jayadurga foundation trust retweeted
ଏବର୍ଷ ପୁଣିଥରେ କାଳିଆର ଗୁଣ୍ଡିଚା ଯାତ୍ରାରେ ସେବା କରିବାର ସୁଯୋଗ 👏👏👏👏
@jaydurgatrust
jayadurga foundation trust retweeted
କେନ୍ଦୁଝର ଜିଲ୍ଲା ସଂଯୋଜିକା @shrilekhajena ଅତ୍ୟନ୍ତ ଆବଶ୍ୟକୀୟ ବିଡ଼ିଓ ଓ ତହସିଲଦାରଙ୍କ କାର୍ଯ୍ୟାଳୟରେ ଟ୍ୱିଟର ଆକାଉଣ୍ଟ ଖୋଲି ସକ୍ରିୟ ରହି ଲୋକମାନଙ୍କ ସମସ୍ୟା ବୁଝିବା ପାଇଁ ଦାବି କରିଛନ୍ତି। ବିଭାଗୀୟ ଅଧିକାରୀ ମାନଙ୍କୁ ଅନୁରୋଧ ଏଥିପ୍ରତି ତୁରନ୍ତ ଧ୍ୟାନ ଦେଇ 5T @MoSarkar5T କୁ ସଫଳ ରୂପାୟନ କରାନ୍ତୁ।
@DistAdmKeonjhar
jayadurga foundation trust retweeted
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ପ୍ରସିଦ୍ଧ ଶୈବପୀଠ ଶୈବପୀଠ ଆରଡ଼ି ପୀଠର ମେନ୍ ଗେଟ୍ ରେ ୨ବର୍ଷ ହେବ ଏହି ଫଳକ ଟି ଲିଭି ଯାଇଛି। ସ୍ବାଗତ ' *ମ* ' ଟି ଲିଭି ଯାଇଛି। *ଜ* ଣାଉଛି ଟି ଲିଭି ଯାଇଛି ଏହି 2ଟି ଫଳକ ଲଗାଇବା ପାଇଁ @DM_Bhadrak @odisha_tourism @CMO_Odisha @MoSarkar5T @panigrahi_jp ଙ୍କୁ ବିନମ୍ର ଅନୁରୋଧ।
jayadurga foundation trust retweeted
କେନ୍ଦ୍ରାପଡ଼ା ଜିଲ୍ଲା ଆଳୀ ବ୍ଲକ କେତୁଆ ପଞ୍ଚାୟତ ପାନପେଣ୍ଟ ଗ୍ରାମର ବିଲ ପାଖ ଟ୍ରାନ୍ସଫର୍ମ ପ୍ରତ୍ୟକ ଦିନ ଏ ରାସ୍ତାରେ ଗାଈଗୋରୁ ଯିବା ସହ ବିଲକୁ ପ୍ରତ୍ୟକ ଦିନ ଲୋକ ଯିବା ଆସିବା କରୁଛନ୍ତି। ପାଚେରୀ ଘେରିବାକୁ @dmkendrapara @TPCentralOdisha @CMO_Odisha @EnergyOdisha ଙ୍କୁ ବିନମ୍ର ଅନୁରୋଧ।
jayadurga foundation trust retweeted
#ନିଶୁଳ୍କ ସେବା ଶିବିର
#ଆନନ୍ଦପୁର ମହୋତ୍ସବ
ସମସ୍ତ ଜନସାଧାରଣ ଙ୍କୁ ବିନା ମୂଲ୍ୟରେ ସେବା ଯୋଗାଇଦେବାକୁ ଯାଉଛି @jaydurgatrust | ତରଫରୁ ସମସ୍ତଙ୍କୁ ବିସ୍କୁଟ, ଥଣ୍ଡା ପାନୀୟ, ମାସ୍କ, ସାନିଟାଇଜର, ପାଣି ବୋତଲ, ବୃଦ୍ଧ ବୃଦ୍ଧାଙ୍କୁ ମଶାରୀ ସହିତ ପ୍ରାଥମିକ ଚିକିତ୍ସା ସମ୍ପୂର୍ଣ ମାଗଣାରେ ଯୋଗାଇ ଦିଆଯିବ।
jayadurga foundation trust retweeted
କେନ୍ଦୁଝର ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ସାନଘାଗରା ରେ ଏହି ମାଙ୍କଡ଼ ପିଠିରେ ଏକ ବେଲ୍ଟ ବାନ୍ଧି ହୋଇଛି। ବନ୍ୟପ୍ରାଣୀ ବିଭାଗ ଙ୍କୁ ଅନୁରୋଧ ମାଙ୍କଡ ଟିକୁ ଉଦ୍ଧାର କରି କଷ୍ଟରୁ ମୁକ୍ତି କରନ୍ତୁ। @DistAdmKeonjhar @CMO_Odisha @Dept_of_AHD @Min_FAHD @rajaaswain @MoSarkar5T
jayadurga foundation trust retweeted
କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ବରଗୋଡା ଗ୍ରାମର ନକୁଳ କିସାନ ବହୁତ ଦିନ ହେଲାଣି ରୋଗଗ୍ରସ୍ତ ହୋଇ ଘରେ ପଡିଛନ୍ତି, ମେଡିକାଲ ପାଇଁ ସମ୍ବଳ କି ସାହସ ନାହିଁ, ଗୁଣିଗାରେଡିରେ ଭରସା କରି ଯୁବାବୟସ ରେ ମୃତ୍ୟୁ କୁ ଆଦରି ବସିଛନ୍ତି। @DistAdmKeonjhar @HFWOdisha @nabadasjsg @CMO_Odisha @MoSarkar5T @BskyOdisha
jayadurga foundation trust retweeted
କେନ୍ଦୁଝର ଜିଲ୍ଲା ଆନନ୍ଦପୁର ପୌରପାଳିକା ଅନ୍ତର୍ଗତ ଘଷିପୁରା ନିକଟସ୍ଥ ଖପରାଖାଇ ଛକରେ ପାଣି ପାଇପ ଫାଟି ପାଣି ବାହାରୁଚି। ରାସ୍ତାରେ ଏକ ବଡ ଖାଲି ଯଦ୍ୱାରା ଦୁର୍ଘଟଣା ହେବାର ସମ୍ଭାବନା ଅଛି। ଦୃଷ୍ଟି ଦେବାକୁ @DistAdmKeonjhar @AnandapurMunic1 @CMO_Odisha @MoSarkar5T @rdmodisha ଙ୍କୁ ବିନମ୍ର ଅନୁରୋଧ।
jayadurga foundation trust retweeted
କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣୀଆଁ ପଞ୍ଚାୟତରେ @jaydurgatrust ତରଫରୁ ୧୫୦୦ ରୁ ଉର୍ଦ୍ଧ୍ବ ଗରିବ ବୃଦ୍ଧବୃଦ୍ଧା ଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା ।@JeanSagarika ଙ୍କ ତତ୍ବାବଧାନରେ 🙏🙏 @DistAdmKeonjhar @CMO_Odisha @MoSarkar5T @bjd_odisha
jayadurga foundation trust retweeted
କେନ୍ଦୁଝର ଜିଲ୍ଲା ସଦର ବ୍ଲକ କଣ୍ଡରାପଶି ଗ୍ରାମର ବିଧବା ଭିନ୍ନକ୍ଷମ ସରସ୍ଵତୀ ମୁଣ୍ଡା ନିଜ କୁନି ଝିଅକୁ ଧରି ଭିକ୍ଷା ବୃତ୍ତି କରୁଛନ୍ତି ତାଙ୍କୁ ଭିନ୍ନକ୍ଷମ ଭତ୍ତା ୭୦୦ ଟଙ୍କା ସହିତ ଚାଉଳ ୩୫ କେଜି, ପ୍ରଧାନମନ୍ତ୍ରୀ ଆବାସ ଗୃହ ଏବଂ ଏକ ଟ୍ରାଇ ସାଇକେଲ ଯୋଗାଇଦେବାକୁ @DistAdmKeonjhar @SSEPD2 @MoSarkar5T @CMO_Odisha ଅନୁରୋଧ ।
jayadurga foundation trust retweeted
ଟୁଇଟର ଗାର୍ଲ ଶ୍ରୀଲେଖା, ଟୁଇଟ୍ କରି ସମାଧାନ କଲେଣି ୪ ହଜାର ସମସ୍ୟା
#Kendujhar #Odisha #Sambad
sambad.in/state/twitter-girl…
jayadurga foundation trust retweeted
jayadurga foundation trust retweeted
କଟକ ବାଦାମ ବାଡ଼ି ବସ୍ ଷ୍ଟାଣ୍ଡ ପରିସରରେ ଥିବା ସାଇନ୍ ବୋର୍ଡ ର ଢାଞ୍ଚା ସବୁଜମୟ ହୋଇପଡିଛି। ଖାଲି ସେତିକି ନିଜେ ଏହାର ଅନେକ ସ୍ଥାନରେ ଲୁହା ଫ୍ରେମ୍ ଖାଇବା ଯୋଗୁ ଏବେ ବିପଦ ସଙ୍କୁଳ ଅବସ୍ଥାରେ ଠିଆ ହୋଇ ରହିଛି। ଦୃଷ୍ଟି ଦେବାକୁ @CMCCuttack @CuttackDM @CMO_Odisha @MoSarkar5T ଙ୍କୁ ବିନମ୍ର ଅନୁରୋଧ।
jayadurga foundation trust retweeted
କର୍କଟ ରୋଗି ଙ୍କ ଆଶାବାଡି ଆମ ମାନଙ୍କ ପ୍ରେରଣା @AbhimanyuDasCTC । ସମାଜସେବା ରେ ଆମ ମାନଙ୍କ ଗୁରୁ🙏🙏🙏 @CMO_Odisha @PMOIndia @rashtrapatibhvn ଙ୍କୁ ବିନମ୍ର ଅନୁରୋଧ ଏଭଳି ଜଣେ ନିସ୍ବାର୍ଥପର ମଣିଷ ଙ୍କୁ ଭାରତ ସରକାର ପଦ୍ମଶ୍ରୀ ଉପାଧିରେ ସମ୍ମାନିତ କରନ୍ତୁ।
