sujit sahoo retweeted
Replying to @CMO_Odisha
@CMO_Odisha @_anugarg @otvnews @otvkhabar @kanak_news @ArgusNews_in @NandighoshaTV @NEWS7Odia @kalingatv
We are at lower pmg since 4 days..please come here,see our situation,and convey our demands to the government 🙏🏼
sujit sahoo retweeted
🚨 OSEPA SCANDAL: Massive tender fixing, money laundering & illegal extortion uncovered in Odisha’s vocational education system! VTs left unpaid for months while corrupt agencies profit.
We demand an immediate probe! @CMO_Odisha @EDocuments @abhijeet_dipke #kyaboltipublic – at Bhubaneshwar, India
sujit sahoo retweeted
Replying to @SMEOdisha @CMO_Odisha @EduMinOfIndia @dpradhanbjp @NityanandaBJP @SecyChief @DC_Odisha @IPR_Odisha
What about osepa 3rd grade vocational education system?? Is it odia Asmita or benefits for Blacklisted vtp??
sujit sahoo retweeted
Replying to @CMO_Odisha
@CMO_Odisha @MohanMOdisha @SecyChief @SMEOdisha @NityanandaBJP @ThirumalaNaik4 @OSEPA_Official @AnanyaDasIAS ସୀମା ଟପିଲା ଆସେନସିଭ୍ ଏଜୁକେୟାରର ଦାଦାଗିରି! ଓସେପା ଅଫିସ ଭିତରେ ସୌମ୍ୟରଞ୍ଜନ ସାହୁ ବାଉଁସର ଲଗାଇ ଓଡ଼ିଶା ଭୋକେସନାଲ ଟ୍ରେନର୍ସ ଆସୋସିଏସନ ସଭାପତିଙ୍କୁ ଆକ୍ରମଣ କରିବା ଅତ୍ୟନ୍ତ ନିନ୍ଦନୀୟ।
sujit sahoo retweeted
ଓସେପା ଅଧିକାରୀଙ୍କ ଆଖି ଆଗରେ ଘଟିଥିବା ଏହି ଘଟଣାରେ ସୌମ୍ୟରଞ୍ଜନ ଏବଂ ଏହି ସଂସ୍ଥା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ କି?
@otvkhabar @ArgusNews_in @kanak_news @NandighoshaTV @samajalive @DharitriLive1 @DGPOdisha
sujit sahoo retweeted
ଦୟା କରିକି ଓଡିଶା ସରକାର ଧନ୍ଦାମୂଳକ ଶିକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ @BJP4Odisha @OSEPA_Official @dpradhanbjp @mohanmajhi @OdishaVts @VTWA_Odisha
sujit sahoo retweeted
🚨 EXPOSED: Mega Recruitment Scam in Odisha’s Mass Education Department!
We strongly condemn the massive corruption and irregularities in the recruitment process. Senior officials & private "consultants" are manipulating the system, forcing experienced staff (2016 batch) to reapply while looting money per post.
The creation of 21 outsourcing agencies and the contradictory notification to oust employees above 45 is a conspiracy against honest workers.
This is daylight robbery of employment opportunities.
We demand:
⚫ Immediate CBI/SPE inquiry into the scam.
⚫ Cancellation of the flawed notification.
⚫ Protection for existing employees.
