ୍ତୁ। 🌐 voters.eci.gov.in ନାମ ଯାଞ୍ଚ କରନ୍ତୁ, ପଞ୍ଜୀକରଣ କରନ୍ତୁ, ନିଜ ମତାଧିକାର ସୁନିଶ୍ଚିତ କରନ୍ତୁ! 🗳️ #Form6 #NewVoter #ElectoralRoll #VoterRegistration #CEOOdisha #ECI #EveryVoteMatters
7
12
2,505
Collector & DM, Malkangiri retweeted
A proud moment for Odisha and a significant step towards preserving India’s rich linguistic heritage. The Ministry of Education’s approval of a Centre of Excellence for Classical Pali at the Central University of Odisha will strengthen the study, preservation and promotion of Pali, a language deeply connected with India’s intellectual, spiritual and cultural traditions. This Centre will further strengthen Odisha’s contribution to preserving India’s civilisational knowledge and linguistic heritage. My congratulations to the Central University of Odisha and everyone associated with this important initiative.
14
40
4
98
7,954
Collector & DM, Malkangiri retweeted
🗳️ ନାମ ଯାଞ୍ଚ କରନ୍ତୁ, ଅଧିକାର ସୁନିଶ୍ଚିତ କରନ୍ତୁ! 📢 ବାଦ୍ ପଡ଼ିଥିବା ଓ ଯୁବ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ! ଭାରତ ନିର୍ବାଚନ ଆୟୋଗଙ୍କ ପକ୍ଷରୁ SIR ପରେ ଭୋଟର ତାଲିକାରେ ବାଦ୍ ପଡ଼ିଥିବା ଯୋଗ୍ୟ ନାଗରିକ ଏବଂ ପ୍ରଥମ ଥର ଭୋଟ ଦେବାକୁ ଥିବା ଯୁବ ଭୋଟରଙ୍କ ନାମ ପଞ୍ଜୀକରଣ ପାଇଁ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି। ✅ ଭୋଟର ତାଲିକାରେ ନିଜ ନାମ ଯାଞ୍ଚ କରନ୍ତୁ। ❌ ନାମ ନଥିଲେ ଏବଂ ଆପଣ ଯୋଗ୍ୟ ହୋଇଥିଲେ, Form–6 ଦାଖଲ କରନ୍ତୁ। 🆕 ପ୍ରଥମ ଥର ଭୋଟର ହେବାକୁ ଯାଉଛନ୍ତି? ଆଜି ହିଁ ପଞ୍ଜୀକରଣ କରନ୍ତୁ। 🤝 ସହାୟତା ପାଇଁ ନିଜ BLO (ବୁଥ୍ ସ୍ତରୀୟ ଅଧିକାରୀ)ଙ୍କ ସହ ମଧ୍ୟ ଯୋଗାଯୋଗ କରନ୍ତୁ। 🌐 ନାମ ଯାଞ୍ଚ ଓ ଅନଲାଇନ୍ ଆବେଦନ ପାଇଁ voters.eci.gov.in ପରିଦର୍ଶନ କରନ୍ତୁ। ଆପଣଙ୍କ ନାମ, ଆପଣଙ୍କ ଅଧିକାର, ଆଜି ହିଁ ଯାଞ୍ଚ କରନ୍ତୁ ଓ ପଞ୍ଜୀକରଣ କରନ୍ତୁ। 🗳️🇮🇳 #SpecialDrive #Form6 #YoungVoters #VoterRegistration #ElectoralRoll #CEOOdisha #ECI #EveryVoteMatters #MyVoteMyRight
3
15
32
4,571
Collector & DM, Malkangiri retweeted
ସ୍ୱତନ୍ତ୍ର ସଘନ ସଂଶୋଧନ (SIR) ସମାପ୍ତ ହେବା ପରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ସ୍ୱତନ୍ତ୍ର ଅଭିଯାନ ଆୟୋଗ ବାଦ୍ ପଡ଼ିଥିବା ଏବଂ ପ୍ରଥମ ଥର ପାଇଁ ଭୋଟର ତାଲିକାରେ ସାମିଲ ହେଉଥିବା ଯୁବ ଭୋଟରଙ୍କ ପଞ୍ଜୀକରଣ ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ହାତକୁ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ବିସ୍ତୃତ ଭାବେ ପଢ଼ନ୍ତୁ 👇
