ତାପସ (@tapasr10) header
ତାପସ (@tapasr10) profile picture

ତୋ ପ୍ରେମର ରଙ୍ଗ ଲାଗିଲା ପରେ...

At Home
Joined September 2010
Photo by ତାପସ (@tapasr10)Photo by ତାପସ (@tapasr10)Photo by ତାପସ (@tapasr10)Photo by ତାପସ (@tapasr10)Photo by ତାପସ (@tapasr10)Photo by ତାପସ (@tapasr10)Photo by ତାପସ (@tapasr10)Photo by ତାପସ (@tapasr10)Photo by ତାପସ (@tapasr10)Photo by ତାପସ (@tapasr10)
ଅନ୍ୟର ଉପଦେଶ ମଧ୍ୟରୁ କିଛି ଶିଖି ହୁଏନାହିଁ; ନିଜର ଜୀବନ କ୍ଷୟ କରି ଅଭିଜ୍ଞତା ଅର୍ଜନ କରିବାକୁ ହୁଏ,ଅନ୍ୟ କୌଣସି ପଥ ନାହିଁ...
38
82
10
660
ଏକ ବର୍ଷଣ ଶୀତ ସନ୍ଧ୍ୟା, ଚା' ଗ୍ଲାସରୁ ଉଠୁଥିବା ବାମ୍ଫ, ଆଉ ତୁମ ସାନ୍ନିଧ୍ୟର ରେଶମୀ ଉଷ୍ମତା... ❤️ #DeletedSceneOfLife
1
46
706
ଆବାସ ଯୋଜନା ପାଇଁ ଆବଶ୍ୟକ ସ୍ଥାୟୀ ଘରବାରି ପଟ୍ଟା ଖଣ୍ଡେ, ଯାହା ଏମାନଙ୍କ ପାଖେ ନଥାଏ। ଆପଣ ପ୍ରଶ୍ନ କରିବେ, ବସୁନ୍ଧରା ଯୋଜନାରେ ପଟ୍ଟା ଦେଇ ହେବନି କଣ ପାଇଁ !? ଉତ୍ତର ହେଲା, ବସ୍ତିଟିକୁ ଦେଖିଲେ ଲାଗୁଚି ଏମାନେ ଅନ୍ୟ ଅଞ୍ଚଳରୁ ଆସି ଏଇଠି ବସବାସ କରୁଛନ୍ତି। ପୈତୃକ ସମ୍ପତି ଅନ୍ୟତ୍ର ଥିବା ହେତୁ ଜମି ପଟ୍ଟା ମିଳିବା କଷ୍ଟ ୧/
ଇନ୍ଦିରା ଆବାସଠୁ ପ୍ରଧାନମନ୍ତ୍ରୀ ଆବାସ, ୪୦ ବର୍ଷରୁ ଅଧିକ ଯୋଜନା ଚାଲିଲାଣି, ତଥାପି ମାଟି ଘର ଅଛି; ଆଶ୍ଚର୍ଯ୍ଯ ହେବା ନା ହେବାନି?