@MohanMOdisha @suryabanshibjp
@narendramodi @NityanandaBJP
@VTAA_NSQF @PrithivirajBJP
@mlkhattar
@dpradhanbjp @AprajitaSarangi
@babusinghodisha
@IPR_Odisha @CorExposed
#JobScam #VTWA_Odisha #JusticeForEmployees
sujit sahoo retweeted
OSEPA ର ଭୋକେଶନାଲ ବିଭାଗ ରେ ଅବସ୍ଥିତ ଥିବା କଳ୍ପନା ହାଁସଦା ଓ ଅମରେଶ ମହାପାତ୍ର ବିଗତ 5 ବର୍ଷ ହେଲା VTP ସଂସ୍ଥା ର ଏଜେଣ୍ଟ ସାଜି 2120 VT ଙ୍କ ଅସୁବିଧାକୁ ଅଣଦେଖା କରି VTP ର ସ୍ବାର୍ଥ ସାଧନ ରେ ଲାଗିଛନ୍ତି। ତୁରନ୍ତ ତାଙ୍କୁ ବହିଷ୍କାର କରାଯାଉ।
@SMEOdisha @NityanandaBJP @OSEPA_Official @AnanyaDasIAS
sujit sahoo retweeted
OSEPA ର ଭୋକେଶନାଲ ବିଭାଗ ରେ ଅବସ୍ଥିତ ଥିବା କଳ୍ପନା ହାଁସଦା ଓ ଅମରେଶ ମହାପାତ୍ର ବିଗତ 5 ବର୍ଷ ହେଲା VTP ସଂସ୍ଥା ର ଏଜେଣ୍ଟ ସାଜି 2120 VT ଙ୍କ ଅସୁବିଧାକୁ ଅଣଦେଖା କରି VTP ର ସ୍ବାର୍ଥ ସାଧନ ରେ ଲାଗିଛନ୍ତି। ତୁରନ୍ତ ତାଙ୍କୁ ବହିଷ୍କାର କରାଯାଉ।
@SMEOdisha @NityanandaBJP @OSEPA_Official @AnanyaDasIAS
sujit sahoo retweeted
Replying to @susanta74171306 @OdishaVts
ଓସେପା ଭୋକେଶନାଲ ବିଭାଗ ର ପ୍ରୋଗ୍ରାମର "ଅମରେଶ ମହାପାତ୍ର" ବ୍ୟାପକ ଦୁର୍ନୀତି ରେ ସମ୍ପୃକ୍ତ ଅଛନ୍ତି ଦୀର୍ଘ ଚାରିବର୍ଷ ବାରମ୍ବାର ଲିଖିତ ଅଭିଯୋଗ ପ୍ରମାଣ ସହ ଦେଲା ପରେ କାର୍ଯାନୁଷ୍ଠାନ ହେଉନାହିଁ, କମ୍ପାନୀ ଡିରେକ୍ଟରଙ୍କ ସହ ସିଧାସଳଖ କ୍ୟାପିଟାଲ ଥାନା ରେ ଉପସ୍ଥିତ ଥିଲେ ତାଙ୍କୁ କିଏ ଘଣ୍ଟ ଘୋଡାଉଛି କାର୍ଯ୍ୟନୁଷ୍ଠାନ କେବେ????
sujit sahoo retweeted
ଚରମ ଶୀର୍ଷ ରେ, ଭିଟି ମାରଣା ନୀତି 8 ବର୍ଷ ରେ ମନ ବୁଝିଲା ନାହିଁ ଆଉ କେତେଦିନ ଆମେ ଶୋଷଣ ହେବୁ ଦୟାକରି କହିବେ କି ମାନନୀୟ ଡେପୁଟି ଡିରେକ୍ଟର ମାଡାମ (ଭୋକେଶନାଲ ).
VTP କଥା ମାନୁନାହାନ୍ତି ନାଁ ଆପଣ ତାଗିଦ କରୁନାହାନ୍ତି????
