Pinned Tweet
ନବୀନ ବାବୁ କିଛି କରିନାହାନ୍ତି କହୁଥିବା @BJP4Odisha ଟିକିଏ ଦେଖିବେ ନିଶୁଳ୍କ
'BIJU EXPRESSWAY' କେତେ ସୁନ୍ଦର। ନବରଙ୍ଗପୁର ରୁ କନ୍ଧମାଳ...
@narendramodi ଜୀଙ୍କ NH ଭଳି ନୁହଁ ଯାହା ଓଡିଶା ମଧ୍ୟରେ KM ପିଛା ଏବେ ପ୍ରାୟ ଦେଢ଼ ରୁ ଦୁଇଟଙ୍କା ଦେବାକୁ ହୁଏ।
@sasmitpatra
@BhruguOdisha
@Naveen_Odisha
@AdvGantayat
ଆଶ୍ଚର୍ଯ୍ୟ ଦିନରେ ବାଲି ଚୋରି, ତାହା ବି ଏବେ ବନ୍ୟା ହେଇଥିଲା ଏହି ବାଲି ଚାଲାଣ ଯୋଗୁଁ।
ଚିକିଟି ବ୍ଲକ କେ. ନୂଆଗାଁ ଥାନା ଅଧୀନ ବଡ଼କେଳାଝୁରି, ଦେଉଳିଆ ପଡ଼ା ଓ ଡ଼ଭାର ଚରିଆ ପଡ଼ା ନିକଟ ବାହୁଦା ନଦୀରୁ ରେମ୍ପ ତିଆରି କରି ଟ୍ରାକ୍ଟର ଓ ଜେସିବି ମାଧ୍ୟମରେ ବାଲି ଚାଲାଣ ହେଉଛି।
Sir @sdmbam plz ରୋକନ୍ତୁ ଏ ସବୁ।
@Vijaykulange 🙏
ଧନ୍ୟବାଦ @sabyaactor ଆପଣଙ୍କୁ 🙏❤️ ବହୁତ ଭଲ ଲାଗିଲା ଆପଣ ଆମ ଗଞ୍ଜାମ ପାଇଁ ଏମିତି ଆଗକୁ ଆସିବା ଦେଖି। 🙂🙏
କମେଣ୍ଟ ରେ ଫୋଟୋ ଦେବି ଦେଖିବେ କେମିତି ୩ଜଣ ଭାସିଯାଇ ମରିଛନ୍ତି। ସେମାନଙ୍କୁ ସରକାରଙ୍କ ତରଫରୁ କେମିତି ସାହାଯ୍ୟ ମିଳିବ ଟିକିଏ ସହଯୋଗ କଲେ ଭଲ ହୁଅନ୍ତା। 🙏
ବାତ୍ୟାରେ ପାତ୍ରପୁର ବ୍ଲକର ୩ଜଣ ଭାସିଯାଇ ମରିଛନ୍ତି, ଯାହା ଆମେ ପୂର୍ବରୁ କେବେ ଜାଣି ନଥିଲୁ। ଯାହା କୌଣସି ଗଣମାଧ୍ୟମ ଦେଖାଉ ନାହିଁ।
ଏମିତି ଥିଲା @MohanMOdisha ସରକାରଙ୍କ ପ୍ରସ୍ତୁତି?
