Tapralisha (@tapralisha) header
Tapralisha (@tapralisha) profile picture

#ମୋ ସକ୍ଷମତା ଦ୍ୱାରା ମୋତେ ଜାଣିବାକୁ ଚେଷ୍ଟା କର ମୋର ଅକ୍ଷମତା ଦ୍ୱାରା ନୁହଁ 💯👍 #ଗାଉଁଲିଝିଅ

Joined July 2020
Photo by Tapralisha (@tapralisha)Photo by Tapralisha (@tapralisha)Photo by Tapralisha (@tapralisha)Photo by Tapralisha (@tapralisha)Photo by Tapralisha (@tapralisha)Photo by Tapralisha (@tapralisha)Photo by Tapralisha (@tapralisha)Photo by Tapralisha (@tapralisha)Photo by Tapralisha (@tapralisha)Photo by Tapralisha (@tapralisha)
Tapralisha retweeted
ମୁଖ୍ୟମନ୍ତ୍ରୀ ଙ୍କ ଘୋଷଣା କୁ କାର୍ଯ୍ୟକାରୀ କରିବାରେ ବିଫଳ ବିଦ୍ୟାଳୟ ଓ ଗଣଶିକ୍ଷାବିଭାଗ ଏବଂ ବିଭାଗୀୟମନ୍ତ୍ରୀ।ଯଦି ଫେବୃଆରୀ ଶେଷସୁଦ୍ଧା କନିଷ୍ଠ ଶିକ୍ଷକ ମାନଙ୍କୁ ନିୟମିତ କରିବାର ସରକାରୀ ନିର୍ଦ୍ଦେଶନାମା ନ ଆସେ ,ମାର୍ଚ୍ଚ ମାସର ପରୀକ୍ଷା ବର୍ଜନ କରି ଆନ୍ଦୋଳନ କରିବୁ। @CMO_Odisha @NityanandaBJP @SMEOdisha @dpradhanbjp
282
1,711
12
587
9,291
Tapralisha retweeted
ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ୬ମାସ ପୁରିଗଲା ହେଲେ ଆଜିପର୍ଯ୍ୟନ୍ତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତର ସରକାରୀ ନିର୍ଦ୍ଦେଶନାମା ମିଳିପାରିଲା ନାହିଁ।ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କେବଳ ଘୋଷଣା ରେ ସୀମିତ ରହିଗଲା। ଘୋଷଣାର ୬ମାସ ପରେ ମଧ୍ୟ ଆମେ ଯୋଜନାଭିତ୍ତିକ,କେବେ ହେବୁ ନିୟମିତ? @CMO_Odisha @MohanMOdisha @NityanandaBJP @SMEOdisha
358
1,962
20
709
11,903
Do the needful as desired by the card holder! @UIDAI @Aadhaar_Care
Urgent Attention Required! @UIDAI @Aadhaar_Care My Aadhaar status is incorrectly showing as "Deceased". I am very much alive and working as a Govt Teacher in Jajpur, Odisha. This error is causing severe distress. Name: Pratima Sahu Aadhaar (Last 4): 5419 Please rectify this
1
2
4
426
Replying to @ceo_uidai

58
Tapralisha retweeted
@UIDAI @ceo_uidai what are you doing ???
1
1
122
Please look into the matter and do the needful
Urgent Attention Required! @UIDAI @Aadhaar_Care My Aadhaar status is incorrectly showing as "Deceased". I am very much alive and working as a Govt Teacher in Jajpur, Odisha. This error is causing severe distress. Name: Pratima Sahu Aadhaar (Last 4): 5419 Please rectify this
1
1
39
#ମୌଳିକ_ସୁବିଧାରୁ_ବଞ୍ଚିତ_65ଶତକଡା_ଦିବ୍ୟାଙ୍ଗ_ମହିଳା ଖୋର୍ଦ୍ଧା :ବାଣପୂର୍ ବ୍ଲକ କୁଲେଇ ପଞ୍ଚାୟତର ବିଂଝଳା ଗ୍ରାମର ସ୍ୱୋର୍ଗତ ମୋଚିରାମ ଭାରିମଲ ଙ୍କର ଦିବ୍ୟାଙ୍ଗ ଝିଅ ମାଳତୀ ଭାରିମଲ୍ ଙ୍କ ଭତା ବୁର୍ଦ୍ଧି ଏବଂ ତାଙ୍କୁ ଅନ୍ତଦୋୟ ଯୋଜନାରେ ସାମିଲ କରିବାକୁ ବିନମ୍ର ଅନୁରୋଧ l Respected @CMO_Odisha @MohanMOdisha @SSEPD2

