Om Prakash Mishra 🇮🇳 (@ommbjp) header
Om Prakash Mishra 🇮🇳 (@ommbjp) profile picture

BJP Leader, Kantamal Assembly Constituency

Orissa, Bharat
Joined October 2018
Photo by Om Prakash Mishra 🇮🇳 (@ommbjp)Photo by Om Prakash Mishra 🇮🇳 (@ommbjp)Photo by Om Prakash Mishra 🇮🇳 (@ommbjp)Photo by Om Prakash Mishra 🇮🇳 (@ommbjp)Photo by Om Prakash Mishra 🇮🇳 (@ommbjp)Photo by Om Prakash Mishra 🇮🇳 (@ommbjp)Photo by Om Prakash Mishra 🇮🇳 (@ommbjp)Photo by Om Prakash Mishra 🇮🇳 (@ommbjp)Photo by Om Prakash Mishra 🇮🇳 (@ommbjp)Photo by Om Prakash Mishra 🇮🇳 (@ommbjp)
Got an opportunity to interact with central finance minister @nsitharaman Ji and Education minister @dpradhanbjp Ji 🙏🏻
5
5
259
9,614
ନବୀନ ବାବୁଙ୍କ ସରକାର ଯୁବ ବର୍ଗର କଣ୍ଠରୋଧ ପାଇଁ 2017 ଠାରୁ ଯେଉଁ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଥିଲେ ଲୋକଙ୍କ ସରକାର ଆଜି ପୁଣି ତାକୁ ଆରମ୍ଭ କଲେ I ଧନ୍ୟବାଦ @suryabanshibjp 🙏🏻
1
71
He still is one of the most popular leaders in India among Gen Z… @dpradhanbjp 🙏🏻
1
55
ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା କ୍ଷେତ୍ରର ଲୋକପ୍ରିୟ ସାଂସଦ ଶ୍ରୀ @dpradhanbjp ଙ୍କୁ ଜନ୍ମଦିନ ଅବସରରେ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା । ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା ସମଲେଇଙ୍କ ଅପାର କୃପାରୁ ଆପଣ ଦୀର୍ଘାୟୁ , ସୁସ୍ଥ ରହିବା ସହ ଓଡିଶା ଏବଂ ଦେଶବାସୀଙ୍କ ଉନ୍ନତି ପାଇଁ ଅଧିକ ଶକ୍ତି ଲାଭ କରନ୍ତୁ I
1
1
870
ଲୋକଙ୍କ ସରକାରର 2 ବର୍ଷ ପୂର୍ତ୍ତି ଅବସରରେ ଏ ଭିଡିଓଟି ମତେ ବିଶେଷ ସନ୍ତୋଷ ଦେଇଛି I ମୁଖ୍ୟମନ୍ତ୍ରୀ ବସକୁ ବୌଦ୍ଧ ଜିଲ୍ଲା କଣ୍ଟାମାଲ ନିର୍ବାଚନ ମଣ୍ଡଳୀ ଶୁଣ୍ଡିପଦର ଗ୍ରାମ ପଞ୍ଚାୟତରେ ଭବ୍ୟ ସ୍ୱାଗତ I @CMO_Odisha @BJP4Odisha
1
1
55
So this is where it has hurt the gang and deep state… kudos to my leader @dpradhanbjp 🙏🏻
Remember what India’s Education Minister Dharmendra Pradhan did to the Leftists and Islamists back in September 2021⁉️ Perhaps they are settling the old score today by demanding his resignation through protests‼️ What he did? He backed a specialization course in the JNU University on the global nexus of Communists and the radical Islamists. The left-cartel was complacent with “Salafi Jihadism” counterterrorism studies. But they got irked with the introduction of a research-based course on Red-Green alliance. The Education Minister was responsible for eradicating the deeprooted disease of radical left from the Indian academia. Hence they flung into action to push him out!
49
खेला होय गेछे 🪷
1
1
51
Hon’ble prime minister has recognised our pride #KoraputCoffee. Now it’s just a matter of time before it gets global recognition.
Koraput coffee is very tasty. It is the pride of Odisha! #MannKiBaat
1
78
ବିଜେପି ଓଡ଼ିଶାର ସମସ୍ତ ରାଜ୍ୟ ପଦାଧିକାରୀଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଶୁଭକାମନା I ଆପଣ ମାନଙ୍କ ଦୃଢ ନେତୃତ୍ୱରେ ଦଳ ନିଶ୍ଚିତ ଭାବରେ ସଫଳତାର ଶିଖରରେ ପହଞ୍ଚିବ I
2
89
So basically you are saying your party and people like you have traded Rita Sahu, Bhupindar Singh, Jogesh Singh, Ganeshwar Behera etc…in the past.. How much have you earned from these horse tradings Bhakta Babu??