GL/IV ଜାଲି କରିବା ପାଇଁ ଭିଟି ଙ୍କୁ ନାଲି ଆଖି ଆପଣ ନିରବ କାହିଁକି???
sujit sahoo retweeted
Replying to @CMO_Odisha
@CMO_Odisha
@MohanMOdisha
@SMEOdisha
@OSEPA_Official
@AnanyaDasIAS
@pradeeppurohit_
@NityanandaBJP
ଧନ୍ଦାମୂଳକ ପ୍ରଶିକ୍ଷକ ବିନା ଦରମାରେ ଦଶହରା, କୁମାରପୂର୍ଣ୍ଣିମା କଟେଇ ପଡିଶା ଘରୁ ଟଙ୍କା ଧାର ନେଇ ଆଜି ସ୍କୁଲ ରେ ଜଏନ କରିଲେ ଓସେପା ର କମ୍ପାନୀ ପ୍ରୀତି
sujit sahoo retweeted
Replying to @CMO_Odisha
@CMO_Odisha @MohanMOdisha @SMEOdisha @OSEPA_Official @AnanyaDasIAS vocational ଶିକ୍ଷା ରେ ନାରୀଙ୍କୁ ଏମିତି ସମ୍ମାନ ଯେ ତା ପାଇଁ ମାତୃତ୍ଵକାଳିନ ଛୁଟି ନାହିଁ। ନିଜ ହକ ପାଇବାକୁ କଅଁଳା ଛୁଆ ଧରି ବର୍ଷାରେ ଭିଜି ଆଜି ରାଜ ରାସ୍ତାରେ। କେବେ ମିଳିବ ନ୍ୟାୟ????
sujit sahoo retweeted
#ମାଡ଼_ଖାଇଥିଲେ, #ଥାନାରେ_ପିଟିଲେ
ରାଜଧାନୀ ଭୁବନେଶ୍ବରରେ ଧନ୍ଦାମୂଳକ ପ୍ରଶିକ୍ଷକଙ୍କ ଆନ୍ଦୋଳନ ବେଳେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ।
#Odisha #OTV
sujit sahoo retweeted
Dear @CMO_Odisha @MohanMOdisha sir this is for your kind notice, a Director from a Company which has recruited VTs in schools tried to threatened our VTs during our peaceful protest. He along with a officer from @osepa punched our president inside police station. @odisha_police
sujit sahoo retweeted
VT ଭାଇ ଓ ଭଉଣୀ ମାନେ OSEPA ଅଫିସ୍ ସାମ୍ନାରେ ଅପେକ୍ଷା କରିଛନ୍ତି SPD ଙ୍କୁ, ତାଙ୍କ ଦୁଃଖ ଓ ଅସୁବିଧା ବିଷୟରେ ଜଣାଇବା ପାଇଁ କିନ୍ତୁ ଏ ପର୍ଯ୍ୟନ୍ତ କେହି ଅଫିସ୍ ରୁ ବାହାରକୁ ହିଁ ବାହାରୁ ନାହାନ୍ତି। ଏହା ହେଉଛି ଓଡ଼ିଶା ର govt. Officer ଙ୍କର ମାନବିକତା। #remove_VTP_save_VT #sameworksamepay
sujit sahoo retweeted
Replying to @OdishaVigilance
ଦୟାକରି Vocational Wing @OSEPA_Official ର ଡେପୁଟି director କଳ୍ପନା ହାଁସଦା ଓ programer ଅମରେଶ ମହାପାତ୍ର ଙ୍କ କାର୍ଯ୍ୟକଳାପ ର ତଦନ୍ତ ହେଉ. କିପରି ପଦବୀ ର ଦୁର୍ବ୍ୟବହାର କରି ବିନା ଟେଣ୍ଡର ରେ outsourcing agency ଙ୍କୁ ଅହେତୁକ ଅନୁକମ୍ପା ଦେଖାଉଛନ୍ତି
ବଦଳି କୁ ବାତିଲ କରି ଦୀର୍ଘ ଦିନ ହେଲା ଗାଦି ମାଡି ବସିଛନ୍ତି
sujit sahoo retweeted
Today, a short while ago, Sri Raghunath Hansda, PSI & Sri Siba Prasad Dalei, ASI of Papdahandi P.S, #Nabarangpur have been apprehended by #Odisha #Vigilance for taking bribe of Rs.4,000/ -from a Complainant to release his seized motor cycle.


























