ଛାମୁ (@The_Chhamu) header
ଛାମୁ (@The_Chhamu) profile picture

ଦେଖଇ ନେତ୍ର ଯାହା ଚଉଦିଗର, ସେ ସର୍ବର ଅଟଇ ମୁଁ ଅଧୀଶ୍ବର!

ବ୍ରହ୍ମାଣ୍ଡ
Joined October 2019
Naturals ଆଇସକ୍ରିମ୍ ଭୁବନେଶ୍ବରରେ କୋଉଠି ମୁଳୁଛି ଜାଣିଥିଲେ କହିବେ।
3
6
986
Replying to @SolitudeWasFate
ନିଦ ତ ଆସିଲା ନାହିଁ ତେଣୁ କଳା ଲେବୁଲୁ ଆପଣେଇ ଦେଲି, ତିନି ସାରି ଚାରି ଚିଲିଛି ନିଦ ନ ଆସିଲେ କିଅଣ କରିବି ଭାବୁଛି, ଭାବୁଛି ଅଫିମ ଛାଲି ସିଝେଇ ପିଇଦେବି ବୋଲି!!
1
4
165
ନିପୁଣ ଶିକାରୀ ସହିତ ନାଲି ଷଣ୍ଢ ଫେଣ୍ଟାଫେଣ୍ଟି!! କରିବି କି କାହା ସହ ବଣ୍ଟାବଣ୍ଟି??
6
1
1
24
1,441
“ବେଳେ ବେଳେ, କିଛି ପୁରୁଣା ସ୍ମୃତିକୁ ତାଜା କରିବା ଦରକାର୍, କିଛି ପୁରୁଣା ଖାତାରେ ଗାରେଇବା ବି ଦରକାର୍”
8
48
2,852
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅବସରରେ ସମସ୍ତଂକୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ।।ଜୟ ଜଗନ୍ନାଥ।। 🙏🙏🙏 #RathaJatra
14
802
ଚାରି ଦ୍ବାର ଖୋଲିଲା। ଜୟ ଜଗନ୍ନାଥ। 🙏
6
7
1
129
4,191
ଓଡ଼ିଶାର ନୂଆ ମୁଖ୍ଯମନ୍ତ୍ରୀ ଶ୍ରୀ ମୋହନ ଚ଼ରଣ ମାଝୀଂକୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। 💐💐💐
4
7
151
3,413
ଆଜିଠାରୁ ଏହି ଟୁଇଟର/ଏକ୍ସ୍ ଆକାଉଣ୍ଟ କାହାରି ବା କେଉଁ ବ୍ୟକ୍ତି ବିଶେଷର #Parody ହୋଇ ଆଉ ରହିବ ନାହିଁ। ଏଠି ମୋଟାମୋଟି ଭାବରେ ସବୁକିଛି ଚର୍ଚ୍ଚା ହେବ, ନିର୍ଦ୍ଧିଷ୍ଟ ବିଷୟରେ ବାନ୍ଧିହୋଇ ରହିବ ନାହିଁ।
11
2
1
162
11,260