Seva Dil Se (@dil_seva) header
Seva Dil Se (@dil_seva) profile picture

ମୋ ଦ୍ଵାରା କେହି ଉପକୃତ ହୁଅନ୍ତୁ କି ନ ହୁଅନ୍ତୁ ସବୁବେଳେ ଚେଷ୍ଟା କରିବି, ମୋ ପାଇଁ କାହାର କ୍ଷତି ନହେଉ ଏହାହିଁ ମୋ ମା ବାପାଙ୍କ ସଂସ୍କାର ।।

Joined June 2022
Photo by Seva Dil Se (@dil_seva)Photo by Seva Dil Se (@dil_seva)Photo by Seva Dil Se (@dil_seva)Photo by Seva Dil Se (@dil_seva)Photo by Seva Dil Se (@dil_seva)Photo by Seva Dil Se (@dil_seva)Photo by Seva Dil Se (@dil_seva)Photo by Seva Dil Se (@dil_seva)Photo by Seva Dil Se (@dil_seva)Photo by Seva Dil Se (@dil_seva)
ବିଶ୍ୱର ସର୍ବାଧିକ ଲୋକପ୍ରିୟ ନେତା, ଆମ ଦେଶର ଯଶସ୍ଵୀ ପ୍ରଧାନମନ୍ତ୍ରୀ ମାନନୀୟ ଶ୍ରୀ @narendramodi ଙ୍କ ଓଡ଼ିଶା ଗସ୍ତ ଅବସରରେ ସାମ୍ବାଦିକ ବାର୍ତ୍ତା ।
2
4
22
715
ଓଡ଼ିଶାର ବିକାଶ ଯାତ୍ରାରେ ଯୋଡ଼ିହେବ ଆଉ ଏକ ନୂଆ ଅଧ୍ୟାୟ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀଙ୍କ କରକମଳରେ ଉଦ୍‌ଘାଟିତ ହେବାକୁ ଯାଉଛି ଆର୍‌ବିଆଇର ଅତ୍ୟାଧୁନିକ ଡାଟା ସେଣ୍ଟର। ଏହା ଦେଶର ଆର୍ଥିକ ତଥ୍ୟର ସୁରକ୍ଷା, ଡିଜିଟାଲ୍‌ ଅର୍ଥନୀତିର ସୁଦୃଢ଼ୀକରଣ ଏବଂ ବ୍ୟାଙ୍କିଂ କ୍ଷେତ୍ରରେ ଗବେଷଣା ଓ ଦକ୍ଷତା ବିକାଶକୁ ନୂଆ ଗତି ଦେବ। Odisha’s development journey takes another major step forward as Hon’ble Prime Minister Shri Narendra Modi Ji inaugurates RBI’s state-of-the-art Data Centre, strengthening financial data security, digital infrastructure and banking research. #ModiAsuchanti
13
13
3
46
4,136
ତୁରନ୍ତ ଦୃଷ୍ଟି ଦିଅନ୍ତୁ – ପୁରୀ ରାମ ମନ୍ଦିର ତିନିଛକ ପୁରୀ ରାମ ମନ୍ଦିର ତିନିଛକ ନିକଟରେ ଏକ ବଡ଼ ହୋର୍ଡିଂକୁ ଧରିଥିବା ଲୁହା ଖୁଣ୍ଟଟି ଭୁଶୁଡ଼ିବା ଅବସ୍ଥାରେ ରାସ୍ତା ଉପରକୁ ଢଳି ରହିଛି। ଯେକୌଣସି ସମୟରେ ଏହା ରାସ୍ତା ଉପରେ ପଡ଼ି ଦୁର୍ଘଟଣା ଘଟାଇପାରେ। ପୁରୀ ମହାନଗର ନିଗମ ପକ୍ଷରୁ ତୁରନ୍ତ ସ୍ଥାନ ପରିଦର୍ଶନ କରି ଏହି ବିପଦଜନକ ଢାଞ୍ଚାକୁ ହଟାଇବା/ସୁରକ୍ଷିତ କରିବାକୁ ଅନୁରୋଧ। ଜନସାଧାରଣଙ୍କ ଜୀବନ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଳମ୍ବ ନକରି ପଦକ୍ଷେପ ନିଆଯାଉ। 📍 ସ୍ଥାନ: ରାମ ମନ୍ଦିର ତିନିଛକ, ପୁରୀ @dm_puri @puriulb @HUDDeptOdisha @dr_kcmahapatra
2
3
11
324