ଲଜ୍ଜ୍ୟାର କଥା ୩ଟି ପଞ୍ଚାୟତ ମଧ୍ୟରୁ କେବଳ B. ନୂଆଗାଁ କୁ 2500 ଓ 50kg ଚାଉଳ ରିଲିଫ ଘୋଷଣା ହେଇଛି।
@sasmitpatra @BhruguOdisha
ଆଜ୍ଞା ଆପଣମାନେ ଅନ୍ତତଃ ଏଗୁଡ଼ାକ ପ୍ରସାରଣ କରନ୍ତୁ @kanak_news @otvnews @otvkhabar @ArgusNews_in @NandighoshaTV @kalingatv @SakalaNews @sambad_odisha @DharitriLive1 @News18Odia
40
Replying to @Titupanda2 @MohanMOdisha @sasmitpatra @BhruguOdisha @Naveen_Odisha @bjd_odisha @BJP4Odisha @SulataDeoMP @SujataRoutK @SecyChief @Ganjam_Admin @sdmbam @RdcsdBerhampur @BDO_PATRAPUR
Sir @Vijaykulange plz ଆପଣଙ୍କୁ ଅନୁରୋଧ ଧ୍ୟାନ ଦେବେ। 🙏 ଦୁଃଖର ବିଷୟ ୩ଟି ଯାକ dead body ମିଳିଲା ବେଳେ ପଚି ଶଢ଼ୀ ଯାଇଥିଲା। କିନ୍ତୁ ଦୁଇଟି GP, ଖମ୍ବାରି ଗାଁ ଓ ବରଙ୍ଗ କୁ ବାତ୍ୟା ପ୍ରଭାବିତ ଘୋଷଣା ହେଲା ନାହିଁ। ଖମ୍ବାରି ଗାଁ ମୃତକ ଉପରେ data ଅଛି କି ନାହିଁ ବି ଜଣା ନାହିଁ।
46
ଜଣେ ଦାୟିତ୍ୱବାନ ଏବଂ ସମ୍ବେଦନଶୀଳ ପ୍ରଶାସକ ଭାବରେ @Ganjam_Admin ଙ୍କ କାର୍ଯ୍ୟଶୈଳୀ ସବୁବେଳେ ପ୍ରେରଣାଦାୟକ।
ଜନସାଧାରଣଙ୍କ ସୁଖଦୁଃଖରେ ସାମିଲ ହୋଇ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ତାଙ୍କର ପ୍ରୟାସ ପ୍ରକୃତରେ ପ୍ରଶଂସନୀୟ। ଜଣେ ଭଲ ମଣିଷ ତଥା ଜନପ୍ରିୟ ଜିଲ୍ଲାପାଳ ଭାବରେ ଗଞ୍ଜାମ ଜିଲ୍ଲା ପାଇଁ @keerthi_ias ଙ୍କ ଅବଦାନ ଅତୁଳନୀୟ।
ବାତ୍ୟା ବନ୍ୟାରେ ଲୋକଙ୍କ ସର୍ବସ୍ୱ ସରିଯାଇଥିଲା ବେଳେ, ଏ ନିକମା @BJP4Odisha ର ଚିକିଟି ବିଧାୟକଙ୍କ ଅସଲ ଚେହେରା ଆଜି ଚିକିଟି ଜନସାଧାରଣ ଜାଣିପାରୁଛନ୍ତି।
କଥା କଥାରେ @Naveen_Odisha ବାବୁଙ୍କୁ ଆଙ୍ଗୁଠି ଦେଖାଇ ଓଡ଼ିଶାରେ ଫେମୋସ ହେଇଯିବାକୁ ଚେଷ୍ଟା କରୁଥିବା ବିଧାୟକ ବାବୁ ଏବେ ଲୋକଙ୍କୁ ପାଲ ଖଣ୍ଡିଏ ଦେଇପାରୁ ନାହାନ୍ତି।
ଆଜ୍ଞା @dm_jajpur ସାଧାରଣ ଲୋକ news ରେ ନିଜର ମତ ଦେଲେନି ଯାଜପୁରରେ ବାଲି-ଖଣି ସବୁ ଚୋରି ହେଉଛି ବୋଲି। କିନ୍ତୁ ଆପଣଙ୍କ deartment ଜାଣିପାରୁନି।
Sir, ଦୟାକରି ଏ ସବୁ ଅଟକନ୍ତୁ।
@CMO_Odisha @pranabpdas @Pranab3333
1
4
495
ଆଜ୍ଞା @TPSouthOdisha ଲାଇନ ମ୍ୟାନ ବିଗତ ୩ବର୍ଷରେ ଗାଁରେ କେବେ ପାଦ ଦେଇନାହାନ୍ତି, ତାଙ୍କୁ call କଲେ ଜୟନ୍ତିପୁର କୋଉଠି ମୁଁ ଜାଣିନି ଏଭଳି troll କରୁଛନ୍ତି ଗାଁ ଲୋକଙ୍କୁ।
ଏହି ସମସ୍ୟାର ସମାଧାନ କରିବା ସହ ଉକ୍ତ ଲାଇନ ମ୍ୟାନ ଉପରେ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ଜୟନ୍ତିପୁର ଗାଁ, ପାତ୍ରପୁର ବ୍ଲକ, ଗଞ୍ଜାମ ଜିଲ୍ଲା
@EnergyOdisha
ଲୋକଙ୍କ ଦୁଃଖରେ ଭାବବିହ୍ୱଳ ଆମ ନବୀନ ବାବୁ 😓
@Naveen_Odisha ବାବୁଙ୍କ ଆଖିର ଲୁହ ଦେଖି ସାରା ଓଡ଼ିଶାବାସୀଙ୍କ ଛାତିରେ କୋହ....