6
10
2
22
794
Tapralisha retweeted
#ଦୀର୍ଘ_ବର୍ଷରୁ_ଅଧିକ_ଦିନ_ହେବ_ବସୁଧା_ଟାଙ୍କି_କାର୍ଯ୍ୟ_ଶେଷ_ହେଉନାହିଁ ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ଅସ୍ତି ପଞ୍ଚାୟତ ଅନ୍ତର୍ଗତ ଡାଳୁଆ ଗ୍ରାମର ୱାର୍ଡ଼ ନଂ ୧୪ ରେ ଲୋକେ ବସୁଧା ପାଣି ପାଇବାରୁ ବଞ୍ଚିତ। ତୁରନ୍ତ ଏହାର ଉଚିତ୍ ତଦନ୍ତ କରି ବିହିତ ପଦକ୍ଷେପ ଗ୍ରହଣ କରିବାକୁ @PRDeptOdisha @RWSS_Odisha @DBalasore ଙ୍କୁ ଅନୁରୋଧ
12
23
2
37
1,186
Tapralisha retweeted
So Kindly look into this issue and resolve this issue immediately🙏🙏🙏 @DM_Bhadrak
1
3
144
Respected Sir/Maam, @CMO_Odisha @KVSinghDeo1 @SecyChief @krushibibhag @OLICLTD @DM_Subarnapur @bdo_bmpur Kindly Look Into This Matter And Take Necessary Action.
2
5
14
388
ବାତ୍ୟା #ଦାନା ର ପ୍ରଭାବରେ ଭଦ୍ରକ ଜିଲ୍ଳାର ଭଦ୍ରକବ୍ଲକ୍ ଅନ୍ତର୍ଗତ sabarang ର ବଡଗୋପାଳ ସାହିର 64 ବର୍ଷ ବୟସ୍କ ସୁବାସ ଚନ୍ଦ୍ର ପରିଡ଼ା ଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ। ସେ ଜଣେ ଗରିବ ଚାଷୀ। ତାଙ୍କୁ କ୍ଷତିଗ୍ରସ୍ତ ପାଇଁ ରିଲିଫ, ପାଲ ସହ ପକ୍କାଘର ଯୋଗାଇ ଦେବାକୁ ଅନୁରୋଧ। @CMO_Odisha @DM_Bhadrak @Food_Odisha @pani_patita
1
4
78
ଏହି ପରିବାର ସହିତ ମୁଁ ପରିଚିତ। ଗତ ବାତ୍ୟା ରେ ତାଙ୍କର ଏକମାତ୍ର ସାହାରା ମାଟି ଘର ଖଣ୍ଡିକ ବି ନଷ୍ଟ ହେଇ ଯାଇଛି। ଏହି ଗରିବ ପରିବାର ଟିକୁ ଯଥାଶୀଘ୍ର ରହିବା ପାଇଁ ଘର‌ ଖଣ୍ଡିଏ ଯୋଗାଇ ଦେବା ମୁଁ ଅନୁରୋଧ କରୁଛି। 🙏🙏🙏 @Sitansu1981 @suryabanshibjp @MohanMOdisha @CMO_Odisha @dpradhanbjp @NaMoInOdia

34
1,495