ଲୀଳାମୟ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମଦିବସ ପବିତ୍ର ଜନ୍ମାଷ୍ଟମୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଶ୍ରୀକୃଷ୍ଣ ସମସ୍ତଙ୍କ ଜୀବନକୁ ହସ ,ଖୁସି ଓ ଆନନ୍ଦରେ ଭରି ଦିଅନ୍ତୁ, ଏହା ହିଁ କାମନା। #Janmashtami
1
1
43
ଅସହାୟ ବୃଦ୍ଧାଙ୍କୁ ତୁରନ୍ତ ସହାୟତା ଆବଶ୍ୟକ ମଠକରଗୋଳା, ଭୁବନ ବ୍ଲକ, ଢେଙ୍କାନାଳର ବୃଦ୍ଧା ଜୁଲୁକି ନାଏକଙ୍କ ନିଜ ଘର ନାହିଁ100% ଶଯ୍ୟାଶାୟୀ ଦିବ୍ୟାଙ୍ଗ ନାତି ଚନ୍ଦୁ ନାଏକଙ୍କୁ ଭତ୍ତା ଓ ଆଧାର କାର୍ଡ ମିଳିନାହିଁ। ସରକାର ତୁରନ୍ତ ହସ୍ତକ୍ଷେପ କରି ଘର, ଭତ୍ତା ଓ ଆଧାର ବ୍ୟବସ୍ଥା କରନ୍ତୁ@CMO_Odisha @socialsecurityodisha
3
10
18
308
ବ୍ରହ୍ମଲୀନ ବେଦାନ୍ତକେଶରୀ ପୂଜ୍ୟ ସ୍ୱାମୀ ଶ୍ରୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ଦିବସରେ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।
5
2
28
629
ଓଡ଼ିଶାର ବିଶିଷ୍ଟ ଶିକ୍ଷାବିତ ତଥା ଗବେଷକ ଡ. କୁଞ୍ଜବିହାରୀ ତ୍ରିପାଠୀଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ।
1
13
65
7,782
In the village of Baradangua ,gp-sankhunta block G.b nagar District -Mayurbhanj name-Haresh Baitha Age-87 but still not recive pension 3500 please concren Authority look into this matter and take action as soon as possible. @12_baje #Jjmmayurbhanj @SSEPD2 @DM_Mayurbhanj #12baje
3
49
2
66
1,071
After 17 years of dedicated service, Asit (1002359) of Balasore seekcs only a compassionate transfer to Jajpur/Choudwar to care for his paralysed mother & heart-patient father. A humane consideration from @IMFALtd Therubali can bring immense relief to his family @subhrakantpanda
3
17
493
ପୁରୀ ସ୍ୱର୍ଗଦ୍ୱାର ସାମ୍ନା, ରାସ୍ତା ଗୋଟିଏ ମାସରୁ ଉର୍ଦ୍ଧ୍ୱ ହେଲାଣି ମଇଳା ପାଣି ଭାସୁଛି ଯିବା ଆସିବା ଦୋକାନ ଭାଇ ମାନେ ଆସୁଥିବା ସମୁଦ୍ର କୂଳକୁ ବୁଲିବା ପାଇଁ ପର୍ଯ୍ୟଟକ ମାନେ ନାକ ଟେକୁଛନ୍ତି ଦୁର୍ଗନ୍ଧରେ ତୁରନ୍ତ ସ୍ଥାୟୀ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାରଙ୍କୁ ବିନମ୍ର ଭାବେ ଅନୁରୋଧ @CMO_Odisha @dm_puri @puriulb
2
3
15
495
ବାଲେଶ୍ୱର ସୌମ୍ୟଶ୍ରୀ ପରେ ପୁଣି ସରକାର ଶୋଇପଡ଼ିଲା କି.... @eobdkmunicipal
