#ମୋ_ଡାକ୍ତର🩺 (@drdeepak81) header
#ମୋ_ଡାକ୍ତର🩺 (@drdeepak81) profile picture

Doctor by training, Citizen by profession, Taxpayer by choice

Assam
Joined February 2015
Photo by #ମୋ_ଡାକ୍ତର🩺 (@drdeepak81)Photo by #ମୋ_ଡାକ୍ତର🩺 (@drdeepak81)Photo by #ମୋ_ଡାକ୍ତର🩺 (@drdeepak81)Photo by #ମୋ_ଡାକ୍ତର🩺 (@drdeepak81)Photo by #ମୋ_ଡାକ୍ତର🩺 (@drdeepak81)Photo by #ମୋ_ଡାକ୍ତର🩺 (@drdeepak81)Photo by #ମୋ_ଡାକ୍ତର🩺 (@drdeepak81)Photo by #ମୋ_ଡାକ୍ତର🩺 (@drdeepak81)Photo by #ମୋ_ଡାକ୍ତର🩺 (@drdeepak81)Photo by #ମୋ_ଡାକ୍ତର🩺 (@drdeepak81)
+୨ ବିଜ୍ଞାନରେ ପଢିବାକୁ ଯାଉଥିବା କୌଣସି ଛାତ୍ର ବା ଛାତ୍ରୀ ଯଦି ଆର୍ଥିକ ଦୁର୍ବଳ ଥା'ନ୍ତି, ତେବେ ମୋତେ ଜଣେଇବେ । ମୋ ନିଜ ଉପାର୍ଜନରୁ ଦୁଇବର୍ଷର ଖର୍ଚ୍ଚ ବହନ କରିବି । ଯୋଗ୍ଯତା: ୧- କଟକରେ କୌଣସି ସରକାରୀ କଲେଜ ୨- ବହି ଖର୍ଚ୍ଚ ଓ ହଷ୍ଟେଲ ଖର୍ଚ୍ଚ କୌଣସି ସଂସ୍ଥା ସହ ସମ୍ପର୍କ ନାହିଁ, ତେଣୁ ବେଶୀ କରିପାରିବିନି ରିଟୁଇଟ କରିବେ
107
448
14
1,263
72,329
Had no idea that "General Medicine" is translated as "ସାଧାରଣ ଔଷଧ' ବିଭାଗ in Odia ! WTF !! It's ଭେଷଜ ବିଭାଗ @NityanandaBJP ବାବୁ ଆଉ @HFWOdisha , ସେ ଗୁଗୁଲ ଟ୍ରାନ୍ସଲେଟର ଛାଡି ଓଡିଆ ଶିଖିଥିଲେ କାମରେ ଆସିଥା'ନ୍ତା । ଗେରୁଆ କରିବା ପ୍ରୟାସରେ ସବୁ ଚୁଲିରେ ଦେଇସାରିଲଣି ! – at Belagachhia, India
61
85
14
512
25,885
ଉତ୍ତର-ପୂର୍ବ ରାଜ୍ୟମାନଙ୍କ ପ୍ରତି ମୋଦି ସରକାରଙ୍କର ଅହେତୁକ ଅନୁକମ୍ପା ରହିଚି, ଯେଉଁଟା ଆଗରୁ କେବେ ଦେଖାଯାଇନଥିଲା । ଠିକ୍ ସେହିପରି, ଓଡ଼ିଶା ପ୍ରତି ରହିଚି ଉଦାସୀନତା ! ମୁଁ ମାନୁନଥିଲି, ହେଲେ ଟାଇମଲାଇନ୍ ରେ IAS-OAS କଥା ଦେଖିକି ଲାଗିଲା, ମୁଁ ବି ଟିକେ ଜ୍ଞାନ ଦେଇଦିଏ – at Belagachhia, India
1
1
44
2,356
And we have a Chattar Bazar in Kataka. Hope Odias can now make-up why it is named so. – at Barbari, India
The Word "Chhatrakhia" used as an expletive mostly in & around Ganjam has a link to the 1866 famine. Any famine victim who accepted cooked food from Christian-run Anna Chatras or mixed with other castes was immediately excommunicated and that is where the word came into Vogue.
