ଛାମୁ (@The_Chhamu) header
ଛାମୁ (@The_Chhamu) profile picture

ଦେଖଇ ନେତ୍ର ଯାହା ଚଉଦିଗର, ସେ ସର୍ବର ଅଟଇ ମୁଁ ଅଧୀଶ୍ବର!

ବ୍ରହ୍ମାଣ୍ଡ
Joined October 2019
Photo by ଛାମୁ (@The_Chhamu)Photo by ଛାମୁ (@The_Chhamu)Photo by ଛାମୁ (@The_Chhamu)Photo by ଛାମୁ (@The_Chhamu)Photo by ଛାମୁ (@The_Chhamu)Photo by ଛାମୁ (@The_Chhamu)Photo by ଛାମୁ (@The_Chhamu)Photo by ଛାମୁ (@The_Chhamu)Photo by ଛାମୁ (@The_Chhamu)Photo by ଛାମୁ (@The_Chhamu)
ଆଜିଠାରୁ ଏହି ଟୁଇଟର/ଏକ୍ସ୍ ଆକାଉଣ୍ଟ କାହାରି ବା କେଉଁ ବ୍ୟକ୍ତି ବିଶେଷର #Parody ହୋଇ ଆଉ ରହିବ ନାହିଁ। ଏଠି ମୋଟାମୋଟି ଭାବରେ ସବୁକିଛି ଚର୍ଚ୍ଚା ହେବ, ନିର୍ଦ୍ଧିଷ୍ଟ ବିଷୟରେ ବାନ୍ଧିହୋଇ ରହିବ ନାହିଁ।
11
2
1
162
11,260
Naturals ଆଇସକ୍ରିମ୍ ଭୁବନେଶ୍ବରରେ କୋଉଠି ମୁଳୁଛି ଜାଣିଥିଲେ କହିବେ।
3
6
986
ସାଇତି ରଖ ନିଜନିଜ କିଛି ଚିତ୍ରତକୁ, କାହିଁକି ନା ଯଉବନ ବିତିଗଲେ ଦର୍ପଣ ବି ପଢିନେବ ମଥାରେ ଉଙ୍କି ମାରୁଥିବା କିଛି ସରଳ କିଛି ବକ୍ର ରେଖାଗୁଡିକୁ।
2
1
10
718
*ଚିତ୍ରକୁ
405
ନିପୁଣ ଶିକାରୀ ସହିତ ନାଲି ଷଣ୍ଢ ଫେଣ୍ଟାଫେଣ୍ଟି!! କରିବି କି କାହା ସହ ବଣ୍ଟାବଣ୍ଟି??
6
1
1
24
1,441
ବାହାର ରାଜ୍ଯ ଲୋକଂକ ରଥଯାତ୍ରା ଆୟୋଜନକୁ ଦେଖି ନିଜ ପରମ୍ପରାକୁ ନେଇ ଗର୍ବ କରୁଥିବା ଓଡ଼ିଆ, କୌଣସି ଜନ୍ମରୁ ବିହାରୀ ହୋଇଥିବା ସ୍ତ୍ରୀ ଲୋକଟି ଓଡିଆ ଘରେ ବିବାହ କଲାପରେ ଛଟପୂଜାକୁ ପାଳନ କରିବା ଏବଂ ସେଥରେ ତାର ସ୍ବାମୀ ତାକୁ ସହଯୋଗ କରିବା ଦେଖି ବ୍ୟଥିତ ହେବା ତାଂକ ସଂକୀର୍ଣ୍ଣ ମାନସିକକାକୁ ନିଦର୍ଶନ କରୁଛି।
13
14
2
114
4,294
ଆକାଶର ଗଣିତରେ ମୋ ଭାଗ ପୃଥିବୀଟା ଭାଗଶେଷରେ ଛିଣ୍ଡୁଛି ବୋଲି ପ୍ରାୟତଃ ମତେ ବିଶ୍ବାସ ହେଇଗଲାଣି! କାହିଁକି ନା ନିଦାଘର କୃଷ୍ଣଚୂଡା ଆଉ ଚଇତିର ପଳାଶ ବି ମତେ ରଂଗେଇବାକୁ ନାରାଜ୍! ତମ ଭାଗ ପୃଥିବୀରୁ ଦିଅନ୍ତ କି କିଛି ଲାଲ୍ ରଂଗ, ରଂଗିନ୍ ହୋଇ ଆକାଶକୁ କୁହନ୍ତି ଦେଖ ଆକାଶ୍ ମୋ ଭାଗଫଳକୁ ମୁଁ ନିଜେ ବାଛି ନେଇଛି।