BJD has completely surrendered before BJP in Odisha. After transferring their own candidate Jay Dholakia to BJP, they now seem incapable of even fielding a candidate. Never thought BJD would stoop so low as to sell Biju Babu’s legacy to the RSS-BJP. #NuapadaMaangeNyay
61
ଆଜି ଭୁବନେଶ୍ୱର ଠାରେ ବିଭିନ୍ନ ସାମାଜିକ, ସାଂସ୍କୃତିକ ତଥା ଧାର୍ମିକ ଅନୁଷ୍ଠାନର ପ୍ରତିନିଧି ଏବଂ ଯୁବ ବନ୍ଧୁଙ୍କୁ ନେଇ ଆୟୋଜିତ ହୋଇଥିବା ନିଶାମୁକ୍ତି କର୍ମଶାଳାରେ ଓଡିଶା ସରକାରଙ୍କ ମନ୍ତ୍ରୀ @suryabanshibjp ଏବଂ ଅନ୍ୟାନ୍ୟ ନେତୃତ୍ବଙ୍କ ସହ ଯୋଗଦେଲି I
1
48
ସଶକ୍ତ ଓ ଆତ୍ମନିର୍ଭର ଭାରତର ବିନ୍ଧାଣି ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ @narendramodi ଙ୍କ ଜନ୍ମଦିନରେ ସୁସ୍ଥ ଓ ନିରାମୟ ଜୀବନ କାମନା କରୁଛି 🙏🏻
43
"ଗାଁ ଖୁଲୀନୁ ହୁଲ ହୁଲି ଆର ରାଜଧାନୀନୁ ଦୁଲ ଦୁଲି" ପଶ୍ଚିମ ଓଡିଶା ଯୁବାମଞ୍ଚର ଭାଇ ମାନକର ଉଦ୍ୟମରେ ଗଲା କାଲି ରାଜଧାନୀ ଭୁବନେଶ୍ୱରର ଉତ୍କଳ ମଣ୍ଡପରେ 10 ନମ୍ବର ବଛର ଲାଗି ଆୟୋଜିତ ହେଇଥିବାର ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମରେ ମାଏନତା କୁନୁଆ ମାନକର ସାଙ୍ଗେ ସାମିଲ ହେଲି I
3
77
ଗତକାଲି ଭୁବନେଶ୍ୱର ଠାରେ ଆମ ଦଳର ବରିଷ୍ଠ ନେତା ତଥା ବାଲିଗୁଡ଼ାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀଙ୍କ ସ୍ମୃତିସଭାରେ ଯୋଗଦେଇ ଦିବଂଗତ ଆତ୍ମାଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କଲି I
5
55
ପୂର୍ବତନ ମନ୍ତ୍ରୀ ତଥା ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ ଏବଂ ମର୍ମାହତ I ମହାପ୍ରଭୁ ଜଗନ୍ନାଥ ତାଙ୍କ ଅମର ଆତ୍ମାକୁ ଶାନ୍ତି ଓ ପରିବାରକୁ ଶକ୍ତି ଦିଅନ୍ତୁ।
3
65
କଣ୍ଟାମାଲ ବ୍ଲକ ଘଣ୍ଟାପଡ଼ା ପଞ୍ଚାୟତ ତାଲବେଡ଼ା ଗ୍ରାମର ରଞ୍ଜିତ ବଗର୍ତ୍ତୀଙ୍କ 8 ବର୍ଷର ପୁଅ କପିଳାସ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ଖବର ଅତ୍ୟନ୍ତ ଦୁଃଖଦାୟକ I ମାନନୀୟ ମୁଖ୍ୟମନ୍ତ୍ରୀ @MohanMOdisha ସହଯୋଗର ହାତ ବଢାଇବା ପାଇଁ ଅନୁରୋଧ I @CMO_Odisha @dmboudh
10
16
1
96
5,984
ଗତକାଲି କଣ୍ଟାମାଳ ଠାରେ ୟଙ୍ଗଷ୍ଟାର ଆସୋସିଏସନ ପକ୍ଷରୁ ଆୟୋଜିତ ନୁଆଁଖାଇ ଭେଟଘାଟ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଞ୍ଚଳର ବରିଷ୍ଠ ନେତୃତ୍ୱଙ୍କ ସହ ଯୋଗଦେଲି I
4
93
ଐତିହାସିକ ଜାପାନ ଗସ୍ତ ସମୟରେ ଆଜି ମାନ୍ୟବର ପ୍ରଧାନମନ୍ତ୍ରୀ @narendramodi ଙ୍କ ବେକରେ ଓଡ଼ିଶାର ପ୍ରସିଦ୍ଧ ସମ୍ବଲପୁରୀ ଉତ୍ତରୀୟ ଦେଖି ଜଣେ ଓଡ଼ିଆ ହିସାବରେ ଗର୍ବିତ ଅନୁଭବ ହୁଏ I
1
88
କୃଷି ଭିତ୍ତିକ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ଅବସରରେ ହାର୍ଦ୍ଧିକ ଶୁଭେଚ୍ଛା ଆର ଶୁଭକାମନା ନୂଆଁଖାଇ ଜୁହାର 🙏🏻
1
1
11
144