#ଭଦ୍ରକ ଜିଲ୍ଲାରେ ସରକାର ନିୟମକୁ ଫୁ. ସରକାରଙ୍କୁ ଜାଣିଶୁଣି ବଦନାମ କରୁଛନ୍ତି ସରକାରୀ ଅଧିକାରୀ. ଜନ୍ମପ୍ରମାଣପତ୍ର ଆବେଦନ 1ମାସ ହେଲା କିନ୍ତୁ ମିଳୁନାହିଁ.ଲାଞ୍ଚ ନେଲେ କରିବେକି ସରକାରୀ ଅଧିକାରୀ. ଫୋନ୍ ପେ number ଦିଅନ୍ତୁ. @CdmoBhadrak @DM_Bhadrak @Odisha_bdrs @eobdkmunicipal @NHMBhadrak @eobdkmunicipal
1
1
1
86
Seva Dil Se retweeted
ପ୍ରଚଣ୍ଡ ରୌଦ୍ରତାପରେ ଡହଳବିକଳ ଜନଜୀବନ.. ପାଣି ପାଇଁ ୨ କିମି ଚାଲି ଚାଲି ଯାଉଛନ୍ତି ତିହିଡି ବ୍ଲକ ଇଶାଣପୁର ଗାଁର ୧୫ ପରିବାର.. ପାଣି ପାଇଁ ବିଡିଓଙ୍କ ଦ୍ବାରସ୍ଥ ହେଲେ ଗ୍ରାମବାସୀ.. #Bhadrak #WaterCrisis #Tihidi #RuralOdisha #OTV
2
2
8
1,040
Seva Dil Se retweeted
ରାଜ୍ୟର ପ୍ରତିଟି ନାଗରିକଙ୍କ ନିକଟରେ ସହଜରେ ଓ ସ୍ୱଚ୍ଛତାର ସହ ସରକାରୀ ସେବା ପହଞ୍ଚାଇବା ପାଇଁ ଖୁବ୍ ଶୀଘ୍ର ରାଜ୍ୟବ୍ୟାପୀ ଆରମ୍ଭ ହେବାକୁ ଯାଉଛି 'ଆମ ଗାଁ'ରେ ଆମ ତହସିଲ୍' (Tahasil at Doorstep) କାର୍ଯ୍ୟକ୍ରମ। ଏହି ଅଭିଯାନ ଅଧୀନରେ ଗ୍ରାମ ଓ ପଞ୍ଚାୟତ ସ୍ତରରେ 'କ୍ୟାମ୍ପ୍ କୋର୍ଟ' ଆୟୋଜନ କରାଯାଇ ପ୍ରଜା ଖାନା ସଂଶୋଧନ, ଡିମାର୍କେସନ୍ ଏବଂ ଜନସାଧାରଣଙ୍କ ସେବା ସମ୍ବନ୍ଧୀୟ ଅଭିଯୋଗଗୁଡ଼ିକର ସେହି ସ୍ଥାନରେ ହିଁ ତ୍ଵରିତ ସମାଧାନ କରାଯିବ। #TahasilAtDoorstep #GoodGovernance #PublicService
19
34
1
187
9,305
FM College is the pride of Odisha, but that glory is being stripped away. Multiple complaints regarding professors sending inappropriate/adult messages to female students are surfacing. @DBalasore @HE_Odisha, don't let predators destroy this institution. Action is needed NOW.
1
3
11
360
ଜୟ ଜଗନ୍ନାଥ 🙏
28
43
2
1,073
4,548
ଆଜି ଆମ ଭଦ୍ରକ ସଂସଦୀୟ କ୍ଷେତ୍ରର ସିମୁଳିଆ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଖଇରା ବ୍ଲକର ଦୁର୍ଗା ମଣ୍ଡପରେ ଆୟୋଜିତ ଭାରତୀୟ ଜନତା ପାର୍ଟିର ମହାମିଶ୍ରଣ ପର୍ବରେ ଯୋଗଦେଲି। ଆମ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନୀତି ଓ ଆଦର୍ଶରେ ପ୍ରେରିତ ହୋଇ, ଖଇରା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଅଭିଲିପ୍ସା ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀ ମାନସ କୁମାର ଦାସଙ୍କ ସହ ଅନ୍ୟ ଦଳ ଛାଡ଼ି ଆସିଥିବା ଅନେକ ଜିଲ୍ଲା ପରିଷଦ ସଦସ୍ୟ, ପଞ୍ଚାୟତ ସମିତି ସଦସ୍ୟ, ଶତାଧିକ କାର୍ଯ୍ୟକର୍ତ୍ତାମାନେ ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗଦେଲେ। ଏହି ମହାମିଶ୍ରଣ ଆଗାମୀ ଦିନରେ ଅଞ୍ଚଳର ସମଗ୍ର ବିକାଶକୁ ତ୍ୱରାନ୍ୱିତ କରିବା ସହିତ ଦଳୀୟ ସଂଗଠନକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା।
