Creative Educational Idea retweeted
⚠️ TRIGGER WARNING: DISTURBING INCIDENT INVOLVING MINOR CHILDREN
Panchkula, Haryana: 8-Year-Old Student Allegedly Assaults 6-Year-Old Girl With Special Needs Inside School, Victim Critically Injured.
A disturbing incident has been reported at Sanskriti Model School in Sector 20, Panchkula, where an 8-year-old Class 3 student allegedly attacked a 6-year-old KG girl with special needs.
According to reports, the accused student allegedly grabbed the girl's hair, slammed her head against a desk and repeatedly attacked her with bricks and a flowerpot. Even after the child reportedly lost consciousness, he allegedly continued dragging and kicking her.
The injured girl was rushed for medical attention and later referred to PGI Chandigarh due to her critical condition.
Police have initiated an investigation to establish the exact sequence of events and circumstances surrounding the incident.
The incident has raised serious concerns over child safety, staff supervision and security arrangements inside schools, particularly when it comes to protecting younger and vulnerable students.
Creative Educational Idea retweeted
Shocking incident in Andhra Pradesh!
A Class 10 girl student was brutally attacked with a saw at a government school in Rapthadu. She sustained severe injuries and was rushed to hospital. Another girl was also injured while trying to intervene.
@Anitha_TDP garu
ରାଜ୍ୟର ଲକ୍ଷ ଲକ୍ଷ ଶିକ୍ଷକ ଆଶାୟୀ ଶିକ୍ଷକଟିଏ ହେବା ପାଇଁ ଘର ଦ୍ଵାର ଭୁଲି,ଖାଇବା ପିଇବା ଛାଡ଼ି,ଦିନ ରାତି ଏକ କରି ଘଣ୍ଟା ଘଣ୍ଟା ପରିଶ୍ରମ କରୁଛନ୍ତି lସେମାନଙ୍କର ସ୍ଵପ୍ନ ଏବଂ ତାଙ୍କ ପରିବାରର ଆଶା ଭରଷାକୁ ଏମିତି ଭାଙ୍ଗିଦିଅନ୍ତୁ ନାହିଁ 😭
@CMO_Odisha
@MohanMOdisha
@SMEOdisha
@BJP4Odisha
@SamalManmohan7
Creative Educational Idea retweeted
Replying to @CMO_Odisha
@CMO_Odisha @NityanandaBJP @SMEOdisha NCTE ର ଏହି ଚିଠି ଅନୁସାରେ ଯିଏ ବି ଶିକ୍ଷକ ଟ୍ରେନିଂ କୋର୍ସ TTC ରେ ଆଡ଼ମିଶନ କରେ ସେ TET ପାଇଁ ଯୋଗ୍ୟ କିନ୍ତୁ ଓଡିଶା ଏ ପର୍ଯ୍ୟନ୍ତ ଅନୁମତି ଦେଇନାହାନ୍ତି। ତେଣୁ ଅନୁରୋଧ ଏହା ଉପରେ ବିଚାର କରିବେ ବହୁତ ପିଲା OSSTET ରୁ ବଞ୍ଚିତ ହେଉଛନ୍ତି। @EducationalIdea
Creative Educational Idea retweeted
#ସରକାରକୁ_ଶିକ୍ଷକଙ୍କ_ଚେତାବନୀ
ରାଜ୍ଯ ସରକାରକୁ ଶିକ୍ଷକ ଆଶାୟୀ ସଂଘର ଅଲ୍ଟିମେଟମ । ଜୁନ ୨୨ ସୁଦ୍ଧା ନୂତନ ଶିକ୍ଷକ ପଦବୀ ପୂରଣ ପାଇଁ ବିଜ୍ଞାପନ ପ୍ରକାଶ ନକଲେ ୨୫ରୁ ଆମରଣ ଅନଶନ
#Odisha #NandighoshaTV #TeacherStrike
Creative Educational Idea retweeted
ଏହି ନିଯୁକ୍ତି ସବୁ ପୂର୍ବ ସରକାର ସମୟରେ ପ୍ରକ୍ରିୟା ଆରମ୍ଭ ହୋଇଥିଲା।ଯାହାକୁ ନବୀନ ବାବୁଙ୍କ ସରକାର ବାହାର କରିଥିଲେ।ଆପଣଙ୍କ ସରକାର ଆସିବା ପରେ ଆଜି ପର୍ଯ୍ୟନ୍ତ ଗୋଟିଏ ବି ନୂଆ ଶିକ୍ଷକ ନିଯୁକ୍ତି ବିଜ୍ଞପ୍ତି ଆସିନି।ତେବେ କେମିତି କହୁଛନ୍ତି 26 ହଜାର ଶିକ୍ଷକ ନିଯୁକ୍ତି ଦେଲେ?କଣ ଭୂତ ଶିକ୍ଷକଙ୍କୁ ନିଯୁକ୍ତି ଦେଲେ କି?@CMO_Odisha
Creative Educational Idea retweeted
Request for one compensatory attempt in the Odisha Civil Services Examinations, OCSE- 2025 (OPSC- Advertisement No. 5 of 2025-26) irrespective of age and attempts for candidates who appeared in OCS examination 2024 in view of the recent age limit enhancement,@CMO_Odisha
Creative Educational Idea retweeted