2
3
37
1,882
ଆପଣ ପୁଣି ପ୍ରଶ୍ନ କରିବେ, ଯାହାର ଘରବାରି ପଟ୍ଟା ଅଛି ସେମାନଙ୍କୁ ମିଳୁନି କଣ ପାଇଁ !? ଉତ୍ତର: ୧. ଅନେକ କେମିତି ଅନ ଲାଇନ ଆବେଦନ ହୁଏ ଜାଣି ନାହାନ୍ତି। ୨. କିଛି ଲୋକ ରାଜନୈତିକ ଆକ୍ରୋଶର ଶୀକାର ଏ କ୍ଷେତ୍ରରେ ସରକାରୀ ଅଧିକାରୀଙ୍କର ଭୂମିକା ଗୌଣ ହେଇଯାଏ ବାକି ବିଚାର ଆପଣଙ୍କର। 🙏
3
17
487
ବର୍ଣ୍ଣବୋଧର ପରିସୀମାରେ ବାନ୍ଧି ହେଉଥିଲେ ମୁଁ ବାନ୍ଧି ରଖିଥାନ୍ତି ତୁମକୁ ମୋ ମନର ସାଧା କାଗଜରେ ଚୀରଦିନ; ବେଳ ଅବେଳରେ ସ୍ୱପ୍ନରେ ଆସି ମୋତେ ହନ୍ତସନ୍ତ କରୁନଥାନ୍ତ ଏମିତି। ତୁମେ ପରିବ୍ୟାପ୍ତ ଅନ୍ତରୀକ୍ଷ; ମୁଁ ଲକ୍ଷ୍ୟ ହୀନ ଧୂମକେତୁ। ତୁମ ଭିତରେ ଲୀନ ହେବା ହିଁ ମୋର ନିୟତି... #ତାପସତ୍ୱ 💫
1
1
30
1,040
ଆମ ସମସ୍ତଙ୍କ ଭିତରେ ଥିବା ଶିଶୁଟି ବଞ୍ଚି ରହୁ, ଦୁନିଆଠୁ ବେଫିକର ହସୁଥାଉ, ଖେଳୁଥାଉ ଆଉ ନିଜକୁ ସାବ୍ୟସ୍ତ କରୁଥାଉ। ଶିଶୁ ଦିବସର ଅନେକ ଅନେକ ଶୁଭେଚ୍ଛା।💐
1
1
37
1,056
ଉତ୍ତର ପ୍ରତିକ୍ଷାରେ ଦିଗବଳୟରୁ ନଜର ଫେରେଇ ତାପସ ମୁହଁକୁ ଚାହିଁଲା ଲିଜା। ପୂର୍ବର ସେ ଉଦାସୀନତାର ବହଳ ପରଦା ଉତୁରି ସାରିଥିଲା କେତେବେଳୁ। ଓଠରେ ବୁଦ୍ଧତ୍ବର ହସ ଝଟକୁଥିଲା ଦ୍ଵିତୀୟାର ଜହ୍ନ ପରି। ଲିଜା ପାପୁଲିକୁ ଆଉଟିକେ ନିବିଡ଼ ଭାବେ ଚାପିଧରି ଭାବୁଥିଲା ସେ ବୁଝେଇଥିବା ସମ୍ପର୍କର ଗହନ କଥା ଆଉ ଆମୋଦିତ ହେଉଥିଲା ମନେ ମନେ। ୧/
1
23
912
ତା ଆଖିରେ ଆଖି ମିଶେଇ ଦେଖୁଥିଲା ପ୍ରତିଫଳିତ ଗୋଧୂଳିର ରଙ୍ଗରେ ଏକ ନୂତନ ଉଷାର ରଙ୍ଗ। ଧୀରେ ତା' କାନ ପାଖରେ ଚୁପକରି କହିଲା, -ମୁଁ କିନ୍ତୁ ସବୁବେଳେ ପ୍ରତିକ୍ଷା କରୁଥିବି ତୁମକୁ, ଆଉ ତୁମ ସମ୍ମୋହିନୀ ସାନ୍ନିଧ୍ୟର ଅଜଣା ତିଥି ଓ ବାରକୁ... #ଅବଚେତନର_ଅନ୍ତରାଳେ ଖୁବ ଶୀଘ୍ର ଆସୁଛି
9
182
Away from home, festival feels like a curse. Especially when you are alone. But it feels like a blessing in disguise when you have a good self made meal, a happy corner and a book. Happy Diwali people. Have a good one.
4
57
1,524
ତାପସ retweeted
ଦୀପାବଳି ଉପଲକ୍ଷେ କଉଡ଼ି ଖଜା । #Deepotsav2026 #Deepavali #Deepavali2026 #Diwali #DiwaliCelebration 😊🙏👇 youtu.be/8WvZLb8pSUk?si=YD25…
1
3
13
484
Gapu Saha Gapasapa with Gaurang Chandra Barik, Odisha Sangeet Natak Academy Award winner artist youtu.be/E8zQ20JJA4c #MogalTamsa #ମୋଗଲତାମସା #ଗପୁସହଗପସପ #GapuSahaGapsapa
7
14
309
ପ୍ରେମ ବାଇଆ ବଧୁର ବସା... 😝😛
ଯାହା ଅଜାଣତେ ଆରମ୍ଭ ହୁଏ, କିନ୍ତୁ କେବେ ସରେନି... ତାହା ପ୍ରେମ!