3
9
82
ଚଳିତ ବର୍ଷ ଠାରୁ ଓଡ଼ିଆ ଭାଷାରେ ମିଳିବ ମାଟ୍ରିକ ସାର୍ଟିଫିକେଟ। ଆଜି ମାଟ୍ରିକ ଫଳାଫଳ ଘୋଷଣା ସମୟରେ ଆସିବାକୁ ଯାଉଥିବା ମାଟ୍ରିକ ସାର୍ଟିଫିକେଟର ଏକ ନମୁନା ସାମ୍ନାକୁ ଅଣାଯାଇଛି। ଏହି ସାର୍ଟିଫିକେଟରେ ଓଡ଼ିଆ ଭାଷା ସହିତ ଇଂରାଜୀ ଭାଷାରେ ମଧ୍ଯ ଉପଲବ୍ଧ ହେବ। ଏହା ନିଶ୍ଚିତ ଭାବରେ ଆମ ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି। ଯାହା ସ୍ୱାଗତ ଯୋଗ୍ୟା ଏବଂ ଓଡ଼ିଆ ଭାଷା ପ୍ରତି ସମ୍ମାନ।
35
39
7
496
22,000
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ “ଜାତୀୟ ଶିକ୍ଷା ନୀତି-୨୦୨୦ ଏବଂ ଓଡ଼ିଶାରେ ଉଚ୍ଚଶିକ୍ଷା ବ୍ୟବସ୍ଥାର ସଂସ୍କାର ଓ ବିକାଶ” ଶୀର୍ଷକ ଦୁଇ ଦିନିଆ କର୍ମଶାଳା ଆରମ୍ଭ ହୋଇଛି। ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ @MohanMOdisha ମହୋଦୟ ଏବଂ ମାନନୀୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ @dpradhanbjp ମହୋଦୟଙ୍କ ଗାରିମାମୟ ଉପସ୍ଥିତି ଏହି କାର୍ଯ୍ୟକ୍ରମକୁ ଅଧିକ ପ୍ରେରଣାଦାୟୀ କରିଛି। ରାଜ୍ୟରେ ଜାତୀୟ ଶିକ୍ଷା ନୀତି-୨୦୨୦ ର ସଫଳ ରୂପାୟନ କରିବା, ଉଚ୍ଚଶିକ୍ଷା ବ୍ୟବସ୍ଥାରେ ବୈପ୍ଲବିକ ସଂସ୍କାର ଆଣିବା ସହ ଗୁଣାତ୍ମକ ଶିକ୍ଷାକୁ ସୁନିଶ୍ଚିତ କରିବା ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗବେଷଣା, ସୃଜନଶୀଳତା ଓ ଉଦ୍ୟମିତା ବୃଦ୍ଧି କରି ସେମାନଙ୍କୁ ସ୍ୱର୍ଣ୍ଣିମ ଭବିଷ୍ୟତ ପାଇଁ ପ୍ରସ୍ତୁତ କରିବା ହେଉଛି ଏହି କର୍ମଶାଳାର ମୁଖ୍ୟ ଉଦ୍ଦେଶ୍ୟ। #Shaktshree #NEP2020
57
14
1
94
2,215
ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପକ୍ଷରୁ ଭଦ୍ରକରେ ‘ଓଡ଼ିଶୀ ପ୍ରତିଭା ଅନ୍ୱେଷଣ’। ଓଡ଼ିଶୀ ନୃତ୍ୟ ଗୁରୁ ନିଯୁକ୍ତି ନିମନ୍ତେ ଆବେଦନ ଆହ୍ବାନ କରାଯାଉଛି । ଆବେଦନର ଶେଷ ତାରିଖ- ୧୦/୦୫/୨୦୨୬ ଅଧିକ ତଥ୍ୟ ପାଇଁ ୮୧୧୨୮୨୬୦୩୫/୭୦୦୮୦୫୭୭୯୪ ନମ୍ବରରେ ଯୋଗାଯୋଗ କରନ୍ତୁ। #culture #Odisha #odissi #odissiguru
3
21
699
Seva Dil Se retweeted
ଏ ନୀତି ନିୟମ କିଏ କରିଛି? #ଖଇରା ବ୍ଲକପ୍ରଶାସନ ନା #ବାଲେଶ୍ଵର ଜିଲ୍ଲାପ୍ରଶାସନ ନା #ରାଜ୍ୟସରକାର? ଆଜି ଦିନରେ ଜଣେ ବ୍ୟକ୍ତି ରାସନ୍ କାର୍ଡର ପିଲାଙ୍କ ନାମ ଯୋଡିବା ପାଇଁ @BlockKhaira କୁ ଯାଇ ହଟହଟା ହେଲେ। ବିଭାଗର ଥିବା କର୍ମଚାରୀ କିଛି ନଶୁଣି ସିଧା କହିଲେ କାଗଜର ଲେଖାଯାଇଛି ଆଜି ଫେରିଯାଏ। @DBalasore Sir (1/2)
2
10
2
35
2,904