1
423
ଦିଲ୍ଲୀର ଶକ୍ତିସ୍ଥଳରେ ଥିବା ଏହି ବିଶାଳ ପ୍ରସ୍ତର ସହ ଓଡ଼ିଶାର କ'ଣ ସମ୍ପର୍କ ରହିଛି ଜାଣିଛନ୍ତି ଯଦି କୁହନ୍ତୁ ଦେଖି ! – at Barbari, India
9
2
1
53
6,434
Respected office of @sp_ganjam, This post is completely off the grid, please refrain yourself from using only 'one religion' to spread awareness. Please continue using memes, but please educate yourself that 'Ravana' is not a meme character as per our hindu mythology. 🙏 – at Belagachhia, India
ଜୁଆ ଖେଳନ୍ତୁ ନାହିଁ, ନହେଲେ ଘର, ଟଙ୍କା ଓ ସମ୍ମାନ ସବୁ ଯିବ। ଜୁଆ ଓ ଅନଲାଇନ୍ ବେଟିଂରୁ ଦୂରେଇ ରୁହନ୍ତୁ। ପରିବାରକୁ ବଞ୍ଚାନ୍ତୁ। ଅଭିଯୋଗ ପାଇଁ ଡାଏଲ୍ କରନ୍ତୁ 112 @odisha_police @DGPOdisha @igpsr
1
1
1
29
1,244
ଆମ କଟକ ରାବଣ ପୋଡ଼ାହବାକୁ ରେଡି – at Belagachhia, India
6
346
ଭାରତ-ବର୍ମା ସୀମାରେ ଗୋଟେ ଘର ଯାହାର ଅଧା ଭାରତରେ ଆଉ ଅଧା ବର୍ମା ଭିତରେ !
3
29
1,144
ହଉ, ହେଲା ଆଉ – at Sonari, India
2
1
29
719
We have a saying in public health, 'Statistics' empowers you to manipulate how you want to analyze & represent data. Two catches in below hypothesis, 'birth control pills' and 'navratri'; both proved the hypothesis correct, BTW, Noone cares about significance. – at Sonari, India
🚨 JUST IN: You won’t believe what Ahmedabad chemists are reporting this Navratri! Birth control pill sales increases 15-25% during the navrati: reports
2
8
1,039
ଏଲନ ଭାଇଙ୍କ ଜଣେ ପ୍ରେମିକ ଏଇଟାକୁ ଭାରି ଜୋରରେ ସେଆରୁଚନ୍ତି
19
1
4
36
5,317
ଶୁଣିଲି ଓଡ଼ିଶାରେ ଗୁପଚୁପ unhygienic ସେ ଲୋକଙ୍କୁ ଜେଲ୍ ନପଠେଇକି ଖାଦ୍ୟର ନମୂନା ନେଲେ କଉ ବେଦ ଶୁଦ୍ଧ ହବ ? – at Tezpur, India
5
494
I want to do full time boot licking of government schemes. Any link is welcome. I will forget my ethics, my upbringing, my odianess. Pay me something, or more honestly, 'buy me'. I will promote any bs for money and reach. Just try me. I will change my surname ending with 'li' – at Helem, India
8
31
2,787
When I tried booking through @OSRTC_Odisha , I'm not able to access 'book now' and 'view seats' because the platform gui goes below my mobile gui. ବସ୍ ଟିକଟ କରିବାକୁ ଏବେ ନୂଆ ଫୋନ୍ ନବାକୁ ହବ, ଭଲଭୋ ଯେତେବେଳେ, ଆମକୁ ବି ଆଇଫୁନ୍ ନେଇତେ ହବ। Honest opinion: maintenance of these buses-pathetic
1
417
ଭାଇ ଟିକେ ଠିକ୍ ଠିକ୍ କୁହ, ସ୍କୃ ଡ୍ରାଇଭର୍ ରୁ ଗୁଳି କେମିତି ଚଲେଇଲା ଅଭିଯୁକ୍ତ ? – at Barbari, India
2
16
1,038
ପ୍ରେମରେ ପ୍ରତ୍ୟାକ୍ଷିତ ବାଚାଳ ପ୍ରେମିକଟିଏ ! ପ୍ରେମିକାର ନାଁଟା ହାତରେ ଖୋଦେଇଥିଲା, ସାଙ୍ଗରେ ଗୋଟେ ଛୋଟିଆ ❤️ ବି ଥିଲା; ହେଲେ ଯେଉଁଦିନ ସିଏ ମନାକରିଦେଲା, ତା ନାଁ ଲିଭେଇଦେଇ ନିଜ ନାଁ ଲେଖିନେଲା ! ଏଭଳି ପ୍ରେମିକ ମାନସିକ ବିକାରଗ୍ରସ୍ତ ହେଇ କିଛି ବି କରିପାରନ୍ତି । ବିଶେଷକରି ମହିଳାଙ୍କ ପ୍ରତି । ଭଲ ଡାକ୍ତରଖାନା ପଠାଅ – at Barbari, India