ଦୟାକରି ସର୍, ଆମକୁ ଯଥୋଚିତ ସୁରକ୍ଷା ଦିଆଯାଉ ଏବଂ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ମୋର ଅଭିଯୋଗ ଆଧାରରେ କେସ୍ ରେଜିଷ୍ଟର କରି ଖୁବ ଶୀଘ୍ର ତଦନ୍ତ ଓ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯାଉ।ଏହି ଗ୍ରୁପ୍ରେ ଯେଉଁମାନେ ଦୋଷୀ ଅଛନ୍ତି ସେମାନଙ୍କ ବିରୋଧରେ ମଧ୍ୟ ଆଇନୁସାରେ ପଦକ୍ଷେପ ଗ୍ରହଣ କରାଯାଉ.@CMO_Odisha
Creative Educational Idea retweeted
Replying to @CMO_Odisha
@CMO_Odisha @EducationalIdea @IPR_Odisha @MohanMOdisha @narendramodi @NityanandaBJP @suryabanshibjp ନୂଆ ସରକାର ୨ ବର୍ଷ ବିତିଗଲାଣି ଶିକ୍ଷକ ନିଯୁକ୍ତି କେବେ? SSB TGT ପୋଷ୍ଟ ୭k ଫାଙ୍କା ଅଛି ହେଲେ govt ପୋଷ୍ଟ କେବେ ବାହର କରିବ? ମାର୍ଚ୍ଚ ସୁଦ୍ଧା ssb TGT ପୋଷ୍ଟ notification ଆଣନ୍ତୁ. ଶିକ୍ଷା ର ମାନ ବଢାନ୍ତୁ
Creative Educational Idea retweeted
Replying to @EducationalIdea
“15 Years Service vs 5 Years Power — The Reality of Odisha”
Creative Educational Idea retweeted
ସମ୍ମାନୀୟ ମୁଖ୍ୟମନ୍ତ୍ରୀ @CMO_Odisha @MohanMOdisha ଓଡିଶା, ସମ୍ମାନୀୟ ଶିକ୍ଷାମନ୍ତ୍ରୀ @NityanandaBJP ମହାଶୟ @SMEOdisha @dmboudh ଯଥା ଶୀଘ୍ର ଶିକ୍ଷକ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଅନୁରୋଧ। ସମ୍ମାନୀୟ କେନ୍ଦ୍ରଶିକ୍ଷା ମନ୍ତ୍ରୀ @dpradhanbjp ଜି ମହାଶୟ ନିର୍ଦେଶ ଦେବା ପାଇଁ ଅନୁରୋଧ।
Creative Educational Idea retweeted
Creative Educational Idea retweeted
ରାଜ୍ଯର ସୁରକ୍ଷା ପାଇଁ ଆଗେଇ ଆସିଛନ୍ତି ମାତୃଶକ୍ତି
ରାଜନଗର ବ୍ଲକ ଖାସମୁଣ୍ଡା ଗ୍ରାମର ଆଶା ଭଉଣୀ ଶିବାନୀ ମଣ୍ଡଳ ଅଦମ୍ୟ ସାହସର ସହ ବାତ୍ୟାରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ କରିଥିବା ପ୍ରୟାସ ସମସ୍ତଙ୍କ ପାଇଁ ଏକ ପ୍ରେରଣା।
#CycloneDana #OdishaBravesDana
Creative Educational Idea retweeted
Most of us(aspirations) appearing for both ssb tgt and oavs tgt/pgt exam and both have different syllabus. Kindly give atleast 2 weeks gap between both the exam.🙏🙏@DHE_Odisha @SMEOdisha @PradeepJenaIAS @MoSarkar5T @OAVS_Official @IPR_Odisha @SecyChief @DC_Odisha
Creative Educational Idea retweeted
ଓଡିଶା ସରକାରଙ୍କ କଥା ର କଣ କିଛି ଦାମ୍ ନାହିଁ ? ଏକ ବର୍ଷ ହୋଇସାରିଲାଣି କିନ୍ତୁ LTR NOTIFICATION ଆସି ପାରୁନାହିଁ ? ଦୟାକରି LTR NOTIFICATION ବାହାର କରନ୍ତୁ
@CMO_Odisha
@DHE_Odisha
@bjd_odisha
@IPR_Odisha
@SMEOdisha
@DHE_Odisha
@VKPandian0
@AtanuMLA
@sasmitpatra
@PradeepJenaIAS
Creative Educational Idea retweeted
Even after completion of DV of PEO & JA, Final results have not been published yet which is causing us immersive hardship & stress.
it is humbly request to OSSSC that plz publish PEO & JA result as soon as possible.
@CMO_Odisha
@IPR_Odisha @IasJena @NandighoshaTV @GovernorOdisha
Creative Educational Idea retweeted
@ArgusNews_in@PradeepJenaIAS @MoSarkar5T @CMO_Odisha @SecyChief @IPR_Odisha @MoSarkar5T @Naveen_Odisha @otvnews @kanak_news @dasraghubar
#Declare_PEO_JA_Results
Creative Educational Idea retweeted
Creative Educational Idea retweeted
ଦୀର୍ଘ 7 ବର୍ଷ ଅପେକ୍ଷାରତ ଆଶାୟୀ ମାନଙ୍କୁ ନ୍ୟାୟ ଦିଅନ୍ତୁ #JTSSCAM ନିଯୁକ୍ତିରେ ଦୁର୍ନୀତିର ଫର୍ଦ୍ଦ ଲମ୍ବିଛି ଯାହା ଓଲଟାଇଲେ ମଧ୍ଯ ସରୁନାହିଁ କୌଣସି ପ୍ରଶ୍ନର ଉତ୍ତର ନାହିଁ
Draft list ରେ post Vaccancy ରହୁଛି❓
Normalise Mark ନାହିଁ ❓@MarndiSudam @OSEPA_Official @SMEOdisha @MoSarkar5T @EducationalIdea



