Special drive in States/UTs after completion of Special Intensive Revision (SIR) Commission has instructed to undertake a special drive for enrolment of left-out and first time/young electors. Read in detail 👇
4
9
2
13
4,740
Collector & DM, Malkangiri retweeted
🎉 SIR-2026: Celebrating a Milestone, Together 🇮🇳🗳️ A proud moment at CEO Odisha as Shri R. S. Gopalan, IAS, Chief Electoral Officer, Odisha, along with senior officers and the CEO Office team, celebrated the successful completion of SIR-2026. 🎂👏 A heartfelt appreciation to DEOs, Deputy Collectors, EROs, AEROs, BLO Supervisors and the entire field team for their dedication and teamwork. 🌟 Special appreciation to our BLOs, who worked tirelessly on the ground and remained the vital link between electoral administration and citizens throughout the SIR exercise. #SIR2026 #SIR2026Odisha #CEOOdisha #BLO #TeamCEO #ElectoralRoll
1
9
32
1,712
Collector & DM, Malkangiri retweeted
ପ୍ରଥମ ଭୋଟ୍ ଲୋଡିଂ… ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅନ୍ତୁ! 🚀 ଆପଣଙ୍କ ଅଧିକାର, ଭୂମିକା ଓ ଭୋଟ୍ ବିଷୟରେ ଜାଣନ୍ତୁ ଏବଂ ଆପଣଙ୍କ ଭୋଟ୍‌କୁ ସାର୍ଥକ କରନ୍ତୁ। 👉 ଆଜି ହିଁ Electoral Literacy Club (ELC)ରେ ଯୋଗଦିଅନ୍ତୁ ଏବଂ ନିର୍ବାଚନ ପାଇଁ ପ୍ରସ୍ତୁତ ହୁଅନ୍ତୁ! #ELC #FirstTimeVoter #ElectoralLiteracy #ECI – at Jamhaur, India
First vote loading… Get election-ready! 🚀 Make it count by knowing your rights, your role and your vote. 👉 Join the Electoral Literacy Club (ELC) today and get election-ready! #ELC #FirstTimeVoter #ElectoralLiteracy #ECI
1
9
1,579
Collector & DM, Malkangiri retweeted
#ECINET: ଆପଣଙ୍କ ସମସ୍ତ ନିର୍ବାଚନ ସମ୍ବନ୍ଧୀୟ ଆବଶ୍ୟକତା ପାଇଁ ଏକକ ଡିଜିଟାଲ୍ ସମାଧାନ। ECINET ପୋର୍ଟାଲ୍‌ରେ ଏବେ ଯୋଗଦିଅନ୍ତୁ ଏବଂ ସହଜ, ସୁଗମ ଓ ନାଗରିକ-କେନ୍ଦ୍ରିକ ନିର୍ବାଚନୀ ସେବାର ଅନୁଭବ ନିଅନ୍ତୁ। 🔗 ecinet.eci.gov.in/homepage #ECINET #ECI #ElectionCommission
#ECINET: Your one-stop digital solution for all your election-related needs. Explore ECINET now and experience seamless, accessible and citizen-centric election services 🔗 : ecinet.eci.gov.in/homepage #ECI #ElectionCommission
1
6
872
Collector & DM, Malkangiri retweeted
