
#ShubhapallabaStore is an online e-commerce store by #Shubhapallaba magazine team to support the literature work financially.
Odisha
Joined August 2020
- Tweets492
- Following111
- Followers141
- Likes1.1K
Shubhapallaba Store retweeted
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ତଥା କଥାକାର ପବିତ୍ର ପାଣିଗ୍ରାହୀଙ୍କ ଗଳ୍ପ ସଂକଳନ #ସ୍ୱପ୍ନଚୋରି ଆସୁଛି ଏକ ନୂଆ ରୂପରେ । ଶୁଭପଲ୍ଲବ ପ୍ରକାଶନ ଦ୍ୱାରା ନୂତନ ରୂପାୟନ କରାଯାଉଥିବା ଏହି ବହିଟି ଶୀଘ୍ର ଉପଲବ୍ଧ ହେବ 🙏
#SwapnaChori #ପବିତ୍ରପାଣିଗ୍ରାହୀ #PabitraPanigrahi #ShubhapallabaPublication
Shubhapallaba Store retweeted
ସେ ତ ଭକତ ଭାବରେ ବନ୍ଧା; ଭକ୍ତ ଯେଉଁଠି ସେ ସେଇଠି ।
ଏୟାର୍ଇଣ୍ଡିଆ ହେଉ କି ଏୟାରଇଣ୍ଡିଆ ଏକ୍ସପ୍ରେସ୍ ।
ଧନ୍ୟବାଦ ଭାଇ🙏
Available on Amazon India with free and fast delivery: link.amazon/B07fR7AER
Don't forget to put a review after reading the book.
Shubhapallaba Store retweeted
Prepare Smarter. Learn Better. Stay Updated!
Presenting a supplementary policy reference book featuring “12 Podcasts on 12 Subjects” by @trimanoz.
Order your copy today on Amazon India!
#PMFlagshipProgram #PolicyRefenceBook #ShubhapallabaPublication
Shubhapallaba Store retweeted
This book “12 Podcasts on 12 Subjects” by @trimanoz is now live on both Google Books and Google Play at cheapest price.
books.google.co.in/books?id=…
Shubhapallaba Store retweeted
ରାଜଧାନୀ ପୁସ୍ତକମେଳାରେ ଏ.କେ. ମିଶ୍ର ଷ୍ଟଲ୍ରେ @trimanoz ଙ୍କ ରଚିତ ଓଡ଼ିଆ ବହି #ଭକତଭାବରେଶ୍ରୀଜଗନ୍ନାଥ ଉପଲବ୍ଧ ଅଛି । ଏହା ତାଙ୍କର ଭୁବନେଶ୍ୱର ଓ କଟକ ଷ୍ଟୋର୍ରେ ମଧ୍ୟ ଉପଲବ୍ଧ ଅଛି । ଏହା ବ୍ୟତୀତ ଆଗାମୀ ଭୁବନେଶ୍ୱର ପୁସ୍ତକମେଳରେ ମଧ୍ୟ ତାଙ୍କ ଷ୍ଟଲ୍ ସମେତ ଆଉ ଦୁଇଟି ଷ୍ଟଲ୍ରେ ଉପଲବ୍ଧ ହେବ ।
🤖 Made with AI
Shubhapallaba Store retweeted
Anla Nabami (ଅଁଳା ନବମୀ) is a festival celebrated on the 9th day of Kartika Shukla Paksha. To have a glimpse of the feet of Shree Radharani, worshippers flocked to the Sakhi Gopinath Temple at Sakhigopal, Puri on this day.
