ଛାମୁ (@The_Chhamu) header
ଛାମୁ (@The_Chhamu) profile picture

ଦେଖଇ ନେତ୍ର ଯାହା ଚଉଦିଗର, ସେ ସର୍ବର ଅଟଇ ମୁଁ ଅଧୀଶ୍ବର!

ବ୍ରହ୍ମାଣ୍ଡ
Joined October 2019
Photo by ଛାମୁ (@The_Chhamu)Photo by ଛାମୁ (@The_Chhamu)Photo by ଛାମୁ (@The_Chhamu)Photo by ଛାମୁ (@The_Chhamu)Photo by ଛାମୁ (@The_Chhamu)Photo by ଛାମୁ (@The_Chhamu)Photo by ଛାମୁ (@The_Chhamu)Photo by ଛାମୁ (@The_Chhamu)Photo by ଛାମୁ (@The_Chhamu)Photo by ଛାମୁ (@The_Chhamu)
ଆଜିଠାରୁ ଏହି ଟୁଇଟର/ଏକ୍ସ୍ ଆକାଉଣ୍ଟ କାହାରି ବା କେଉଁ ବ୍ୟକ୍ତି ବିଶେଷର #Parody ହୋଇ ଆଉ ରହିବ ନାହିଁ। ଏଠି ମୋଟାମୋଟି ଭାବରେ ସବୁକିଛି ଚର୍ଚ୍ଚା ହେବ, ନିର୍ଦ୍ଧିଷ୍ଟ ବିଷୟରେ ବାନ୍ଧିହୋଇ ରହିବ ନାହିଁ।
11
2
1
162
11,260
Replying to @SolitudeWasFate
PAL heights re muluthila Ebe miluni
1
73
Replying to @Debasis_Kalinga
ଆଛା
101
Naturals ଆଇସକ୍ରିମ୍ ଭୁବନେଶ୍ବରରେ କୋଉଠି ମୁଳୁଛି ଜାଣିଥିଲେ କହିବେ।
3
6
986
Replying to @bairakhpali
ମୁଁ ତ ବଡ ରିସ୍କଟିଏ ନେଇଅଛି ଷୋହଳଜଣକୁ ଚାକିରିଟିଏ ଦେଇଅଛି, ପଚାଶଜଣ ତ ପରୋକ୍ଷରେ ରୋଜଗାର କରୁଛନ୍ତି ମିଶାଇମିଶେଇ ଛଅଷଠି ପରିବାର ବଂଚିପାରୁଛନ୍ତି! ବୋଇତ ମୋର ଏମିତି ଚାଲୁଥାଉ ପୂରୁବପୁରୁଷଂକ ଆଶିର୍ବାଦ ଏମିତି ବରଷୁଥାଉ।🙏
2
7
152
Replying to @SolitudeWasFate
ନିଦ ତ ଆସିଲା ନାହିଁ ତେଣୁ କଳା ଲେବୁଲୁ ଆପଣେଇ ଦେଲି, ତିନି ସାରି ଚାରି ଚିଲିଛି ନିଦ ନ ଆସିଲେ କିଅଣ କରିବି ଭାବୁଛି, ଭାବୁଛି ଅଫିମ ଛାଲି ସିଝେଇ ପିଇଦେବି ବୋଲି!!
1
4
165
*ଚିତ୍ରକୁ
405
ସାଇତି ରଖ ନିଜନିଜ କିଛି ଚିତ୍ରତକୁ, କାହିଁକି ନା ଯଉବନ ବିତିଗଲେ ଦର୍ପଣ ବି ପଢିନେବ ମଥାରେ ଉଙ୍କି ମାରୁଥିବା କିଛି ସରଳ କିଛି ବକ୍ର ରେଖାଗୁଡିକୁ।
2
1
10
718
Replying to @DamrudharH
ଏ ଛାମୁ କଣ ସେ ଛାମୁ ଆଉ ଅଛି!! ପାଣ୍ଡୁଆ ପା ଲେଖା ଛିଡେଇ ଦେଲା!!
36
Replying to @Sunilbehera95
ଏଁ
1
1
68
Replying to @sanjitrout108
ହଉ
75
ନିପୁଣ ଶିକାରୀ ସହିତ ନାଲି ଷଣ୍ଢ ଫେଣ୍ଟାଫେଣ୍ଟି!! କରିବି କି କାହା ସହ ବଣ୍ଟାବଣ୍ଟି??
6
1
1
24
1,441
Juktakhyara re panchuka lekhantu ta
2
56
ଦାନ୍ୟୋବାଦ୍।
1
1
54
କେମିତି କଲେ ଟିକିଏ ବତାନ୍ତୁ
2
110
Replying to @srinibash_samal
iPhone ରେ ସୁବିଧା ହେଉନାହିଁ। ନହେଲେ ମତେ ଯୁକ୍ତାକ୍ଷର ହିଁ ପସନ୍ଦ।
1
2
244
ବାହାର ରାଜ୍ଯ ଲୋକଂକ ରଥଯାତ୍ରା ଆୟୋଜନକୁ ଦେଖି ନିଜ ପରମ୍ପରାକୁ ନେଇ ଗର୍ବ କରୁଥିବା ଓଡ଼ିଆ, କୌଣସି ଜନ୍ମରୁ ବିହାରୀ ହୋଇଥିବା ସ୍ତ୍ରୀ ଲୋକଟି ଓଡିଆ ଘରେ ବିବାହ କଲାପରେ ଛଟପୂଜାକୁ ପାଳନ କରିବା ଏବଂ ସେଥରେ ତାର ସ୍ବାମୀ ତାକୁ ସହଯୋଗ କରିବା ଦେଖି ବ୍ୟଥିତ ହେବା ତାଂକ ସଂକୀର୍ଣ୍ଣ ମାନସିକକାକୁ ନିଦର୍ଶନ କରୁଛି।
13
14
2
114
4,294