ଓଡିଶା ରାଜସ୍ୱ ଅମଲା ସଙ୍ଘ retweeted
ଓଡ଼ିଶାର ମୌଳିକ ସଂସ୍କୃତି, ପରମ୍ପରା ଓ କୃଷିଭିତ୍ତିକ ପର୍ବ ନୂଆଁଖାଇ ଅବସରରେ ମୋର ପ୍ରିୟ ସମସ୍ତ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି। ମା ସମଲେଇଙ୍କ ନିକଟରେ ଆପଣ ସମସ୍ତଙ୍କର ସୁଖ, ଶାନ୍ତି ଓ ସମୃଦ୍ଧି ନିମନ୍ତେ କାମନା କରୁଛି ।
ଓଡିଶା ରାଜସ୍ୱ ଅମଲା ସଙ୍ଘ retweeted
Replying to @dsiddheswar79 @CMO_Odisha @ORAS_Mbj @orasbls2025 @SecyChief @sofiafirdous1 @TheLallantop @ndtv @GovernorOdisha
The deamad of Odisha Rajaswa Amala Sangha is genuine which may kindly be examine thoroughly and discussion may be a part of solution in this agitational situation.
Hope The hon'ble C.M. odisha will involve directly in this matter and very soon it will be resolved.
ଓଡିଶା ରାଜସ୍ୱ ଅମଲା ସଙ୍ଘ retweeted
Day 15 of ORAS Agitation Program - Mayurbhanj Unit. All the Rajaswa Amalas firmly stand with the association until the fulfillment of their long standing legitimate demands. #JusticeforRevenueClerks
ଓଡିଶା ରାଜସ୍ୱ ଅମଲା ସଙ୍ଘ retweeted
ସେମାନେ ପଚାରନ୍ତି ରାଜସ୍ବ ଅମଲା ମାନେ କଣ କରୁଛନ୍ତି କି!
#graduate_qualification_matric_salary
#JusticeForRevenueAssistants
#justiceForJRAs
@ORASOdisha @CMO_Odisha @MohanMOdisha @rdmodisha @sureshkpujari @Naveen_Odisha @PMOIndia @SecyChief
ଓଡିଶା ରାଜସ୍ୱ ଅମଲା ସଙ୍ଘ retweeted
Replying to @RRR_1983 @PMOIndia @GovernorOdisha @CMO_Odisha @SecyChief @dpradhanbjp @ManmohanSamal @PrithivirajBJP @AprajitaSarangi @ORASOdisha @ORAS_Sundargarh
We hope govt will resolve the problem soon
ଓଡିଶା ରାଜସ୍ୱ ଅମଲା ସଙ୍ଘ retweeted
Replying to @RRR_1983 @PMOIndia @GovernorOdisha @CMO_Odisha @SecyChief @dpradhanbjp @ManmohanSamal @PrithivirajBJP @AprajitaSarangi @ORASOdisha @ORAS_Sundargarh
ନିଶ୍ଚିନ୍ତ ଭାବରେ ଠିକ କଥା। ମାନ୍ୟବର ରାଜସ୍ବ ମନ୍ତ୍ରୀ ଜଣେ ବରିଷ୍ଠ ଜ୍ଞାନୀ ଲୋକ। ତାଙ୍କୁ କିଛି ଲୋକ ଅନ୍ଧାରରେ ରଖି ମିଛ କଥା କହିଛନ୍ତି। ଆଶା କରିବୁ ମାନ୍ୟବର ମନ୍ତ୍ରୀ ଏହାକୁ ହୃଦୟଙ୍ଗମ କରି ଅମଲା ମାନଙ୍କ ସମସ୍ୟାକୁ ସମାଧାନ କରିବେ।
ଓଡିଶା ରାଜସ୍ୱ ଅମଲା ସଙ୍ଘ retweeted
Replying to @PMOIndia
ଓଡିଶା ରାଜସ୍ୱ ଅମଲା ସଙ୍ଘ retweeted
ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ହେବା ଅବସରରେ ଆଜି ଭଦ୍ରକରେ ମୋତେ ସ୍ବାଗତ ଜଣାଇଥିବା ଭଦ୍ରକ ଜିଲ୍ଲାର ମୋର ପ୍ରିୟ ସମସ୍ତ କାର୍ଯ୍ୟକର୍ତ୍ତା ବୃନ୍ଦ ତଥା ଭାଇ ଓ ଭଉଣୀଙ୍କୁ କୃତଜ୍ଞତା ଜଣାଉଛି ।
ଆପଣ ସମସ୍ତଙ୍କ ବିଶ୍ୱାସ, ଭରଷା, ସ୍ନେହ, ଭଲପାଇବା ଓ ସହଯୋଗ ପାଇଁ ଆଜି ମୁଁ ପୁଣିଥରେ ନେତୃତ୍ୱ ନେବାପାଇଁ ଯୋଗ୍ୟ ବିବେଚିତ ହୋଇଛି । ଏହି ଦାୟିତ୍ବ ଆପଣ ସମସ୍ତଙ୍କର, ଓଡ଼ିଶାବାସୀ ତଥା ଆମ ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ଆମ ଦଳ ଆହୁରି ସୁଦୃଢ ହେବ ।
#bjpodish
#BikasitaOdisha
ଓଡିଶା ରାଜସ୍ୱ ଅମଲା ସଙ୍ଘ retweeted
Replying to @dsiddheswar79 @ORAS_Mbj @orasbls2025 @ORASOdisha @CMO_Odisha @GovernorOdisha @rdmodisha @TheLallantop @SecyChief @ndtv
ଓଡିଶା ସରକାର ଆମର ଦାବିକୁ ଗ୍ରହଣ କରନ୍ତୁ
ଓଡିଶା ରାଜସ୍ୱ ଅମଲା ସଙ୍ଘ retweeted