#AnlaNavami #AnlaNabami #GapuPhotography #Shubhapallaba
Shubhapallaba Store retweeted
ଶୁଭପଲ୍ଲବ ଓଡ଼ିଆ ପୋର୍ଟାଲ୍ରେ ପଢ଼ନ୍ତୁ ମମତା ସାହୁଙ୍କ ରଚିତ କବିତା "କୁଆଁର ପୁନେଇ ଜହ୍ନ"...
shubhapallaba.in/kuanra-pune…
#ଶୁଭପଲ୍ଲବ #Shubhapallaba #OdiaPortal #KumaraPurnima
Shubhapallaba Store retweeted
Replying to @ShubhapallabStr
ଧନ୍ୟବାଦ ସଂଗ୍ରାମ ବାବୁ, ପୁଣି "ଶଙ୍ଖନାଦ" କୁ ଲେଉଟାଇବା ପାଇଁ। 🙏
ଏହି ଶୃଙ୍ଖଳାରେ ଥିବା ଅନ୍ୟାନ୍ୟ ଗଳ୍ପ ମାନଙ୍କୁ ଶୁଭପଲ୍ଲବ ପ୍ରକାଶନ ନିମନ୍ତେ ଏକାଠି କରୁଛି।
ମହାପ୍ରଭୁଙ୍କ ଇଛା
Shubhapallaba Store retweeted
Author's signed copies of #Tapasatwa written by @tapasr10 are now available on both Amazon India with free shipping and on Shubhapallaba Store.
Link to buy: link.amazon/B01MCwHHo
#OdiaBook #ShubhapallabaPublication
Shubhapallaba Store retweeted
#ରକ୍ଷାବନ୍ଧନ ଉପରେ #ଶୁଭପଲ୍ଲବ ପ୍ରକାଶନ (@ShubhapallabaP) ଦ୍ୱାରା ଛପାଯାଇଥିବା ଏକ କ୍ଷୁଦ୍ର ଆନ୍ଥେଲୋଜି ଏବେ ୫୦% ରିହାତି ସହିତ ଶୁଭପଲ୍ଲବ ଷ୍ଟୋର୍ (@ShubhapallabStr) ଓ ଆମାଜନ୍ ଇଣ୍ଡିଆରେ ଉପଲବ୍ଧ ।
ଆମାଜନ୍ ଲିଙ୍କ: link.amazon/B0g3625gK
#Shubhapallaba #Rakshabandhan
Shubhapallaba Store retweeted
୨୦୧୫ ମସିହାରେ, ପ୍ରଥମ #ରସଗୋଲାଦିବସ ପାଳନ ହୋଇଥିଲା । ଆଜି ସେଦିନକୁ ୧୧ ବର୍ଷ ପୂରିଲା ଓ ଆମେ ୧୨ଶ ରସଗୋଲା ଦିବସ ପାଳନ କରୁଛୁ ।
ଆମେ ବି ଘରେ ତିଆରି କରିଛୁ #ରସଗୋଲା ।
*ଚିନିରେ ହୋଇଥିବାରୁ ଧଳା ଦେଖାଯାଉଛି
#RasagolaDibasa #Rasagola #FoodieOdia #OdiaFood
Shubhapallaba Store retweeted
Here is the 2nd edition of the #WeBecameaPoem, a poetic novel by Prabina Kumar Kabi.
Available on Amazon India and Shubhapallaba Store.
Link to buy: link.amazon/B0fzaNND3
#ShubhapallabaPublication #ShubhapallabaStore #EnglishNovel #PoeticNovel
Shubhapallaba Store retweeted
କୋଟି ଓଡ଼ିଆର ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭାବକୁ ତ ସଭିଏଁ ଜାଣନ୍ତି, ଭକ୍ତର ଭକ୍ତିରେ କେମିତି ସେ ବଡ଼ ଦାଣ୍ଡକୁ ଓହ୍ଲେଇ ଆସେ ସେ କଥା ବି ସଭିଙ୍କୁ ଜଣା । ଭକ୍ତର ଅନୁଭବ ଓ ଅନୁଭୂତିକୁ ସେଇ ପ୍ରସ୍ତୁତ "ଭକତ ଭାବରେ ଶ୍ରୀଜଗନ୍ନାଥ"
Link to buy from Amazon: link.amazon/B046htaAj
(This is an AI generated Image)
🤖 Made with AI
Shubhapallaba Store retweeted
ମହାପ୍ରଭୁଙ୍କ ଅପୂର୍ବ କଥା ଓ ଗାଥାକୁ ନେଇ ପ୍ରସ୍ତୁତ ଏହି ବହିଟି ଉନ୍ମୋଚିତ ହୋଇଯାଇଛି ।
ପଡ଼ିଲେଣି?