3
3
28
1,119
“ବେଳେ ବେଳେ, କିଛି ପୁରୁଣା ସ୍ମୃତିକୁ ତାଜା କରିବା ଦରକାର୍, କିଛି ପୁରୁଣା ଖାତାରେ ଗାରେଇବା ବି ଦରକାର୍”
8
48
2,852
ମୁଁ ଆଉ ଯାଉନାହିଁ ସେଇ ବାଟେ ସେଇ ଘର ଦେଇ ଚାଲିଗଲେ ଚାଲିଯାଉ ପ୍ରିୟା ହଜିଗଲେ ହଜିଯାଉ ପ୍ରିୟା କାହା ଅଗଣା-କାହା ଏରୁଣ୍ଡି ଡେଇଁ। Inspired by R Satapathy
2
2
16
1,157
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ସମସ୍ତଂକୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ।।ଜୟ ଜଗନ୍ନାଥ।। 🙏🙏🙏 #RathaJatra
14
802
ସମ୍ଭୋଗ ହତାଦରେ ସମାଧି କିଏ ଲଭେ ଚନ୍ଦ୍ରମା କିବା ବୈରାଗୀ ତାରକିତ ନଭେ, ପ୍ରିତିରସ ରସିଆର ପିଆଲାର ସୁରା ଆକଣ୍ଠ ପାନେ ଲଭଇ ଯଉବନ ଜରା। ‐-------------------------------------------- ~ ଦ ଛାମୁ
1
1
28
1,303
विजेत्री च नः संहता कार्यशक्तिर् विधायास्य धर्मस्य संरक्षणम् परं वैभवं नेतुमेतत् स्वराष्ट्रं समर्था भवत्वाशिषा ते भृशम् ।
1
2
36
1,623
ଚମତ୍କାର୍ ଲେଖା!! କାହାଣୀ ଭିତରେ ହଜିଯିବା ଭଳି, ଭିଜିଯିବା ଭଳି, ମିଳେଇଯିବା ଭଳି।
- ପୃଷ୍ଠା ୫ ରୁ ୮ #ରଜ #ରଜପର୍ବ ବିଶେଷାଙ୍କ ଚୁମା, ଚକୋଲେଟ୍ ଓ ବିରହର ଉଡାଜାହାଜ ✈️ ଅନେକ ଦିନ ପରେ ଲେଖିଛି, ପଢ଼ିବେ, ମତାମତ ଦେବେ। ଭଲ ଲାଗିଲେ, ନିଜ ପ୍ରିୟଜନଙ୍କ ସହ ଶେୟାର କରିବେ 😇🙏🏻
11
1,026
ବହୁତ୍ ସୁନ୍ଦର ଆଲେଖ୍ୟ। ସମସ୍ତେ ପଢ଼ିବା କଥା। 🙏
You may see my piece in the Sambad on people’s expectations from the new government. 👇 m.sambadepaper.com/imageview…
1
6
1,145
Sarcasm is not everyone's cup of tea! ସାରକାଜମ୍ ଇଜ୍ ନଟ୍ ଏଭ୍ରିୱାନ୍ସ୍ କପ୍ ଅଫ୍ ଟି! ବ୍ୟଂଗ ବୁଝିବା ସାମର୍ଥ୍ୟ ସମସ୍ତଂକ ନଥାଏ!