ଭୁବନେଶ୍ୱର ନୟାପଲ୍ଲୀରେ ଯୁବତୀ ଦୁଷ୍କର୍ମ ଘଟଣାରେ ପୁଲିସର ଏନକାଉଣ୍ଟର। ପୁଲିସ ଗୁଳିରେ ଆହତ ଅଭିଯୁକ୍ତ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି। #NayapalliRapeCase #BhubaneswarCrime #PoliceEncounter #Nayapalli #Bhubaneswar #OdishaPolice #CapitalHospital #OdishaNews #OdishaTV #OTV
3
794
ଯୁବତୀଙ୍କୁ ଦୁଷ୍କର୍ମ କିଏ କଲେ? 🙈 ଏଇଥିପାଇଁ କୁହେ, ଓଡ଼ିଆ ଶିଖ । – at Barbari, India
5
1
31
3,485
As per police, the 'gun' was actually a 'lighter' But, he was able to fire from that 'lighter' !! କୋରାପୁଟ ଗଞ୍ଜେଇ ନିଶା କମିଶନରେଟ ପୁଲିସ୍ କୁ ବି ଘାରିଲାଣି – at Barbari, India
#ଦୁଷ୍କର୍ମ_ଘଟଣାରେ_ଏନ୍‌କାଉଣ୍ଟର -ଭୁବନେଶ୍ବର ଯୁବତୀ ଦୁଷ୍କର୍ମ ଘଟଣାରେ ଏନ୍‌କାଉଣ୍ଟର -ଅଭିଯୁକ୍ତ ଯୁବକକୁ ଏନ୍‌କାଉଣ୍ଟର କଲା ପୋଲିସ -ଖସିବା ପାଇଁ ପୋଲିସ ଉପରକୁ ଫାୟାରିଂ କରିବାରୁ ପାଲଟା ଗୁଳି -ଅଭିଯୁକ୍ତର ଗୋଡ଼ରେ ବାଜିଛି ଗୁଳି, କ୍ୟାପିଟାଲ ହସ୍ପିଟାଲ୍‌ରେ ଭର୍ତ୍ତି -ନୟାପଲ୍ଲୀ ଥାନା ଅଞ୍ଚଳରେ ଘରେ ପଶି ଦୁଷ୍କର୍ମ କରିଥିଲା ଅଭିଯୁକ୍ତ -ମୁହଁରେ ମୁଖା ପିନ୍ଧି ବନ୍ଧୁକ ମୁନରେ ଧମକାଇ ଦୁଷ୍କର୍ମ କରିଥିଲା #Bhubaneswar #PoliceEncounter #Odisha #CrimeNews #OTV
3
1
12
529
#Kleptomania – at Barbari, India
#ଲୁଟ୍‌_ପାଇଁ_ପଶି_ଦୁଷ୍କର୍ମ: ସିପି -ନୟାପଲ୍ଲୀ ବନ୍ଧୁକ ମୁନରେ ଦୁଷ୍କର୍ମ ଅଭିଯୋଗ ଘଟଣାରେ ଟ୍ବିଷ୍ଟ -ଚୋରି ପାଇଁ ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ ସ୍ପଷ୍ଟ କଲେ ସିପି -‘ଏକ ପିସ୍ତଲ ସଦୃଶ ଲାଇଟର ନେଇ ଅଭିଯୁକ୍ତ ଘରେ ପଶିଥିଲା’ -‘ମାତ୍ର ଘରେ କେହି ନ ଥିବା ଦେଖି ଏପରି କରିଥିବା ମାନିଛି’ -‘ଯୁବତୀ ଜଣଙ୍କ ଏହାକୁ ପିସ୍ତଲ ଭାବି ପୂରା ଡରିଯାଇଥିଲେ’ -ଦୁଷ୍କର୍ମ ହୋଇଛି ନା ନାହିଁ ତାହାର ତଦନ୍ତ ଚାଲିଛି- ସିପି -'ଲୁଟ୍ ପରେ ପ୍ରଥମେ ଆମ ବସ୍‌ରେ ନୟାପଲ୍ଲୀରୁ ସିଆରପି ଆସିଥିଲା' -'ସିଆରପିରୁ ଅଟୋ ଧରି ଭରତପୁର ଯାଇଥିଲା' -'ଭରତପୁରରେ ଏକ ନୂଆ ବାଇକ୍ ଚୋରି କରି ଫେରାର ହୋଇଯାଇଥିଲା' -'କ୍ରୁଟ୍ ପକ୍ଷରୁ ମିଳିଥିବା ସିସିଟିଭିକୁ ଆଧାରରେ ଅଭିଯୁକ୍ତ ଚିହ୍ନଟ କରିଛୁ’ -‘ଚକେଇସିହାଣୀରେ ରୁହେ, ଘର ଜଗନ୍ନାଥପ୍ରସାଦ ଗଞ୍ଜାମ’ -‘ତା ନାଁରେ ପୂର୍ବରୁ ମୋବାଇଲ୍‌ ଚୋରି ମାମଲା ରହିଛି’ #Nayapalli #Bhubaneswar #CP #OdishaPolice #Ganjam #CrimeNews #Odisha #OTV
1
327
They are targeting doctors !! Bhai, hamaare paas itne paise nehin hote hain
Received a call today saying that a delivery person was waiting with a parcel and I need to call him. The person on the call said he messaged me a number. I was busy and forgot to call. He called me thrice in the space of few minutes remind me to call. On the third call, he said note down the number and started with *21… I asked him which number starts with star. He said it is a system number and I need to call it. I got suspicious and told him cancel the delivery or ask the person to call me. Savdhan rahein, satark rahein.
4
9
991