ଓଡିଶାର 10,000 ଜିଲ୍ଲା ସ୍ତରୀୟ ରାଜସ୍ଵ ଅମଲା ମାନଙ୍କର ନାର୍ଯ୍ୟ ଦାବିକୁ ପୃରଣ କରିବା ପାଇଁ ସମ୍ମାନନୀୟ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ... @CMO_Odisha @MohanMOdisha @SecyChief @rdmodisha @ORASOdisha @ORAS_Sundargarh
ଓଡିଶା ରାଜସ୍ୱ ଅମଲା ସଙ୍ଘ retweeted
ନ୍ୟାର୍ଯ୍ୟ ଦାବି ମୂଳ ଦରମା ଲେଭଲ ୯ ହାସଲ ପାଇଁ ଆନ୍ଦୋଳନର ନବମ (୯ ମ) ଦିନରେ ମୟୂରଭଞ୍ଜ ଜିଲ୍ଲାର ପ୍ରତ୍ୟେକ ଉପଖଣ୍ଡରେ ଏକତ୍ରିତ ହେଲେ ରାଜସ୍ବ ଅମଲା।
ଓଡିଶା ରାଜସ୍ୱ ଅମଲା ସଙ୍ଘ retweeted
ସମ୍ମାନନୀୟ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କୁ ଓଡିଶାର 10,000 ଜିଲ୍ଲା ସ୍ଥରୀୟ ରାଜସ୍ବ ଅମଲା ମାନଙ୍କର ନାର୍ଯ୍ୟ ଦାବିକୁ ପୃରଣ କରିବା ପାଇଁ ଅନୁରୋଧ @CMO_Odisha @SecyChief @rdmodisha
ଓଡିଶା ରାଜସ୍ୱ ଅମଲା ସଙ୍ଘ retweeted
I urge the @ORASOdisha to viral this old clip throughout the social media so that the hypocrite Government will watch this video and feel ashamed.
ଓଡିଶା ରାଜସ୍ୱ ଅମଲା ସଙ୍ଘ retweeted
Mass leave dated 19.08.2025 at #Panposh Sub- Division, #Sundargarh District for legitimate demand of Odisha Rajaswa Amala Sangha. @PMOIndia @CMO_Odisha @SecyChief @rdmodisha @DMSundargarh @ORASOdisha @kanak_news @otvkhabar @News18Odia #Rourkela #Rajgangpur #Bhubaneswar #ORAS
ଓଡିଶା ରାଜସ୍ୱ ଅମଲା ସଙ୍ଘ retweeted
Day 11 of the ORAS Agitation Program – Mayurbhanj Unit
We stand in full solidarity with ORAS and wholeheartedly support their long-standing and legitimate demands...
#weStandwithORAS #JusticeforRevenueClerks
ଓଡିଶା ରାଜସ୍ୱ ଅମଲା ସଙ୍ଘ retweeted
Revenue Ministerial Staff (ରାଜସ୍ବ ଅମଲା) strictly stands for their legitimate demands on 11th day of agitational programme _O.R.A.S. (Mayurbhanj Unit) @CMO_Odisha @rdmodisha
ଓଡିଶା ରାଜସ୍ୱ ଅମଲା ସଙ୍ଘ retweeted
"ଲୋକଙ୍କ ସରକାର କଥାରେ ନୁହେଁ, କାମରେ ବିଶ୍ୱାସ କରନ୍ତି । ମହିଳା ସଶକ୍ତିକରଣ କେବଳ ପ୍ରତିଶ୍ରୁତି ନୁହଁ ଏହା ଏକ ସଫଳ କାର୍ଯ୍ୟକ୍ରମ, ଯାହା ଦ୍ୱାରା ଓଡ଼ିଶାର ମହିଳାମାନେ ସଶକ୍ତ ଓ ସ୍ୱାବଲମ୍ବୀ ହୋଇପାରିଛନ୍ତି":- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha
ଓଡିଶା ରାଜସ୍ୱ ଅମଲା ସଙ୍ଘ retweeted
ସର୍ବଭାରତୀୟ ସ୍ତରୀୟ ନିଟ୍ ପିଜି - ୨୦୨୫ ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରି ଓଡ଼ିଶା ପାଇଁ ଗୌରବ ଆଣିଥିବା କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜର ଡାକ୍ତର ପୋଷନ ମହାପାତ୍ରଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ଓ ଉତ୍ତୋରତ୍ତର ମଙ୍ଗଳ କାମନା କରୁଛି ।
ଓଡିଶା ରାଜସ୍ୱ ଅମଲା ସଙ୍ଘ retweeted
"ଓଡ଼ିଶାକୁ ସବୁ କ୍ଷେତ୍ରରେ ସଫଳତାର ଶୀର୍ଷରେ ପହଞ୍ଚାଇବାକୁ ଲୋକଙ୍କ ସରକାର ଉଦ୍ୟମ ଜାରି ରଖିଛନ୍ତି । ଆଗାମୀ ଦିନରେ ସମୃଦ୍ଧ, ବିକଶିତ ହେବା ସହିତ ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ଓଡ଼ିଶା ଶ୍ରେଷ୍ଠ ରାଜ୍ୟ ରୂପେ ପରିଗଣିତ ହେବ" :- ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha
ଓଡିଶା ରାଜସ୍ୱ ଅମଲା ସଙ୍ଘ retweeted
ଲୋକସେବା ଭବନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ନୂଆ ଦିଲ୍ଲୀଠାରେ ଓଡ଼ିଶା ଭବନ ନିର୍ମାଣ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରିଛନ୍ତି।








