ଡିଅର୍ ଓଡିଶା ବାସି !! ଆଳୁ, ପିଆଜ, ଅଦା, ରସୁଣ, ଅଣ୍ଡା, ମାଛ, ଚିକେନ, ଫଳ ଏସବୁ ଛାଡ !! ପନିପରିବା ଓଡିଶା ର ନା ବାହାର ରାଜ୍ୟରୁ ଆସୁଛି ??? ଏ ମୋହନ ମାଝି ଆଜ୍ଞା ଓଡିଶାକୁ ବୁଡେଇ ଦେଲେ !! ସାତ ଦିନରେ ପରିବା ବି ଫଳେଇ ପାରିଲେ ନାହିଁ!!! କି ମୁଖ୍ୟମନ୍ତ୍ରୀ ହେବେ !! End of an Era Thank you You are the bestest ..
22
1,138
ଚଉଠି ବାସି ଦିନ ହିଁ ଛୁଆ ଦରକାର ଏମାନଂକୁ!! ଆରେ ସମୟ ଦିଅ ରେ…
ଅଷ୍ଟ ମଙ୍ଗଳା ଠିକ୍ ପରେ ପରେ ବୁଢ଼ୀ ଜେଜେମା ଘରକୁ ଆସିଥିବା ନୂଆ ନାତୁଣୀ ବୋହୂକୁ ଯେବେ ପଚାରେ " ଆରେ ଆଉ କେବେ ପଣନାତି ଦେଖିବି ଲୋ,ମୋର ଯିବା ସମୟ ହେଲାଣି,୨୫ ବର୍ଷ ହେଲା ଅନେଇ ବସିଛି"🥹
16
2
1
80
4,418
ଛାମୁ retweeted
ଅଷ୍ଟ ମଙ୍ଗଳା ଠିକ୍ ପରେ ପରେ ବୁଢ଼ୀ ଜେଜେମା ଘରକୁ ଆସିଥିବା ନୂଆ ନାତୁଣୀ ବୋହୂକୁ ଯେବେ ପଚାରେ " ଆରେ ଆଉ କେବେ ପଣନାତି ଦେଖିବି ଲୋ,ମୋର ଯିବା ସମୟ ହେଲାଣି,୨୫ ବର୍ଷ ହେଲା ଅନେଇ ବସିଛି"🥹
10
4
1
54
6,184
କେବଳ ଜଣେ ଏକ ଆଦିବାସୀ ସଂପ୍ରଦାୟରୁ ହେଇଥିବାରୁ ଶ୍ର୍ରୀ ମୋହନ ମାଝିଂକୁ ହେୟଜ୍ଞାନ ବା ତାଂକ ପାରିବା ପଣିଆକୁ ପ୍ରଶ୍ନବାଚୀ ସୃଷ୍ଟି କରାଯାଉଛି। ମୋର ସମ୍ପୂର୍ଣ ବିଶ୍ବାସ ଅଛି ଯେ ଶ୍ରୀ ମୋହନ ମାଝୀ ସବୁ ମାଇଲ୍ ଷ୍ଟୋନ୍ କୁ ଅତିକ୍ରମ କରି ଏକ ସଫଳ ମୁଖ୍ଯମନ୍ତ୍ରୀ ରୂପେ ପରିଗଣିତ ହେବେ।
38
22
1
441
12,355
Langda 🥭
Which Mango Variety is your favourite? 😍😍
2
555
ମନ୍ଦିର ଯିବା ଲୋକ କଣ ବିଦ୍ୟାଳୟ ଯାଆନ୍ତିନାହିଁ ନା କେବେ ଯାଇନାହାଁନ୍ତି। ଜଣକୁ ଆଡକରି ପରସ୍ପର ମଧ୍ୟରେ ଏମିତି ବିଦ୍ବେଷଭାବ ପ୍ରସାର କରିବା ଅତି ନିମ୍ନମାନର କାର୍ଯ୍ୟ।
ଶିକ୍ଷିତ ହୁଅ, ସଙ୍ଗଠିତ ହୁଅ, ସଂଘର୍ଷ କର
8
4
108
3,248
ସମସ୍ତଂକୁ "ରଜ ସଂକ୍ରାନ୍ତି" ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ । 💐💐💐 #ରଜସଂକ୍ରାନ୍ତି
1
31
1,067