Link to buy: link.amazon/B0aVLpju3
@trimanoz @karmamohini
Shubhapallaba Store retweeted
ସେ ତ ଭକତ ଭାବର ଠାକୁର, ତାଙ୍କ ଭାବକୁ ବୁଝିବ ବା କିଏ?
ସେ ଭାବ ଓ ଭକ୍ତିର ସାମାହାରରେ ପ୍ରସ୍ତୁତ ବହିଟି ଆମାଜନ୍ ଇଣ୍ଡିଆର ବେଷ୍ଟ ସେଲର୍ ଭାବରେ ଘୋଷିତ ହୋଇଛି; ଯଦିଓ ବହି ମୁକ୍ତିଲାଭ କରିବାକୁ ଆଉ ମାତ୍ର ଦୁଇଦିନ ବାକି ଅଛି ।
ଯେଉଁମାନେ ଏତେ ଭଲପାଇବା ଦେଇଛନ୍ତି; ଧନ୍ୟବାଦ🙏
Pre-order now from Amazon: link.amazon/B0i4irizL
Shubhapallaba Store retweeted
ରଥ ଜଗନ୍ନାଥ, ପଥ ଜଗନ୍ନାଥ 🙏
ମହାପ୍ରଭୁଙ୍କ ସେହି ଅପୂର୍ବ ଗାଥାକୁ ନେଇ ପ୍ରସ୍ତୁତ #ଭକତଭାବରେଶ୍ରୀଜଗନ୍ନାଥ ଏବେ ଭୁବନେଶ୍ବରରେ ବିଭିନ୍ନ ସ୍ଥାନରେ ଉପଲବ୍ଧ ।
- Narayani Book Store, Old Bus Stand
- A.K. Mishra, Saheed Nagar
- Padmalaya, Unit III
- Book Carts, Platform 1, Bhubaneswar Railway Station
Shubhapallaba Store retweeted
ଜୟ ଜଗନ୍ନାଥ 🙏
And here is our 1st best seller paperback. Trending at no. 1 on Amazon India.
Buy now: link.amazon/B0cDOlIky
ଜୟ ଜଗନ୍ନାଥ 🙏
And here is our 1st best seller paperback. Trending at no. 1 on Amazon India.
Buy now: link.amazon/B0cDOlIky
Shubhapallaba Store retweeted
ସବୁ ବହିଗୁଡ଼ିକ ଶୁଭପଲ୍ଲବ ଷ୍ଟୋର୍ରେ ଅଧିକ ରିହାତି ସହିତ ଉପଲବ୍ଧ ଅଛି ।
Link to buy: store.shubhapallaba.in/
#ShubhapallabaStore #OdiaBooks #EnglishNovel #TYSD #WisteriaLies #ତାପସତ୍ୱ #ରଜ
Shubhapallaba Store retweeted
ଏଥର ରଥାତ୍ରାରେ ଆସୁଛି @trimanoz ଙ୍କ #ଭକତଭାବରେଶ୍ରୀଜଗନ୍ନାଥ
ରଥରେ ଆଉ ଟିକେ ଜାଣନ୍ତୁ ମହାପ୍ରଭୁଙ୍କ ରୀତିନୀତି ଆଉ ତାଙ୍କର ଅଲୌକିକତା ବିଷୟରେ 🙏
Available on Amazon and Shubhapallaba Store for pre-order.
WhatsApp us to buy directly.
Link to buy: link.amazon/B0gVhWWGm
Shubhapallaba Store retweeted
Available on Shubhapallaba Store.
Order your copy with 50% discount.
store.shubhapallaba.in/produ…
