8
509
- ପୁଣି କେବେ ଦେଖାହେବ ତାପସ ? ଉଛୁଳି ଆସୁଥିବା ଲିଜାର ଆଖିକୁ ନିବିଡ଼ ଭାବରେ ଚାହିଁଲା ତାପସ। ସତେ ଯେମିତି ଆଷାଢ଼ ଆକାଶରେ ମେଘ ବାଦଲର ଅପକ୍ରମ; ଯେମିତି ଏଇନେ ବର୍ଷିଯିବ ଅସରାଏ ! ଦେଢ଼ ଦଶନ୍ଧିର ଗୋପନ ଭାବନା ଲହଡି ଭାଙ୍ଗୁଥାନ୍ତି କୂଳ ଲଙ୍ଘିଯିବା ପାଇଁ। ପ୍ରକମ୍ପିତ ଓଠ ଅକୁହା ଭାଷାକୁ ପ୍ରକାଶ କରିବାକୁ ଶବ୍ଦ ଖୋଜୁଥିଲେ ଯେମିତି ! ୧/
2
1
34
1,818
ମ୍ଳାନ ପଡ଼ିଆସୁଥିବା ଓଠରେ ଫିକା ହସଟିଏ ଟାଣିବାକୁ ଚେଷ୍ଟାକଲା ତାପସ ଆଉ ନିଃଶବ୍ଦରେ ଲିଜା ଆଡକୁ ପିଠିକରି ଚାଲିବାକୁ ଆରମ୍ଭକଲା। ସତେ ଯେମିତି ଏବେ ବି ଅନେକ ବାଟ ଚାଲିବାକୁ ଅଛି !!! ଲିଜା ଚାହିଁ ରହିଥାଏ ସେମିତି, ଛାଇଟିଏ ତା' ଦୃଷ୍ଟି ପଟଳରୁ ବିସ୍ମୃତ ହେବାଯାଏ... ୨/୨ #ପ୍ରେମ_ବିଭାବରୀ (ଶୀଘ୍ର ଆସୁଛି)
2
1
14
639
Guess where I am !? 😋 cc: @saipjena 🤭
7
1
53
3,522
ତାପସ retweeted
Beautiful 😍 Simha Vahini Rangoli by Priest How meticulously he has drawn Devi 🙏🪷🕉🙏
103
1,095
28
5,784
223,630
Hum to hai pardesh mein, desh mein nikla hoga chand... 😊 #KumarPurnima
6
481
ଦଶହରା ଆଉ #ରାବଣପୋଡି ମୋ ପାଇଁ ପରିପୁରକ। ଏତେ ବର୍ଷ ପରେ ବି କାହାଣୀ ନୂଆ ଲାଗେ;ଆପଣାର ଲାଗେ। @OdiaoneOfficial ଏହାର ଦ୍ଵିତୀୟ ଅଧ୍ୟାୟ ଆଣିବା ଉଚିତ ଥିଲା। @samareshroutray ଏ ଦିଗରେ ଆଗକୁ ଚିନ୍ତା କରିବେ ବୋଲି ଆଶା। 🙏 youtu.be/l9b1AvF1wVE?si=tE5Y…
3
10
659
ମାରିଦେଲି 🥺 ବି.ଦ୍ର.: ସାମ୍ପ୍ରତିକ ଘଟଣାବଳୀ ସହ ଏହାର କୌଣସି ସମ୍ପର୍କ ନାହିଁ।
11
1
50
1,494
Someone said, you are off trend. I said, I am the trend. 😛🤭 #Retro @quotesbylipsa
3
43
1,129
Such a tragic news ! Travel well Nana Ji. Om Shanti. 🙏
Veteran actor Nana Patekar passed away at 5:20 AM today after suffering a severe cardiac arrest at his residence. Despite 45 minutes of continuous CPR, he could not be revived. A medico-legal case (MLC) has been registered, and a post-mortem will be conducted: Dr. Shekhar Salkar, Chief of Oncology Department, Manipal Hospital
2
1
7
568