ଏ ହେଉଛନ୍ତି ଜନନାୟକ ❤️
@bjd_odisha
ଏମାନେ ଏତେ ତଳସ୍ତର କୁ ଖସିଗଲେଣି...ଛି ଏମାନଙ୍କୁ।
ମୁଁ ନିଜେ ସେଇଠି ଉପସ୍ଥିତ ଥିଲି ଅନେକ vdo କରିଛି। ଲୋକେ କାନ୍ଦି କାନ୍ଦି ନିଜର ଦୁଃଖ ଜଣାଉଥିଲେ।
ଆମ @Naveen_Odisha ବାବୁଙ୍କୁ ଦେଖିବାକୁ ସ୍କୁଲ କଲେଜ ପିଲାମାନେ ଆସିଥିଲେ। ପିଲାରୁ ବୁଢା ଯାଏଁ ଉପସ୍ଥିତ ଥିଲେ, ସେମାନେ ଦଳୀୟ କର୍ମୀ ନଥିଲେ। ଅନେକ ଲୋକ କାନ୍ଦିପକାଉଥିଲେ।
'Go back Nabin' slogan greets Naveen Patnaik during visit to flood-hit Ganjam
#Ganjam #Odisha
odishatv.in/odisha/naveen-go…
ଦୀପାବଳି ପାଳନ ନକଲେ ଲୋକଙ୍କ ଦୁଃଖ ଦୂର ହୋଇଯିବ କି? ଲୋକଙ୍କୁ ରିଲିଫ ତ ଦେଲେନି ଛାଡ଼ନ୍ତୁ, ଆଜି ଯାଏଁ ପାଲ ଖଣ୍ଡିଏ ବି ଲୋକଙ୍କୁ ମିଳିନି। ପୁଣି ଯଦି ବର୍ଷା ହୁଏ ଲୋକେ କେତେ ହଇରାଣ ହେବେ।
@MohanMOdisha ଆଜ୍ଞା ଲୋକଙ୍କୁ ରିଲିଫ ଦିଅନ୍ତୁ।
@Naveen_Odisha
ସବୁ ମିଳିମିଶି ଜନତାଙ୍କୁ ଲୂଟିବେ ଆଉ କିଛି ନାହିଁ। ଏବେ ବି ପ୍ରାୟ ଦେଢ଼କୋଟିର ବାଣ ପାତ୍ରପୁରରେ ମହଜୁଦ ଅଛି।
Sir @SP_BRAHMAPUR ଆପଣ ଧ୍ୟାନ ଦେବା ଉଚିତ।
@Ganjam_Admin @sdmbam plz 🙏 ଯଦି କୌଣସି ଅଘଟଣ ଘଟେ ସାଧାରଣ ଜନତାଙ୍କ ଜୀବନ ଯିବ ଅନ୍ୟର କୌଣସି କ୍ଷତି ହେବ ନାହିଁ। କୌଣସି ସୁରକ୍ଷା ବ୍ୟବସ୍ଥା ନଥାଇ ବିକ୍ରି ହେଉଛି ବାଣ



