jayadurga foundation trust retweeted
କେନ୍ଦୁଝର ଜିଲ୍ଲା ମଦନପୁର ପଞ୍ଚାୟତ ସତତିରା ଗ୍ରାମର ମୁଣ୍ଡ ବଢୁଥିବା ଛ ମାସର ଶିଶୁ ପୁତ୍ର କୁ @jaydurgatrust ତରଫରୁ ଆର୍ଥିକ ସହାୟତା ଯୋଗାଇ ଦେଇ ଉତ୍ତମ ଚିକିତ୍ସା ପାଇଁ କଟକ ବଡ ମେଡିକାଲ କୁ ସ୍ଥାନାନ୍ତର କରାଗଲା। @CMO_Odisha @MoSarkar5T @nabadasjsg @DistAdmKeonjhar @HFWOdisha
jayadurga foundation trust retweeted
ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ କୋଲର ପଞ୍ଚାୟତ ଗୋପିଆକୁଦ, ମୁଣ୍ଡା ସାହି ଠାରେ @jaydurgatrust ତରଫରୁ ଅଧ୍ୟକ୍ଷା ସୁରେଶ୍ଵରୀ ଜେନା ଙ୍କ ମାଧ୍ୟମରେ ବନ୍ୟା ପ୍ରପୀଡ଼ିତ ଙ୍କୁ ରିଲିଫ ବଣ୍ଟନ କରା ଯାଇଥିଲା। @CollectorJspur @CMO_Odisha @MoSarkar5T @TirtolTahasil @SRC_Odisha @PradeepJenaIAS
jayadurga foundation trust retweeted
Kindly look into the matter and take necessary action @DMnabarangpur @CMO_Odisha @MoSarkar5T @SRC_Odisha @PradeepJenaIAS @sambad_odisha
jayadurga foundation trust retweeted
ଯାତ୍ରୀ ମାନଙ୍କ ସୁରକ୍ଷା କୁ ଦୃଷ୍ଟି ଦେବାକୁ @DistAdmKeonjhar @AnandapurMunic1 @CMO_Odisha @MoSarkar5T @Bpatraghasipura @BhagirathiSethi ଙ୍କୁ ବିନମ୍ର ଅନୁରୋଧ।
jayadurga foundation trust retweeted
କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଉପଖଣ୍ଡ ର ଏକ ବ୍ୟସ୍ତବହୁଳ ଅଞ୍ଚଳ ହେଉଛି ଘଷିପୁରା ବସଷ୍ଟାଣ୍ଡ। ପ୍ରତିଦିନ ଶହ ଶହ ସଂଖ୍ୟାରେ ବସ ରାଜ୍ୟର ବିଭିନ୍ନ ସ୍ଥାନକୁ ଯାତ୍ରୀ ମାନଙ୍କୁ ନେବା ଆଣିବା କରୁଥିବା ବେଳେ ଏହାର ପ୍ରବେଶ ପଥରେ ଥିବା କଂକ୍ରିଟ ଭାଙ୍ଗି ରଡ଼ ତୀକ୍ଷ୍ଣ ହେଇ ବାହାରିଛି । ଯଦ୍ୱାରା ଦୁର୍ଘଟଣା ଘଟିବାର ଆଶଙ୍କା ରହିଛି 1/2
jayadurga foundation trust retweeted
ସାର୍ @SamajaThe ଖବର କାଗଜ ରେ ପ୍ରକାଶିତ ଖବର ର ସଠିକ ଯାଞ୍ଚକରି ତୁରନ୍ତ ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଅନୁରୋଧ |Respected @CMO_Odisha @SecyChief @MoSarkar5T @PRDeptOdisha @homeodisha @ashokkmeena @rvineel_krishna @Bhaskar__Sarma @BPSethi @districtadmndkl @DrdaDhenkanal @SubHindol











