📢 ଆପଣ ELC ପୋର୍ଟାଲ୍‌ରେ ନିଜ ELC ପଞ୍ଜୀକରଣ କରିଛନ୍ତି କି? 🗳️ ନିର୍ବାଚନୀ ସାକ୍ଷରତା କ୍ଲବ୍‌ (ELC)ରେ ସାମିଲ ହୁଅନ୍ତୁ, ଗଣତନ୍ତ୍ରକୁ ଜାଣନ୍ତୁ ଏବଂ ଜଣେ ସଚେତନ, ସକ୍ରିୟ ଓ ସଶକ୍ତ ମତଦାତା ହୁଅନ୍ତୁ। ✨ 📲 QR Code ସ୍କାନ୍ କରନ୍ତୁ | ଆଜି ହିଁ ELC ପଞ୍ଜୀକରଣ କରନ୍ତୁ! Learn Democracy. Lead Democracy. 🇮🇳 #ELC #ELC20 #ECI #SVEEP #LearnDemocracyLeadDemocracy
10
20
1,203
Collector & DM, Malkangiri retweeted
କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇର ଅବ୍ୟବହିତ ପୂର୍ବରୁ ଆଜି ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଅବସରରେ ଭୁବନେଶ୍ୱରଠାରେ ଆୟୋଜିତ ‘ସି.ଏମ୍-କିଷାନ୍’ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ୪୧ ଲକ୍ଷରୁ ଅଧିକ ପରିବାରଙ୍କ ବ୍ୟାଙ୍କ ଖାତାକୁ ସି.ଏମ୍-କିଷାନ୍ ଯୋଜନାର ପଞ୍ଚମ କିସ୍ତି ସହାୟତା ରାଶି ବାବଦରେ ୮୩୩ କୋଟିରୁ ଅଧିକ ଟଙ୍କାର ସହାୟତା ରାଶି ଡିବିଟି (DBT) ମାଧ୍ୟମରେ ସିଧାସଳଖ ହସ୍ତାନ୍ତର କରିଛନ୍ତି। ଏହି ଅର୍ଥ ଆଗାମୀ ରବି ଫସଲ ପାଇଁ ଅତ୍ୟାବଶ୍ୟକ କୃଷି ସାମଗ୍ରୀ କ୍ରୟ କରିବାରେ ବିଶେଷ ସହାୟକ ହେବ। 'ସମୃଦ୍ଧ କୃଷକ ଯୋଜନା'ରେ ଧାନର କ୍ୱିଣ୍ଟାଲ ପିଛା ଉଚିତ୍ ମୂଲ୍ୟ ପ୍ରଦାନ, ଆନୁଷଙ୍ଗିକ କୃଷିକୁ ପ୍ରୋତ୍ସାହନ ଏବଂ 'କୃଷି ବିଦ୍ୟାନିଧି' ମାଧ୍ୟମରେ ଚାଷୀ ପରିବାରର ସନ୍ତାନମାନଙ୍କୁ ମାଗଣା ବୈଷୟିକ ଶିକ୍ଷା ପ୍ରଦାନ କରି ଚାଷୀଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷା ନିଶ୍ଚିତ କରିବା ରାଜ୍ୟ ସରକାରଙ୍କ ମୁଖ୍ୟ ଲକ୍ଷ୍ୟ।
3
29
62
9,191
Collector & DM, Malkangiri retweeted
ଶ୍ରେଣୀଗୃହରୁ ଆତ୍ମବିଶ୍ୱାସୀ ଭୋଟର ପର୍ଯ୍ୟନ୍ତ! ଗଣତନ୍ତ୍ର କେବଳ ଭୋଟ ଦେବା ବିଷୟ ନୁହେଁ—ଏହା ନିଜ ଭୋଟର ଶକ୍ତିକୁ ଜାଣିବା ବିଷୟ। ELC 2.0: ଯେଉଁଠି ଯୁବ ମନ ଗଣତନ୍ତ୍ରର ନେତୃତ୍ୱ ନେବା ଶିଖନ୍ତି। #ECI #ELC #ECINET
From Classrooms to Confident Voters! Democracy isn’t just about casting a vote - it’s about knowing its power. ELC 2.0: Where young minds learn to lead democracy. #ECI #ELC #ECINET
1
6
969
Collector & DM, Malkangiri retweeted
📢 Noticeକୁ ଅଣଦେଖା କରନ୍ତୁ ନାହିଁ! Notice ଆସିଛି? ତେବେ ଏବେଠାରୁ ପ୍ରସ୍ତୁତ ରୁହନ୍ତୁ। 👇 📄 ଆବଶ୍ୟକ ଦସ୍ତାବିଜ ପ୍ରସ୍ତୁତ ରଖନ୍ତୁ 📞 ନିଜ BLOଙ୍କ ସହ ଯୋଗାଯୋଗ କରନ୍ତୁ 🌐 କିମ୍ବା voters.eci.gov.in ରେ “Book a Call with BLO” ସେବା ନିଅନ୍ତୁ 🗓️ Notice ପର୍ଯ୍ୟାୟ ଏବଂ ଦାବି-ଆପତ୍ତିର ସମାଧାନ: ୧୭ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ⚠️ Notice ଆସିଲେ ଅବହେଳା ନୁହେଁ, ସମୟରେ ପଦକ୍ଷେପ ନିଅନ୍ତୁ। 🗳️ ଆପଣଙ୍କ ଭୋଟ, ଆପଣଙ୍କ ଅଧିକାର! #SIR2026 #Notice #BLO #CEOOdisha #ElectoralRoll #ECI #EveryVoteMatters
7
16
1,704